Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଏମିତି ଏକ ଛେଳି: ଯାହାର ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିହାର: ସମସ୍ତଙ୍କ ସଉକ ଭିନ୍ନ ଭିନ୍ନ । କିଏ ଘରେ କୁକୁର,ବିଲେଇ ଆଦି ପ୍ରଜାତିର ପଶୁ ରଖିବାକୁ ଚାହାନ୍ତି ତ ଆଉ କିଏ ନେଉଳ,ସାପ ଆଦି ପ୍ରଜାତିର ଜୀବ ରଖିବାକୁ ପସନ୍ଦ କରନ୍ତି । ଅନେକ ମଧ୍ୟ ଛେଳି,ମେଣ୍ଢା ଭଳି ଘରେ ସାକାହାରି ଜୀବ ରଖିବାକୁ ପସନ୍ଦ କରିଥାନ୍ତି । ତେବେ ବିହାରରେ ଏକ ଭିନ୍ନ…

୬୩ ବର୍ଷ ବୟସରେ ବିକିନି ପିନ୍ଧନ୍ତି ବୃଦ୍ଧା, ଦେଖିବାକୁ ଯୁବକ ହୁଅନ୍ତି ପାଗଳ

ନ୍ୟୁୟର୍କ : ସାଧାରଣତଃ ନିଜେ କେମିତି ପୋଷାକ ପରିଧାନ କରିବା ଓ କେଉଁ ପ୍ରକାର ଜୀବନଶୈଳୀ ଗ୍ରହଣ କରିବା ଉଚିତ ଏହା ସମସ୍ତଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । କିନ୍ତୁ ଆମ ସମାଜରେ ଏହାକୁ ବୟସ ସହିତ ଯୋଡ଼ାଯାଇଥାଏ । ବାର୍ଦ୍ଧକ୍ୟ ଛୁଇଁଲେ ଈଶ୍ୱରଙ୍କ ନାମ ଗ୍ରହଣ କରିବା ଉଚିତ୍ ଏବଂ ବସ୍ତୁବାଦୀ…

ମହିଳାଙ୍କୁ ଲୁଟ୍ କରି ତାଙ୍କ ପ୍ରେମରେ ପଡ଼ିଗଲା ଚୋର: ଡ଼େଟ୍‌ରେ ଯିବାକୁ ଦେଲା ମେସେଜ୍

ନ୍ୟୁୟର୍କ: ଘରେ କେହି ଥାଆନ୍ତୁ ବା ନ ଥାଆନ୍ତୁ ଚୋରମାନେ ଘରେ ପଶି ଚୋରି କରିଥାନ୍ତି । ଘରେ ଚୋର ପଶିବା ଦେଖି ଲୋକେ ଭୟଭୀତ ହୋଇପଡ଼ନ୍ତି । କିନ୍ତୁ ଆପଣ କେବେ ଶୁଣିଛନ୍ତି କି, ଚୋରି କରିବାକୁ ଆସି ଚୋର ପ୍ରେମରେ ପଡ଼ିବା । ନିକଟରେ ଆମେରିକାରେ ଏକ ଚୋର ସହିତ ଏପରି ଘଟଣା ଘଟିଛି । ଯିଏ ଜଣେ…

ନୂଆ ପ୍ରଜାତିର ବୁଢ଼ିଆଣୀ ଠାବ, ଯାହା ଡ଼େଇଁ ଡ଼େଇଁ ଶୀକାର କରେ

ମୁମ୍ବାଇ: ଦୁନିଆରେ ଅନେକ ଜୀବଜନ୍ତୁ ଅଛନ୍ତି । ସେଥିମଧ୍ୟରୁ ଆମେ କିଛି ସମ୍ପର୍କରେ ଜାଣିଥିବା ବେଳେ ଆଉ ଅନେକ ଜୀବଜନ୍ତୁଙ୍କ ବିଷୟରେ ଜାଣି ନ ଥାଉ । ନିକଟରେ ମୁମ୍ବାଇରେ ଏକ ନୂଆ ପ୍ରଜାତିର ବୁଢିଆଣୀ ଠାବ କରାଯାଇଛି, ଯାହା ଡ଼େଇଁ ଡ଼େଇଁ ଶୀକାର କରିଥାଏ । ଏହାକୁ ଦେଖି ଅନୁସନ୍ଧାନକାରୀମାନେ…

ଏମିତି ଏକ ମୋବାଇଲ: ଯାହାର ଉଚ୍ଚତା ୮ ଫୁଟ, ଲୋକେ ଦେଖି ଆଶ୍ଚର୍ଯ୍ୟ

ଦିନ ଥିଲା କାଁ ଭାଁଙ୍କ ଘରେ ଲ୍ୟାଣ୍ଡଲାଇନ୍ ଫୋନ ରହୁଥିଲା । ସମୟ ବଦଳିବା ସହ ଦୁନିଆକୁ ଆସିଲା ମୋବାଇଲ ଫୋନ । ଏହାର ଆକାର ଖୁବ୍ ଛୋଟ ହେବା ସହ ସୁନ୍ଦର ବି ଲାଗୁଥିଲା । କିଛି ଫୋଲ୍ଡିଂ ଫୋନ ମଧ୍ୟ ବଜାରକୁ ଆସିଲା । ପରେ ଧୀରେ ଧୀରେ ଏହି ଫୋନଗୁଡିକର ଆକାର ମଧ୍ୟ ବଢିିବାକୁ ଲାଗିଲା । ସ୍ମାର୍ଟ…

ଗୋଡ଼ିରେ ନିର୍ମିତ ବିଲେଇର ଚମତ୍କାର କଳାକୃତି

ବିଟେନ୍‌: ସୋସିଆଲ ମିଡିଆରେ ଆପଣ ଅନେକ ବାଲୁକା କଳା ଦେଖିଥିବେ । ବାଲୁକା ଶିଳ୍ପୀମାନେ ବାଲିରେ ବିଭିନ୍ନ ପ୍ରକାରର କଳାକୃତି ତିଆରି କରିଥାନ୍ତି । କିନ୍ତୁ ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଡ଼ିରେ ସୁନ୍ଦର କଳାକୃତି ତିଆରି କରାଯାଇଛି । ଲୋକମାନେ…

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ନିଆରା ପରମ୍ପରା: ସୁନାବେଶରେ ସଜେଇ ହୋଇ ଦର୍ଶନ ଦେଲେ ମହାପ୍ରଭୁ

ବାରିପଦା : ଓଡ଼ିଶାର ଦ୍ବିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜ୍ଜିତ ହୋଇ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ପୁରୀରେ ଶ୍ରୀଜୀଉମାନେ ଭକ୍ତଙ୍କୁ ରଥ…

ଶ୍ରୀରାଧା କଳାକୁଞ୍ଜର ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ବିଶିଷ୍ଠ ଓଡ଼ିଶୀ ନୃତ୍ୟ ଗୁରୁ ମନୋରଞ୍ଜନ ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ଏବଂ ଗୁରୁ ମିନତୀ ପ୍ରଧାନଙ୍କ ଦ୍ୱାରା ପରିଚାଳିତ ଭୁବନେଶ୍ୱରର ଅଗ୍ରଣୀ ନୃତ୍ୟାନୁଷ୍ଠାନ ଶ୍ରୀରାଧା କଳାକୁଞ୍ଜର ତ୍ରୟୋଦଶ ବାର୍ଷିକ ଉତ୍ସବ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ…

ଜିରା ଦାମ ବଢିବା ପରେ ଚାଷୀ ମାଲାମାଲ

ନୂଆଦିଲ୍ଲୀ: ଗତ ତିନି ମାସ ମଧ୍ୟରେ ଜିରା ଦର ବୃଦ୍ଧି ପାଇବା ଯୋଗୁଁ ସାଧାରଣ ଲୋକେ ଚିନ୍ତିତ ଅଛନ୍ତି। ଜିରା ଚାଷ କରୁଥିବା ଚାଷୀଙ୍କ ପାଇଁ ଜିରା ଏବେ ସୁନା ବୋଲି ପ୍ରମାଣ କରୁଛି। ବଜାରରେ ସୁନା ପ୍ରତି ଗ୍ରାମରେ ୬୦ ହଜାର ଟଙ୍କା। ଜିରାର ମୂଲ୍ୟ ପ୍ରାୟ ୭୦ ହଜାର ଟଙ୍କା ଏକ କ୍ୱିଣ୍ଟାଲ। ତେବେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ଆଲୋଚନା ଭିତରେ ଆମେ ଆସି ପହଞ୍ଚି ଯାଇଛେ ମଧ୍ୟାହ୍ନ ଭୋଗ ପାଖରେ। ଏହାକୁ ମଧ୍ୟାନ୍ନ ଧୂପ ମଧ୍ଯ କୁହାଯାଏ। ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ଏହାର ସମୟ ନିର୍ଘଣ୍ଟ…