Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରହସ୍ୟମୟ ଗୋଲକୋଣ୍ଡା ଦୁର୍ଗ: ଏମିତି ଥିଲା ନିର୍ମାଣଶୈଳୀ, ଜାଣନ୍ତୁ ପୂରା କାହାଣୀ…

ହାଇଦ୍ରାବାଦ: ପ୍ରାଚୀନ କାଳରୁ ଭାରତକୁ ଦୁର୍ଗ ଏବଂ ସ୍ମାରକୀ ଦେଶ ଭାବରେ ଜଣାଯାଇଥାଏ । କାରଣ ଆମ ଦେଶରେ ବ୍ରିଟିଶମାନଙ୍କ ପୂର୍ବରୁ ବିଭିନ୍ନ ଅଞ୍ଚଳରେ ଅନେକ ରାଜା ଶାସନ କରୁଥିଲେ । ଆଉ ଏହି ସମୟ ମଧ୍ୟରେ ସେମାନେ ଅନେକ ଦୁର୍ଗ ନିର୍ମାଣ କରିଥିଲେ । ଆଜି ଆମେ ଏମିତି ଏକ ଦୁର୍ଗ ବିଷୟରେ…

ଟ୍ୱିଟରରେ ଲାଗୁ ହେଲା ନୂତନ ନିୟମ, ସିଧାସଳଖ ମେସେଜିଂ ପାଇଁ ଦେୟ ଦେବେ ୟୁଜର୍ସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟ୍ୱିଟରର ମାଲିକ ହେବା ପରଠାରୁ ଏଲୋନ୍ ମସ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଅନେକ ପରିବର୍ତ୍ତନ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ସବୁଠାରୁ ବଡ ପରିବର୍ତ୍ତନ ହେଉଛି ବ୍ଲୁ ଟିକ୍ ସଦସ୍ୟତା ଯୋଜନାର ପରିଚୟ। ନିକଟରେ ସେ ଟ୍ୱିଟରରେ ଦୈନିକ ଟ୍ୱିଟ୍ ପଠନ ସୀମା ମଧ୍ୟ…

ରହସ୍ୟମୟ: ଏମିତି ଏକ ମନ୍ଦିର ଯେଉଁଠି ରାତିରେ ଶୁଭେ ମୂର୍ତ୍ତିମାନଙ୍କ କଥା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମ ଦେଶ ଭାରତରେ ରହିଛି ଅନେକ ବୈଚିତ୍ରମୟ ମନ୍ଦିର । ଏହିସବୁ ମନ୍ଦିର ପଶ୍ଚାତରେ ରହିଛି କିଛି ପୌରାଣିକ ତଥା ଐତିହାସିକ ଘଟଣାବଳୀ। ପ୍ରତି ମନ୍ଦିରର ରହିଛି ଭିନ୍ନଭିନ୍ନ ମାନ୍ୟତା ତଥା ଚମତ୍କାରିତା । ଯାହା ଲୋକଙ୍କ ବିଶ୍ୱାସ ଉପରେ ପର୍ଯ୍ୟବେସିତ। ଏମିତି କିଛି ମନ୍ଦିର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମହାପ୍ରସାଦ (୨)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ବିଷୟରେ ଆଲୋଚନା କରିବା ସମୟରେ ଗୋଟିଏ କଥା ମନକୁ ଆସେ ଭକ୍ତମାନଙ୍କ ପାଇଁ ଶ୍ରୀମହାପ୍ରସାଦର ଆକର୍ଷଣ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିବା ଶ୍ରଦ୍ଧାଠାରୁ ଅଧିକ…

ଛାତରେ ବସିଥିବା ବେଳେ ମହିଳାଙ୍କ ଉପରେ ଖସିଲା କଳା ପଥର , ତା’ପରେ କ’ଣ ହେଲା ଜାଣନ୍ତୁ

ଫ୍ରାନ୍ସ: ଜଣେ ମହିଳା ନିଜ ସାଙ୍ଗ ସହିତ ଛାତରେ ବସି କଫି ପିଉଥିଲେ । ଏହି ସମୟରେ ଆକାଶରୁ ହଠାତ୍ ଏକ କଳାପଥର ତାଙ୍କ ଉପରେ ପଡ଼ିଥିଲା । ଫଳରେ ସେ ଆହତ ହେବା ସହ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବୋଧହୁଏ କେହି ଏହାକୁ ତାଙ୍କ ଉପରକୁ ଫୋପାଡିଛନ୍ତି ଭାବି ସେ ଚାରିପଟକୁ ବୁଲି ଦେଖିଲେ । ହେଲେ କାହାକୁ…

ଏମିତି ସ୍କୁଲ: ଯେଉଁଠି ଅଧିକାଂଶ ପିଲା ଯାଆଁଳା

ପଞ୍ଜାବ: ଆପଣ ଅଧିକାଂଶ ଯାଆଁଳା ପିଲା ଦେଖିଥିବେ । ହେଲେ ବହୁ ପରିମାଣର ଯାଆଁଳା ପିଲାଙ୍କୁ ଏକାଠି ଦେଖିଛନ୍ତି ? ଏମିତି ଏକ ସ୍କୁଲ ଅଛି, ଯେଉଁଠି ଅଧିକାଂଶ ପିଲା ଯାଆଁଳା । ଏତେ ପରିମାଣର ଯାଆଁଳା ପିଲାଙ୍କୁ ଏକାଠି ଦେଖି ଶିକ୍ଷକ ଓ ଅନ୍ୟ ଅଭିଭାବକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।…

ଷଣ୍ଢ ଲଢେଇ ହେଉନାହିଁ, ହେଲେ ସମ୍ପର୍କୀୟଙ୍କ ସ୍ମୃତିରେ ଲୋକେ ଘରେ ପାଳୁଛନ୍ତି ଷଣ୍ଢ

ରାଜସ୍ଥାନ: ମେକ୍ସିକୋ, ପେରୁ, କଲମ୍ବିଆ, ଭେନେଜୁଏଲା ଏବଂ ଲାଟିନ୍ ଆମେରିକା ଭଳି ଦେଶରେ ଷଣ୍ଢ ଲଢେଇ ହେଉଥିବା ଦେଖିବାକୁ ମିଳେ । କିନ୍ତୁ ରାଜସ୍ଥାନରେ ବି ଷଣ୍ଢ ଲଢେଇ ହେଉଥିଲା । ଏହା ଏବେ ବନ୍ଦ ହୋଇଯାଇଥିଲେ ବି ଏଠାକାର ଲୋକେ ନିଜ ପରିଜନଙ୍କ ସ୍ମୃତିରେ ଷଣ୍ଢ ପାଳୁଥିବା ଦେଖିବାକୁ ମିଳେ ।…

ଦର ବୃଦ୍ଧି ଯୋଗୁ ରୋଷେଇ ପାଇଁ ବିଦେଶରୁ ଟମାଟୋ ମଗାଇଲେ ମହିଳା

ଦୁବାଇ: ଏବେ ଟମାଟୋ ଦର ଆକାଶ ଛୁଆଁ । ଅନେକ ସ୍ଥାନରେ ଏହାର ଦାମ ୩୦୦ ଟଙ୍କାରୁ ଅଧିକ ରହିଛି । ଏଭଳିସ୍ଥିତିରେ ଜଣେ ଭାରତୀୟ ମହିଳା ଟମାଟୋକୁ ନେଇଏପରି କିଛି କରିଛନ୍ତି, ଯାହାକୁ ନେଇ ସେ ଚର୍ଚ୍ଚାରେ । ଅନେକ ଲୋକ ଦୈନନ୍ଦିନର ଖାଦ୍ୟରେ ଟମାଟୋ ବ୍ୟବହାର କରିଥାନ୍ତି । ଏବେ ଏହାର ଦର ବୃଦ୍ଧି…

ବିରଳ ଘଟଣା: ୯ ମାସ ଗର୍ଭରେ ରଖି ସନ୍ତାନ ଜନ୍ମ ଦେଲେ ପୁରୁଷ

ଇଂଲଣ୍ଡ: ଜଣେ ମହିଳା ସନ୍ତାନ ଜନ୍ମ ଦେଉଥିବା ସମସ୍ତେ ଜାଣନ୍ତି । ହେଲେ ଗୋଟେ ପୁରୁଷ ୯ ମାସ ଗର୍ଭରେ ରଖି ସନ୍ତାନ ଜନ୍ମ ଦେବା ଦେଖିଛନ୍ତି ? ଏଭଳି ଏକ ବିରଳ ଘଟଣା ଏବେ ଇଂଲଣ୍ଡରେ ଦେଖିବାକୁ ମିଳିଛି । ଜଣେ ପୁରୁଷ ଏକ ସନ୍ତାନକୁ ଜନ୍ମ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଇଂଲଣ୍ଡର…

ବନ୍ଧୁ ହେବ ତ ଏମିତି : ବନ୍ଧୁର ଫୋନ ପାଇଁ ବରଫ ହ୍ରଦରେ ପଶିଲେ ଯୁବକ

ଆଜିକାଲି ସୋସିଆଲ ମିଡିଆରେ ବନ୍ଧୁତାକୁ ନେଇ ଅନେକ କାହାଣୀ ଦେଖିବାକୁ ମିଳେ । ଏହାକୁ ଦେଖିବା ପରେ ଅଧିକାଂଶ ଭାବପ୍ରବଣ ମଧ୍ୟ ହୋଇଯାଇଥାନ୍ତି । ଏବେ ସେମିତି ବନ୍ଧୁତାକୁ ନେଇ ଏକ ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କ ହଜିଯାଇଥିବା ଫୋନ୍ ଉଦ୍ଧାର…