Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଦୁନିଆର ସବୁଠୁ ଛୋଟ ହ୍ୟାଣ୍ଡବ୍ୟାଗ୍‌, ବିକ୍ରି ହେଲା ୫୧.୬ ଲକ୍ଷରେ

ନ୍ୟୁୟର୍କ: ସାଧାରଣତଃ ପ୍ରତ୍ୟେକ ମହିଳା ହ୍ୟାଣ୍ଡବ୍ୟାଗ୍ ଧରିବାକୁ ପସନ୍ଦ କରିଥାନ୍ତି । କାରଣ ମହିଳାମାନେ ତା ଭିତରେ ମେକ୍‌ଅପ୍ ସାମଗ୍ରୀଠୁ ଆରମ୍ଭ କରି ଯେତେ ସବୁ ଆବଶ୍ୟକୀୟ ଜିନିଷ ରଖିଥାନ୍ତି । ସେଥିଲାଗି ସେମାନେ ବିଭିନ୍ନ ଦାମୀ କମ୍ପାନୀର ବ୍ୟାଗ୍ ଧରିଥାନ୍ତି । କିନ୍ତୁ ଏବେ ଏକ…

ଯୁଦ୍ଧରେ ଦୁଇ ଗୋଡ କଟିଲା, ଚାକିରି ବି ଗଲା, ଏବେ କିନ୍ତୁ ପାଲଟିଗଲେ ସୁପରଷ୍ଟାର

ୟୁକ୍ରେନ: ଏହା ଭିତରେ ଋଷ-ୟୁକ୍ରେନ ଯୁଦ୍ଧ ଦେଢ ବର୍ଷ ଟପିଲାଣି । ଉଭୟ ପକ୍ଷରୁ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଛି । ଋଷ ତୁଳନାରେ ୟୁକ୍ରେନ ଦେଶ ଯୁଦ୍ଧରେ ଅଧିକ କ୍ଷତି ସହିଲାଣି । ୟୁକ୍ରେନର ସଂଖ୍ୟାଧିକ ଲୋକ ଦେଶ ଛାଡ଼ି ପଳାଇ ଯାଇଥିବା ବେଳେ ମୋଟାମୋଟି ଭାବେ ୟୁକ୍ରେନରେ ଏବେ କେବଳ ଯୁଦ୍ଧ…

ଗାଁର ପରିଚୟ ଦେବାକୁ ସଙ୍କୋଚ ମନେ କରନ୍ତି ଲୋକେ, କାରଣ ଜାଣନ୍ତୁ

ସ୍ୱଡ଼େନ୍‌: ଯିଏ ଯେତେ ବଡ଼ ସହରରେ ରହୁ ନା କାହିଁକି , ନିଜ ଭିଟାମାଟିକୁ ସବୁବେଳେ ମନେ ପକାଇଥାନ୍ତି । ଗାଁର ପାଣିପବନ, ପରିବେଶ, ଚାଲିଚଳନ,ସଂସ୍କୃତି, ପରମ୍ପରା ପ୍ରାୟ ସମସ୍ତଙ୍କୁ ପସନ୍ଦ ହୋଇଥାଏ । ସମସ୍ତେ ନିଜ ନିଜ ଗାଁକୁ ନେଇ ଗର୍ବ କରିଥାନ୍ତି । କିନ୍ତୁ ସ୍ୱିଡେନରେ ଏମିତି ଏକ ଗାଁ ଅଛି,…

ମାଙ୍କଡ଼କୁ ଘାରିଛି ଫୋନ ନିଶା : ମଣିଷ ପରି ଚଲାଉଛି ସ୍ମାର୍ଟଫୋନ

କୁହାଯାଏ ମାଙ୍କଡମାନେ ହେଉଛନ୍ତି ମଣିଷଙ୍କ ପୂର୍ବଜ । ସେଥିଲାଗି ମଣିଷ ଏବଂ ମାଙ୍କଡମାନଙ୍କ ମଧ୍ୟରେ ବହୁତ ସମାନତା ମଧ୍ୟ ରହିଥାଏ । ମାଙ୍କଡମାନେ ମଣିଷଙ୍କଠାରୁ ଅନେକ ଜିନିଷ ଶିଖିଥାନ୍ତି । ଏବେ ଏକ ମାଙ୍କଡର ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ମାଙ୍କଡ଼ଟିି ମଣିଷଙ୍କ ପରି…

୩୫ ବର୍ଷ ବୟସରେ ବି ଡଲ୍ ସହିତ ଖେଳନ୍ତି ଯୁବକ, ଘରେ ରଖିଛନ୍ତି ୨୦୦ ରୁ ଅଧିକ ଡଲ୍‌

ନ୍ୟୁୟର୍କ: ପ୍ରତ୍ୟେକ ଲୋକଙ୍କର ଭିନ୍ନ ଭିନ୍ନ ସଉକ ଥାଏ । କିଏ ମୁଦ୍ରା ହେଉ ବା ପୁରୁଣା ଜିନିଷ, ଡ଼ାକ ଟିକେଟ ଏବଂ କିଛି ରଙ୍ଗୀନ ପଥର ସଂଗ୍ରହ କରିବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକ ଖେଳନା ସଂଗ୍ରହ କରିବାକୁ ସଉକ୍ ରଖିଥାନ୍ତି । ସାଧାରଣତଃ ଝିଅମାନେ ଡ଼ଲ ବା କଣ୍ଢେଇ ସହ ଖେଳିବାକୁ ଭଲ…

ଗ୍ଲାମରସ୍ ଚାଷୀ: ବିକିନି ପିନ୍ଧି କରନ୍ତି ଚାଷ କାମ

କୁହାଯାଏ କୌଣସି କାମ ଛୋଟ କି ବଡ ନୁହେଁ । ସେ ମହିଳା କିମ୍ବା ପୁରୁଷ ହୁଅନ୍ତୁ, ସେମାନେ ଯାହା ଚାହାଁନ୍ତି ତାହା କରିପାରିବେ । ସାଧାରଣତଃ ପୁରୁଷମାନେ ଚାଷ କାମ କରିବାସହ ଗୃହପାଳିତ ପଶୁମାନଙ୍କର ଯତ୍ନ ନେଇଥାନ୍ତି । ହେଲେ ଏମିତି ଜଣେ ଯୁବତୀ ଅଛନ୍ତି, ଯିଏ ଚାଷ କାମ କରିବା ସହ ପଶୁମାନଙ୍କର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଛପନ ଭୋଗ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ମହିମା ବିଷୟରେ ଆଲୋଚନା ଜାରି ରଖିବା। ଏଇ ସୁନ୍ଦର ପଦ୍ୟ "ଆରତି ବେଳ ଯେ ଗଡି ତ ଯାଉଛି, ଉଠ ହେ ଛପନଭୋଗୀ ।" ଓଡ଼ିଶାର ଭଜନ ସମ୍ରାଟ ଭିକାରୀ…

ଫିଟ୍ ଜେଜେମା: ଡେଟିଂ ପାଇଁ ଆସୁଛି ବହୁ ଅଫର, ହେଲେ ଜେଜେମାଆ କରୁଛନ୍ତି ରିଜେକ୍ଟ

କାନାଡ଼ା: ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କ ବୟସଠାରୁ କମ ବୟସର ଦେଖାଯାଆନ୍ତି । ସେମିତି ଆଉ କିଛି କମ ବୟସର ଲୋକମାନେ ବୟସ୍କ ଦେଖାଯାଆନ୍ତି । ଆଉ କିଛିକୁ ସେମାନଙ୍କର ସଠିକ୍ ବୟସକୁ ଚିହ୍ନିବା କଷ୍ଟକର ହୋଇପଡ଼େ । କାନାଡ଼ାର ଏମିତି ଜଣେ ମହିଳା ଅଛନ୍ତି, ଯିଏ ଜେଜେମା…

କେନାଲରୁ ଉଦ୍ଧାର ହେଲା ବିରାଟକାୟ ମାଛ

ବିହାର: ସାଧାରଣତଃ ସମୁଦ୍ରରେ ଭିନ୍ନ ଭିନ୍ନ ମାଛ ଦେଖିବାକୁ ମିଳିଥାଏ । ଦିନେ ଦିନେ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରରୁ ଏତେବଡ଼ ବଡ଼ ମାଛ ଧରନ୍ତି,ଯାହାକୁ ଦେଖି ଆମେ ଚକିତ ହୋଇଯାଆନ୍ତି । ଏବେ ସମୁଦ୍ରରୁ ନୁହେଁ, ବିହାରର ଏକ କେନାଲରୁ ଉଦ୍ଧାର ହୋଇଛି ଏକ ବିରାଟକାୟ ମାଛ । ଯାହାକୁ ଦେଖି ଲୋକେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମାଟିପାତ୍ର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଭୋଗ ଓ ଧୂପ ବିଷୟରେ ଆଲୋଚନା ବେଳେ ଆମେ ଜାଣିଲେ ଶ୍ରୀଜୀଉମାନଙ୍କ ଦୈନନ୍ଦିନ ସେବା ପୂଜା ତଥା କୋଠ ଭୋଗ ପ୍ରସ୍ତୁତିରେ ବିଭିନ୍ନ ଧରଣର ମାଟି ପାତ୍ର ଆବଶ୍ୟକ…