Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ପୋଲିସକୁ ୨୭୦୦ ଥର କଲ୍ କଲେ ମହିଳା, ଦର୍ଶାଇଲେ ଅଜବ କାରଣ

ଜାପାନ: ଦୁନିଆରେ ବହୁତ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କର ଅଜବ ଆଚରଣ ଯୋଗୁ ଚର୍ଚ୍ଚାକୁ ଆସିଥାନ୍ତି । ହେଲେ ପୋଲିସ ସହିତ କେହି କେବେ ଏପରି କରିବା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ । ଏବେ ସେମିତି ଜଣେ ମହିଳା ପୋଲିସକୁ ୨୭୦୦ ଥର କଲ କରି ଏମିତି ହଇରାଣ ହରକତ କଲେ ଯେ, ତାଙ୍କ ଅବସ୍ଥା ବିଗିଡ଼ିଗଲା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନିର୍ମାଲ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଶ୍ରୀମହାପ୍ରସାଦ ମାହାତ୍ମ୍ୟ ବର୍ଣ୍ଣନାରେ ଥିବା କିଛି ତର୍କ ଆହ୍ୱାନକାରୀ ବିଷୟ ଆଲୋଚନା ପରେ ଆଜି ଏହି ମହାପ୍ରସାଦର ଉତ୍ପତ୍ତି ସମୟ ବିଭିନ୍ନ ପୁରାଣ ବର୍ଣନା…

ପ୍ରେମୀ ହେବ ତ ଏମିତି : ଡାକ୍ତରଖାନାରେ ବିବାହ କଲେ ପ୍ରେମୀଯୁଗଳ

ଜରଜିଆ: ଆଉ ମାସକ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ । ସେମାନେ ପରସ୍ପରକୁ ଜାଣିଥିଲେ, ଭଲ ପାଉଥିଲେ ଓ ପରିବାରର ସ୍ୱୀକୃତି ମଧ୍ୟ ଥିଲା । କିନ୍ତୁ ବିଧିର ବିଧାନ ବଡ଼ ନିଷ୍ଠୁର । ଧାର୍ଯ୍ୟ ହୋଇଥିବା ବାହାଘର ତାରିଖର ମାସକ ପୂର୍ବରୁ ଘଟିଗଲା ଅଘଟଣ । ଅସାବଧାନତା ଯୋଗୁ ପ୍ରେମିକଙ୍କ…

ଏମିତିି ମନ୍ଦିର, ଯେଉଁଠି ଜଳାଭିଷେକ କଲେ ଋଣରୁ ମିଳେ ମୁକ୍ତି

ରାଜସ୍ଥାନ: ବିଶ୍ୱାସରେ ଭଗବାନ ମିଳନ୍ତି ବୋଲି କୁହାଯାଏ । ବିଭିନ୍ନ ସମୟରେ ଏହି ଉକ୍ତିର ଅବତାରଣା ମଧ୍ୟ କରାଯାଇଥାଏ । ତେବେ ଏହାର ବାସ୍ତବତା କେତେ ତାହା ଅନୁଭବି ହିଁ କହିପାରନ୍ତି । ତେବେ ଦେବତାଙ୍କ ଉପରେ ଜଳାଭିଷେକ କଲେ ଋଣଗ୍ରସ୍ତ ହୋଇଥିବା ଲୋକଟି ଋଣମୁକ୍ତ ହୁଏ ବୋଲି ଶୁଣିଛନ୍ତି କି ?…

୭୭ ବର୍ଷରେ ନିଜକୁ ଫିଟ୍ ରଖିଛନ୍ତି ବୃଦ୍ଧା: ସୋସିଆଲ ମିଡ଼ିଆରେ ସେୟାର କଲେ ସିକ୍ରେସି

ସାଧାରଣତଃ ୭୦ ବର୍ଷ ଅତିକ୍ରମ କରିବା ପରେ ଯେ କୌଣସି ବ୍ୟକ୍ତି ନିଜକୁ ବାର୍ଦ୍ଧକ୍ୟ ଅବସ୍ଥା ଆସିଗଲା ବୋଲି ଭାବିଥାନ୍ତି । କିଛି ଲୋକଙ୍କ ପାଇଁ ସେମାନଙ୍କର ଶରୀର ମଧ୍ୟ କୌଣସି କାମ କରିବାକୁ ସମର୍ଥନ କରୁ ନ ଥିବା ବେଳେ ଆଉ କିଛି ଶଯ୍ୟାରେ ବିଶ୍ରାମ ନେଇଥାନ୍ତି । ଏହିପରି ଲୋକଙ୍କ ପାଇଁ ଏକ…

ଗୋଟିଏ ଗାଁରେ ଗୋଟିଏ ପରିବାର: ଅଛନ୍ତି ୯୦ ସଦସ୍ୟ

ଉତ୍ତରପ୍ରଦେଶ: ଦିନ ଥିଲା ଲୋକେ ଗୋଟିଏ ଛାତ ତଳେ ମିଶିକି ରହିବାକୁ ପସନ୍ଦ କରୁଥିଲେ । ହେଲେ ଏବେ ତାହା କାଁ ଭାଁ ଦେଖିବାକୁ ମିଳୁଛି । ଏବେ କେହି ମିଶିକି ରହିବାକୁ ପସନ୍ଦ କରୁ ନାହାନ୍ତି । କିନ୍ତୁ ମଧ୍ୟପ୍ରଦେଶରେ ଏମିତି ଏକ ଗାଁ ଅଛି, ଯେଉଁଠି ଗୋଟିଏ ପରିବାର ହିଁ ବାସ କରୁଛନ୍ତି । ତାହା…

ବିରାଟକାୟ କାର: ଲମ୍ବ ୧୪ ମିଟର,ଉଚ୍ଚତା ୫ ମିଟର ,ଚଢିବା ପାଇଁ ସିଡ଼ି ଲୋଡ଼ା

ଦୁବାଇ: ଦୁନିଆରେ ଅନେକ ଯାନ ଅଛି, ଯାହାର ଆକାର ଏବଂ ଆକୃତି ପରସ୍ପରଠାରୁ ଭିନ୍ନ । ଏପରି ଗାଡ଼ିକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ଗାଡ଼ି କମ୍ପାନୀ ମଧ୍ୟ ଅନ୍ୟ କାରଠାରୁ ଭିନ୍ନ କରିବା ପାଇଁ ପ୍ରୟାସ କରିଥା’ନ୍ତି । ଏବେ ଏକ କାରର ଭିଡିଓ ଭାଇରାଲ୍ ହେଉଛି , ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ…

ରହସ୍ୟମୟ ଏହି ମନ୍ଦିର: ଯେଉଁଠି ପୂଜା ପାଆନ୍ତି ମୂଷା

ଓଡ଼ିଶା ସମ୍ବାଦ ବ୍ୟୁରୋ: ହିନ୍ଦୁ ଶାସ୍ତ୍ରରେ ମଧ୍ୟ ମୂଷାକୁ ଭଗବାନ ଗଣେଶଙ୍କ ବାହନ ବୋଲି ବିଶ୍ୱାସ କରାଯାଇଥାଏ। କିନ୍ତୁ ଘରେ ମୂଷା ଦେଖିଲେ ଆମେ ଚିନ୍ତାରେ ପଡିଯାଉ । ପୋଷାକ ଓ ଦ୍ରବ୍ୟକୁ ନଷ୍ଟ କରୁଥିବା ଯୋଗୁ ଆମେ ଏମାନଙ୍କୁ ଘରେ ରହିବାକୁ ଦେଇ ନ ଥାଉ। ଜନ୍ତା ବିସାଇ କିମ୍ୱା ବିଷ ଦେଇ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମହାପ୍ରସାଦର ଉତ୍ପତ୍ତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ମାହାତ୍ମ୍ୟ ବର୍ଣ୍ଣନାରେ ଥିବା କିଛି ତର୍କ ଆହ୍ୱାନକାରୀ ବିଷୟ ଆଲୋଚନା ପରେ ଆଜି ଏହି ମହାପ୍ରସାଦର ଉତ୍ପତ୍ତି ସମୟ ବିଭିନ୍ନ ପୁରାଣ ବର୍ଣ୍ଣନା…

ସିଗାରେଟ୍ ବାବାଙ୍କ ନିକଟରେ ଭିଡ଼: ଗୋଟେ ସିଗାରେଟ୍ ଦେଲେ ପୂରଣ ହୁଏ ମନସ୍କାମନା

ଲକ୍ଷେ୍ନା÷: ଅନେକ ପ୍ରେମ କାହାଣୀ ବିଷୟରେ ଆପଣ ଶୁଣିଥିବେ । ନିଜ ପ୍ରେମକୁ ପାଇବା ପାଇଁ ପ୍ରେମୀଯୁଗଳ କିଛି ବି କରିବାକୁ ପଛାନ୍ତି ନାହିଁ । ହେଲେ ଏବେ ନିଜ ପ୍ରେମକୁ ପାଇବାକୁ ପ୍ରେମୀ ଯୁଗଳଙ୍କଠାରୁ ଆରମ୍ଭ କରି ବିବାହିତମାନେ ଲକ୍ଷେ୍ନା÷ରେ ଥିବା ଏକ ସମାଧିସ୍ଥଳରେ ଭିଡ଼ ଜମାଉଛନ୍ତି । ଏହାର…