Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

୩୨ମାସରେ ଥରେ ଖୋଲେ ଏହି ମନ୍ଦିର: ପୂଜା ପାଆନ୍ତି ମଳ ନାରାୟଣ

ପୁରୀ: ଆରମ୍ଭ ହୋଇଛି ମଳ ମାସ । ଜୁଲାଇ ମାସ ୧୮ ତାରିଖ ମଙ୍ଗଳବାର ଠାରୁ ଅଗଷ୍ଟ ମାସ ୧୬ ତାରିଖ ବୁଧବାର ପର୍ଯ୍ୟନ୍ତ ମଳ ମାସ ପଡୁଛି । ମଳ ମାସ ହେଉଛି ଚନ୍ଦ୍ରମାସ ଓ ସୌରମାସ ମଧ୍ୟ ରେ ସାମ୍ୟ ରକ୍ଷା ପାଇଁ ପ୍ରତି ୩୨ ମାସରେ ଗଣନା କରାଯାଉଥିବା ଗୋଟିଏ ଅଧିମାସ । ପୁରୁଷୋତ୍ତମ ଜଗନ୍ନାଥ…

ଉତ୍ତରପ୍ରଦେଶର ପର୍ଶୁରାମେଶ୍ୱରପୁର ମହାଦେବ ମନ୍ଦିର: ଦର୍ଶନ କଲେ ପୁରଣ ହୁଏ ମାନସିକ

ଉତ୍ତରପ୍ରଦେଶ: ଏବେ ଶ୍ରାବଣ ମାସ ଚାଲିଛି। ଏହି ମାସର ପ୍ରତ୍ୟେକ ସୋମବାରରେ କାଉଡ଼ିଆମାନେ ଜଳାଭିଷେକ କରିବାକୁ ଆସିଥାନ୍ତି। ତେବେ କେବଳ ସୋମବାର ନୁହେଁ, ଶ୍ରାବଣ ମାସର ପ୍ରତ୍ୟେକ ଦିନର ସ୍ୱତନ୍ତ୍ର ରହିଛି। କିନ୍ତୁ ହେବାକୁ ଥିବା ପ୍ରଦୋଷ ବ୍ରତ ଏବଂ ମାନସିକ ଶିବରାତ୍ରୀର ସ୍ୱତନ୍ତ୍ର ମାନ୍ୟତା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବନକ ଲାଗି ନୀତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନୈମିତିକ-ବିଧି ଆଲୋଚନା ପ୍ରସଙ୍ଗରେ ଆଜି ଜାଣିବା ଏକ ବିଶେଷ ନୀତି "ବନକ ଲାଗି "ନୀତି । ମୁଖ୍ୟତଃ ଏହି ନୀତି କୁ ଶ୍ରୀମୁଖ ସିଂହାର ନୀତି ଭାବେ ବିବେଚନା କାରାଯାଏ ।…

ଏଠି ୨୪ ଘଣ୍ଟା ପାଇଁ ହୁଏ ବିବାହ, କାରଣ କ’ଣ ଜାଣନ୍ତୁ

ଚୀନ: କୁହାଯାଏ, ବିବାହ ହେଉଛି ସାତ ଜନ୍ମର ସମ୍ପର୍କ । ଥରେ ବିବାହ ବନ୍ଧନରେ ବାନ୍ଧିହେଲେ ସାରାଜୀବନ ସାଥୀ ହୋଇ ରହିବାର ଶପଥ ନିଅନ୍ତି ଦମ୍ପତ୍ତି । କିନ୍ତୁ ଚୀନ୍‌ରେ ମାତ୍ର କିଛି ଘଣ୍ଟା ପାଇଁ ହୁଏ ବିବାହ । ଏଥିଲାଗି ପୁରୁଷକୁ ଦେବାକୁ ପଡ଼େ ମୋଟା ଅଙ୍କର ଅର୍ଥ । ଏହାର କାରଣ ଜାଣିଲେ…

ସରକାରୀ ରେକର୍ଡ଼ରେ ରହିଛି ଏମିତି ୪ ଗାଁ, ଯେଉଁଠି ନାହାନ୍ତି ଲୋକେ

ହରିୟାଣା: ବିଶ୍ୱରେ ଦିନକୁ ଦିନ ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଜନସଂଖ୍ୟା ଦୃଷ୍ଟିରୁ ଭାରତ ବର୍ତ୍ତମାନ ବିଶ୍ୱରେ ଏକ ନମ୍ବର ସ୍ଥାନରେ ରହିଛି । କିନ୍ତୁ ଭାରତରେ ଏପରି ଗ୍ରାମ ରହିଛି ଯେଉଁଠି କୌଣସି ଲୋକ ବସବାସ କରନ୍ତି ନାହିଁ । ତାହା ପୁଣି ଗୋଟିଏ ନୁହେଁ ଚାରିଟି ଗାଁ ।…

ମହିଳାଙ୍କ ଟାଟୁ ନିଶା: ପ୍ରତିଦିନ ଶୋଇବା ପୂର୍ବରୁ ତାଙ୍କ ଶରୀରରେ ପ୍ରେମିକ କରନ୍ତି ଟାଟୁ

ବ୍ରିଟେନ: ଆଜିକାଲି ଯୁବପୀଢିଙ୍କ ଶରୀରରେ ଟାଟୁ କରିବା ଏକ ପ୍ରକାର ଫ୍ୟାଶନ ପାଲଟି ଯାଇଛି । କିନ୍ତୁ ବିଟ୍ରେନର ଜଣେ ମହିଳାଙ୍କ ପାଇଁ ଟାଟୁ କରିବା ଏକ ପ୍ରକାରର ନିଶା ପାଲଟିଯାଇଛି । ସେ ଏତେଗୁଡ଼ିଏ ଟାଟୁ କରିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଶରୀରରେ ଶହ ଶହ ଟାଟୁ ରହିଛି । ୪୬…

ଏମିତି ଗାଁ, ଯେଉଁଠି ଲୋକେ ଠେଙ୍ଗାବାଡ଼ି ଧରି ଅତିଥିଙ୍କୁ ସ୍ୱାଗତ କରନ୍ତି, କାରଣ ଜାଣିଲେ ହେବେ ଚକିତ

ବିହାର: ଭାରତୀୟ ସଂସ୍କୃତିରେ ଯଦି ଆପଣଙ୍କ କାହା ଘରକୁ ଯାଆନ୍ତି, ସେଠାରେ ସେମାନେ ଆପଣଙ୍କୁ ଖୁସିରେ କବାଟ ଖୋଲି ସ୍ୱାଗତ କରନ୍ତି । କିନ୍ତୁ ବିହାରରେ ଏମିତି ଏକ ଗାଁ ଅଛି, ଯେଉଁଠିକି ଆପଣ ଯିବେ, ଏଠାକାର ଲୋକମାନେ ଆପଣଙ୍କୁ ହାତରେ ଠେଙ୍ଗାବାଡ଼ି ଧରି ସ୍ୱାଗତ କରିିବେ । ଏବେ ଏହି ଗାଁକୁ…

ନିଲାମ ହେବ ୧୨୧ବର୍ଷ ପୁରୁଣା କାଡ୍‌ବେରି ଚକୋଲେଟ୍‌

ଲଣ୍ଡନ: ପିଲାଠାରୁ ବଡ଼ ପର୍ଯ୍ୟନ୍ତ ଅଧିକାଂଶ ଚକୋଲେଟ୍ ଖାଇବାକୁ ପସନ୍ଦ କରିଥାନ୍ତି । ଆଉ ଯେଉଁଠି ଚକୋଲେଟ୍ ଦେଖନ୍ତି ତାକୁ ଖାଇବାକୁ ଇଛା କରନ୍ତି । ହେଲେ ଏପରି ଏକ ଚକୋଲେଟ୍ ଅଛି, ଯାହାକୁ କେବଳ ଆପଣ ଦେଖିପାରିବେ, କିନ୍ତୁ ଖାଇ ପାରିବେନାହିଁ । ଏବେ ୧୨୧ ବର୍ଷ ପୁରୁଣା ଏହି କାଡ୍‌ବେରି…

ଶରୀର ଭିତରେ ଛୋଟ ରୋବୋଟ ଖୋଜିବ ରୋଗ

ନୂଆଦିଲ୍ଲୀ: ଚିକିତ୍ସା ବିଜ୍ଞାନରେ ଦିନକୁ ଦିନ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ଏହା ଦ୍ୱାରା ଅନେକ ଅସାଧ୍ୟ ରୋଗ ଭଲ ହୋଇପାରୁଛି । ଏବେ ବ୍ରିଟେନ ଓ ଜାପାନର ବୈଜ୍ଞାନିକମାନେ ନ୍ୟାନୋ ରୋବୋଟ ପ୍ରସ୍ତୁତି କରିଛନ୍ତି । ଏହି ଛୋଟ ଛୋଟ ରୋବୋଟକ ୁ ଶରୀର ମଧ୍ୟରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଅଶୌଚ ବା ଦୁର୍ଘଟଣା ନୀତି (୨)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନୈମିତିକ -ବିଧି ଆଲୋଚନା ବେଳେ ଆମେ ଅଶୌଚ ଜନିତ ସମସ୍ତ ନୀତି ନିୟମ ପାଳନର ବ୍ୟାଖ୍ୟା କଲେ । ଆଜି ଜାଣିବା ମୁଖ୍ୟତଃ କେଉଁ ପରିସ୍ଥିତିରେ ଶ୍ରୀଜୀଉମାନଙ୍କ ଏହି…