Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆଉ ବାଇକ୍‌ରେ ନୁହେଁ, ଉଡ଼ି ଉଡ଼ି ହେବ ପିଜା ଡେଲିଭରି

ଲଣ୍ଡନ: ସମୟ ବଦଳିବା ସହିତ ବଦଳିବାରେ ଲାଗିଛି ଲୋକଙ୍କ ମାନସିକତା । ସମୟ ବଞ୍ଚାଇବା ସହିତ ଅଧିକ ଅର୍ଥ ରୋଜଗାର ପାଇଁ ବିଭିନ୍ନ ପନ୍ଥା ଆପଣାଉଛନ୍ତି ଯୁବକଯୁବତୀ । ଏହାକୁ ଦୃଷ୍ଟିରେ ରଖି ଲଣ୍ଡନର ଏକ ପିଜା ଡ଼େଲିଭରି କମ୍ପାନୀ ତାର କର୍ମଚାରୀଙ୍କୁ ଯୋଗାଇଛନ୍ତି ଜେଟ୍ ଡ଼େଲିଭରି ଜ୍ୟାକେଟ୍ ।…

ଇଟା, ସିମେଣ୍ଟ ବିନା ନିର୍ମିତ ତିନି ମହଲା ବିଶିଷ୍ଟ ମନ୍ଦିର: ୧୦୮ ସ୍ତମ୍ଭ ଉପରେ ହୋଇଛି ଛିଡ଼ା

ରାଜସ୍ଥାନ: ଏବେ ଶ୍ରାବଣ ମାସ ଚାଲିଛି । ଏଭଳି ପରିସ୍ଥିତିରେ ଭଗବାନ ଶିବଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗୁଛି । ତେବେ ଆମେ ଆପଣଙ୍କୁ ଏପରି ଏକ ଶିବ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହା ଏକ ହଜାର ବର୍ଷ ପୁରୁଣା । ଏହି ମନ୍ଦିରର ବିଶେଷ କଥା ହେଉଛି ଏହା ସିମେଣ୍ଟ ଏବଂ ଇଟା…

ନିଖୋଜ କୁକୁରକୁ ଖୋଜିଦେଲେ ମିଳିବ ୧୧ କୋଟି , ସୂଚନା ଦେଲେ ୨ କୋଟି

ଚୀନ: ଆପଣ ବିଭିନ୍ନ ପ୍ରକାରର ପୁରସ୍କାର ବିଷୟରେ ଶୁଣିଥିବେ । ଅପରାଧୀଙ୍କ ସମ୍ପର୍କରେ ସୂଚନା ଦେଲେ ପୋଲିସ ପକ୍ଷରୁ ପୁରସ୍କାର ରାଶି ମିଳିଥାଏ ଏହା ସମସ୍ତେ ଜାଣିଥିବେ । ହେଲେ ହଜିଯାଇଥିବା ଗୋଟେ କୁକୁରକୁ ଖୋଜିଦେଲେ କିମ୍ବା ସୂଚନା ଦେଲେ ପୁରସ୍କାର ରାଶି ଘୋଷଣା କରାଯାଇଛି । ଆଉ ଏହି…

ଶ୍ରାବଣରେ ମହାଦେବଙ୍କୁ କରନ୍ତୁ ଏମିତି ପୂଜା, ଦୂର ହେବ ଆର୍ଥିକ ସଙ୍କଟ, ଟଳିବ ମହାବିପଦ

ଓଡିଶା ସମ୍ବାଦ ବ୍ୟୁର: ଚାଲିଛି ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ । ବିଶ୍ୱାସ ରହିଛି ଯେ, ଶ୍ରାବଣ ମାସରେ ମହାଦେବଙ୍କୁ ପୂଜା କଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଶ୍ରାବଣ ମାସରେ ବ୍ରତ ରଖିବାର ବିଶେଷ ମହତ୍ୱ ରହିଛି । ବ୍ରତ ରଖିବାର କିଛି ଉପାୟ ରହିଛି ଯାହାକୁ ଆପଣାଇବା ଦ୍ୱାରା ପୂଣ୍ୟ…

ଏପରି ମନ୍ଦିର, ଯେଉଁଠି ହୋଇଥାଏ ଭବିଷ୍ୟବାଣୀ

ଓଡିଶା ସମ୍ବାଦ ବ୍ୟୁରୋ : ବିଚିତ୍ରମୟ ଆମ ଭାରତବର୍ଷ। ଏହି ଦେବ ଭୂମୀରେ ରହିଛି ଅନେକ ଆଧ୍ୟାତ୍ମିକ ଝଲକ। ଯାହା ବିଶ୍ୱାସଯୋଗ୍ୟ ହେଉ ବା ନ ହେଉ ତାହା ଆଜିବି ଘଟୁଛି। ଭାରତ ଅନେକ ରହସ୍ୟମୟୀ ମନ୍ଦିରରେ ଭରି ରହିଛି। ରହସ୍ୟ ଏପରି ଭାବେ ଲୁଚି ରହିଛି ଯାହାର କାରଣ ଆଜି ପର୍ଯ୍ୟନ୍ତ କେହି ବୁଝି…

ରହସ୍ୟ ଘେରରେ ଦ୍ୱିତୀୟ ବରମୁଡା ଟ୍ରାଙ୍ଗେଲ୍

ଓଡ଼ିଶା ସମ୍ବାଦ: ଭାରତରେ ଏପରି ଅନେକ ସ୍ଥାନ ଅଛି ଯାହା ବିବିଧତାରେ ପରିପୂର୍ଣ୍ଣ ଯାହା ଅତ୍ୟନ୍ତ ରହସ୍ୟମୟ । ଯାହା ବିଷୟରେ ବିଜ୍ଞାନ ମଧ୍ୟ ସଠିକ୍ ଉତ୍ତର ଦେବାକୁ ସକ୍ଷମ ନୁହେଁ । ଭାରତର ଅରୁଣାଚଳ ପ୍ରଦେଶ ଏବଂ ତିବ୍ଦତ ମଧ୍ୟରେ ଏପରି ଏକ ସ୍ଥାନ ଅଛି ଯାହାକୁ ବିଶ୍ୱର ଦ୍ୱିତୀୟ ‘ବରମୁଡା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବେଣ୍ଟ ବା ଶିକାର ନୀତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନୈମିତିକ -ବିଧି ଭିତରେ ଏକ ବିଚିତ୍ର ବିଧି ହେଉଛି ବେଣ୍ଟ ବା ଶିକାର ନୀତି। ଏହି ନୀତି ପାଳନର ବୈଦିକ ତାତ୍ପର୍ଯ୍ୟ ସେଭଳି କିଛି ଥିବାର ଅନୁମାନ ହୁଏନି। କେବଳ ପୁରାତନ…

ବେଙ୍ଗାଲୁରୁର ଲୋକପ୍ରିୟ ସବୁଜ ରଙ୍ଗର ଜିଲାପି: ଭିଡ଼ିଓ ଭାଇରାଲ

ବେଙ୍ଗାଲୁରୁ: ଆଞ୍ଚଳିକ ଚଳଣି ଅନୁସାରେ ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପ୍ରକାର ମିଠା ଦେଖିବାକୁ ମିଳିଥାଏ । ସେ ଭିତରୁ ଜିଲାପି ହେଉଛି ଏକ ସ୍ୱତନ୍ତ୍ର ପ୍ରକାରର ମିଠା, ଯାହାକୁ ବିଭିନ୍ନ ରାଜ୍ୟର ଲୋକେ ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ଭାରତର ଅଲଗା ଅଲଗା ପ୍ରାନ୍ତରେ ଲୋକେ…

ଏମିତି ମନ୍ଦିର, ଯେଉଁଠି ଭଲ ବର୍ଷା ପାଇଁ ଗାଁ ଲୋକେ, ଜନପ୍ରତିନିଧି କରନ୍ତି ପୂଜା

ଇନ୍ଦୋର: କୃଷକମାନେ କଠିନ ପରିଶ୍ରମ କରି ଚାଷ କରନ୍ତି । କିନ୍ତୁ ଯଦି ଠିକ୍ ସମୟରେ ବର୍ଷା ନ ହୁଏ ତେବେ ଚାଷୀଙ୍କ କଠିନ ପରିଶ୍ରମ ବୃଥା ହୋଇଥାଏ । ତେବେ ଇନ୍ଦୋରରେ ଏପରି ଏକ ପ୍ରାଚୀନ ମନ୍ଦିର ଅଛି, ଯେଉଁଠି ଭଲ ବର୍ଷା ପାଇଁ ପ୍ରତିବର୍ଷ ଗାଁ ଲୋକ ଓ ଜନ ପ୍ରତିନିଧି କରନ୍ତି ପୂଜାର୍ଚ୍ଚନା ।…

ଅନନ୍ୟ ପରିବାର : ବାପା,ମାଆ ଓ ୭ ପିଲାଙ୍କ ଜନ୍ମଦିନ ଗୋଟିଏ ଦିନରେ, କଲେ ବିଶ୍ୱ ରେକର୍ଡ଼

ପାକିସ୍ତାନ: କେବଳ ଆତଙ୍କବାଦ ଯୋଗୁଁ ପାକିସ୍ତାନର ନାମ ବିଶ୍ୱରେ କୁଖ୍ୟାତ ନୁହେଁ, ଏଠାରେ ରହୁଥିବା ଲୋକମାନେ ମଧ୍ୟ ଅନେକ ସମୟରେ ଏପରି କାର୍ଯ୍ୟ କରନ୍ତି ଯାହା ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଥାଏ । ଆଜିକାଲି ଏକ ପାକିସ୍ତାନୀ ପରିବାର ଚର୍ଚ୍ଚାକୁ ଆସିଛନ୍ତି, ଯିଏ ସ୍ୱତନ୍ତ୍ର ବିଭାଗରେ ବିଶ୍ୱ…