Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କଣପାଇଁ ଏ ଦୀପ? କାହିଁକି ଏ ଦୀପାବଳି?

ଆନନ୍ଦ ଆଲୋକର ପର୍ବ ଦୀପାବଳି । ସମଗ୍ର ଭାରତ ବର୍ଷରେ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଏହି ଉତ୍ସବକୁ 'ଆଲୋକ ଆଗମନ ଦିବସ' ଭାବେ ମହାସମାରୋହରେ ପାଳନ କରିଥାନ୍ତି । ଦୀପ+ଆବଳି = ଦୀପାବଳି । ଦୀପ ସମୂହକୁ ଆମେ ଦୀପାବଳି କହିଥାଉ । ଆଲୋକ ଅନ୍ଧାରକୁ ଦୁରୀଭୂତ କରିଥାଏ। ଏହା ପ୍ରାଚୁର୍ଯ୍ୟର…

ନିରାପଦ ଦୀପାବଳି ପାଇଁ ଧ୍ୟାନରେ ରଖନ୍ତୁ ଏହିସବୁ ନିୟମ…

ଭୁବନେଶ୍ୱର: ଆଜି ଦୀପାବଳି। ବନ୍ଧୁ ପରିଜନ, ପରିବାର ବର୍ଗଙ୍କ ମେଳରେ ହସଖୁସିରେ କାଟିବାର ଦିନଟିଏ। ଆଲୋକର ଏହି ମହାପର୍ବ ଅମାବାସ୍ୟାର ଅନ୍ଧାରକୁ ଏଡ଼ିଦେଇ ପରିବେଶକୁ ଆଲୋକିତ କରିଦିଏ । ଏହି ପର୍ବର ଅନ୍ୟତମ ପ୍ରମୁଖ ଆକର୍ଷଣ ହେଉଛି ଆତସବାଜି। କିନ୍ତୁ ଅନେକ ସମୟରେ ଏହି ଶୁଭଦିନରେ…

ଆଲୋକର ପର୍ବ ଦୀପାବଳି; ଉତ୍ସବମୁଖର ସାରା ଦେଶ

ଭୁବନେଶ୍ୱର : ପବିତ୍ର ଦୀପାବଳି ଉପଲକ୍ଷେ ଓଡିଶା ସମେତ ସମଗ୍ର ଦେଶରେ ଉତ୍ସବମୁଖର ହୋଇଉଠିଛି । କେହିକେହି ଘରେ ରଙ୍ଗୋଲି ସହିତ ଦୀପ ଜଳାଇ ତ ଆଉ କେହିକେହି ବାଣ ଫୁଟାଇ ଏହି ଦୀପାବଳି ଉତ୍ସବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି । ଶାସ୍ତ୍ରାନୁଯାୟୀ ଅନ୍ଧକାର ଉପରେ ଆଲୋକ ଏବଂ…

ମା’ ଲକ୍ଷ୍ମୀଙ୍କ ଶୁଭାର୍ଶୀବାଦ ଲାଗି ଦୀପାବଳିରେ ଏହିପରି କରନ୍ତୁ ପୂଜାର୍ଚ୍ଚନା…

ଆଲୋକର ପର୍ବ ଦୀପାବଳିକୁ ସବୁଠି ବଡ ଧୂମଧାମରେ ପାଳନ କରାଯାଇଥାଏ । ଏଥିପାଇଁ ବହୁପୂର୍ବରୁ ଘରମାନଙ୍କରେ ସଜାସଜ୍ଜି ତଥା ପୂର୍ବପ୍ରସ୍ତୁତି ଆରମ୍ଭ କରାଯାଇଥାଏ । ଦୀପାବଳି ଦିନ ଦୀପର ଆଲୋକରେ ମା’ ଲକ୍ଷ୍ମୀ ଗୃହରେ ପ୍ରବେଶ କରୁଥିବା ନେଇ ମାନ୍ୟତା ମଧ୍ୟ ରହିଛି । ପୂଜା ଆରମ୍ଭ କରିବା…

‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’ ସମ୍ମାନରେ ସମ୍ମାନିତ ହେବେ ଶ୍ୟାମାମଣି ଦେବୀ ଓ ଉପେନ୍ଦ୍ର କୁମାର…

ଭୁବନେଶ୍ୱର: ଓଡ଼ିଶା ସଙ୍ଗୀତ ଏକାଡେମୀର ସର୍ବୋଚ୍ଚ ପୁରସ୍କାର 'କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ' ପାଇବାକୁ ମନୋନୀତ ହୋଇଛନ୍ତି ବିଶିଷ୍ଟ ଓଡ଼ିଶୀ ସଂଗୀତଜ୍ଞ ଶ୍ୟାମାମଣି ଦେବୀ ଏବଂ ଦାସକାଠିଆ ଶିଳ୍ପୀ ଉପେନ୍ଦ୍ର କୁମାର ପାଣିଗ୍ରାହୀବ। ଦୁଇ ବର୍ଷର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ…

ଝିପିଝିପି ବର୍ଷାରେ ଜମିଲା ‘ପ୍ରସିଦ୍ଧ ଢେଙ୍କାନାଳ ଲକ୍ଷ୍ମୀପୂଜା’ ଭସାଣୀ ଉତ୍ସବ…

ଢେଙ୍କାନାଳ: ପ୍ରବଳ ବର୍ଷାଯୋଗୁଁ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଭସାଣୀ ଉତ୍ସବ ବିଳମ୍ବ ଘଟିଛି । ବିଳମ୍ବରେ ଭସାଣୀ ପଟୁଆର ବାହାରିଥିଲେ ମଧ୍ୟ ସାମାନ୍ୟ ବର୍ଷାରେ ବେଶ୍ ଜାକଜମକରେ ପାଳିତ ହୋଇଛି ଏହି ଉତ୍ସବ । ରାଜ୍ୟରେ ଗଜଲକ୍ଷ୍ମୀ ପୂଜା ଲାଗି ପ୍ରସିଦ୍ଧି ଲାଭ କରିଥିବା…

ବୁଲି ଯାଆନ୍ତୁ ‘ଉତ୍ତର ଭାରତୀୟ ନାଗର ଶୈଳୀ’ରେ ନିର୍ମିତ ବାରାଣସୀର ଦୁର୍ଗା ମନ୍ଦିର

ଭୁବନେଶ୍ୱର: ଉତ୍ତରପ୍ରଦେଶ ରାଜ୍ୟର ବାରାଣସୀଠାରେ ରହିଛି ମା’ ଦୁର୍ଗାଙ୍କ ଭବ୍ୟ ମନ୍ଦିର । ଯାହା ଦୁର୍ଗା କୁଣ୍ଡ ମନ୍ଦିର ନାମରେ ମଧ୍ୟ ପରିଚିତ । ଇତିହାସ କହେ, ବଙ୍ଗୀୟ ମହାରାଣୀଙ୍କ ରାଣୀ ଭବାନୀଙ୍କ ଦ୍ଵାରା ଅଷ୍ଟାଦଶ ଖ୍ରୀଷ୍ଟାବ୍ଦ ସମୟରେ ଏହି ମନ୍ଦିରଟି ନିର୍ମିତ ହୋଇଥିଲା।ଏଠାରେ…

କାହିଁକି ପାଳିତ ହୁଏ ଧନତେରସ, ଜାଣନ୍ତୁ କିଛି ପୌରାଣିକ କଥା !

ଭୁବନେଶ୍ୱର : କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତେରସ ପାଳନ କରାଯାଏ । ଏହି ଦିନ ମୃତ୍ୟୁ ଦେବତା ଯମରାଜ ଓ ଭଗବାନ ଧନ୍ୱନ୍ତରୀଙ୍କ ପୂଜା କରାଯାଏ । ଶାସ୍ତ୍ରମତେ ଏହି ଦିନ ଭଗବାନ ଧନ୍ୱନ୍ତରୀଙ୍କ ଜନ୍ମ ହୋଇଥିଲା ଏବଂ ଯମରାଜାଙ୍କ ଦୃଷ୍ଟିରୁ ନିଜ ଆତ୍ମିୟସ୍ୱଜନଙ୍କୁ ରକ୍ଷା ପାଇଁ ମଧ୍ୟ…

ସାବଧାନ! ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ

ଭୁବନେଶ୍ୱର: ହିନ୍ଦୁ ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ ଏହିସବୁ କାର୍ଯ୍ୟ କରିବାକୁ ବାରଣ କରାଯାଇଛି । କୁହାଯାଏ ନମାନି ଏହିସବୁ କାମ କଲେ ସୁଖ,ଶାନ୍ତି, ସମୃଦ୍ଧି ଆଦି ଭଙ୍ଗ ହୋଇଥାଏ । ତେବେ ଜାଣନ୍ତୁ କେଉଁସବୁ କାର୍ଯ୍ୟ ସନ୍ଧ୍ୟା ସମୟରେ କରିବାକୁ ବର୍ଜନ କରାଯାଇଛି... ସନ୍ଧ୍ୟା ବେଳେ…

ଭାରତର ଏହି ଗାଁର ଲୋକେ କୁହନ୍ତି ପର୍ତ୍ତୁଗିଜ୍‌ ଭାଷା !

ଭୁବନେଶ୍ୱର: ଆମ ଦେଶ ଭାରତ ଏହାର ଏକତା ପାଇଁ ସବୁଠି ଉଚ୍ଚ ପ୍ରଶଂସିତ । ଏହା ଏମିତି ଏକ ଦେଶ ଯେଉଁଠି ସବୁଧର୍ମ ଓ ବହୁ ଭାଷାଭାଷୀର ଲୋକେ ବସବାସ କରନ୍ତି। ତେବେ ଏସବୁ ଭିତରେ ମହାରାଷ୍ଟ୍ର ରାଜ୍ୟର ରାଇଗଡର କୋରଲାଇ ଗାଁ ଟିକିଏ ନିଆରା। ଏଠାରେ ବସବାସ କରୁଥିବା ଲୋକମାନେ ଭାରତୀୟ ହୋଇଥିଲେ…