Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବିକିନି ଏୟାରଲାଇନ୍ସ: ବିମାନରେ ଏୟାର ହୋଷ୍ଟେସ୍ ପିନ୍ଧନ୍ତି ବିକିନି

ଭିଏତନାମ: ଦୁନିଆରେ ଅନେକ ବିମାନ କମ୍ପାନୀ ଅଛି ଯେଉଁମାନେ କମ୍ ଟଙ୍କାରେ ସେବା ପ୍ରଦାନ କରି ଯାତ୍ରୀମାନଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥାନ୍ତି । ସେହିପରି ଆଉ କିଛି ବିମାନ କମ୍ପାନୀ ଅଛନ୍ତି ଯାହାର ଟିକେଟ୍ ମୂଲ୍ୟ କମ୍ ନ କରି ଅନ୍ୟ ଆକର୍ଷଣୀୟ ଅଫର୍ ଦେଇଥାନ୍ତିି, ଯେଉଁ କାରଣରୁ…

୬ ସ୍ତ୍ରୀଙ୍କୁ ଖୁସି କରିବାକୁ ୨୦ ଫୁଟ୍ ଲମ୍ବର ଖଟ ତିଆରି କଲେ ଯୁବକ

ବ୍ରାଜିଲ: ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି । ସ୍ତ୍ରୀର ସବୁ ଆବଶ୍ୟକତାକୁ ପୂରଣ ମଧ୍ୟ କରିଥାନ୍ତି । ନିକଟରେ ବ୍ରାଜିଲର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଖୁସି କରିବା ପାଇଁ ୨୦ ଫୁଟ ଲମ୍ବର ଏକ ଖଟ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ।…

ମାଆ-ଝିଅ ଏୟାରହୋଷ୍ଟେସ: ବିମାନ ଭିତରେ ମାତୃଦିବସର ଶୁଭେଚ୍ଛା ଜଣାଇଲେ : ଯାତ୍ରୀ ହୋଇପଡ଼ିଲେ ଭାବବିହ୍ୱଳ

ନୂଆଦିଲ୍ଲୀ: ସମସ୍ତଙ୍କ ପାଇଁ ସେମାନଙ୍କ ମାଆ ହେଉଛନ୍ତି ସ୍ୱନନ୍ତ୍ର । ମାଆର ସ୍ଥିତିକୁ ବିଶ୍ୱର ଶୀର୍ଷରେ ରଖାଯାଇଛି । ଗୋଟେ ମାଆ ନିଜ ଦାୟିତ୍ୱରୁ କେବେ ବି ଦୂରେଇ ଯାଏ ନାହିଁ । ଆଧୁନିକ ଯୁଗର ମାଆମାନେ ନିଜ କ୍ୟାରିୟର ସହିତ ପିଲାଙ୍କ ଦାୟିତ୍ୱ ଭଲ ଭାବରେ ତୁଲାଇ ପାରୁଛନ୍ତି । ଯାହା ତାଙ୍କୁ…

ବିରଳ ଘଟଣା: ମହିଳାଙ୍କ ଶରୀରରେ ଦୁଇଟି ଗର୍ଭାଶୟ, ଜନ୍ମ ନେଲେ ବି ଦୁଇଟି ପିଲା

ବିଟ୍ରେନ: ଜଣେ ମହିଳା ଯାଆଁଳା ହେଉ ବା ତିନୋଟି ସନ୍ତାନ ଜନ୍ମ ଦେବା ସମସ୍ତେ ଶୁଣିଥିବେ । କିନ୍ତୁ ଜଣେ ମହିଳାଙ୍କହ ଦୁଇଟି ଗର୍ଭାଶୟ ଥିବା ଶୁଣିଛନ୍ତି ? ତେବେ ବ୍ରିଟେନରେ ଜଣେ ମହିଳାଙ୍କର ଦୁଇଟି ଗର୍ଭାଶୟ ଥିବା ଦେଖିବାକୁ ମିଳିଛି । ଏଥିସହିତ ଦୁଇଟି ଗର୍ଭରୁ ଦୁଇଟି ପିଲା ଜନ୍ମ ମଧ୍ୟ…

ଯୁବକ ନିଜ କେଶରେ ୱିଗ୍ ତିଆରି କରି ମାଆକୁ ଦେଲେ ଉପହାର

ନ୍ୟୁୟର୍କ: ଦୁଇଦିନ ତଳେ ସାରାବିଶ୍ୱରେ ଲୋକେ ମାତୃ ଦିବସ ପାଳନ କରିଛନ୍ତି । କେହି କେହି ଏହି ଦିବସକୁ ଧୁମ୍‌ଧାମ୍‌ରେ ପାଳନ କରିବା ସହ ନିଜ ମାଆଙ୍କୁ ଦାମୀ ଉପହାର ମଧ୍ୟ ଦେଇଛନ୍ତି । କିନ୍ତୁ ଆମେରିକାର ଜଣେ ବ୍ୟକ୍ତି ତାଙ୍କ ମାଆଙ୍କୁ ଏପରି ଉପହାର ଦେଇଛନ୍ତି, ଯାହାକୁ ନେଇ ଏବେ ସେ ଖୁବ୍…

୧୦୦ ଘଣ୍ଟା ରୋଷେଇ କରି ବିଶ୍ୱ ରେକର୍ଡ ଭାଙ୍ଗିଲେ ନାଇଜେରିଆର ସେଫ୍‌

ନୂଆଦିଲ୍ଲୀ : ରୋଷେଇ କରିବାକୁ କିଛି ଲୋକ ପସନ୍ଦ କରୁଥିବା ବେଳେ କିଛି ଲୋକ ବିରକ୍ତି ହୋଇଥାନ୍ତି । ଏହି ରୋଷେଇ କରି ଜଣେ ପାଚିକା ବିଶ୍ୱ ରେକର୍ଡ ହାତେଇଛନ୍ତି । ନାଇଜେରିଆର ଜଣେ ଲୋକପ୍ରିୟ ପାଚିକା ଲଗାତାର ସର୍ବାଧିକ ଘଣ୍ଟା ଧରି ରୋଷେଇ କରି ଗିନିସ୍ ବିଶ୍ବ ରେକର୍ଡ ଭାଙ୍ଗିବାରେ ସଫଳ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବାରେ ନିଯୁକ୍ତ ସମସ୍ତ ସେବକଙ୍କ ସ୍ୱତନ୍ତ୍ର ପରିଚୟ ସହ ସ୍ୱତନ୍ତ୍ର କାର୍ଯ୍ୟପନ୍ଥା ରହିଛି। ନାମକରଣରେ ମଧ୍ଯ ରହିଛି ବିବିଧତା। ଆସନ୍ତୁ ଆଜି ଜାଣିବା ସେମିତି କିଛି…

ଏମିତି ଏକ ସହର: ଯେଉଁଠି ରୁହନ୍ତି ମାତ୍ର ୪ ଜଣ

ବ୍ରିଟେନ୍‌: ଆଜିକାଲି ଅଧିକାଂଶ ଲୋକ ରୋଜଗାର ସନ୍ଧାନରେ ସହରମୁହାଁ ହେଉଛନ୍ତି । ଏମିତି କି ଗାଁ ଛାଡ଼ି ସହରରେ ରହିବାକୁ ଇଛା କରୁଛନ୍ତି । କାରଣ ଗାଁ ଅପେକ୍ଷା ସହରରେ ଅନେକ ସୁବିଧାସୁଯୋଗ ମିଳିଥାଏ । ଆପଣ ଯାହା ଚାହିଁବେ ହାତପାହାନ୍ତାରେ ମିଳିଯାଏ । ସେଥିଲାଗି ବିଭିନ୍ନ ସହରଗୁଡ଼ିକରେ ଲୋକଙ୍କ…

୧୭ ବର୍ଷ ହେଲାଣି କୋଲ୍‌ଡ ଡ଼୍ରିଙ୍କ୍‌ସ ପିଇ ବଞ୍ଚିଛନ୍ତି ବ୍ୟକ୍ତି : ତଥାପି ପୂରା ଫିଟ୍‌

ଇରାନ୍‌: କୋଲଡ଼ ଡ଼୍ରିଙ୍କ୍‌ସ ଅଧିକ ପିଇଲେ ଶରୀର ପାଇଁ କ୍ଷତିକାରକ ବୋଲି ସମସ୍ତେ ଜାଣନ୍ତି । ଏହି ପାନୀୟଗୁଡ଼ିକ କେବଳ ପାଟିକୁ ସ୍ୱାଦ ଦେଇଥାଏ ଆଉ କୌଣସି ଲାଭ ଦେଇ ନ ଥାଏ । ବେଶୀ କୋଲଡ଼ ଡ଼୍ରିଙ୍କ୍‌ସ ପିଇଲେ ମେଦବହୁଳତା ସହ ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ । କିନ୍ତୁ ଇରାନର ଜଣେ ବ୍ୟକ୍ତି…

ଅଜବ ଜୀବ: ଦେଖିବାକୁ ମୂଷା ପରି, ଆହାର କେବଳ ଫୁଲ ପାଖୁଡ଼ା

ଅଷ୍ଟ୍ରେଲିଆ: ଦୁନିଆରେ ଅଜବ ଜୀବ ଅଛନ୍ତି । ଅନେକ ଜୀବଙ୍କୁ ଦେଖିବେ ଯାହା ଏତେ ଅଦ୍ଭୁତ ଯେ ଆପଣ ସେମାନଙ୍କ ବିଷୟରେ ପୂର୍ବରୁ ଶୁଣି ନ ଥିବେ କି ଜାଣି ନ ଥିବେ । ଏହିପରି ଗୋଟିଏ ପଶୁ ହେଉଛି ହନି ପୋସମ୍ । ଏହା ଦେଖିବାକୁ ଠିକ୍‌୍ ମୂଷା ପରି । ହେଲେ ଏହା ମୂଷା ନୁହେଁ । ଏହି ଅଦ୍ଭୁତ ଜୀବର ଏକ…