Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଗୋପାଳବଲ୍ଳଭ ଭୋଗ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ମହିମା ବର୍ଣ୍ଣନା ସହ ଏହାର ବିଭିନ୍ନ ତତ୍ତ୍ୱ ଉପରେ ଆଲୋଚନା ପ୍ରସଙ୍ଗରେ ଆମେ ରାଜ ଭୋଗ ବା କୋଠ ଭୋଗ ବିଷୟରେ କିଛି ତଥ୍ୟ ଜାଣିଲେ। ପୂର୍ବକାଳରେ ରାଜା…

ଅଜବ ଚର୍ମରୋଗ: ହାତ,ପାଦରେ ବଢୁଛି ଉଦ୍ଭିଦ ଭଳି ଚର୍ମ , ଅଚଳ କରିଦେଉଛି ମଣିଷକୁ

ବାଂଲାଦେଶ : କଥାରେ ଅଛି ଶରୀର ଅଛି ତ ରୋଗ ଅଛି । ଅନେକଙ୍କ ଶରୀରରେ ଭିନ୍ନ ଭିନ୍ନ ରୋଗ ରହିଥାଏ । ଯାହାକୁ ନେଇ ଲୋକେ ଚିନ୍ତିତ ହେବା ସହ ଡ଼ାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରିଥାନ୍ତି । ପରେ ସୁସ୍ଥ ହୋଇଥାନ୍ତି । କିନ୍ତୁ ବାଙ୍ଗଲାଦେଶରେ ଏମିତି କିଛି ଅଜବ ରୋଗ ଦେଖିବାକୁ ମିଳିଛି,…

ଅଜବ ସ୍କୁଟର: ଯାହା ଦେଖିବାକୁ ଓଲଟା, ଚାଲୁଛି ସିଧା

ଆଜିକାଲି ସୋସିଆଲ ମିଡିଆରେ ଅନେକ ଅଜବ ଭିଡ଼ିଓ ଦେଖିବାକୁ ମିଳିଥାଏ । ଯାହାକୁ ଦେଖିଲେ ବି ଆଖି ବିଶ୍ୱାସ କରିପାରେନା । ଆଉ କିଛି ଭିଡ଼ିଓ ଆମକୁ ଆଶ୍ଚର୍ଯ୍ୟ କରିଥାଏ । ଏବେ ସେମିତି ଏକ ଅଜବ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଚକିତ ହୋଇଯାଇଛନ୍ତି । ଭାଇରାଲ ଭିଡ଼ିଓରେ ଦେଖିବାକୁ…

ଦେଶର ପ୍ରଥମ ହେରିଟେଜ୍ ପରିବହନ ସଂଗ୍ରହାଳୟ : ଯେଉଁଠି ଅଛି ୧୮୩ ବର୍ଷ ପୁରୁଣା ପାଲ୍‌କି

ହରିୟାଣା: ନୁହୁ ଜିଲା ହରିୟାଣାର ପଛୁଆ ଜିଲ୍ଲାମାନଙ୍କ ମଧ୍ୟରେ ଗଣନା କରାଯାଏ । କିନ୍ତୁ ଏଠାରେ ରହିଛି ଦେଶର ଏକମାତ୍ର ହେରିଟେଜ୍ ପରିବହନ ସଂଗ୍ରହାଳୟ । ଏହି ପରିବହନ ସଂଗ୍ରହାଳୟ ଏବେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଐତିହ୍ୟ ପରିବହନ ସଂଗ୍ରହାଳୟର ବିଶେଷ କଥା…

ଘରର ଆସବାବପତ୍ର ହୋଇ ଘଣ୍ଟା ଘଣ୍ଟା ଧରି ଠିଆ ହୁଅନ୍ତି ମହିଳା

ସାଧାରଣତଃ ଲୋକଙ୍କର ଭିନ୍ନ ଭିନ୍ନ ସଉକ ରହିଥାଏ । କିଏ ପାଠ ପଢି ଭଲ ଚାକିରି କରିବାକୁ ସଉକ ରଖିଥିବା ବେଳେ ଆଉ କିଏ ବିଭିନ୍ନ ସ୍ଥାନ ବୁଲିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି, ଯିଏକି ଘରର ବିଭିନ୍ନ ପ୍ରକାରର ଆସବାବପତ୍ର ହେବାକୁ ଭଲ ପାଇଥାଆନ୍ତି । ଅଲିମ୍ପିଆ…

ଏମିତି ଶିକ୍ଷୟିତ୍ରୀ, ଯିଏ ପିଲାଙ୍କ ୟୁନିଫର୍ମରେ ଆସନ୍ତି ସ୍କୁଲ

ରାୟପୁର: ଆଜିକାଲି ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ପାଇଁ ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ । ହେଲେ ଏମିତି ଜଣେ ଶିକ୍ଷୟିତ୍ରୀ ଅଛନ୍ତି, ଯିଏ ଶିକ୍ଷକଙ୍କ ୟୁନିଫର୍ମ ନ ପିନ୍ଧି ପିଲାଙ୍କ ୟୁନିଫର୍ମରେ ଆସିଥାନ୍ତି । ଏହାକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଷାଠିଏ ପଉଟି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ରାଜଭୋଗ ପ୍ରସ୍ତୁତି ବିଷୟରେ ଆଲୋଚନା ଜାରି ରହିଛି। ଇତିହାସ କହେ ଗଙ୍ଗବଂଶର ରାଜାମାନେ, ବିଶେଷ କରି ଅନଙ୍ଗଭୀମ ଦେବ ତୃତୀୟ ଏହି ନୂତନ ଭୋଗର…

ବିବାହ ଭୋଜିକୁ ପଶି ଆସିଲା ଭାଲୁ: ଖାଇଗଲା ମିଠା

ନ୍ୟୁୟର୍କ: ସାଧାରଣତଃ କିଛି ଲୋକ ଖାଦ୍ୟ ଲୋଭରେ ବିବାହ ଭୋଜିରେ ସାମିଲ ହୋଇଥାନ୍ତି । ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଗୋଟେ ଭାଲୁ ବିବାହ ଭୋଜିକୁ ଆସି ସବୁ ମିଠା ଖାଇଗଲା । ନିକଟରେ ଆମେରିକାରେ ରହୁଥିବା ବ୍ରେଣ୍ଡନ ମାର୍ଟିନେଜ ଏବଂ କେଲିନ…

ଛାତ ଉପରେ ୮୫ ଫୁଟର ବିମାନ, ପାଲଟିଛି ପଞ୍ଜାବର ପ୍ରତୀକ

ପଞ୍ଜାବ: ସାଧାରଣତଃ ସମସ୍ତଙ୍କର ରୁଚି ଭିନ୍ନ ଭିନ୍ନ ହୋଇଥାଏ । ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି ବିମାନରେ ରହିବା ଓ ବୁଲିବାକୁ ପସନ୍ଦ କରିଥାନ୍ତି । ସେଥିଲାଗି ସେ ତାଙ୍କ ଘରର ଛାତ ଉପରେ ଏୟାର ଇଣ୍ଡିଆର ଏକ ବଡ଼ ବିମାନ ଠିଆ କରିଛନ୍ତି । ଅବିକଳ ଯାତ୍ରୀବାହୀ ବିମାନ ଭଳି ମନେ ହେଉଥିବା…

ବାସ୍କେଟ ଘର: ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼

ନ୍ୟୁୟର୍କ: ଦି ଗ୍ରେଟ ୱାଲ ଅଫ ଚାଇନା ହେଉ ବା ତାଜମହଲ ପରି ଭାସ୍କର୍ଯ୍ୟ, ଏସବୁ ବିଷୟରେ ନିଶ୍ଚୟ ଆପଣ ଜାଣିଥିବେ । ଶହ ଶହ ବର୍ଷ ପରେ ବି ସ୍ୱତନ୍ତ୍ର ଡ଼ିଜାଇନ୍‌ରେ ନିର୍ମିତ ଏସବୁ ଭାସ୍କର୍ଯ୍ୟ ବିଶ୍ୱବାସୀଙ୍କ ସଦାସ୍ମରଣୀୟ । ସେହିପରି ବିଶ୍ୱରେ ଏମିତି କିଛି ସୁଦୃଶ୍ୟ ଅଟ୍ଟାଳିକା ମଧ୍ୟ…