Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଚଳନ୍ତା ବାଇକ୍‌ରେ ଦେହରେ ସାବୁନ ଲଗାଇ ବର୍ଷାରେ ଗାଧୋଇଲେ ଦୁଇ ଯୁବକ: ଭିଡ଼ିଓ ଭାଇରାଲ

କାନପୁର: ଏବେ ସାରା ରାଜ୍ୟରେ ମୌସୁମୀ ପହଞ୍ଚିସାରିଛି । ଅନେକ ସ୍ଥାନରେ ଲଗାତର ବର୍ଷା ହେଉଛି । ପ୍ରବଳ ଖରାରେ ଲୋକେ ଡ଼ହଳ ବିକଳ ହେଉଥିବାରୁ ଏବେ ବର୍ଷାକୁ ଲୋକେ ଖୁବ୍ ମନଭରି ଉପଭୋଗ କରୁଛନ୍ତି । ଏବେ ସୋସିଆଲ ମିଡିଆରେ ବର୍ଷା ସହ ଜଡ଼ିତ ଅନେକ ଭିଡିଓ ଭାଇରାଲ ହେଉଛି । ବର୍ଷାରେ ଭିଜି ଭିଜି…

ଏମିତି ଏକ ମନ୍ଦିର: ଯେଉଁଠି ନୂଆ ବୋହୂର ପ୍ରଥମ ହାତ ତିଆରି ମିଠା ଅର୍ପଣ କରାଯାଏ

ଲକ୍ଷେ୍ନା÷: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷେ୍ନା÷ ଏହାର ଐତିହାସିକ ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟ ପାଇଁ ବେଶ୍ ପ୍ରସିଦ୍ଧ । ଲକ୍ଷେ୍ନା ସହରରୁ କିଛି ଦୂରରେ ଥିବା ଗାଁରେ ଏମିତି ଏକ ମନ୍ଦିର ରହିଛି, ଯାହାର ପରମ୍ପରା ଓ ଐତିହ୍ୟ ପୁରା ନିଆରା । ଏହି ଗାଁକୁ ବୋହୂ ଭାବେ କୌଣସି ଝିଅ ଆସିଲେ…

କ୍ୟାବ ଭିତରେ ସଜ୍ଜେଇ ହୋଇଛି ସ୍ନାକ୍ସ, ଔଷଧ, କୋଲଡ଼ ଡ଼୍ରିଙ୍କ୍‌ସ : ଯାତ୍ରୀଙ୍କୁ ମାଗଣାରେ ଦିଅନ୍ତି ଡ଼୍ରାଇଭର

ନୂଆଦିଲ୍ଲୀ: ଯେତେବେଳେ ଲୋକମାନେ ସେମାନଙ୍କର କାର୍ଯ୍ୟକୁ ଭଲ ପାଆନ୍ତି, ସେତେବେଳେ ସେମାନେ ଏହାକୁ କିଛି ନୂଆ କରିବାକୁ ଚିନ୍ତା କରନ୍ତି । ଅନ୍ୟମାନଙ୍କୁ ସାହାଯ୍ୟ କରୁଥିବା ଅଧିକାଂଶ ବଦାନ୍ୟ ଲୋକଙ୍କୁ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ । ସେହିପରି ଏବେ ଜଣେ କ୍ୟାବ ଡ୍ରାଇଭରଙ୍କ ଭିଡ଼ିଓ…

ରାଜ ରାସ୍ତାରେ ୬ ଫୁଟ ଲମ୍ବର କୁମ୍ଭୀର: ଦେଖିବାକୁ ଲୋକଙ୍କ ଭିଡ଼

ମଧ୍ୟ ପ୍ରଦେଶ: ଦୁନିଆରେ ଅନେକ ଜୀବ ଅଛନ୍ତି, ଯାହାକୁ ଲୋକେ ଖୁବ୍ ଭୟ କରନ୍ତି । ସେହିପରି ନଦୀରେ କୁମ୍ଭୀର ଥିବା କଥା ଶୁଣିଲେ ଲୋକେ ପାଣି ଭିତରେ ବି ପଶିବାକୁ ଭୟ କରିଥାନ୍ତି । ଯଦି କୁମ୍ଭୀର ପାଣିରୁ ଉଠି ମୁଖ୍ୟ ରାସ୍ତାରେ ଚାଲିବ, ତାହାହେଲେ ଲୋକଙ୍କ ଅବସ୍ଥା କ’ଣ ହେବ ଭାବନ୍ତୁ ? ଏବେ…

ଅସ୍ତ୍ରୋପଚାର କରି ବନିଗଲେ ବାର୍ବି ଡ଼ଲ, ଏବେ ପରିଣତି ଭୋଗୁଛନ୍ତି

ନ୍ୟୁୟର୍କ: ପ୍ରତ୍ୟେକ ଲୋକଙ୍କର ସଉକ୍ ଭିନ୍ନ ଭିନ୍ନ । ଅଧିକାଂଶ ଲୋକ ନିଜ ସଉକ ପୂରଣ କରିବାକୁ ସବୁ କିଛି କରିବାକୁ ପ୍ରସ୍ତୁତ । ଚୀନ୍‌ର ଜଣେ ଯୁବତୀ ନିଜକୁ ବାର୍ବି ଡ଼ଲ ପରି ଚେହେରା କରିବାକୁ ଯାଇ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅସ୍ତ୍ରୋପଚାର କରିଛନ୍ତି, ଯାହାର ପରିଣତି ଏବେ ସେ ଭୋଗୁଛନ୍ତି ।…

ନୂଆ ପ୍ରଜାତିର ବେଙ୍ଗ ଠାବ: ଯାହା ଦେଖିବାକୁ ପୁରା ହଳଦିଆ

ଛତିଶଗଡ଼: ଦୁନିଆରେ ଅନେକ ଜୀବଜନ୍ତୁ ଅଛନ୍ତି । ସେଥିମଧ୍ୟରୁ ଆମେ କିଛି ସମ୍ପର୍କରେ ଜାଣିଥିବା ବେଳେ ଆଉ ଅନେକ ଜୀବଜନ୍ତୁଙ୍କ ବିଷୟରେ ଜାଣି ନ ଥାଉ । ନିକଟରେ ଛତିଶଗଡ଼ରେ ନୂଆ ପ୍ରଜାତିର ବେଙ୍ଗ ଦେଖିବାକୁ ମିଳିଛି, ଯାହା ଦେଖିବାକୁ ପୁରା ହଳଦିଆ । ଏତେ ପରିମାଣର ଏହି ନୂଆ ପ୍ରଜାତିର ବେଙ୍ଗକୁ…

କୁଡିଆ ଘରର କଣ୍ଟା କରିଦେଲା ପଙ୍ଗୁ; ଏବେ ରୋଗ ଶଯ୍ୟାରେ ସରକାରୀ ସହାୟତା ଅପେକ୍ଷାରେ ପ୍ରମୋଦ

ଢେଙ୍କାନାଳ:ସରକାର ଜନତାଙ୍କ ପାଇଁ ଯୋଜନା ଉପରେ ଯୋଜନା କରୁଛନ୍ତି । ଲାେକଙ୍କୁ ଖାଦ୍ୟଠାରୁ ଆରମ୍ଭ କରି ବାସଗୃହ, ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଲୋକଙ୍କ ପାଖରେ କେତେ ପହଞ୍ଚୁଛି  ଏ ସୁବିଧା ? ସରକାରୀ ଯୋଜନାର ଲାଭ ପ୍ରକୃତ ହିତାଧିକାରୀ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ନିତ୍ୟ -ବିଧିକୁ ଉପସ୍ଥାପନା କଲା ବେଳେ ଲାଗୁଛି ଆମେ କେଉଁ ରାଜାଧିରାଜ ମଣିଷ ମାନଙ୍କ ଦୈନଦିନ କର୍ମଗୁଡିକ ହିଁ ଆଲୋଚନା କରୁଛେ । ସବୁତ ଠିକ ମଣିଷ ପରି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ଆଲୋଚନା ଭିତରେ ଆମେ ଆସି ପହଞ୍ଚି ଯାଇଛେ ମଧ୍ୟାହ୍ନ ଭୋଗ ପାଖରେ.ଏହାକୁ ମଧ୍ୟାନ୍ନ ଧୂପ ମଧ୍ଯ କୁହାଯାଏ । ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ଏହାର ସମୟ ନିର୍ଘଣ୍ଟ…

ଅଜବ ଚାକିରି : ମଦ ପିଇବାକୁ ମିଳୁଛି ଆଖିଦୃଶିଆ ଦରମା

ନ୍ୟୁୟର୍କ: ଚାକିରିକୁ ନେଇ ଲୋକଙ୍କର ଭିନ୍ନ ଭିନ୍ନ ପସନ୍ଦ ରହିଛି । କିଏ ଧାରାବାହିକ ୧୦ରୁ ୪ ପର୍ଯ୍ୟନ୍ତ ଚାକିରି କରିବାକୁ ପସନ୍ଦ କରୁଥିବା ବେଳେ ଆଉ କିଏ ୧୨ ଘଣ୍ଟିଆ ଚାକିରିକୁ ମଧ୍ୟ ପସନ୍ଦ କରିଥାନ୍ତି । ତେବେ ଯଦି ଆପଣଙ୍କୁ ଏମିତି ଚାକିରି ମିଳିବ ଯେଉଁଥିରେ ଯେତେ ଇଛା ମଦ ପିଇପାରିବେ ଓ…