Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ମକର ସଂକ୍ରାନ୍ତିରେ ଏହିସବୁ ବସ୍ତୁ ଦାନ କରନ୍ତୁ, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ପାଆନ୍ତୁ…

ଭୁବନେଶ୍ୱର: ମକର ସଂକ୍ରାନ୍ତି ହିନ୍ଦୁମାନଙ୍କ ପ୍ରମୁଖ ପର୍ବମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପର୍ବ ଅଟେ। ବହୁ ଆନନ୍ଦ ଉଲ୍ଲାସର ସହ ଏହି ପର୍ବକୁ ପାଳନ କରିଥାଆନ୍ତି । ଏହା ପାଳନ କରିବାର ସବୁଠାରୁ ବଡ଼ କାରଣ ହେଉଛି ଏହି ଦିନରେ ଭଗବାନ ସୂର୍ଯ୍ୟଦେବ ଧନୁ ରାଶି ଠାରୁ ମକର ରାଶିରେ ପ୍ରବେଶ…

ଜାଣନ୍ତୁ, ‘ମକର ସଂକ୍ରାନ୍ତି’ରେ କିପରି ପାଇବେ ସୂର୍ଯ୍ୟଦେବଙ୍କ ସାନ୍ନିଧ୍ୟ…

ଭୁବନେଶ୍ୱର: ପବିତ୍ର ମକର ସଂକ୍ରାନ୍ତି । ସୂର୍ଯ୍ୟଦେବଙ୍କ ମକର ରାଶିକୁ ଗମନ । ପୁଣି ଏହାକୁ ରବି ସଂକ୍ରମଣ ବୋଲି କୁହାଯାଏ । ଏହି ଦିନ ରେ ସୂର୍ଯ୍ୟଙ୍କର ଗତି ଉତ୍ତାରାୟନ ହୋଇଯାଏ । ଦେବାଦେବୀଙ୍କୁ ଏହିଦିନ ମକର ଚାଉଳ ଭୋଗ ଓ ତିଲୋଇ ଖଜା ଭୋଗ ଅର୍ପଣ କରାଯାଇଥାଏ । ପୁରାଣ ମତରେ ମକର…

‘ମକର ସଂକ୍ରାନ୍ତି’କୁ ଆଉ କେଉଁକେଉଁ ନାମରେ ପାଳିତ କରାଯାଏ, ଜାଣନ୍ତୁ

ଭୁବନେଶ୍ୱର: ଭାରତର ବିଭିନ୍ନ ସ୍ଥାନରେ ‘ମକର ସଂକ୍ରାନ୍ତି’ ପର୍ବକୁ ଶ୍ରଦ୍ଧାଳୁମାନେ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି । ଏହାବ୍ୟତିତ ଏହି ପର୍ବକୁ ଭିନ୍ନଭିନ୍ନ ରାଜ୍ୟରେ ଭିନ୍ନଭିନ୍ନ ନାମରେ ପାଳିତ କରାଯାଇଥାଏ । ଉତ୍ତର ଓଡିଶାରେ ଏହାକୁ ଗଣପର୍ବ ଭାବରେ ପାଳନ କରାଯାଇଥାଏ ।…

‘ମକର ସଂକ୍ରାନ୍ତି’କୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ, ଜାଣନ୍ତୁ…

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ପାଳନ ହେଉଥିବା ପ୍ରତ୍ୟେକ ଓଷା ବାର ପଛରେ କୌଣସି ନା କୌଣସି କାରଣ ଲୁଚି ରହିଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ମକର ସଂକ୍ରାନ୍ତି ପଛର ପୌରାଣିକ କାରଣ... ସୂର୍ଯ୍ୟ ଧନୁରାଶି ପରିତ୍ୟାଗ କରି ମକର ରାଶିକୁ ଗଲାବେଳେ ଘଟୁଥିବା ସଂକ୍ରମଣକୁ ମକର ସଂକ୍ରାନ୍ତି…

ଜାଣନ୍ତୁ, ଶ୍ରୀମନ୍ଦିରରେ କିପରି ପାଳନ ହୁଏ ମକର ସଂକ୍ରାନ୍ତି…

ଭୁବନେଶ୍ୱର: ମକର ସଂକ୍ରାନ୍ତି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ବଢ଼ିବା ପରେ ଶ୍ରୀଜିଉମାନଙ୍କର ପଟା ପହରଣ (ପତଳା ସୂତାର ଜାଲିକନା) ଲାଗି କରାଯିବା ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥାଏ । ଏହାପରେ କର୍ପୂର ଲାଗି ହୋଇ ଶ୍ରୀବିଗ୍ରହମାନଙ୍କର ବେଶ…

ଜାଣନ୍ତୁ, କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି

ଭୁବନେଶ୍ୱର: ଓଡିଆ ସଂସ୍କୃତିରେ ବାରମାସରେ ତେରପର୍ବ ପାଳନ କରାଯାଉଥିବା ବେଳେ ଏହି ‘ମକର ପର୍ବ’ ସେଥିମଧ୍ୟରୁ ଅନ୍ୟତମ । ଯାହାକୁ ପ୍ରତିବର୍ଷ ଜାନୁଆରୀ ମାସରେ ପାଳନ କରାଯାଇଥାଏ । କୁହାଯାଏ, ଏହିଦିନରେ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି ଅର୍ଥାତ୍ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ…

ମକର ସଂକ୍ରାନ୍ତି ବିଶେଷ ‘ମକର ଚାଉଳ’ର ପ୍ରସ୍ତୁତି ପ୍ରଣାଳୀ…

ଭୁବନେଶ୍ୱର: ମକର ସଂକ୍ରାନ୍ତି ଦିନ ବନ୍ଧୁତ୍ୱର ସମ୍ପର୍କକୁ ମଜବୁତ୍‍ କରିବା ପାଇଁ ବନ୍ଧୁମାନେ ପରସ୍ପର ହାତରେ ସୂତା ବାନ୍ଧିବା ସହ ପରସ୍ପରକୁ ମକର ଚାଉଳ ଖୁଆଇ ଥାଆନ୍ତି। ଆସନ୍ତୁ ଜାଣିବା ଏହି ମକର ଚାଉଳର ପ୍ରସ୍ତୁତି ପ୍ରଣାଳୀ... ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ, କ୍ଷୀର, କୋରା…

ଓଡ଼ିଶାରେ କିପରି ପାଳନ କରାଯାଏ ମକର ସଂକ୍ରାନ୍ତି…

ଭୁବନେଶ୍ୱର: ସଂସ୍କୃତିର ରାଜ୍ୟ ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ସେଥିରୁ ‘ମକର ସଂକ୍ରାନ୍ତି’ ଅନ୍ୟତମ। ଓଡିଶାର ସବୁଠାରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଗୃହର ଦେବାଦେବୀ ଓ ସୂର୍ଯ୍ୟଙ୍କୁ ଅର୍ପଣ କରାଯାଏ । ବିଭିନ୍ନ ମନ୍ଦିରରେ ମକର ଚାଉଳ ପ୍ରଦାନ କରିବା ସହିତ ବିଶେଷ ନୀତି…

‘ଜାତୀୟ ଯୁବ ଦିବସ’ ଅବସରରେ ଶୁଭେଚ୍ଛା ଜଣାଇଲେ ନବୀନ ଓ ମୋଦୀ

ଭୁବନେଶ୍ୱର: ଆଜି ହେଉଛି ମହାପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ୧୫୭ ତମ ଜନ୍ମ ଜୟନ୍ତୀ । ଏହାକୁ ଦେଶବ୍ୟାପୀ ‘ଯୁବ ଦିବସ’ ରୂପେ ପାଳନ କରାଯାଏ । ଏହି ଅବସରରେ ସମସ୍ତ ଯୁବବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ।…

ଦାରିଦ୍ରତାର ଚରମ ସୀମା: ଅର୍ଥାଭାବରୁ ଚୁଟି ବିକ୍ରି କରି ପିଲାଙ୍କୁ ଖାଇବାକୁ ଦେଲା ମା’

ଭୁବନେଶ୍ୱର: ଏହାକୁ ମାଆର ମମତା କୁହନ୍ତୁ କିମ୍ବା ଦଇବ ଯାତନା। ଟଙ୍କା ପଇସା ଅଭାବରୁ ପିଲାଙ୍କୁ ଖାଇବାକୁ ଦେଇପାରୁନଥିବା ବିଧବା ମା ନେଇଛି ଏଭଳି ଏକ ପଦକ୍ଷେପ ଯାହା ଜାଣିଲେ ଆପାଣଙ୍କ ଆଖି କୋଣରେ ଲୁହ ଜକେଇ ଆସିବ । ପିଲାଙ୍କ ମୁଂହରେ ଦାନ ଦେବା ପାଇଁ ନିଜ ମୁଣ୍ଡର ଚୁଟି କାଟି ବିକିଦେଲା ମାଆ…