Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଦାମି ଗାଡ଼ିରେ ଆସିଲେ ଚୋର, ଚୋରି କରିନେଲେ ୧୫୦ ଟଙ୍କା ମୂଲ୍ୟର ଲୁଣ

ମଧ୍ୟପ୍ରଦେଶ: ପ୍ରତ୍ୟେକ ସହରରେ ପ୍ରତିଦିନ ଛୋଟ ଏବଂ ବଡ ଚୋରି ହୋଇଥାଏ । ଚୋରମାନେ ଘରେ ପଶି ସୁନାରୂପା ଅଳଙ୍କାର,ଟଙ୍କା ସହିତ ଦାମି ଜିନିଷପତ୍ର ଚୋରି କରି ନେଇଥାନ୍ତି । ଏମିତି କି ଦୋକାନର ସଟର ଭାଙ୍ଗି ମଧ୍ୟ ଚୋରମାନେ ଲୁଟ୍‌ପାଟ୍ କରିଥାନ୍ତି । କିନ୍ତୁ ଏମିତି ଏକ ଚୋରି ବିଷୟରେ…

ନିଖୋଜ ଭଉଣୀକୁ ବୃଦ୍ଧାବସ୍ଥାରେ ଉଦ୍ଧାର କଲା ଭାଇ, ପ୍ରେମିକା ହିଁ ଥିଲା ପ୍ରକୃତ ଭଉଣୀ

ଆଜିକାଲି ଦୁନିଆରେ ଅଜବ ଘଟଣା ସବୁ ଦେଖିବାକୁ ବା ଶୁଣିବାକୁ ମିଳୁଛି । ଏବେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବ୍ୟକ୍ତି ଛୋଟ ଥିବା ବେଳେ ତାଙ୍କର ସାନ ଭଉଣୀ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ସେବେଠାରୁ ବ୍ୟକ୍ତି ଜଣକ ନିଜ ଭଉଣୀକୁ…

ଲମ୍ବା ଜିଭ ପାଇଁ କୁକୁର କଲା ବିଶ୍ୱ ରେକର୍ଡ଼

ନ୍ୟୁୟର୍କ: ଦୁନିଆର ଲମ୍ବା ଜିଭ ଥିବା ବ୍ୟକ୍ତିଙ୍କ ବିଷୟରେ ଶୁଣିଥିବେ । କାଲିଫର୍ଣ୍ଣିଆରେ ରହୁଥିବା ନିକ୍ ଷ୍ଟୋବରଙ୍କ ଜିଭ ହେଉଛି ଦୁନିଆର ଦୀର୍ଘତମ ଜିଭ । ତାଙ୍କ ଜିଭର ଲମ୍ବ ହେଉଛି ୧୦.୧ ସେମି ଅର୍ଥାତ୍ ୩.୯୭ ଇଞ୍ଚ । କିନ୍ତୁ ଏମିତି ଏକ କୁକୁର ଅଛି, ଯାହାର ଜିଭ ଲମ୍ବା ଯୋଗୁ ଗିନିଜ୍…

ନିଆରା ଢଙ୍ଗରେ ଯୋଗ ଦିବସ ପାଳନ: ମଦ ପିଇ ପିିଇ କରାଯାଏ ଯୋଗ

ଡ଼େନ୍‌ମାର୍କ: ଆଜିକାଲି ଲୋକେ ନିଜକୁ ଫିଟ୍ ରଖିବାକୁ ନିୟମିତ ଜିମ୍ ଯିବା ସହ ଯୋଗ କରିଥାନ୍ତି । ନିଜକୁ ସୁସ୍ଥ ରଖିବାକୁ ନିୟମିତ ଯୋଗ, ପ୍ରାଣାୟାମ କରିଥାନ୍ତି । ଆମେ ଯୋଗ ଦିବସ ମଧ୍ୟ ପାଳନ କରିଥାଉ । କିନ୍ତୁ ଡେନ୍‌ମାର୍କରେ ଯୋଗ ଦିବସକୁ ନିଆରା ଢଙ୍ଗରେ ପାଳନ କରାଯାଏ । ନିକଟରେ ଏହାର ଏକ…

ଅସୁନ୍ଦର ଦେଖାଯିବାକୁ କଲେ ସର୍ଜରୀ : ପାଣି ପରି ଖର୍ଚ୍ଚ କଲେ ଟଙ୍କା

ନ୍ୟୁୟର୍କ: ଭଗବାନ ସମସ୍ତଙ୍କୁ ନିଜ ଅନୁଯାୟୀ ଗଢିଛନ୍ତି । କାହାକୁ କଳା ତ କାହାକୁ ଗୋରା କରିଥାନ୍ତି । ଆଉ କାହାକୁ ସୁନ୍ଦର ତ ଆଉ କାହାକୁ ଅସୁନ୍ଦର କରିଥାନ୍ତି । ଭଗବାନଙ୍କ ସୃଷ୍ଟି ଭାବି ସମସ୍ତେ ଜୀବନ ଜିଇଁଥାନ୍ତି । ତଥାପି କିଛି ଲୋକ ନିଜ ଚେହେରାକୁ ନେଇ ସନ୍ତୁଷ୍ଟ ହୋଇ ନ ଥାନ୍ତି ।…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକର ବ୍ୟାପକ ଆଲୋଚନା ଭିତରେ ଆମେ ଏବେ ଚର୍ଚ୍ଚା କରୁଛେ ଏକ ମୂଖ୍ୟ ସେବକଙ୍କ ବିଷୟରେ ; ଯିଏ ହେଉଛନ୍ତି "ଦେଉଳ କରଣ "। ଏହାଙ୍କର ଅନେକ ସେବା ସହ ଦାୟିତ୍ୱ…

ଶ୍ରୀ ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ ‘ନୃତ୍ୟ ବିଳାସ’ ଆୟୋଜିତ

ଭୁବନେଶ୍ୱର : ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ ଓଡ଼ିଶୀ ନୃତ୍ୟାନୁଷ୍ଠାନ ଶ୍ରୀ ଡ୍ୟାନ୍ସ ଏକାଡେମୀର ବାର୍ଷିକଉତ୍ସବ 'ନୃତ୍ୟ ବିଳାସ' ସ୍ଥାନୀୟ ଉତ୍କଳ ରଙ୍ଗମଞ୍ଚରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭଣ୍ଡାରୀପୋଖରୀର ବିଧାୟକ ପ୍ରଫୁଲ୍ଲ ସାମଲ, ତ୍ରିଧାରାର ନିର୍ଦ୍ଦେଶକ ତଥା…

୮୦ ବର୍ଗଫୁଟରେ ମିଳୁଛି ଘର : ମାସକୁ ଭଡ଼ା ୪୫ ହଜାର

ନ୍ୟୁୟର୍କ: ଭଲ ଘରେ ରହିବା ଓ ଭଲ ଖଣ୍ଡେ ଚାକିରି କରିବାକୁ ପ୍ରତ୍ୟେକ ଲୋକଙ୍କର ଇଛା ଥାଏ । ସେଥିଲାଗି ଅନେକ ଲୋକ ଚାକିରି କରିବା ପାଇଁ ନିଜର ଘରଦ୍ୱାର ଛାଡ଼ି ବିଦେଶକୁ ଚାଲିଯାଆନ୍ତି । ଆଉ ସେଠାରେ ଜୀବନଶୈଳୀ ବହୁତ ଆରାମଦାୟକ ହୋଇଥାଏ ବୋଲି ସମସ୍ତ ଭାବନ୍ତି । କିନ୍ତୁ ନିକଟରେ ଆମେରିକାର ଜଣେ…

ଆଣ୍ଠେଇଲା ୩ ଦିନର ଶିଶୁ : ଭିଡିଓ ଭାଇରାଲ

ନ୍ୟୁୟର୍କ: ସାଧାରଣତଃ ଗୋଟେ ଶିଶୁ ୪ରୁ ୫ ମାସ ହେଲେ ଚାଲିବାକୁ ଚେଷ୍ଟା କରିଥାଏ । କିନ୍ତୁ ଏକ ଶିଶୁ କନ୍ୟାର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯିଏ ମାତ୍ର ୩ ଦିନରେ ଆଣ୍ଠେଇବାକୁ ଚେଷ୍ଟା କରୁଛି । ଏହି ଆଶ୍ଚର୍ଯ୍ୟଜନକ ଘଟଣା ଆମେରିକାର ପେନସିଲଭାନିଆରେ ଦେଖିବାକୁ ମିଳିଛି । ମାତ୍ର ୩ ଦିନର…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ଦେଉଳ କରଣଙ୍କ ବିଷୟରେ ଆଲୋଚନା କରିବା ସମୟରେ ଲାଗୁଛି ।ଏହା କି ପ୍ରକାର ସେବା ପ୍ରତ୍ୟକ୍ଷ ସେବା ନା ପରୋକ୍ଷ ସେବା । ଏହା ଏହି ଦୁଇ ପ୍ରକାର ସେବାଠାରୁ ବି ଅଲଗା…