Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଏମିତି ଏକ ଗାଁ, ଯେଉଁଠି ଜନ୍ମ ନିଅନ୍ତି କେବଳ ଯାଆଁଳା ସନ୍ତାନ !

କୋଡିନ୍ନା: କୌଣସି ମାଆର ଯାଆଁଳା ସନ୍ତାନ ଜନ୍ମ ହେବାଟା କିଛି ଆଶ୍ଚର୍ଯ୍ୟକର ଘଟଣା ନୁହେଁ । କିନ୍ତୁ କେରଳର ମଲ୍ଲମପୁର ଜିଲା କୋଡିନ୍ନା ଗାଁରେ ଜନ୍ମ ହେଉଥିବା ଯାଆଁଳା ସନ୍ତାନଙ୍କ କଥା ଟିକେ ନିଆରା । ଏଠାରେ ପ୍ରାୟ ଅଧିକାଂଶ ମାଆ ଯାଆଁଳା ସନ୍ତାନ ଜନ୍ମ ଦେଇଥାଆନ୍ତି। ବର୍ତ୍ତମାନ ଏଠାରେ…

ଅବିବାହିତ ଥାଇ ମଧ୍ୟ ଅବଦୁଲ୍ କଲାମଙ୍କର ଅଛନ୍ତି ୩ ପୁଅ !

ନୂଆଦିଲ୍ଲୀ: ସାରା ଦେଶରେ ଭାରତର ମିସାଇଲ୍ ମ୍ୟାନ୍ ତଥା ୧୧ତମ ରାଷ୍ଟ୍ରପତି ଏପିଜେ ଅବୁଦୁଲ୍ କଲାମଙ୍କର ୮୮ତମ ଜନ୍ମ ବାର୍ଷିକୀ ପାଳିତ କରାଯାଉଛି । ଭାରତୀୟ ମହାକାଶ ବିଜ୍ଞାନରେ ତାଙ୍କର ଅତୁଳନୀୟ ଦାନ ପାଇଁ ତାଙ୍କୁ 'ମିସାଇଲ ମ୍ୟାନ୍' ଭାବେ ସାରାଦେଶ ଜାଣିଛି । ଭାରତର ଅନେକ…

ପ୍ରତିଦିନ କାହିଁକି କରାଯାଏ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ, ଜାଣନ୍ତୁ

ଭୁବନେଶ୍ୱର: ହିନ୍ଦୁଶାସ୍ତ୍ର ଅନୁଯାୟୀ ପୂଜା ପାଉଥିବା ଦେବଦେବୀଙ୍କ ମଧ୍ୟରୁ ସୂର୍ଯ୍ୟଙ୍କୁ ପ୍ରତ୍ୟକ୍ଷ ଦେବତା ବୋଲି କୁହାଯାଏ । କାରଣ ସୂର୍ଯ୍ୟ ଏମିତି ଜଣେ ଦେବତା ଯାହାଙ୍କୁ ପ୍ରତ୍ୟେକ ଦିନ ପ୍ରତ୍ୟେକ ଲୋକ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରୁଛନ୍ତି । ଆହୁରି ମଧ୍ୟ କୁହାଯାଏ ସମସ୍ତ…

ପାର୍ବଣରେ ବୁଲିଯାଆନ୍ତୁ ଝଙ୍କଡ ବାସିନୀ ମାଆ ସାରଳାଙ୍କ ପୀଠ

ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ପାର୍ବଣର ମାହୋଲ । ଜଗତଜନନୀ ମାଆ ଦୁର୍ଗାଙ୍କ ଦଶହରା ପୂଜା ପରେ ଆଗକୁ ଆସୁଛି ମା କାଳୀଙ୍କ ପୂଜା । ପାର୍ବଣର ଏହି ମାହୋଲରେ ବୁଲି ଯାଆନ୍ତୁ ଜଗତସିଂହପୁର ଝଙ୍କଡ଼ ସ୍ଥିତ ମା' ସାରଲଙ୍କ ପୀଠ । ହିନ୍ଦୁମାନଙ୍କ ବହୁ ପ୍ରସିଦ୍ଧ ମନ୍ଦିର ମାନଙ୍କ ମଧ୍ୟରୁ…

ଆଜିଠୁ ଆରମ୍ଭ ହେଲା କାର୍ତ୍ତିକ ବ୍ରତ, ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ଲାଗି ହବିଷ୍ୟାଳୀଙ୍କ ଭିଡ଼

ପୁରୀ/ଭୁବନେଶ୍ୱର: ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ କାର୍ତ୍ତିକ ମାସକୁ ସବୁଠୁ ପବିତ୍ର ମାସ ଭାବେ ବିବେଚନା କରାଯାଇଥାଏ । ସେହି ପରିପ୍ରେକ୍ଷୀରେ ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତିକ ମାସ ଏବଂ ହବିଷ୍ୟାଳୀମାନେ ଆରମ୍ଭ କରିଛନ୍ତି ବ୍ରତ । ପୁରୀ ଶ୍ରୀମନ୍ଦିରର ଆଖପାଖ ଅଞ୍ଚଳରେ ଶ୍ରୀଜୀଉଙ୍କ…

ଶ୍ରୀରାଧା କଳାକୁଞ୍ଜ ଟ୍ରଷ୍ଟର ବାର୍ଷିକୋତ୍ସବ: ଓଡ଼ିଶୀ ନୃତ୍ୟର ତାଳରେ ଝୁମିଲେ ଦର୍ଶକ…

ଭୁବନେଶ୍ୱର: ଶ୍ରୀରାଧା କଳାକୁଞ୍ଜ ଅନୁଷ୍ଠାନ ତରଫରୁ ୧୦ମ ବାର୍ଷିକ ଉତ୍ସବ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀରାଧା କଳାକୁଞ୍ଜ ଓଡ଼ିଶାର ଏକ ସୁପ୍ରତିଷ୍ଠିତ ଅନୁଷ୍ଠାନ ଯାହାର ମୁଖ୍ୟ ପ୍ରତିଷ୍ଠାତା ଗୁରୁ  ମିନତୀ ପ୍ରଧାନ। ଉକ୍ତ ସନ୍ଧ୍ୟରେ ବରେଣ୍ୟ ଅତିଥି ରୂପରେ…

ପାଲାଜଗତର ଅପ୍ରତିଦ୍ୱନ୍ଦ୍ୱୀ ଗାୟକ: ନିରଞ୍ଜନ ବାହିନୀପତି

ଭୁବନେଶ୍ୱର: ଯୋଗ୍ୟ ପିତାଙ୍କର ସୁଯୋଗ୍ୟ ସନ୍ତାନ ଗାୟକ ବିଦ୍ୟାସାଗର ନିରଞ୍ଜନ ବାହିନୀପତି । ବାପା ଗାୟକ ବିଶାରଦ ମାର୍କଣ୍ଡେୟ ବାହିନୀପତି ଯେଭଳି ଜ୍ଞାନର ସାଗର ଥିଲେ ସେହିପରି ନିରଞ୍ଜନ ବାହିନୀପତି ମଧ୍ୟ ପାଲା ଜଗତରେ ଜଣେ ଉଜ୍ଜ୍ୱଳ ପ୍ରତିଭା । ୧୯୬୩ ମସିହା ଜୁଲାଇ ୬ ତାରିଖ ଆଷାଢ…

କୁଆଁରୀଙ୍କ ପର୍ବ କୁମାର ପୂର୍ଣ୍ଣିମା; ଜାଣନ୍ତୁ ଏହାସହ ଜଡିତ ଇତିହାସ ଓ ପରମ୍ପରା

"କୁଆଁର ପୁନେଇ ଜହ୍ନଲୋ ଫୁଲ ବଉଳ ବେଣୀ । କୁଆଁରୀ ଝିଅଙ୍କ ଅପୂର୍ବ ଆନନ୍ଦ ପୁଚି ଖେଳିବାକୁ ମନଗୋ ଫୁଲ ବଉଳବେଣୀ"।। କୁଆଁରୀ ଝିଅଙ୍କ ପର୍ବ କୁଆଁରପୁନେଇ । ଏହିଦିନ କୁଆଁରୀ ମାନେ ସଜବାଜ ହୋଇ ହାତରେ ପୂଜାଥାଳି ଧରି ଚାନ୍ଦ ବନ୍ଦେଇବାକୁ ଅଗଣାରେ ଏକାଠି ହୋଇଥାନ୍ତି । ଲୋକକଥା ଅନୁଯାୟୀ ଏହି…

ଦୀପାବଳିରେ ଘରକୁ ଆଣନ୍ତୁ ଏହିସବୁ ଜିନିଷ, ସ୍ପର୍ଶ କରିବ ନାହିଁ ଆର୍ଥିକ ସମସ୍ୟା !

ଭୁବନେଶ୍ୱର: ଏହି ସଂସାର ଓ ସମାଜରେ ଦାରିଦ୍ରତା ସବୁଠାରୁ ବଡ ଅଭିଶାପ ବୋଲି ବିବେଚନା କରାଯାଏ । ଶାସ୍ତ୍ରରେ କୁହାଯାଇଛି “ବୁଭୁକ୍ଷିତଃ :କିଂ ନକେରତିପାପମ” ଅର୍ଥାତ କ୍ଷୁଦାର୍ଥ ବ୍ୟକ୍ତି ଯେକୌଣସି ପାପ କରିପାରେ । ତେବେ ଏହି ଅଭିଶାପ ଅର୍ଥାତ ଦାରିଦ୍ୟରୁ ମୁକ୍ତି ପାଇବା ଲାଗି ମଧ୍ୟ…

ଶେଷ ପର୍ଯ୍ୟାୟରେ ଶାରଦୀୟ ପୂଜା, ସିନ୍ଦୁର ଖେଳରେ ବିଦାୟ ନେଲେ ମା’

ଭୁବନେଶ୍ୱର: ଶେଷ ପର୍ଯ୍ୟାୟରେ ମାଆଙ୍କ ଶାରଦୀୟ ଦୁର୍ଗାପୂଜା । ଆସନ୍ତାକାଲି ମେଲାଣି ନେବେ ମାଆ ଦଶଭୁଜା । ପୁଣି ଆଉ ଏକ ବର୍ଷର ଅପେକ୍ଷା । ଓଡ଼ିଆ ପରମ୍ପରା ଅନୁଯାୟୀ ଆସନ୍ତାକାଲି ଦେବୀଙ୍କୁ ମେଲାଣି ଦିଆଯିବ। କିନ୍ତୁ ବଙ୍ଗୀୟ ପରମ୍ପରା ଅନୁସାରେ ଦେବୀଙ୍କୁ ଆଜି ବିଦାୟ ଦିଆଯାଇଥାଏ। ତେବେ…