Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆଜି କାର୍ତ୍ତିକ ମାସର ଦ୍ଵିତୀୟ ସୋମବାର; ରାଧା-ଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜଗନ୍ନାଥ

ପୁରୀ: ହିନ୍ଦୁ ଧର୍ମରେ ବର୍ଷକ ବାରମାସ ମଧ୍ୟରୁ ସବୁଠାରୁ ପୁଣ୍ୟ ମାସ ହେଉଛି କାର୍ତ୍ତିକ । ପବିତ୍ର କାର୍ତ୍ତିକର କୋଳାହଳରେ ଉଠୁଛି ପଡୁଛି ଜଗନ୍ନାଥ ଧାମ। କାର୍ତ୍ତିକ ମାସର ଆଜି ହେଉଛି ଦ୍ଵିତୀୟ ସୋମବାର । ଏହି ମାସରେ ମହାପ୍ରଭୁ ରାଧା ଦାମୋଦର ବେଶରେ ଦର୍ଶନ ଦେଇଥାନ୍ତି । ମହାପ୍ରଭୁଙ୍କ…

ପାଲା ଜଗତର ଉଜ୍ଜ୍ୱଳ ପ୍ରତିଭା: ଗାୟକ ବିମଳ ବିଚିତ୍ରାନନ୍ଦ ପଟ୍ଟନାୟକ

ଭୁବନେଶ୍ୱର: ପାଲା ମାଧ୍ୟମରେ ସାହିତ୍ୟ ଚର୍ଚ୍ଚା ସହ ଜନସଚେତନତା ସୃଷ୍ଟି କରିବାରେ ଯେଉଁ କେତେଜଣ ଗାୟକ ରହିଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ ଗାୟକ ବିମଳ ବିଚିତ୍ରାନନ୍ଦ ପଟ୍ଟନାୟକ । ବୃତ୍ତିରେ ସେ ଜଣେ ଶିକ୍ଷକ, ହେଲେ ତାଙ୍କ ନିଶା ହେଉଛି ପାଲା, ଆଉ ଏହି ପାଲା ମାଧ୍ୟମରେ ସେ ସମାଜରୁ…

କାରଗିଲ ଯୁଦ୍ଧର ମୁକ ସାକ୍ଷୀ ‘ହୁନ୍ଦରମନ ଗ୍ରାମ’, ଏବେ ଯୁଦ୍ଧ ସ୍ମୃତିର ସଂଗ୍ରହାଳୟ

ଭୁବନେଶ୍ୱର: କରଗିଲ ଯୁଦ୍ଧର କାହାଣୀ ମନେ ପଡିଗଲେ ଆଜି ବି ଦେହ ଶୀତେଇ ଉଠେ । ଭୟରେ ଛାତି ଥରି ଯାଏ । ଭାରତ ମାତାର ବୀର ଯାବନଙ୍କ ବୀରତ୍ୱ ସାମ୍ନାରେ ମୁଣ୍ଡ ନୁଆଇଁଥିଲା ଶତୃଦେଶ । ତେବେ ୧୯୯୯ ମସିହାରେ ହୋଇଥିବା ଏହି ଯୁଦ୍ଧରେ ନିୟନ୍ତ୍ରଣ ରେଖା ନିକଟରେ ଥିବା ଅନେକ ଗ୍ରାମ ଧ୍ବସ୍ତ…

ଏମିତି ଏକ ଗାଁ, ଯେଉଁଠି ସବୁଲୋକଙ୍କର ରହିଛି ଗୋଟିଏ କିଡିନୀ

ଭୁବନେଶ୍ୱର: ଆଜି ଆମେ ଆପଣଙ୍କୁ ଏପରି ଏକ ଗାଁ ବିଷୟରେ କହିବୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଗାଁରେ ସବୁଲୋକଙ୍କର ରହିଛି ଗୋଟିଏ କିଡ୍‌ନୀ । ଗୋଟିଏ କିଡିନୀରେ ଗାଁର ସବୁ ଲୋକ ବଞ୍ଚୁଛନ୍ତି। ଏହି ଅଦ୍ଭୁତ ଗାଁଟି ରହିଛି ଆମ ପଡୋଶୀ ଦେଶ ନେପାଳରେ। ଏହି ଗାଁର ନାଁ ହୋକ୍‌ସେ ।…

ବାବା ଆଖଣ୍ଡଳମଣିଙ୍କ ପୀଠରେ କାର୍ତ୍ତିକ ବ୍ରତ

ଭଦ୍ରକ: ପ୍ରସିଦ୍ଧ ଶୈବପୀଠ ଆରଡି ଧାମ ବାବା ଆଖଣ୍ଡଳମଣିଙ୍କ ମନ୍ଦିରଠାରେ ବିରଜା ପଞ୍ଜିକା ଅନୁଯାୟୀ ପବିତ୍ର ଗର୍ଭଣା ସଂକ୍ରାନ୍ତିରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । ଏଥିପାଇଁ ମଣିବାବାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ସହସ୍ରାଧିକ ଭକ୍ତଙ୍କ ସମାଗମ ହେଉଛି ।…

କଟକ ‘ଆକାଶବାଣୀ’ ଓ ‘ଦୂରଦର୍ଶନ କେନ୍ଦ୍ର’ର ମାର୍ଗଦର୍ଶକ ପି.ଭି କୃଷ୍ଣମୂର୍ତ୍ତି ଆଉ ନାହାନ୍ତି…

ଭୁବନେଶ୍ୱର: ଦୂରଦର୍ଶନର ପ୍ରଥମ ମହାନିର୍ଦ୍ଦେଶକ ତଥା କଟକ ଆକାଶବାଣୀ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ପି.ଭି କୃଷ୍ଣମୂର୍ତ୍ତିଙ୍କର ଚେନ୍ନାଇସ୍ଥିତ ବାସଭବନରେ ବୁଧବାର ଅପରାହ୍ନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା । ଓଡ଼ିଆ ସଂସ୍କୃତିକୁ ଜନପ୍ରିୟ କରିବାରେ…

ମାଟି ତଳର ଅଦ୍ଭୁତ ସହର, ଦେଖିଲେ ଝଲସିଯିବ ଆଖି !

ଭୁବନେଶ୍ୱର: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିଶ୍ବରେ ଏଭଳି ଏକ ସହର ଅଛି ଯାହା ସମ୍ପୂର୍ଣ୍ଣ ଭାବେ ମାଟି ତଳେ ରହିଛି । ଲୋକଙ୍କ ରହିବା ଠାରୁ ଆରମ୍ଭ କରି, ଦୋକାନ ବଜାର ସବୁ ରହିଛି ମାଟି ତଳେ । ଦକ୍ଷିଣ ଅଷ୍ଟ୍ରେଲିୟାରେ ଥିବା ଏହି ସହରର ନାମ ହେଉଛି କୁବର ପେଡୀ । ଏହି ସହର ଲୋକ ସବୁ ମାଟି…

ଧନତେରାସରେ କିଣନ୍ତୁ ଏହିସବୁ ଜିନିଷ, ଘରକୁ ଆସିବ ସୁଖ ସମୃଦ୍ଧି !

ଭୁବନେଶ୍ୱର: ଆଗକୁ ଆସୁଛି ଧନତେରାସ । ଧନତେରାସର ଶୁଭ ମୁହୂର୍ତ୍ତରେ ଦ୍ରବ୍ୟ କିଣିଲେ ଶୁଭ ଓ ଲାଭ ହୋଇଥାଏ ବୋଲି ବିଶ୍ବାସ ରହିଛି।  ଆଜି ଆମେ ଆପଣଙ୍କୁ ଜଣାଇବୁ କାହିଁକି ପାଳନ କରାଯାଏ ଧନତେରାସ ଏବଂ ଏହି ଦିନ କଣ କିଣିବା ଉଚିତ ଓ ଅନୁଚିତ । କାହିଁକି ପାଳନ କରାଯାଏ ଧନତେରାସ:…

ଗୁରୁବାରରେ ଏହିପରି କରନ୍ତୁ ଲକ୍ଷ୍ମୀଙ୍କ ଆରାଧନା; ପାଇବେ ନିଶ୍ଚିତ ଶୁଭଫଳ !

ଧନ ସମ୍ପତ୍ତି ଓ ବୈଭବର କାମନା ସମସ୍ତେ କରିଥାନ୍ତି । ଏହାକୁ ପାଇବା ଲାଗି ବ୍ୟକ୍ତିବିଶେଷ ଲଗାତାର ପ୍ରୟାସ ଜାରି ରଖିଥାନ୍ତି । ତଥାପି ବେଳେବେଳେ ସବୁ ପ୍ରଚେଷ୍ଟା ସତ୍ୱେ ମଧ୍ୟ ସଫଳତା ମିଳିପାରିନଥାଏ । କୁହାଯାଏ, ମା’ ଲକ୍ଷ୍ମୀଙ୍କ କୃପା ରହିଲେ ଧନ, ଯଶ ଓ ବୈଭବ ଆଦି ମିଳିଥାଏ ।…

ଭୁଲରେ ବି କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ, କ୍ରୋଧ କରିବେ ମାଆ ଲକ୍ଷ୍ମୀ !

ଭୁବନେଶ୍ୱର: ହିନ୍ଦୁଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଦିନ ସ୍ୱଚ୍ଛ ଓ ଶୁଦ୍ଧ ଭାବେ ଧନଦାତ୍ରୀ ମାଆ ଲକ୍ଷ୍ମୀଙ୍କ ଆରାଧନା କଲେ ଘରେ ଧନର ବୃଦ୍ଧି ହେବା ସହ ସୁଖ ସମୃଦ୍ଧି ମଧ୍ୟ ପ୍ରାପ୍ତ ହୁଏ । ମାତ୍ର ବେଳେବେଳେ ଦେଖାଯାଏ ଯେ ଆମ ପରିଶ୍ରମ ଅନୁଯାୟୀ ତାହାର ଆଶାନୁରୂପକ ଅର୍ଥ ପ୍ରାପ୍ତି ହୋଇନଥାଏ।…