Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଏମିତି ଗାଁ, ଯେଉଁଠି ପୁରୁଷଙ୍କୁ ଭିନ୍ନ ଭିନ୍ନ ଟ୍ୟୁନ୍‌ରେ ସିଟି ବଜାଇ ଡ଼ାକନ୍ତି ମହିଳା

ମେଘାଳୟ: ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କ ନାଁରୁ ହିଁ ପରିଚିତ ହୋଇଥାନ୍ତି । ଦୁନିଆର ଯେକୌଣସି ସ୍ଥାନକୁୁ ଯାଆନ୍ତୁ, ଆପଣ ପ୍ରତ୍ୟେକ ବ୍ୟକ୍ତିଙ୍କ ଭିନ୍ନ ନାମ ପାଇବେ । ଏହି ନାମ ହେଉଛି ତାଙ୍କର ପରିଚୟ । ଜନ୍ମ ପରେ ପରିବାର ଲୋକେ ପ୍ରଥମେ ନିଜ ସନ୍ତାନର ନାମ ରଖିଥାନ୍ତି । କିନ୍ତୁ…

ଭାରତର ଏକ ଅଜବ୍ ଗାଁ’, ଯେଉଁଠି ବିବାହ ପରେ ଝିଅକୁ ବିଧବା ବେଶରେ ବିଦା କରାଯାଏ

ନୂଆଦିଲ୍ଲୀ: ଦୁନିଆର ସବୁ ଝିଅ ନିଜ ବିବାହ ସମୟରେ ସବୁଠୁ ସୁନ୍ଦର ଦେଖାଯିବା ପାଇଁ ଇଚ୍ଛା କରିଥାନ୍ତି । ତାଙ୍କର ସୁନ୍ଦରତାକୁ ନେଇ ଅନେକ ଲୋକ ପ୍ରଶଂସା ମଧ୍ୟ କରିଥା'ନ୍ତି । ବିଶ୍ବର ପ୍ରତ୍ୟେକ ସ୍ଥାନରେ ବିବାହର ରୀତିନୀତି  ଭିନ୍ନ  ଧରଣର ହୋଇଥାଏ ଓ ଯୁଗ ଯୁଗରୁ ରହିଆସିଥିବା ସେହି…

ଖାଦ୍ୟ ସାମଗ୍ରୀରେ ପୋଷାକ ତିଆରି କରି ପିନ୍ଧନ୍ତି ଯୁବତୀ

ଥାଇଲାଣ୍ଡ: ସାଧାରଣତଃ ଭିନ୍ନ ଭିନ୍ନ ଷ୍ଟାଇଲର ଡ଼୍ରେସ ପିନ୍ଧିବା ପ୍ରତ୍ୟେକ ନାରୀଙ୍କ ସଉକ ହୋଇଥାଏ । ଆଉ କିଛି ଯୁବତୀ ସେଲିବ୍ରିଟିମାନେ କେମିତି ଡ଼ିଜାଇନର ଡ଼୍ରେସ ପିନ୍ଧୁଛନ୍ତି ସେଥପ୍ରତି ନଜର ରଖିବା ସହ ସେପରି ପିନ୍ଧିଥାନ୍ତି ମଧ୍ୟ । ହେଲେ ଥାଇଲାଣ୍ଡରେ ଏମିତି ଜଣେ ଯୁବତୀ ଅଛନ୍ତି, ଯିଏ…

ଏମିତି ଚାକରାଣୀ, ଯିଏ ମାସକୁ ମାତ୍ର ୮ ଦିନ କାମ କରନ୍ତି, ପାଆନ୍ତି ମୋଟା ଅଙ୍କର ଦରମା

ନ୍ୟୁୟର୍କ: ଭାରତରେ ଚାକରାଣୀଙ୍କ ଜୀବନ ଅତ୍ୟନ୍ତ କଷ୍ଟକର । ଅନ୍ୟମାନଙ୍କ ଘରେ କାମ କରି ଯାହା ରୋଜଗାର କରନ୍ତି ସେଥିରେ ସେମାନେ ପରିବାର ଚଳାଇଥାନ୍ତି । ବଡ଼ ବଡ଼ ସହରଗୁଡ଼ିକରେ ସେମାନଙ୍କୁ ଭଲ ଦରମା ମିଳିଥାଏ । ହେଲେ ଛୋଟ ଛୋଟ ସହରଗୁଡ଼ିକରେ ଯେତିକି ଦରମା ପାଆନ୍ତି ସେଥିରେ ଚଳିବା ସେମାନଙ୍କ…

ଅଜବ ଗାଁ: ଯେଉଁଠି ପ୍ରଥମେ ରାକ୍ଷସଙ୍କୁ କରାଯାଏ ପୂଜା, ପରେ ଦେବତା

ବିହାର: ଦୁନିଆର ପ୍ରତ୍ୟେକ ଗାଁରେ ପରମ୍ପରା, ସଂସ୍କୃତି ଭିନ୍ନ ଭିନ୍ନ ହୋଇଥାଏ । ଆଉ ଏହି ପରମ୍ପରାକୁ ପିଢି ପରେ ପିଢି ମାନି ଆସିଥାନ୍ତି । ସେହିପରି ବିହାରରେ ଏମିତି ଏକ ଗାଁ ଅଛି, ଯେଉଁଠି ପ୍ରଥମେ ରାକ୍ଷସଙ୍କୁ ଏବଂ ପରେ ଦେବତାଙ୍କୁ ପୂଜା କରାଯାଇଥାଏ । ଏଠାରେ ଦୁଇ କି ଚାରି ବର୍ଷ ନୁହେଁ,…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀମନ୍ଦିରର ପୂଜା ବିଧି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ନୀତି ଓ ପୂଜା ପଦ୍ଧତି ଉପରେ ସମ୍ୟକ ଆଲୋକପାତ କରିବା ପୂର୍ବରୁ ଗୋଟିଏ କଥା ସ୍ପଷ୍ଟ ଯେ କେବଳ ଭଗବତ ପ୍ରାପ୍ତି ପାଇଁ ସଠିକ ଦେବତା ପୂଜା ଓ ସେବା ନୀତି ଅନୁସରଣ…

ଜାଣନ୍ତି କି ? ଭାରତର ନୁହେଁ, ଗାଈ ହେଉଛି ନେପାଳର ଜାତୀୟ ପଶୁ

ନେପାଳ: ବିଶ୍ୱରେ ଭାରତ ହିନ୍ଦୁସ୍ଥାନ ଭାବେ ପରିଚିତ । ଅର୍ଥାତ୍ ଏଠାକାର ମୂଳ ବାସିନ୍ଦା ହିନ୍ଦୁ । ଏହାସହିତ ଲୋକସଂଖ୍ୟାର ବଡ଼ ଭାଗ ହିନ୍ଦୁ ଧର୍ମାବଲମ୍ବୀ । ଯଦିଓ ଭାରତ ବିଶ୍ୱରେ ଏକ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପରିଚିତ ଏଠାରେ ଗାଈକୁ ଶ୍ରଦ୍ଧା ଓ ସମ୍ମାନର ସହିତ ପୂଜା…

ଗାଁକୁ ସୁରକ୍ଷା ଦିଅନ୍ତି ମାଆ, ବିପଦ ଆସିବା ପୂର୍ବରୁ ଗ୍ରାମବାସୀଙ୍କୁ କରାନ୍ତି ସତର୍କ

ରାଜସ୍ଥାନ: ଆପଣ କେବେ ଶୁଣିଛନ୍ତି କି ଭଗବାନ କଥା କହୁଛନ୍ତି ? ଆପଣ ଏବେ ଭାବୁଥିବେ ଭଗବାନ ପୁଣି କଥା ହେଉଛନ୍ତି ? ତାହା ପୁଣି କେମିତି ? ହଁ, ଘଟଣାଟି ସତ । ରାଜସ୍ଥାନରେ ଏମିତି ଏକ ମୂର୍ତ୍ତି ଅଛି ଯେଉଁଠି ଭଗବାନ କଥା କୁହନ୍ତି ଓ ଗାଁକୁ କୌଣସି ବିପଦ ଆସିବା ପୂର୍ବରୁ ସତର୍କ ମଧ୍ୟ…

ଏମିତି ସଂଗ୍ରହାଳୟ, ଯେଉଁଠାରେ ଅଛନ୍ତି ପ୍ରକୃତ ଜୀବଜନ୍ତୁ, ପଶୁପକ୍ଷୀ

ଲକ୍ଷୌ୍ନ : ସାଧାରଣତଃ ବିଭିନ୍ନ ପ୍ରକାର ପଶୁପକ୍ଷୀ,ଜୀବଜନ୍ତୁଙ୍କୁ ଆମେ ପ୍ରାଣୀ ଉଦ୍ୟାନରେ ଦେଖିବାକୁ ପାଇଥାନ୍ତି । କିନ୍ତୁ ଲକ୍ଷେ୍ନା÷ ସହରର ନବାବ ୱାଜିଦ୍ ଅଲି ଶାହା ପ୍ରାଣୀ ଉଦ୍ୟାନ ବ୍ୟତୀତ ଆଉ ଏକ ସ୍ଥାନ ମଧ୍ୟ ଅଛି ଯେଉଁଠାରେ ଆପଣ ପ୍ରକୃତ ପ୍ରାଣୀମାନଙ୍କୁ ଅତି ନିକଟରୁ ଦେଖିପାରିବେ…

ଆସନ୍ତୁ ଜାଣିବା କେଉଁ ସ୍ଥାନକୁ କୁହାଯାଏ ଭାରତର ବ୍ଲାକ ମ୍ୟାଜିକର ରାଜଧାନୀ

ନୂଆଦିଲ୍ଲୀ: ଭାରତ ଏକ ରହସ୍ୟମୟ ଦେଶ କହିଲେ ଭୁଲ ହେବନି । ଆସାମର ଏପରି ଏକ ଗ୍ରାମ ରହିଛି ଯାହାକୁ ବ୍ଲାକ ମ୍ୟାଜିକର ରାଜଧାନୀ କୁହାଯାଏ । ଏହି ଗ୍ରାମକୁ ଯିବାକୁ ସମସ୍ତଙ୍କ ଉତ୍କଣ୍ଠା ରହିଥିଲେ ମଧ୍ୟ ସେଠାରେ ପାଦ ଦେବା କ୍ଷଣି ଏକ ଭୟଙ୍କର ଅନୁଭୂତି ସୃଷ୍ଟି ହୋଇଥାଏ । ଗୌହାଟୀର ୪୦ କିଲୋମିଟର…