Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ସମୁଦ୍ରରେ ଡୁବିଯିବ ଜାପାନର କାନସାଇ ଏୟାରପୋର୍ଟ

ଚିନ୍ତାର ଖବର । ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରି ଯେଉଁ ଏୟାରପୋର୍ଟ ତିଆରି କରିଥିଲା ଜାପାନ , ତାହା ଏବେ ସମୁଦ୍ରରେ ବୁଡିବାକୁ ଯାଉଛି । ଏହାକୁ ନେଇ ସାରା ବିଶ୍ୱରେ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍ । ଜାପାନର ଗ୍ରେଟର ଓସାକାସ୍ଥିତ କାନସାଇ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ମଣିଷ…

ଦୁନିଆରେ ଅଛନ୍ତି ଏମିତି ଜୀବ, ଯିଏ ଦିନରେ ୧୦ ହଜାର ଥର ଶୁଅନ୍ତି

ନୂଆଦିଲ୍ଲୀ: ବିଶ୍ୱାସ ଲାଗୁ ନ ଥିଲେ ବି ସତ । ଏ ପୃଥିବୀରେ ଏପରି ଜୀବ ଅଛିନ୍ତି, ଯିଏ ଦିନରେ ୧୦ ହଜାର ଥର ଶୁଅନ୍ତି । ନିକଟରେ ବୈଜ୍ଞାନିକମାନେ ଏନେଇ ଏକ ତଥ୍ୟ ପ୍ରକାଶ କରିଛନ୍ତି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଜୀବ ହେଉଛି ଚିନ୍‌ସଟ୍ରାପ ପେଙ୍ଗୁଇନ୍ । ଆଣ୍ଟାର୍କଟିକା…

ପ୍ଲାଟଫର୍ମରେ ରିଲ୍ସ କରୁଥିବାବେଳେ ଯୁବତୀ ଖାଇଲେ ଶକ୍ତ ଚାପୁଡା

ଆଜିକାଲି ଯୁବପୀଢି ରିଲ୍ସ ପାଇଁ ପାଗଳ । ସୋସିଆଲ ମିଡ଼ିଆରେ କମ୍ ସମୟରେ ଲୋକପ୍ରିୟ ହେବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି । ସ୍ଥାନ,କାଳ,ପାତ୍ର ବି ଭୁଲି ଯାଉଛନ୍ତି । ଏମିତି କି ନିଜ ଜୀବନକୁ ବାଜି ମଧ୍ୟ ଲଗାଇ ଦେଉଛନ୍ତି । ଏବେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି,ଯାହାକୁ ଦେଖି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସାର୍ବଜନୀନ ପ୍ରେମ ତତ୍ତ୍ୱ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସମନ୍ୱୟ ଓ ସାମ୍ୟବାଦୀ ଚେତନା ଓ ସନାତନ ଧର୍ମର ପ୍ରାଚୀନତା ବିଷୟ ଆଲୋଚନା କରିବା ପରେ, ଶ୍ରୀଜଗନ୍ନାଥ ସଂସ୍କୃତିର ଆଉ ଏକ ମହାନ ଦିଗ ସାମନାକୁ ଆସେ । ତାହା ହେଉଛି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଧରାୟତେ ଇତି ଧର୍ମ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଅନେକ ମତ ଓ ଧର୍ମଧାରାର ସମନ୍ୱୟ ଭାବକୁ ପରିପ୍ରକାଶ କରି ଆଜି ସାରା ବିଶ୍ୱରେ ଆଦୃତ । ଆକ୍ଷରିକ ଭାବରେ “ଧରାୟତେ ଇତି ଧର୍ମ ” । ଅର୍ଥାତ ଯାହାର ଧାରଣ କରିବାର ଶକ୍ତି ଅଛି…

ବିସ୍ମୟ; ଯାଆଁଳାଙ୍କ ଜନ୍ମ ଭିନ୍ନ ବର୍ଷରେ

ନ୍ୟୁ ଜର୍ସି: ପୃଥିବୀରେ ଜନ୍ମ ହେଉଥିବା ସନ୍ତାନଙ୍କ ଭିତରେ ଅନେକ ସମୟରେ ଯାଆଁଳା ସନ୍ତାନ ଜନ୍ମ ହେବାର ନଜିର ରହିଛି । ଯାଆଁଳା ସନ୍ତାନଙ୍କ ଭିତରେ ବୟସର ଫରକ୍ କିଛି ଘଣ୍ଟା କି ମିନିଟ୍ ହୋଇଥାଏ । କିନ୍ତୁ ଆମେରିକାରେ ଏକ ସହରରେ ଏକ ଯାଆଁଳାଙ୍କ ଜନ୍ମ ଭିନ୍ନ ବର୍ଷରେ । ଯାହାକୁ ନେଇ ଏବେ…

ସବୁଠୁଁ ଭିନ୍ନ, ଘୋଡ଼ା ଚଢ଼ି ଖାଦ୍ୟ ପହଞ୍ଚାଇଲେ ଜୋମାଟୋ ଡେଲିଭରି ବୟ

ହାଇଦ୍ରାବାଦ : ଏବେ ନୂଆ ହିଟ ଏବଂ ରନ ଘଟଣାରେ ଆଇନ ପ୍ରବଧାନ ଚର୍ଚ୍ଚାରେ ଅଛି । ଏଭଳି ସମୟରେ ଏହା ଉପରେ ସାରା ଦେଶରେ ଟ୍ରକ ଡ୍ରାଇଭରମାନେ ଧର୍ମଘଟ କରିଛନ୍ତି । ଧର୍ମଘଟ ଯୋଗୁଁ ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲ ପରିବହନ ବାଧାପ୍ରାପ୍ତ ହୋଇଛି । ଏହି ସମୟରେ ସୋସିଆଲ ମିଡିଆରେ ଏକ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସର୍ବାଶ୍ଚର୍ଯ୍ୟ ବିଗ୍ରହ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ କେବଳ ସମନ୍ୱୟର ବିଗ୍ରହ ନୁହନ୍ତି । ସେ ସମନ୍ୱୟର ଅଥଳ ସାଗର, ମତ, ପଥ, ଧର୍ମ, ଧାରଣା, ସିଦ୍ଧାନ୍ତ, ସଂସ୍କୃତି, ସମ୍ପ୍ରଦାୟ, ଇତ୍ୟାଦି ସମସ୍ତ ଧାରା ସେ ସାଗରରେ ଲୀନ…

ଲୋକଙ୍କ ଆଗରେ ମହିଳା ପୋଲିସଙ୍କୁ କିସ୍ କଲେ ଯୁବକ, ଭିଡିଓ ଭାଇରାଲ

ଲୋକଙ୍କ ଆଗରେ ମହିଳା ପୋଲିସ ଅଧିକାରୀଙ୍କୁ କିସ୍ କଲେ ଯୁବକ । ଏହା ଶୁଣିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । ହେଲେ ଘଟଣାଟି ସତ । ଏବେ ସେମିତି ଏକ ଭିିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଭାଇରାଲ ଭିଡିଓରେ…

ଗର୍ଲଫ୍ରେଣ୍ଡଙ୍କୁ ହେଲିକପ୍ଟରରେ ବୁଲାଇବା ସହ ଟଙ୍କାରେ ଚଲାଇଲେ ପ୍ରେମିକ

ଆଜିକାଲି ସୋସିଆଲ ମିିଡ଼ିଆରେ ପ୍ରତ୍ୟେକ ଦିନ ଅଜବ ଅଜବ ଭିଡ଼ିଓ ସବୁ ଦେଖିବାକୁ ମିଳୁଛି । ସେଥିମଧ୍ୟରୁ ଅନେକ ଭିଡ଼ିଓକୁ ଦେଖି ଲୋକେ ଚକିତ ହୋଇପଡ଼ନ୍ତି । ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଆଉ କଣ ସବୁ ଆଖି ଦେଖିବାକୁ ପାଇବ ବୋଲି ମତ ଦେଇଛନ୍ତି ।…