Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କବର ପାଇଁ ଦେବାକୁ ପଡେ ଭଡ଼ା

ନ୍ୟୁୟର୍କ: ଦୁନିଆର ବିଭିନ୍ନ ସ୍ଥାନରେ ଭିନ୍ନ ରୀତିନୀତି ରହିଥାଏ । ସେଥିମଧ୍ୟରୁ କିଛି ରୀତିନୀତି ବହୁତ ଅଜବ ହୋଇଥିବା ଦେଖିବାକୁ ମିଳେ । ଏମିତି କି ଅଜବ ରୀତିନୀତିକୁ ପାଳନ କରିବା ପାଇଁ ପିଢୀ ପରେ ପିଢୀ ବିନା ପ୍ରଶ୍ନରେ ସମସ୍ତେ ତାଙ୍କୁ ମାନିଥାନ୍ତି । ମଧ୍ୟ ଆମେରିକାରେ ଏମିତି ଏକ ପ୍ରଥା…

୧୦୦ ବର୍ଷ ପୁୁରୁଣା କୁଟୀର: ଏହା ପଛରେ ରହିଛି ଅନେକ ରହସ୍ୟ

ରାଜସ୍ଥାନ: ରାଜସ୍ଥାନର ନାଗୋରସ୍ଥିତ ରାୟଧନୁ ଗ୍ରାମରେ ଏକ ପାହାଡ଼ ରହିଛି । ଏହି ପାହାଡ ଉପରେ ଏକ କୁଟୀର ଅଛି । ଯାହାକୁ ୧୦୦ ବର୍ଷ ପୂର୍ବେ ଜଣେ ସାଧୁ ନିର୍ମାଣ କରିଥିଲେ । ଏଠାରେ କୌଣସି ବ୍ୟକ୍ତି ରାତିରେ ରହିପାରନ୍ତି ନାହିଁ ଏବଂ କୌଣସି ସାଧୁ ତପସ୍ୟା ବି କରିପାରନ୍ତି ନାହିଁ । ଏହି ପାହାଡ…

ଆଇଟିର ‘ବିଶ୍ୱ ଗୁରୁ’ ପାଲଟିଛି ଭାରତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତର ଆଇଟି ଇଣ୍ଡଷ୍ଟ୍ରି ଏକଦା ବିଶ୍ୱର କମ୍ପାନୀଗୁଡିକ ପାଇଁ ବ୍ୟାକ୍ ଏଣ୍ଡ୍ ସପୋର୍ଟ ଯୋଗାଉଛି। ଦିନେ ଦେଶର ଅନେକ ବଡ଼ ବଡ଼ ସହରରେ କଲ୍ ସେଣ୍ଟରର ଭିଡ ସୃଷ୍ଟି ହୋଇଥିଲା। କିନ୍ତୁ ବର୍ତ୍ତମାନ ଯୁଗ ବଦଳିଛି, ଭାରତ ବର୍ତ୍ତମାନ ଆଇଟିର 'ବିଶ୍ୱ ଗୁରୁ' ପାଲଟିଛି।…

ଏଣିକି ଟ୍ୱିଟରର ସମସ୍ତ ଭିଡିଓ ଦେଖିପାରିବେ ଟିଭିରେ, ସ୍ମାର୍ଟ ଟିଭି ୟୁଜର୍ସଙ୍କ ପାଇଁ ଆସୁଛି ନୂଆ ଆପ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟ୍ୱିଟରର ନୂତନ ମାଲିକ ଏଲୋନ୍ ମସ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରର ପୁନଃ ଦାୟିତ୍ୱ ଗ୍ରହଣ କରିବା ପରେ ବ୍ୟାକ୍ ଟୁ ବ୍ୟାକ୍ ୟୁଜର୍ସଙ୍କ ପାଇଁ ନୂତନ ଫିଚର ଆଣୁଛନ୍ତି। ବର୍ତ୍ତମାନ ଏଲୋନ୍ ମସ୍କ ଆଉ ଏକ ନୂତନ ଫିଚର ଲଞ୍ଚ କରିବାକୁ ଯାଉଛନ୍ତି। ସ୍ମାର୍ଟ ଟିଭି…

ଟାଟୁ ବନେଇଥିବା ଲୋକେ କରିପାରିବେନି ରକ୍ତଦାନ, ହୋଇପାରେ ବିପଦ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିର ଆଧୁନିକ ଜୀବନଶୈଳୀରେ ନିଜକୁ ଅଧିକ ଆକର୍ଷଣୀୟ ଦେଖାଇବା ପାଇଁ ଲୋକେ ସେମାନଙ୍କର ହାତ, ଗୋଡ, ପିଠି ଏପରିକି ଶରୀରର ବିଭିନ୍ନ ଅଙ୍ଗରେ ଟାଟୁ ତିଆରି କରନ୍ତି। ଟାଟୁ ତିଆରି କରିବାର ଏକ ଧାରା ପାଲଟିଯାଇଛି। କିନ୍ତୁ ଡାକ୍ତରମାନେ କୁହନ୍ତି ଯେ, ଯେଉଁମାନଙ୍କର ରକ୍ତ…

ଆଜି ବିଶ୍ୱ ପିତୃ ଦିବସ, ବାପା ପରିବାର ପାଇଁ ଛାତଟିଏ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ବିଶ୍ୱ ପିତୃ ଦିବସ। ପ୍ରତିବର୍ଷ ଜୁନ ମାସର ତୃତୀୟ ରବିବାରକୁ ପିତୃଦିବସ ଭାବେ ପାଳନ କରାଯାଉଛି। ମାଆ ଏବଂ ଶିଶୁ ସମ୍ପର୍କ ସବୁଠାରୁ ମୂଲ୍ୟବାନ ବୋଲି କୁହାଯାଏ କିନ୍ତୁ ପିତା ପିଲାମାନଙ୍କ ପାଇଁ ସୁରକ୍ଷା କବଚ ସଦୃଶ୍ୟ। ହାତ ଧରି ଯିଏ ଚାଲିବା ଶିଖାଏ, ମୁଣ୍ଡଝାଳ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ଆଲୋଚନା ମାଧ୍ୟମରେ ଆମେ ଜାଣିଲେ । ପ୍ରଭୃଙ୍କର ଅବକାଶ ନୀତି ସମ୍ପର୍କରେ ବର୍ତ୍ତମାନ ଆଲୋଚନା କରିବା ଅବକାଶରେ ଦନ୍ତ ମାର୍ଜନା ଓ ବିମ୍ବ ସ୍ନାନ ପରେ…

ଏମିତି ଏକ ଦେଶ ଯେଉଁଠି ୧୧ ବର୍ଷ ବୟସର ପିଲା ବି ଡ଼ାଏପର ପିନ୍ଧି ସ୍କୁଲ ଯାଆନ୍ତି

ସ୍ୱିଜରଲ୍ୟାଣ୍ଡ: ସାଧାରଣତଃ ଛୋଟ ପିଲାମାନଙ୍କୁ ଡାଏପର ପିନ୍ଧାଯାଇଥାଏ । ବଡ଼ ହେବା ପରେ ସେମାନେ ଡ଼ାଏପର ଛାଡ଼ି ସ୍କୁଲ ଯିବାକୁ ଲାଗନ୍ତି । କୌଣସି ପିଲା ଡାଏପର ପିନ୍ଧି ସ୍କୁଲ ଯିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଆଜିକାଲି ସ୍ୱିଜରଲ୍ୟାଣ୍ଡରେ ଏକ ବଡ ସମସ୍ୟା ଦେଖାଦେଇଛି । ଏଠାରେ…

ବାଥ୍‌ରୁମ ସାୱାର ଉପରେ ବସିଥିଲା ବିରାଟକାୟ ଅଜଗର

ଅଷ୍ଟ୍ରେଲିଆ: ସାପ ବିଷଧର ହେଉ ବା ବିଷହୀନ, ସାପର ନାଁ ଶୁଣିଲେ ଯେ କେହି ଲୋକ ଭୟଭୀତ ହୋଇପଡ଼ନ୍ତି । ଯଦି ଆପଣ ଅପ୍ରସ୍ତୁତ ଅଛନ୍ତି ଓ ଏତିକି ବେଳେ କୌଣସି ସାପ ଆପଣଙ୍କ ସାମ୍ନାକୁ ଆସିଗଲା, ହଠାତ୍ କ’ଣ କରିବେ ଆପଣ ? ଏ କ୍ଷେତ୍ରରେ ଅନେକ ଲୋକ ପ୍ରାଣବିକଳରେ ଦୌଡ଼ିଥାନ୍ତି । ତାଛଡ଼ା ଅନେକ ସମୟରେ…

୧୭ ବର୍ଷୀୟ ପାଇଲଟ୍ ୫୨ ଟି ଦେଶ ପରିଦର୍ଶନ କରି କଲେ ବିଶ୍ୱ ରେକର୍ଡ଼

ବ୍ରିଟେନ୍‌: ଯେଉଁ ବୟସରେ ତାଙ୍କ ଜୀବନ ବିଷୟରେ କୌଣସି ନିଷ୍ପତ୍ତି ଗ୍ରହଣ କରିବାର ଅଧିକାର ନାହିଁ, ରାସ୍ତାରେ କାର ଚଲାଇବା ତାଙ୍କ ପାଇଁ ସମ୍ପୂର୍ଣ୍ଣ ନିଷେଧ ଓ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ମିଳିପାରିବ ନାହିଁ, ସେହି ବୟସରେ ଜଣେ ପିଲା ଏପରି କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି । ଡ୍ରାଇଭିଂ…