Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଅଜବ ବିମାନ: ଯେଉଁଥିରେ ରହିଛି ୯ ପଙ୍ଖା, ୮ ଇଞ୍ଜିନ

ଦୁନିଆର ସବୁଠାରୁ ଅଜବ ବିମାନ । ଏହାକୁ ଏପରି ଭାବରେ ନିର୍ମାଣ କରାଯାଇଥିଲା ଯେ, ଏହା ଆଟ୍‌ଲାଣ୍ଟିକ ଦେଇ ୧୦୦ ଲୋକଙ୍କୁ ନେଇପାରିବ । ଏମିତି କି ଆବଶ୍ୟକ ସ୍ଥଳେ ପାଣି ଉପରେ ମଧ୍ୟ ଚାଲି଼ିପାରିବ । ଏହି ବିମାନଟିର ନାମ ଥିଲା କ୍ୟାପ୍ରୋନି ସିଏ-୬୦ ଟ୍ରାନ୍ସଏରିୟୋ । ଏହାର ଉଚ୍ଚତା ୩୦ ଫୁଟ ଥିଲା…

୨୧ ଟନ ଲୁହାରେ ନିର୍ମାଣ ହେଲା ରାମ ମନ୍ଦିରର ପ୍ରତିକୃତି

ଇନ୍ଦୋର: ଅଯୋଧ୍ୟାରେ ଥିବା ରାମ ମନ୍ଦିର ଭଳି ଇନ୍ଦୋରର ବିଶ୍ରାମ ବାଗରେ ୨୧ ଟନ୍ ଲୁହା ସ୍କ୍ରାପରୁ ରାମ ମନ୍ଦିରର ପ୍ରତିକୃତି ନିର୍ମାଣ କରାଯାଇଛି । ଏହି ମନ୍ଦିରର ପ୍ରତିକୃତି ୨୧ ଟନ୍ ଲୁହା ସ୍କ୍ରାପରୁ ତିଆରି କରାଯାଇଛି । ଏହାର ଉଚ୍ଚତା ୨୭ ଫୁଟ ହୋଇଥିବାବେଳେ ଚଉଡା ୨୬ ଫୁଟ ଏବଂ ଲମ୍ବ ୪୦…

୧୬ କୋଟିରେ ନିଲାମ ହେଲା ଡାକ ଟିକେଟ

ନ୍ୟୁୟର୍କ: ସାଧାରଣତଃ ଡାକ ଟିକେଟର ମୂଲ୍ୟ ୫ରୁ ଆରମ୍ଭ ହୋଇ ୧୦୦ ଟଙ୍କା ଭିତରେ ହୋଇଥାଏ । ହେଲେ ନିକଟରେ ଏକ ଡାକ ଟିକେଟ ଏତେ ଚଢା ଦରରେ ନିଲାମ ହୋଇଛି ଯେ, ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଟିକେଟ୍ ଛପାରେ କିଛି ଗଡ଼ବଡ଼ ହେବା କାରଣରୁ ଏହାର ମୂଲ୍ୟ ଏତେ ଚଢା ହୋଇଥିବା ଜଣାଯାଇଛି । ୧୯୧୮…

ସ୍ମରଣୀୟ କରିବାକୁ ବିମାନ ଭିତରେ ବାହାଘର

ଦୁବାଇ: ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌?ଅପ୍‌?, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ସେହିପରି ବିବାହ ସମୟରେ ବର କାର, ଘୋଡ଼ାଗାଡ଼ି,…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଅକ୍ଷର ଆତ୍ମା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ କଥା ଚିନ୍ତା କରିବାକୁ ହେଲେ ପ୍ରଥମେ କ୍ଷର ଶରୀର ତଥା ଅକ୍ଷର ଆତ୍ମାକୁ ଜାଣିବା ଦରକାର । ପ୍ରଥମେ କ୍ଷର ବା ନାଶବାନ ଶରୀରକୁ ଚିନ୍ତା କରନ୍ତୁ । ଏହା ଦଶ ଇନ୍ଦ୍ରିୟ,…

ହିଂସ୍ର ଜନ୍ତୁଙ୍କ ମଝିରେ ପଶି ଖାଦ୍ୟ ଦେଉଛନ୍ତି ଯୁବକ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଅଜବ ଭିଡିଓ ଦେଖିବାକୁ ମିଳିଥାଏ । ସେଥିରୁ କେତେକ ଭିଡ଼ିଓ ବେଳେ ବେଳେ ଆଶ୍ଚର୍ଯ୍ୟ କରିଥାଏ । ଏବେ ସେମିତି ଏକ ଭିିଡ଼ିଓ ସୋସିଆଲ ମିଡିଆ ଏକ୍ସରେ ସେୟାର କରାଯାଇଛି, ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ । ଏଥିରେ ୨ ଜଣ ବ୍ୟକ୍ତିଙ୍କୁ ହିଂସ୍ର…

ଆସ ବୁଲିଯିବା ଓଡିଶା:ପ୍ରାକୃତିକ ସୈାନ୍ଦର୍ଯ୍ୟ ଭୂସ୍ୱର୍ଗ, ସାତକୋଶିଆ ଅଭୟାରଣ୍ୟ

ବୌଦ୍ଧ: ଶୀତଋତୁ ଆଗମନରେ ଚଳଚଞ୍ଚଳ ହେଉଛି ପ୍ରତ୍ୟେକ ପର୍ଯ୍ୟଟନସ୍ଥଳୀ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପର୍ଯ୍ୟଟନ କ୍ଷେତ୍ରର ସୁନ୍ଦରତା ଉପଭୋଗ କରିବା ପାଇଁ କାହିଁ କେତେ ଦୂରରୁ ପର୍ଯ୍ୟଟକମାନେ ଧାଇଁ ଆସିଥାନ୍ତି । ଭୋଜିଭାତ ସାଙ୍ଗକୁ ପ୍ରକୃତିର ଶୋଭାରାଜିର ଭରପୁର ମଜ୍ଜା ନେଇଥାନ୍ତି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପ୍ରାଣସ୍ୟ ପ୍ରାଣ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା   ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପ୍ରାଣସ୍ୟ ପ୍ରାଣ ହେଉଛନ୍ତି ଶ୍ରୀଜଗନ୍ନାଥ । ସାଧାରଣ ଭାବରେ ଶରୀର ମଧ୍ଯସ୍ତ ଆତ୍ମାକୁ ପ୍ରାଣ କୁହାଯାଏ । ତେଣୁ ପ୍ରାଣର ପ୍ରାଣ ଶ୍ରୀଜଗନ୍ନାଥଙ୍କ ଉପାସନା, ଆତ୍ମା ଉପାସନା ସହ ସମାନ। ମାନବର (ଜୀବ…

ମୋଷ୍ଟ ୱାଣ୍ଟେଡ଼ ସାପ: ସହର ସାରା ପୋଷ୍ଟର ଲଗାଇ ଖୋଜୁଛି ପୋଲିସ

ନେଦରଲାଣ୍ଡ: ସାଧାରଣତଃ ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ସହର ହେଉ କି ରାଜ୍ୟରେ ହାଇ ଆଲର୍ଟ ଜାରି କରିଥାଏ । ଏପରିକି ଅପରାଧୀଙ୍କୁ ସହଜରେ ଧରିବା ପାଇଁ ପୋଲିସ ମୋଷ୍ଟ ୱାଣ୍ଟେଡ ଭାବରେ ସବୁ ସ୍ଥାନରେ ସେମାନଙ୍କ ପୋଷ୍ଟର ଲଗାଇଥାଏ । କିନ୍ତୁ ଏବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ନେଦରଲାଣ୍ଡର…

ଦୁନିଆର ସବୁଠୁ ସରୁ ହୋଟେଲ

ଇଣ୍ଡୋନେସିଆ: ଲୋକେ କୌଣସି ସ୍ଥାନକୁ ବୁଲିବାକୁ ଗଲେ ରହିବା ପାଇଁ ଭଲ ହୋଟେଲର ଆବଶ୍ୟକତା ପଡ଼ିଥାଏ । ସେଥିଲାଗି ଲୋକଙ୍କ ରହଣି ପାଇଁ ଅନେକ ହୋଟେଲ ରହିଛି । ସବୁଗୁଡ଼ିକ ଆକାରରେ ଭିନ୍ନ ହୋଇଥାଏ । ହୋଟେଲ ଯେତେ ବଡ଼ ହେବ ତାହାର ଚାହିଦା ବି ଅଧିକ ରହିଥାଏ । କେବଳ ସେତିକି ନୁହେଁ, ତାର ରୁମ୍ ଚାର୍ଜ…