Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଇନ୍ଦ୍ରଧନୁ ସାପ : ଦେଖିବାକୁ ସୁନ୍ଦର, ଜାଣନ୍ତୁ ଏହା କେତେ ବିପଜ୍ଜନକ

ନ୍ୟୁୟର୍କ: ଦୁନିଆରେ ଅନେକ ସାପ ଅଛନ୍ତି । ଆଉ ସେ ସାପ ବିଷଧର ହେଉ ବା ବିଷହୀନ, ସାପର ନାଁ ଶୁଣିଲେ ଯେ କେହି ଲୋକ ଭୟଭୀତ ହୋଇପଡ଼ନ୍ତି । କିଙ୍ଗ କୋବ୍ରା ପରି ଅନେକ ସାପ ଏତେ ବିପଜ୍ଜନକ ଯେ, ଯଦି ସେମାନେ ମଣିଷକୁ କାମୁଡ଼ନ୍ତି, ତେବେ କିଛି ମିନିଟ୍‌ରେ ମଣିଷର ମୃତ୍ୟୁ ହେବା ନିଶ୍ଚିତ । କିନ୍ତୁ…

୭୭ ବର୍ଷ ବୟସରେ ଜେଜେମା’ଙ୍କ ଅନନ୍ୟ ବିବାହ

ନ୍ୟୁୟର୍କ: ଆଜିକାଲି ଲୋକମାନେ ବିଭିନ୍ନ ଉପାୟରେ ବିବାହ କରିବା ଆରମ୍ଭ କରିଛନ୍ତି । ଅଧିକାଂଶ ନିଜ ପସନ୍ଦରେ ବିବାହ କରିବାକୁ ପସନ୍ଦ କରୁଛନ୍ତି । ସେହିପରି ଏବେ ଲୋକମାନେ ଏକାକୀ ବିବାହ କରୁଥିବା ଏକପ୍ରକାର ଟ୍ରେଣ୍ଡ୍ ପାଲଟିଛି । ଜଣେ ଆମେରିକୀୟ ଜେଜେମା ମଧ୍ୟ ସମାନ କାର୍ଯ୍ୟ କରି ଏବେ ଖୁବ୍…

ଗୋଲାପି ହ୍ରଦରେ ଚାଲୁଛି ଟ୍ରେନ୍‌: ଏହା ଅସଲି ନା ନକଲି ଲୋକେ ଦ୍ୱନ୍ଦ୍ୱରେ

ସାଇବେରିଆ: ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯାହା ପ୍ରଥମ ଦେଖାରେ ନକଲି ମନେ ହୋଇଥାଏ । କିନ୍ତୁ ତାହା ପ୍ରକୃତରେ ବାସ୍ତବ ହୋଇଥାଏ । ଏବେ ସୋସିଆଲ ମିଡ଼ିଆରେ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସାଇବେରିଆର ଏକ ହ୍ରଦ ମଝିରେ ଟ୍ରେନ୍…

ସାଙ୍ଗଙ୍କୁ ଡ଼ାକି ଭୋଜି ଦେଲେ: ଖାଇବା ପରେ ୨ ହଜାର ଟଙ୍କା ଲେଖାଏଁ ମାଗିଲେ

ବ୍ରିଟେନ: ବିବାହ ହେଉ ବା ଜନ୍ମ ଦିନ କି ବ୍ରତୋପନୟନ କିମ୍ବା କୌଣସି ଖୁସିରେ କେହି ଭୋଜି ଦେବାର ନାଁ ଶୁଣିଲେ ସମସ୍ତେ ଉତ୍ସାହିତ ହୁଅନ୍ତି । ଯେତେବେଳେ ଲୋକଙ୍କ ସହ ମିଶି ସୁସ୍ୱାଦୁ ଖାଦ୍ୟ ଖାଇବାର ସୁଯୋଗ ଆସେ, ସେତେବେଳେ ସମସ୍ତେ ଖୁସି ହୋଇଥାନ୍ତି । ଏପରି ଭୋଜିରେ ଖାଇବା ପରେ ଯଦି କେହି…

ସାବିତ୍ରୀ ବ୍ରତ ଓ ବଟବୃକ୍ଷ ମାହାତ୍ମ୍ୟ

ସାବିତ୍ରୀ ବ୍ରତ ଓ ବଟବୃକ୍ଷ ମାହାତ୍ମ୍ୟ ଡକ୍ଟର ଲକ୍ଷ୍ମଣ ସାହୁ ଭାରତୀୟ ହିନ୍ଦୁ ସଂସ୍କୃତିରେ ନାରୀମାନଙ୍କ ବ୍ରତ ପାଳନ ଏକ ସ୍ୱତନ୍ତ୍ରତା ରୁଚି ରହିଛି । ପ୍ରତ୍ୟେକଟି ବ୍ରତ ତା'ର ସ୍ୱାମୀ ବା ପୁତ୍ର/ କନ୍ୟା ପାଇଁ ଉଦ୍ଦିଷ୍ଟ ଥାଏ । ସେଭଳି ସାବିତ୍ରୀ ବ୍ରତ ପାଳନ ନାରୀ ପାଇଁ ଅନ୍ୟ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକଙ୍କ ବିଷୟରେ ଆଲୋଚନା କରିବା ସମୟରେ ଆମେ କିଛି ବର୍ତ୍ତମାନ ପ୍ରଚଳିତ ସେବା ଓ କିଛି ଆଗରୁ ପ୍ରଚଳିତ ଥିବା ଓ ବର୍ତ୍ତମାନ ବନ୍ଦ ହୋଇ ଯାଇଥିବା ସେବା…

ଆବଶ୍ୟକତାଠାରୁ ଅଧିକ ମାଛ ଖାଉଛନ୍ତି କି ?

ଆମିଷ ଭୋଜନ ପ୍ରତି ସମସ୍ତେ ଆଶକ୍ତ ଥାଆନ୍ତି । ବିଶେଷ କରି ମାଛ ଖାଇବାକୁ ଲୋକେ ଅଧିକ ପସନ୍ଦ କରିଥାଆନ୍ତି । ମାଛରେ ସବୁ ପ୍ରକାରର ପୁଷ୍ଟିକର ଉପାଦାନରେ ଭରପୂର ରହିଥାଏ । ମାଛରେ ଓମେଗା ଫ୍ୟାଟି ଏସିଡ୍, ଭିଟାମିନ୍ ଡି ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ସହିତ ପ୍ରୋଟିନ୍, ହେଲଥି ଚର୍ବି ଥାଏ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଯେପରି ବ୍ୟାପକ, ସେହି ସେବା ଦେବା ପାଇଁ ନିଯୁକ୍ତ ସେବକ ଗୋଷ୍ଠୀ ମଧ୍ଯ ସେହିପରି ବ୍ୟାପକ। ସେଥି ମଧ୍ୟରୁ ଅନେକ ସେବକଙ୍କ ବିଷୟରେ ଆମେ ଅଳ୍ପ ଅଳ୍ପ ଆଲୋଚନା…

ତ୍ୱଚା ଓ କେଶ ପାଇଁ ଉପକାରୀ ଆମ୍ବ

ଖରା ଦିନରେ ଆମ୍ବ ପ୍ରଚୁର ପରିମାଣରେ ମିଳିଥାଏ । ପିଲାଠୁ ବୁଢ଼ା ସମସ୍ତେ ଆମ୍ବ ଖାଇବାକୁ ପସନ୍ଦ କରିଥାଆନ୍ତି । ଆମ୍ବ ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ପୁଷ୍ଟିକରରେ ପରିପୂର୍ଣ୍ଣ । ଆମ୍ବରେ ଫାଇବର, ପ୍ରୋଟିନ୍‌, ଭିଟାମିନ୍‌ ସି, ଭିଟାମିନ୍‌ ଏ, ପୋଟାସିୟମ, ଭିଟାମିନ୍‌ ବି୧୬ ରହିଛି । ଆମ୍ବ…

ଖରାରୁ ରକ୍ଷା ପାଇଁ ଅଭିନବ ଉପାୟ: ରାସ୍ତାରେ ସ୍କୁଟିରେ ଗାଧୋଇଲେ ଯୁବକଯୁବତୀ

ମୁମ୍ବାଇ: ସୋସିଆଲ ମିଡିଆରେ ଅଜବ ଭିଡ଼ିଓ ଓ ଫଟୋ ଦେଖିବାକୁ ମିଳିଥାଏ । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଆଉ କିଛି ଲୋକ ଅଛନ୍ତି, ଯିଏକି ଖୁବ୍ କମ୍ ସମୟରେ ଲୋକପ୍ରିୟତା ପାଇବା ପାଇଁ ଅଦ୍ଭୁତ ଉପାୟ ଆପଣାଇଥାନ୍ତି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଦୁଇଜଣ…