Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ନରସିଂହପୁରର ପ୍ରଗଳା ଠାକୁରଣୀ; ଯେଉଁଠି ଶୂନ୍ୟରେ ଉଡୁଛି ଖଣ୍ଡା…

ଭୁବନେଶ୍ୱର: ସଂସ୍କୃତି ରାଜ୍ୟ ଆମ ଓଡିଶାରେ ଲୁଚି ରହିଛି ଅନେକ କିମ୍ବଦନ୍ତୀ ଓ ରହସ୍ୟ । ଯାହା ଲୋକଲୋଚନକୁ ମଧ୍ୟ ଆସିପାରି ନାହିଁ । ଆଜି ଆମେ ଆପଣଙ୍କୁ ଜଣାଇବୁ ଏକ ରହସ୍ୟମୟ ଠାକୁରାଣୀ ପୀଠ ସମ୍ପର୍କରେ । ଯାହାକୁ ପଢି ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଏହି ରହସ୍ୟମୟ ପୀଠରେ ଶୂନ୍ୟରେ ଉଡୁଛି…

ଅଶାନ୍ତ ବିଶ୍ୱକୁ ଶାନ୍ତିର ମାର୍ଗ ଦେଖାଇ ପାରିବ ସ୍ୱାମୀ ବିବେକାନନ୍ଦଙ୍କ ଏହି ୧୦ଟି ବିଚାର…

ଭୁବନେଶ୍ୱର: ସ୍ୱାମୀ ବିବେକାନନ୍ଦ ହେଉଛନ୍ତିି ଆଧୁନିକ ମାନବ ତଥା ଯୁବ ସମାଜର ଆଦର୍ଶ ପ୍ରତିନିଧି। ଯୁବ ସମାଜକୁ ନେଇ ସେ ଅନେକ ସ୍ୱପ୍ନ ଦେଖିଥିଲେ। ସେମାନଙ୍କୁ ନିଜ କର୍ତ୍ତବ୍ୟବୋଧ ପ୍ରତି ସଚେତନ ତଥା ଜାଗ୍ରତ କରିବାକୁ ସର୍ବଦା ଚେଷ୍ଟିତ ରହୁଥିଲେ। ତେଣୁ ପ୍ରତ୍ୟେକ ବର୍ଷ ତାଙ୍କ ଜନ୍ମଦିନକୁ…

ଜାତୀୟ ଯୁବ ଦିବସ ଅବସରରେ ଯାଜପୁରରେ ରାଜ୍ୟସ୍ତରୀୟ ମିନି ମାରାଥନ

ଯାଜପୁର: ଆଜି ହେଉଛି ମହାପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ତିଥି। ଦେଶବ୍ୟାପୀ ଏହାକୁ ଯୁବ ଦିବସ ରୂପେ ପାଳନ କରାଯାଏ । ଦେଶକୁ ଆଗକୁ ଆଗେଇ ନେବାରେ ଯୁବକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଯୁବକମାନଙ୍କୁ ବିବେକାନନ୍ଦଙ୍କ ଆଦର୍ଶରେ ଆଗେଇ ନେବାର ଆବଶ୍ୟକତା ରହିଥିବାରୁ ଆଜି…

ଉଦଘାଟିତ ହେଲା ଅନ୍ତର୍ଜାତୀୟ ଧଉଳି କଳା ଉତ୍ସବ: ପ୍ରଥମ ସନ୍ଧ୍ୟାରେ ୧୫୦ ଶିଶୁ ଚିତ୍ରଶିଳ୍ପୀଙ୍କ କଳା ପ୍ରଦର୍ଶନୀ  

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ଧଉଳି ଶାନ୍ତିସ୍ତୁପ ପାଦ ଦେଶରେ ଅବସ୍ଥିତ ଧଉଳି ହସ୍ତଶିଳ୍ପ ବଜାର ଓ ମହାବିଦ୍ୟାଳୟ ପରିସରରେ ରବିବାର ଦିନ ଉଦଘଟିତ ହୋଇଯାଇଛି ତିନିଦିନିଆ ଜାତୀୟ ଧଉଳି କଳା ଉତ୍ସବ । ଏହି ଅବସରରେ ପ୍ରଥମ ଦିନ ୧୫୦ ଶିଶୁ ଚିତ୍ରଶିଳ୍ପୀଙ୍କ ଚିତ୍ର କଳା ପ୍ରଦର୍ଶନୀ ଅନୁଷ୍ଠିତ…

ଗୋଟିଏ ଛାତ ତଳେ ଗଢି ଉଠିଛି ଏହି ସହର…

ସହର ମାନଙ୍କରେ ବଡ଼ ବଡ଼ କୋଠା ଥିବା କଥା ଆପଣ ଜାଣିଥିବେ । କିନ୍ତୁ କୋଠା ଉପରେ ଏକ ସହର ଗଢିହୋଇଥିବା କଥା କାନକୁ ଟିକିଏ ଅଲଗା ଶୁଭୁଥିବ ନିଶ୍ଚୟ । ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ସତ । ଉତ୍ତର ଆମେରିକାରେ ଥିବା ଆଲାସ୍କାର ହ୍ବିଟିୟରରେ ଏକ ୧୪ ମହଲା ବିଶିଷ୍ଟ କୋଠା ରହିଛି। ଏହି…

ରାସ୍ତାକଡ଼ରେ ମାଗୁଥିଲେ ଭିକ; ପରେ ଜଣାପଡିଲା ଭିକାରୀ ଜଣଙ୍କ କୋଟିପତି

ମନ୍ଦିର ପାଖରେ ବସି ଭିକ ମାଗୁଥିବା ଲୋକ ଯେ ଜଣେ କୋଟିପତି ହୋଇଥିବେ ତାହା ବିଶ୍ୱାସ କରିବା ଅନ୍ତତଃ ପକ୍ଷେ କଷ୍ଟକର । ଏହିଭଳି ଏକ ଅବିଶ୍ବନିୟ ଘଟଣା ଘଟିଛି ହରିୟାଣାରେ । ହରିୟାଣାର ଏକ ମନ୍ଦିର ନିକଟରେ ଭିକ ମାଗୁଥିବା ଜଣେ ଭିକାରୀ ଯେ, କୋଟିପତି ହୋଇଥିବେ ତାହା କେହି କେବେ ଚିନ୍ତା କରି…

ନରେନ୍ଦ୍ରରୁ ବିବେକାନନ୍ଦ: ତେଜସ୍ୱୀ ସାଧକଙ୍କ ଅଜଣା କାହାଣୀ…

ଭୁବନେଶ୍ୱର: ସାରା ବିଶ୍ୱରେ ଯେଉଁ କେତେଜଣ ପ୍ରସିଦ୍ଧ ସନ୍ୟାସୀଙ୍କ କଥା ସଦା ସର୍ବଦା ଆଲୋଚିତ ହୋଇଥାଏ ସେହି ମନୀଷୀମାନଙ୍କ ମଧ୍ୟରେ ଭାରତୀୟ ସନ୍ୟାସୀ ସ୍ୱାମୀ ବିବେକାନନ୍ଦ ଅନ୍ୟତମ । ସ୍ୱାମୀ ବିବେକାନନ୍ଦ ସନ୍ୟାସୀ ହେବା ପୂର୍ବରୁ ତାଙ୍କ ନାମ ଥିଲା ନରେନ୍ଦ୍ର ନାଥ ଦତ୍ତ । ଅତି ପିଲାଟି…

ଜାଣନ୍ତୁ, ସ୍ୱାମୀ ବିବେକାନନ୍ଦଙ୍କ ଅନ୍ତିମ କିଛି ଦିନର ସ୍ମରଣୀୟ କଥା…

ଭୁବନେଶ୍ୱର: ସ୍ୱାମୀ ବିବେକାନନ୍ଦ ସର୍ବତ୍ୟାଗୀ ସନ୍ନ୍ୟାସୀ ଥିଲେ ମଧ୍ୟ ତାଙ୍କ ଅନ୍ତରରେ ଯେଉଁ ସ୍ୱଦେଶପ୍ରେମ ଓ ବିଶ୍ୱମାନବତାର ବିକାଶ ହୋଇଥିଲା, ତାହା ଆମକୁ ଅଭିଭୂତ କରେ । ତାଙ୍କର ଭଗବାନ କୌଣସି ମନ୍ଦିର-ବିଶେଷରେ ପ୍ରତିଷ୍ଠିତ ନ ଥିଲେ। ପରନ୍ତୁ ବାସ କରୁଥିଲେ ପ୍ରତି ମାନବର ହୃଦୟ…

ଜାଣନ୍ତୁ, ସ୍ଵାମୀ ବିବେକାନନ୍ଦଙ୍କ ସମ୍ପର୍କରେ କିଛି ଅଜଣା କଥା…

ଭୁବନେଶ୍ୱର: ବିବେକାନନ୍ଦଙ୍କ ପିଲା ଦିନର ନାମ ଥିଲା ନରେନ୍ଦ୍ରନାଥ । ପିଲାଟି ଦିନରୁ ସେ ସତ୍ୟ ସନ୍ଧାନ ପାଇଁ ବ୍ୟାକୁଳ ଥିଲେ । ଜୀବନ ଯେଉଁ ସତ୍ୟ ଦ୍ୱାରା ପରିଚାଳିତ, ସେହି ସତ୍ୟକୁ ଜାଣିବା ପାଇଁ ସେ ବ୍ୟସ୍ତ ରହୁଥିଲେ । ଯେଉଁ ସତ୍ୟ ଭିତରେ ପୃଥିବୀ ଆବଦ୍ଧ ସେହି ସତ୍ୟାଲୋକର ମହିମା ଜାଣିବା…

କଂସ ବଧ ସହ ବରଗଡ଼ ଧନୁଯାତ୍ରାରେ ପଡିଲା ଯବନିକା

ବରଗଡ଼: ଯେଉଁ ମଥୁରା ନଗରୀ ନୃଶଂସ କଂସର ଅଟ୍ଟହାସ୍ୟରେ ଫାଟି ପଡୁଥିଲା ସେଠି ଆଜି ଭଗବାନ ଶ୍ରୀକୃଷ୍ଣଙ୍କର ଜୟ ଜୟକାର ଧ୍ୱନୀରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଛି । ଦୀର୍ଘ ୧୧ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶେଷ ଦିନରେ ଭଗବାନ ଶ୍ରୀକୃଷ୍ଣ ଓ ବଳରାମ ମଞ୍ଚରେ…