Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଗୋଟିଏ ଛାତ ତଳେ ରହୁଛନ୍ତି ୬୫ ସଦସ୍ୟ, ବଡ଼ ପରିବାର ଭାବେ ବେଶ୍ ପରିଚିତ

ମଧ୍ୟପ୍ରଦେଶ: ଦିନ ଥିଲା ଲୋକେ ଯୌଥ ପରିବାରରେ ରହିବାକୁ ପସନ୍ଦ କରୁଥିଲେ । ହେଲେ ଆଜିର ସମୟରେ କେହି ଯୌଥ ପରିବାରରେ ରହିବାକୁ ଇଛା କରୁନାହାନ୍ତି । ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ତ୍ରୀ ଓ ପିଲାଙ୍କୁ ନେଇ ରହିବାକୁ ଅଧିକ ପସନ୍ଦ କରୁଛନ୍ତି । କିନ୍ତୁ ଏବେ ବି ଦୁନିଆରେ ଅନେକ ଯୌଥ ପରିବାର ରହିଛି,…

ଗୁୁରୁ ଦିବସରେ ଛାତ୍ରଙ୍କ ଥଟ୍ଟା ମହଙ୍ଗା ପଡ଼ିଲା, ଶିକ୍ଷକ ରାଗିଯାଇ ଛେଚି ପକାଇଲେ

ବିହାର: ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ବାର୍ଷିକୀକୁ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ ଗୁରୁ ଦିବସ ଭାବରେ ପାଳନ କରାଯାଏ । ଏହି ଅବସରରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଶିକ୍ଷକମାନଙ୍କୁ ପୂଜାର୍ଚ୍ଚନା କରିବା ସହ ବିଶେଷ ଉପହାର ଦେଇଥାନ୍ତି । କିନ୍ତୁ…

ପବିତ୍ର ଜନ୍ମାଷ୍ଟମୀ: ଉତ୍ସବମୁଖର ରାଜ୍ୟର କୋଣ ଅନୁକୋଣ

ଯାଜପୁର: ଆଜି ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଉତ୍ସବ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଜନ୍ମ ନେବେ ଶ୍ରୀକୃଷ୍ଣ ଭଗବାନ । ଏନେଇ ସବୁଠି ଉତ୍ସାହ ଉଲ୍ଲାସ । କୃଷ୍ଣ ପ୍ରେମରେ ଭିଜିଛନ୍ତି ଭକ୍ତ । ସବୁଠି ସ୍ବତନ୍ତ୍ର ପ୍ରସ୍ତୁତି ସହ ଚାଲିଛି ପୂଜାର୍ଚ୍ଚନା । ପ୍ରଭୁ ଶ୍ରୀକୃଷ୍ଣଙ୍କ…

ଆମେରିକାର ପ୍ରଥମ ଲେଡି ଜିଲ୍ ବାଇଡେନଙ୍କ କରୋନା ପଜିଟିଭକୁ ନେଇ ଉଠୁଛି ପ୍ରଶ୍ନ: ପୁଣି ଥରେ ହୋଇପାରେ ଲକ୍ଡ଼ାଉନ୍

ନୁଆଦିଲ୍ଳୀ: ଜିଲ୍ ବାଇଡେନ୍ କରୋନା ପଜିଟିଭ୍: ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଆମେରିକାର ପ୍ରଥମ ଲେଡି ଜିଲ୍ ବାଇଡେନଙ୍କ କରୋନା ପଜିଟିଭ୍ ଖବର ଏବେ ସମସ୍ତଙ୍କୁ ଚକିତ କରିଛି । ଏଥି ସହିତ ଆମେରିକାରେ ମଧ୍ୟ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ସୋସିଆଲ ମିଡିଆରେ ଅନେକ ଲୋକ ଏହାକୁ ଆମେରିକାର…

ଅଦ୍ଭୁତ, ଅବିଶ୍ୱସନୀୟ, ଅଲୌକିକ, ବୃନ୍ଦାବନର ନିଧି ବନ: ଯେଉଁଠି ଆଜି ବି ଆସନ୍ତି ଭଗବାନ କୃଷ୍ଣ

ଉତ୍ତରପ୍ରଦେଶ: ଭାରତରେ ଏମିତି ଅନେକ ସ୍ଥାନ ଅଛି,  ଯାହାକୁ ନେଇ ଅନେକ ରହସ୍ୟମୟ ଓ ଅଲୌକିକ କାହାଣୀ ରହିଛି।  ପ୍ରଭୁ କୃଷ୍ଣଙ୍କର ପିଲା ବେଳ ସହ ଜଡ଼ିତ ଅନେକ କଥା ସଭିଁଙ୍କୁ ଜଣା। ମାତ୍ର କ’ଣ ଆପଣ ଜାଣନ୍ତି , ପୃଥିବୀ ପୃଷ୍ଠରେ ଆଜି ମଧ୍ୟ ଏଭଳି ସ୍ଥାନ ରହିଛି ଯେଉଁଠାକୁ ପ୍ରଭୁ କୃଷ୍ଣ ସ୍ୱୟଂ…

ରଙ୍ଗବେରଙ୍ଗ ଆଲୋକ ମାଳାରେ ଝଲସୁଛି ମଥୁରା ନଗରୀ, ଅଧ ରାତ୍ରୀରେ ଜନ୍ମ ନେବେ ପ୍ରଭୂ ଶ୍ରୀକୃଷ୍ଣ

ନୂଆଦିଲ୍ଲୀ: ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ । ଏଥିପାଇଁ ଦେଶର କୋଣ ଅନୁକୋଣରେ ଥିବା ବିଭିନ୍ନ ମନ୍ଦିରରେ ପାଳିତ ହେଉଛି କୃଷ୍ଣ ଜନ୍ମୋତ୍ସବ । ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାନଗରୀଠାରୁ ଆରମ୍ଭ କରି ଦ୍ଵାରିକାନଗରୀ ପର୍ଯ୍ୟନ୍ତ ସବୁଠି ଉତ୍ସାହର ମାହୋଲ । ପ୍ରଭୂ…

ଆଜି ପବିତ୍ର ଜନ୍ମାଷ୍ଟମୀ, ଜାଣନ୍ତୁ ଏହି ପର୍ବର ରୀତିନୀତି

ଭୁବନେଶ୍ଵର: ଆଜି ପବିତ୍ର ଜନ୍ମାଷ୍ଟମୀ । ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବକୁ ଜନ୍ମାଷ୍ଟମୀ କୁହାଯାଇଥାଏ । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀରେ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ । ଦେବକୀ ଓ ବସୁଦେବଙ୍କ ଅଷ୍ଟମ ସନ୍ତାନ ଭାବେ ମହାରାଜା କଂସଙ୍କ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନିଦ୍ରା ଭଙ୍ଗ ବିଧି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସର୍ବ ପ୍ରଥମ ନୀତି ଦ୍ୱାରଫିଟା କାର୍ଯ୍ୟକ୍ରମ ଭିତରେ ଶ୍ରୀ ସୁଦର୍ଶନଙ୍କୁ ପାର୍ଥନା ପୂର୍ବକ ସମସ୍ତ ଦ୍ୱାର ଫିଟା ହେବା ପରେ ସେବକ, ପୂଜକମାନେ ମହା ପ୍ରଭୁଙ୍କର ଶୟନ…

ଲଙ୍କା ଶୁଙ୍ଘି ଦେବାରୁ କୋମାକୁ ଚାଲିଗଲେ ଯୁବତୀ

ବ୍ରାଜିଲ: ଆମ ନିତିଦିନିଆ ଖାଦ୍ୟରେ ଲଙ୍କାର ଚାହିଦା ଅଧିକ । ଡ଼ାଲି, ତରକାରୀ କିମ୍ବା ଅଧିକାଂଶ ବ୍ୟଞ୍ଜନରେ ଲଙ୍କା ବ୍ୟବହାର କରାଯାଇଥାଏ । ସେଥିପାଇଁ ଭାତର ଉତ୍ତର ପୂର୍ବ ରାଜ୍ୟ ଗୁଡ଼ିକରେ ଲଙ୍କା ଚାଷ ଅଧିକ କରାଯାଏ । ଲଙ୍କା ବ୍ୟବସାୟ କରି ଲୋକେ କୋଟି କୋଟି ଟଙ୍କା ରୋଜଗାର କରୁଥିବା ବେଳେ…

ସୁନ୍ଦର ଦେଖାଯିବା ପାଇଁ ମହିଳା ନେଲେ ଇଞ୍ଜେକ୍ସନ, ମୁହଁରେ ସିମେଣ୍ଟ ପରି ଜମାଟ ବାନ୍ଧିଗଲା

ନ୍ୟୁୟର୍କ: ଆଜିର ସମୟରେ ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି । ପୂର୍ବରୁ ଲୋକମାନେ ସୁନ୍ଦର ଦେଖାଯିବା ପାଇଁ ଘରୋଇ ଉପଚାର ବ୍ୟବହାର କରୁଥିଲେ । କିନ୍ତୁ ଆଜିକାଲି ଲୋକମାନେ ସର୍ଟକଟ୍ ନେବାକୁ ଚାହୁଁଛନ୍ତି । କମ୍ ସମୟ ମଧ୍ୟରେ ସେ ନିଜ ଚେହେରାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି…