Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଦୁନିଆର ସବୁଠୁ ବଡ଼ ୱିଗ୍ : ଯାହାର ଓସାର ୮ ଫୁଟ

ଅଷ୍ଟ୍ରେଲିଆ: ଆଜିକାଲି କେଶ ଉପୁଡ଼ିବା ସାଧାରଣ କଥା ହୋଇଗଲାଣି । ବିଭିନ୍ନ କାରଣ ଯୋଗୁ କେଶ ଉପୁଡ଼ୁଥିବା ବେଳେ କେହି ଗୁରୁତର ରୋଗରେ ଆକ୍ରାନ୍ତ ହେଲେ କେଶ ଉପୁଡ଼ିବା ଆରମ୍ଭ କରେ । ଫଳରେ ଅଧିକାଂଶ ଲୋକ ଚନ୍ଦା ହୋଇଯାଇଥାନ୍ତି । ତେଣୁ ନିଜର ସୌନ୍ଦର୍ଯ୍ୟ ପାଇଁ ଅନେକ ୱିଗ୍ ବା ନକଲି କେଶ ବ୍ୟବହାର…

୭ ଯୁବକ ବାଇକ୍‌ରେ କରୁଥିଲେ ରିଲ୍‌ସ, ଭିଡିଓ ଭାଇରାଲ ପରେ ଚାଲାଣ ପହଞ୍ଚିଲା ଘରେ

ଉନ୍ନାଓ: ବାଇକ୍ ଉପରେ ବସି ରିଲ୍ସ କରିବା ଯୁବକମାନଙ୍କୁ ପଡ଼ିଲା ମହଙ୍ଗା । ଜଣେ କିମ୍ବା ଦୁଇଜଣ ନୁହେଁ, ୭ ଜଣ ଯୁବକ ଏକ ବାଇକରେ ଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ମାଲିକଙ୍କ ଘରକୁ ୧୬,୦୦୦ ଟଙ୍କା ଚାଲାଣ ପଠାଇଛି । ଏହି ଘଟଣା…

କୁମ୍ଭୀରକୁ ବିବାହ କରି ଚର୍ଚ୍ଚାରେ ମେୟର: କାରଣ କ’ଣ ଜାଣନ୍ତୁ

ମେକ୍ସିକୋ: ଗ୍ରହ ଶାନ୍ତି ପାଇଁ କେହି କେହି ଗଛ, ପଶୁ ପକ୍ଷୀଙ୍କୁ ବିବାହ କରୁଥିବା ଆପଣ ଶୁଣିଥିବେ । କିନ୍ତୁ ମେକ୍ସିକୋରେ ଜଣେ ମେୟର ଏକ ମହିଳା କୁମ୍ଭୀରକୁ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି । ସେ ତାଙ୍କ ଗ୍ରହ ଶାନ୍ତି ପାଇଁ ନୁହେଁ ବରଂ ଶୁଭଫଳ ପାଇଁ ସେ ଏହି ବିବାହ କରିଛନ୍ତି । ଏହାର…

ଦୁନିଆର ସବୁଠୁ ଦାମୀ ଟମାଟୋ: ଯାହାର ମଞ୍ଜିର ଦାମ ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ

ୟୁରୋପ: ଏବେ ବଜାରରେ ଟମାଟୋର ଦାମ ଆକାଶଛୁଆଁ । ଏହାର ମୂଲ୍ୟ୍ ବିଭିନ୍ନ ବଜାରରେ ୧୦୦ ଟଙ୍କା ଅତିକ୍ରମ କରିସାରିଲାଣି । ମାର୍ଚ୍ଚ-ଏପ୍ରିଲର ପ୍ରବଳ ଉତ୍ତାପ ଯୋଗୁଁ ଭାରତରେ ଟମାଟୋ ଫସଲ ପ୍ରଭାବିତ ହୋଇଥିଲା, ଫଳସ୍ୱରୂପ ଏହାର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି । କିନ୍ତୁ ଆଜି ଆମେ ଆପଣଙ୍କୁ…

କୁକୁରକୁ ରଙ୍ଗରେ ସଜ୍ଜାଇଲେ ମହିଳା, ପ୍ରଶଂସା ବଦଳରେ ମିଳୁଛି ନିନ୍ଦା

କାଲିଫର୍ଣ୍ଣିଆ: ସାଧାରଣତଃ ଲୋକମାନେ ଘରେ କୁକୁର ରଖିବାକୁ ପସନ୍ଦ କରିଥାନ୍ତି । ସେମାନେ ତାଙ୍କୁ ନିଜ ଘରର ସଦସ୍ୟ ଭାବେ ଭଲ ପାଇବା ସହ ଯତ୍ନ ବି ନେଇଥାନ୍ତି । କିନ୍ତୁ ଅନେକ କୁକୁର ପ୍ରେମୀ ସେମାନଙ୍କ ପୋଷା କୁକୁରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରନ୍ତି ।…

ଶିକ୍ଷୟିତ୍ରୀ ଚାକିରି ଛାଡି ମହିଳା ପାଲଟିଲେ ଜଳପରୀ

ଇଂଲଣ୍ଡ: ଆଜିର ସମୟରେ ଚାକିରି ଖଣ୍ଡେ ପାଇବା କଷ୍ଟକର ହୋଇପଡ଼ୁଛି । ବହୁ ଯୁବକଯୁବତୀ ଚାକିରି ପାଇଁ ଆବେଦନ କରୁଥିଲେ ମଧ୍ୟ ଅଧିକାଂଶ ଚାକିରି ନ ପାଇ ନିରାଶ ହୋଇଥାନ୍ତି । ଆଉ ଯେଉଁମାନଙ୍କର ଚାକିରି ଅଛି, ସେମାନେ ନିଜକୁ ଭାଗ୍ୟବାନ ମନେ କରନ୍ତି । ହେଲେ ଇଂଲଣ୍ଡର ଜଣେ ମହିଳା ଶିକ୍ଷୟିତ୍ରୀ…

ନିଆରା ଢଙ୍ଗରେ ଡ଼ାକ୍ତର ଦିବସ ପାଳିତ, ବଜରଙ୍ଗବାଲି ହେଲେ ଡ଼ାକ୍ତର

ମଧ୍ୟପ୍ରଦେଶ: ଜାତୀୟ ଡାକ୍ତର ଦିବସ ଅବସରରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କିନ୍ତୁ ମଧ୍ୟପ୍ରଦେଶର ଏକ ହନୁମାନ ମନ୍ଦିରରେ ଏକ ନିଆରା ଢଙ୍ଗରେ ଡ଼ାକ୍ତର ଦିବସ ପାଳିତ ହୋଇଯାଇଛି । ଭକ୍ତମାନେ ବଜରଙ୍ଗବାଲିଙ୍କୁ ଡାକ୍ତରଙ୍କ ପୋଷାକ  ପିନ୍ଧାଇ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ…

ଭାରତରେ ଅଛି ଛୋଟ ଆମେରିକା ! ବିଦେଶରୁ ବୁଲିବାକୁ ଆସନ୍ତି ଲୋକେ

ଓଡ଼ିଶା ସମ୍ୱାଦ ବ୍ୟୁରୋ: ପ୍ରତିବର୍ଷ ଆମେରିକାରେ ଥିବା ଉଟାର ବ୍ରାଇସ କ୍ୟାନନ ସିଟିକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ଏଠାରେ ଥିବା ଲାଲ ରଙ୍ଗର ପଥର କୌଣସି ରହସ୍ୟଠାରୁ କମ୍ ନୁହେଁ। କିନ୍ତୁ ଆମେରିକା ଭଳି ଭାରତର ମଧ୍ୟପ୍ରଦେଶରେ ଏପରି କିଛି ସମାନ ପଥର ଏବଂ ଗୁମ୍ଫା…

ପାଦର ଫଟୋ ସେୟାର କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି ଯୁବତୀ

ଓଡ଼ିଶା ସମ୍ୱାଦ ବ୍ୟୁରୋ: ଆଜିର ଦିନରେ ସୋସିଆଲ ମିଡିଆ ମଧ୍ୟ ଜୀବିକାର ଏକ ପ୍ରମୁଖ ସ୍ଥାନ ପାଲଟିଛି। ଅନେକ ଲୋକ ଏହି ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ଉପାୟରେ ବହୁତ ଟଙ୍କା ରୋଜଗାର କରୁଛନ୍ତି। କିଏ ଅଚାନକ ସୋସିଆଲ ମିଡିଆ ଜରିଆରେ ପ୍ରସିଦ୍ଧ ହେବ ତାହା ଜଣା ପଡେନାହିଁ। ସୋସିଆଲ ମିଡିଆରେ…

ବମ୍ ବିସ୍ଫୋରଣରେ ହରେଇଲେ ହାତ, ହେଲେ ଭାଗ୍ୟ ଦେଲା ସାଥ୍, ଆଉ ଏବେ …..

ଜୟପୁର: କୁହନ୍ତି ଇଛା ଶକ୍ତି ଆଗରେ ହାର୍ ମାନେ ସବୁ କଠିନ ପରିସ୍ଥିତି । ଯଦି ଇଛା ଶକ୍ତି ଦୃଢ଼ ଥାଏ ତେବେ ସବୁକିଛି ସମ୍ଭବ । ଆଜି ଆମେ ଆପଣଙ୍କୁ ଜଣେ ସେହିପରି ମହିଳାଙ୍କ ବିଷୟରେ କହିବୁ ଯିଏ ନିଜର ଇଛା ଶକ୍ତି ଦ୍ୱାର ଜଣେ ପ୍ରସିଦ୍ଧ ମୋଟିଭେସନଲ ସ୍ପିକର ହୋଇପାରିଛନ୍ତି । ନାଁ ତାଙ୍କର…