Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ।: ଶ୍ରୀମନ୍ଦିର ନିର୍ମାଣ ଶୈଳୀ (୨)

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା  ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ନିର୍ମାଣ ଶୈଳୀ ବିଚାରକୁ ନେଲେ ଜଣାଯାଏ ସାଧାରଣତଃ ଉତ୍କଳୀୟ ମନ୍ଦିର ନିର୍ମାଣରେ ତିନି ଜାତୀୟ ପଥର ବ୍ୟବହୃତ ହୁଏ ଯଥା:- ମାଙ୍କଡା ପଥର, ବଉଳମାଳା…

ଇଚ୍ଛାମୃତ୍ୟୁ: କନ୍ଦାଇଦେବ ଆପଣଙ୍କୁ ଏହି ଦମ୍ପତିଙ୍କ କାହାଣୀ

ନୂଆଦିଲ୍ଲୀ: ସେ ଦୁଇଜଣ ୯୩ ବର୍ଷର ଥିଲେ । ତାଙ୍କ ବିବାହକୁ ଇତି ମଧ୍ୟରେ ୭୦ ବର୍ଷ ବିତିଯାଇଥିଲା । ଯେତେବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କଲେ, ସେତେବେଳେ ବେଡ୍ ରେ ଶୋଇଥିବା ସେ ଦୁଇଜଣ ପରସ୍ପରର ହାତ ଜୋରସେ ଧରିନେଲେ । ଇଏ ହେଉଛନ୍ତି ଦୁନିଆର ପ୍ରଥମ ଦମ୍ପତି…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ।: ଶ୍ରୀମନ୍ଦିର ନିର୍ମାଣ ଶୈଳୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା  ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ନିର୍ମାଣ ଶୈଳୀ ବିଷୟରେ ଆଲୋଚନା ପ୍ରସଙ୍ଗରେ ଜଗବନ୍ଧୁ ସିଂହଙ୍କ ରଚିତ "ପ୍ରାଚୀନ ଉତ୍କଳ "ପୁସ୍ତକକୁ ବିବେଚନା କଲେ ଜଣାଯାଏ ଭାରତୀୟ ଶିଳ୍ପର ମୂଖ୍ୟ…

ଏହି ହିନ୍ଦୁ ରାଜା, ଯିଏ ମୁସଲିମ୍ ରାଜାଙ୍କ ଝିଅଙ୍କୁ କରିଥିଲେ ବିବାହ, ଆକବରଙ୍କ ଝିଅ ମଧ୍ୟ ଏଥିରେ ସାମିଲ୍

ଭୁବନେଶ୍ଵର: ମୁସଲିମ ଆକ୍ରମଣକାରୀ ଏବଂ ଭାରତର ହିନ୍ଦୁ ରାଜାମାନଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ ବ୍ୟତୀତ ଭାରତ ଇତିହାସରେ ଅନେକ ରାଜନୈତିକ ଏବଂ ସାମାଜିକ ଘଟଣା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ଏହିପରି କିଛି ଘଟଣାରେ ମୁସଲମାନ ରାଜାଙ୍କ ଝିଅମାନଙ୍କ ସହିତ ହିନ୍ଦୁ ରାଜାମାନଙ୍କର ବିବାହ…

ସବୁଦିନ ପାଇଁ ବନ୍ଦ ହୋଇସାରିଛି ଦେଶର ୫ ଐତିହାସିକ ସ୍ଥଳ ଗୁଡିକର ଦ୍ବାରା, ଜାଣନ୍ତୁ ଏହା ପଛର ରହସ୍ୟ

ନୂଆଦିଲ୍ଲୀ: ଭାରତ ଏକ ଐତିହାସିକ ସ୍ମାରକୀ ଏବଂ ପ୍ରାଚୀନ ମନ୍ଦିରରେ ପରିପୂର୍ଣ୍ଣ ଦେଶ । ଅନେକ ସମୟରେ ବିଭିନ୍ନ ସ୍ଥାନରେ ବିଭିନ୍ନ ରହସ୍ୟ ମଧ୍ୟ ସାମ୍ନାକୁ ଆସେ । ସେଠାରେ ଅନେକ ଐତିହାସିକ ସ୍ଥାନ ଅଛି ଯାହାର କବାଟ ବର୍ଷ ବର୍ଷ ପୂର୍ବରୁ ବନ୍ଦ ହୋଇଯାଇଛି । ଆଜି ପର୍ଯ୍ୟନ୍ତ ଥରୁଟିଏ ହେଲେ ଏହି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଶ୍ରୀବତ୍ସ ଖଣ୍ଡଶାଳ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ଗଠନ ଶୈଳୀ ଯେତେ ଆଲୋଚନା କଲେ ମଧ୍ୟ ଏହାର ସ୍ୱତନ୍ତ୍ରତା ଯୋଗୁ ଏହାକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଶୈଳୀ ହିସାବରେ ବିବେଚନା କରାଯାଏ । ମୁଖ୍ୟତଃ ଏହା ତିନି…

ଦିଲ୍ଲୀର ହାଉଜଖାସ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଦିବସ ପାଳନ

ନୂଆ ଦିଲ୍ଲୀ : ରାଜଧାନୀ ଦିଲ୍ଲୀ ହାଉଜଖାସର ପ୍ରମୁଖ ଜଗନ୍ନାଥ ମନ୍ଦିର ୪୬ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ କରାଯାଇଛି। ତିନିଦିନ ଧରି ଅନୁଷ୍ଠିତ ଏହି ମହୋତ୍ସବରେ ସହସ୍ରାଧିକ ଭକ୍ତ ସାମିଲ ହୋଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ…

ରାମାୟଣ ପଢୁଥିଲେ ଆକବରଙ୍କ ମା’, ଦୋହା ମ୍ୟୁଜିୟମରୁ ମିଳିଲା ୧୫୯୪ର ବିରଳ ପୁସ୍ତକ

ଭୁବନେଶ୍ଵର: ମୋଗଲ ସମ୍ରାଟ ଆକବରଙ୍କ ମା' ହମିଦା ବାନୁ ବେଗମଙ୍କର ରାମାୟଣ ଦୋହା ଇସଲାମ ସଂଗ୍ରହାଳୟରେ ରହିଛି । ୧୫୯୪ ରେ ନିର୍ମିତ ଏହା ମନୁ ଲିପି ରାମାୟଣର ପାର୍ସୀ ସଂସ୍କରଣ | ଆକବରଙ୍କ ଆଦେଶରେ ବାଲ୍ମିକି ରାମାୟଣକୁ ପାର୍ସୀ ଭାଷାରେ ଅନୁବାଦ କରାଯାଇଥିଲା । ହମିଦା ବାନୁ ସମ୍ରାଟ…

ଭାରତର ଏହି ତିନୋଟି ରାଜ୍ୟ ପୂରା ଦେଶକୁ ଯୋଗାଏ ସେଓ, ଜାଣନ୍ତୁ…

ଭୁବନେଶ୍ଵର: ସେଓ ଖାଇବା କାହାକୁ ବା ପସନ୍ଦ ନୁହେଁ । ଏହା କେବଳ ସ୍ଵାସ୍ଥ୍ୟପ୍ରଦ ନୁହେଁ ଅତି ସ୍ୱାଦିଷ୍ଟ ମଧ୍ୟ । କିନ୍ତୁ ଏହା ଏକ ଏପରି ଫଳ ଯାହାକୁ ସବୁବେଳେ କିମ୍ବା ସବୁ ସ୍ଥାନରେ ଚାଷ କରାଯାଇପାରିବ ନାହିଁ । କୁହାଯାଏ ଯେ ପ୍ରତିଦିନ ଏକ ସେଓ ଖାଇବା କୌଣସି ବି ବ୍ୟକ୍ତିକୁ ସୁସ୍ଥ ରଖିବାରେ…

ଭାରତରେ ରହିଛି ଏକ ଏପରି ଗାଁ, ଯେଉଁଠିକୁ ପକ୍ଷୀମାନେ ଯାଇ କରନ୍ତି ଆତ୍ମହତ୍ୟା

ଆସାମ: ସକାଳେ ପ୍ରାତଃ ଭ୍ରମଣ ପାଇଁ ବାହାରିଥିବା ବେଳେ ହଠାତ ଦେଖିବେ ଯେ ରାସ୍ତାରେ ଅନେକ ଗୁଡିଏ ପକ୍ଷୀ ମରି ପଡିଛନ୍ତି, ତାହେଲେ ଆପଣ ଭାବି ବସିବେ ପ୍ରାକୃତିକ ଦୁର୍ବିପାକ କିମ୍ବା ପବନରେ କୌଣସି ବିଷଧର ଗ୍ୟାସ ମିଶିବା ଦ୍ୱାରା ଏହିପରି ହୋଇଛି l କିନ୍ତୁ ଯଦି ଏହିପରି ଘଟଣା ପ୍ରତ୍ୟକ ବର୍ଷ…