Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ସମୁଦ୍ର ଭିତରେ ଇଣ୍ଡିଆ ଗେଟ୍, ଭାଇରାଲ ହେଉଛି ଇଣ୍ଡିଆ ଗେଟ୍ ର ଏଆଇ ଫଟୋ

ନୂଆଦିଲ୍ଲୀ; ଆପଣ ମାନେ ଇଣ୍ଡିଆ ଗେଟ୍ ତ ନିଶ୍ଚୟ ଦେଖିଥିବେ । ସତରେ ନ ହେଲେ ବି ଟିଭିରେ । କିନ୍ତୁ ଦେଖିଥିବେ ତ ନିଶ୍ଚୟ । ବେଳେ ବେଳେ ମନକୁ ଅଜବ ପ୍ରକାରର କଥା ଆସିଥାଏ । କେବେ ଆପଣଙ୍କ ମନକୁ ଆସିଛି କି ଯଦି ସମୁଦ୍ର ଭିତରେ ଇଣ୍ଡିଆ ଗେଟ୍ ନିର୍ମାଣ କରାଯାଇଥାଆନ୍ତା ତେବେ ତାହା କିପରି…

ଦୁନିଆର ସବୁଠାରୁ ଲମ୍ବା କାଚର ପୋଲ, ଭାରତର ଏହି ସ୍ଥାନରେ ରହିଛି ଏକ କାଚ ବ୍ରିଜ୍

ନୂଆଦିଲ୍ଲୀ: ଦୁନିଆରେ ଏପରି ଅନେକ ବ୍ରିଜ ଅଛି, ଯେଉଁଠାକୁ ଲୋକମାନେ ଯିବାକୁ ଭୟ କରନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ବିଶ୍ୱର ସର୍ବବୃହତ କାଚ ବ୍ରିଜ୍ ବିଷୟରେ କହିବାକୁ ଯାଉଛୁ | ଭିଏତନାମରେ ଅବସ୍ଥିତ ବ୍ୟାକ୍ ଲାଙ୍ଗ୍ ବ୍ରିଜକୁ ଦୁନିଆର ସବୁଠାରୁ ଲମ୍ବା କାଚ ବ୍ରିଜ୍ ବୋଲି କୁହାଯାଏ । ତେବେ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଶ୍ରୀମନ୍ଦିର ସୁରକ୍ଷା(୪)

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା  ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରୁ ପଥର ଖସିବା ଓ ତାର ମରାମତି ନିମନ୍ତେ ହୋଇଥିବା ସମସ୍ତ ଆଲୋଚନା ବିଷୟରେ ଆମେ ଜାଣିଲେ ଏ ବିଷୟ ଲେଖିବାର ତତ୍ପର୍ଯ୍ୟ ଏହିକି ଯେ ସେତେବେଳେ ମଧ୍ୟ…

ଏହି ଦେଶରେ ସିଙ୍ଗଡା ଖାଉଥିଲେ ଦିଆଯାଇଥାଏ ଦଣ୍ଡ

ନୂଆଦିଲ୍ଲୀ: ସିଙ୍ଗଡା କାହାକୁ ବା ଭଲ ନ ଲାଗେ । ସିଙ୍ଗଡା ହେଉଛି ଭାରତର ସବୁଠାରୁ ଲୋକପ୍ରିୟ ସ୍ନାକ୍ସ । ସିଙ୍ଗଡା ପ୍ରତ୍ୟେକ ଭାରତୀୟଙ୍କର ପ୍ରିୟ ଖାଦ୍ୟ । ଘରକୁ ଅତିଥି ଆସିବାକୁ ଥାଉ କିମ୍ବା ସନ୍ଧ୍ୟା ସମୟର ସ୍ନାକ୍ସ ହେଉ ଅଥବା ସକାଳ ଜଳଖିଆ ହେଉ ସିଙ୍ଗଡା ପ୍ରାୟ ସମସ୍ତଙ୍କର ପ୍ରଥମ…

ବନ୍ଦ କବାଟ ଭିତରେ କିଏ ଚଢାଏ ମହାଦେବଙ୍କ ମସ୍ତକରେ ଫୁଲ, ରହସ୍ୟମୟ ଏହି ଶିବ ମନ୍ଦିର

ଭୋପାଳ: ପୁଣ୍ୟପ୍ରସୂ ଭାରତରେ ରହିଛି ଅନେକ ବୈଚିତ୍ରମୟ ମନ୍ଦିର । ଏହିସବୁ ମନ୍ଦିରକୁ ନେଇ ରହିଛି କିଛି ପୌରାଣିକ ତଥା ଐତିହାସିକ ଘଟଣାବଳୀ । ପ୍ରତି ମନ୍ଦିରର ରହିଛି ଭିନ୍ନଭିନ୍ନ ମାନ୍ୟତା ତଥା ଚମତ୍କାରିତା । ଯାହା ଲୋକ ବିଶ୍ୱାସ ଉପରେ ପର୍ଯ୍ୟବେସିତ । ଏମିତି କିଛି ମନ୍ଦିର ଭାରତରେ ରହିଛି,…

ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ, ମିଳିବ ସଫଳତା

ଭୁବନେଶ୍ଵର: ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ଟଙ୍କା ରୋଜଗାର କରିବା ପାଇଁ ଦିନସାରା କଠିନ ପରିଶ୍ରମ କରନ୍ତି । କିନ୍ତୁ ଏତେ ପରିଶ୍ରମ କରିବା ପରେ ମଧ୍ୟ ସେମାନେ କାର୍ଯ୍ୟରେ ସଫଳତା ହାସଲ କରନ୍ତି ନାହିଁ । ଏହା ପଛରେ ଅନେକ ଗୁଡିଏ କାରଣ ଥାଏ । ଏପରି ପରିସ୍ଥିତିରେ ଅନେକ ଲୋକ ନିଜ କାମକୁ ବଦଳାଇ…

ମଧୁମେହ ଓ ଉଚ୍ଚ ରକ୍ତଚାପରୁ ମୁକ୍ତି ଦେବ ଏହି ଗଛର ପତ୍ର ଓ ଫୁଲ, କିପରି ସେବନ କରିବେ ଜାଣନ୍ତୁ….

ନୂଆଦିଲ୍ଲୀ: ପ୍ରାୟ ସମସ୍ତଙ୍କ ଘରେ ସଦାବହାର ଫୁଲ ମିଳିଥାଏ । ଏଗୁଡ଼ିକ ଦେଖିବାକୁ ବହୁତ ସୁନ୍ଦର, ଏହି ଗୋଲାପୀ ରଙ୍ଗର ଫୁଲ ସାଧାରଣତଃ ମନକୁ ଶାନ୍ତି ଦେଇଥାଏ । ସଦାବାହାର ଫୁଲ ଓ ଏହାର ପତ୍ର ପତ୍ର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହ ଫୁଲ ଓ ପତ୍ରରେ ଏପରି ଗୁଣ ମିଳିଥାଏ,…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଶ୍ରୀମନ୍ଦିର ସୁରକ୍ଷା(୩)

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ବିଭିନ୍ନ ସମୟରେ ଘଟିଥିବା ଅଘଟଣ ବିଷୟରେ ଆଲୋଚନା ବେଳେ ଆମେ ଆଲୋଚନା କରୁଥିଲେ ୧୮୭୫ ମସିହା କଥା, ଯେତେବେଳେ ଗର୍ଭଗୃହର ୪୦ ଫୁଟ ଉଚ୍ଚତା ରୁ…

ଭାରତର ଏହି ରାଜ୍ୟରେ ରହିଛି ସବୁଠାରୁ ଅଧିକ ମନ୍ଦିର…

ଚେନ୍ନାଇ: ଆମ ଦେଶ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଏଠାରେ ସବୁ ଧର୍ମର ଲୋକ ବସବାସ କରନ୍ତି । ଯେଉଁଥିରେ ହିନ୍ଦୁ, ମୁସଲମାନ, ଶିଖ, ଖ୍ରୀଷ୍ଟିଆନ, ଜୈନ, ପାର୍ସୀ ଏବଂ ଅନ୍ୟ ଧର୍ମ ମଧ୍ୟ ଅନ୍ତର୍ଭୁକ୍ତ । ଏସବୁ ମଧ୍ୟରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ସଂଖ୍ୟା ସର୍ବାଧିକ । ହିନ୍ଦୁ ଧର୍ମର ପ୍ରାୟ ୯୭…

ମଦୁଆ ମାନଙ୍କ ଦେଶ, ଜାଣନ୍ତୁ ଏଠାରେ ଲୋକମାନେ ଗୋଟିଏ ବର୍ଷରେ କେତେ ମଦ୍ୟପାନ କରନ୍ତି

ନୂଆଦିଲ୍ଲୀ: ମଣିଷ କେବଳ ଆଜି ନୁହେଁ ଶତାବ୍ଦୀ ଶତାବ୍ଦୀ ଧରି ମଦ୍ୟପାନ ସହିତ ଜଡିତ । ଭାରତ ସମେତ ସମଗ୍ର ବିଶ୍ୱରେ ଲୋକମାନେ ମଦ୍ୟପାନ କରିଥାଆନ୍ତି । ପ୍ରତିବର୍ଷ କୋଟି କୋଟି ଟଙ୍କାର ମଦ ବିକ୍ରି କରାଯାଏ । କଣ ଆପଣ ଜାଣନ୍ତି କେଉଁ ଦେଶର ଲୋକମାନେ ଅଧିକ ମଦ୍ୟପାନ କରନ୍ତି? ତେବେ ଆସନ୍ତୁ…