Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

୭୨ ବର୍ଷ ବୟସରେ ସ୍ନାତକୋତ୍ତର ହାସଲ କଲେ ବୃଦ୍ଧ

ଜର୍ଜିଆ: ବୟସ କେବଳ ଏକ ସଂଖ୍ୟା, ଏହାକୁ ପ୍ରମାଣିତ କରି ଦେଖାଛନ୍ତି ଜଣେ ୭୨ ବର୍ଷ ବୟସର ବୃଦ୍ଧ । ଏହି ବୟସରେ ସେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ଡ଼ିଗ୍ରୀ ଗ୍ରହଣ କରିବା ସମୟରେ ଆୟୋଜିତ ଉତ୍ସବରେ ତାଙ୍କର ୯୮ ବର୍ଷ ବୟସ୍କା ମାଆ ମଧ୍ୟ ଉପସ୍ଥିତ ଥିଲେ । ସେ ହାତରେ ଡିଗ୍ରୀ ନେବା…

ଜେଜେବାପା ମହିଳାଙ୍କ ପରି ମେକଅପ ନିଅନ୍ତି, କାରଣ ଜାଣିଲେ ଆଖିରେ ଆସିବ ଲୁହ

ଚୀନ: କୁହାଯାଏ ମଣିଷ ପରିସ୍ଥିତିର ଦାସ । ପରିସ୍ଥିତି ଅନୁଯାୟୀ ମଣିଷ ଏକ ମୋଡ଼ ନେଇଥାଏ । ପରିସ୍ଥିତି କାହାକୁ ସବୁଠାରୁ ଶକ୍ତିଶାଳୀ କରିଥାଏ ତ ଆଉ କାହାକୁ ଅସହାୟ । ଚୀନ୍‌ର ଜଣେ ବୃଦ୍ଧ ନିଜକୁ ମହିଳାଙ୍କ ପରି ଏମିତି ସଜ୍ଜେଉଛନ୍ତି, ଯାହାର କାରଣ ଜାଣିଲେ ଆପଣ ଅଶ୍ଚର୍ଯ୍ୟ ହୋଇଯିବେ ।…

ହୋଟେଲର ଅଜବ ନିୟମ : ଭିତରକୁ ଯିବା ପୂର୍ବରୁ ପୋଷାକ କାଢିବାକୁ ପଡ଼େ, ମୋଟା ଲୋକଙ୍କ ପ୍ରବେଶ ନିଷେଧ

ଟୋକିଓ: ଦୁନିଆରେ ଅନେକ ଅଜବ ସ୍ଥାନ ରହିଛି । ଯେତେବେଳେ ଲୋକମାନେ ସେ ବିଷୟରେ ଜାଣନ୍ତି, ବିଶ୍ୱାସ କରିପାରନ୍ତି ନାହିଁ । ଆମେ ଏମିତି ଏକ ହୋଟେଲ ବିଷୟରେ କହୁଛୁ ଯେଉଁଠିକି ଯିବା ପୂର୍ବରୁ ଆପଣଙ୍କୁ ପୋଷାକ କାଢିବାକୁ ପଡ଼ିବ । କେବଳ ସେତିକି ନୁହେଁ, ମେଦବହୁଳତା ଲୋକଙ୍କ ପ୍ରବେଶ ଉପରେ ମଧ୍ୟ…

ଜଙ୍ଗଲୀ ହାତୀ ନିକଟକୁ ଯାଇ ନମସ୍କାର କରୁଛନ୍ତି ବ୍ୟକ୍ତି, ଭିଡ଼ିଓ ଭାଇରାଲ

ତାମିଲନାଡ଼ୁ: ଜଙ୍ଗଲୀ ହାତୀର ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆରେ ପ୍ରାୟ ସମସ୍ତେ ନିଶ୍ଚୟ ଦେଖିଥିବେ । କେଉଁଠି ଜଙ୍ଗଲୀ ହାତୀ ରାସ୍ତାକୁ ଆସି ଗାଡ଼ି ଅଟକାଉଛି ତ ଆଉ କେଉଁଠି ଲୋକଙ୍କୁ ଆକ୍ରମଣ କରୁଛି । ନ ହେଲେ ଆଉ କେଉଁଠି ବିଭିନ୍ନ ପ୍ରକାର ଫସଲ ଓ ପନିପରିବା ଚାଷକୁ ନଷ୍ଟ କରୁଛି । କିନ୍ତୁ ଏବେ…

ବିଶ୍ୱର ସବୁଠୁ ବୟସ୍କ କୁକୁର ପାଳିଲା ଧୁମ୍‌ଧାମ୍‌ରେ ଜନ୍ମଦିନ

ପର୍ତ୍ତୁଗାଲ: ଦୀର୍ଘଜୀବୀ ମଣିଷ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । ସାଧାରଣତଃ ମଣିଷର ହାରାହାରି ବୟସ ଷାଠିଏ ବୋଲି ବିବେଚନା କରାଯାଏ । କିନ୍ତୁ ଅନେକ ଲୋକ ସେମାନଙ୍କର ଖାଦ୍ୟ ଏବଂ ଜୀବନଶୈଳୀ ହେତୁ ଦୀର୍ଘାୟୁ ରହିଥାନ୍ତି । ଏପରିକି ପଶୁମାନଙ୍କର ମଧ୍ୟ ବୟସ ସୀମା ଅଛି । ଆଜି ଆମେ ଯେଉଁ କୁକୁର…

୨୬ ବର୍ଷ ବଡ଼ ଶିକ୍ଷୟିତ୍ରୀଙ୍କ ପ୍ରେମରେ ପଡ଼ିଲେ ଛାତ୍ର, ବିବାହ କରି ଚର୍ଚ୍ଚାରେ

ମାଲେସିଆ: କଥାରେ ଅଛି ପ୍ରେମ ହେଉଛି ଅନ୍ଧ । ପ୍ରେମରେ ଜାତି, ଧର୍ମ, ସମ୍ପ୍ରଦାୟ, ବୟସ, ସ୍ଥିତି କିଛି ବି ଦେଖାଯାଏ ନାହିଁ । କେବଳ ଭଲ ପାଇବା ହିଁ ଥାଏ । ଏବେ ସେମିତି ଜଣେ ଛାତ୍ରଙ୍କ ପ୍ରେମ କାହାଣୀ ଜାଣିଲେ ଆପଣ ନିଶ୍ଚିତ କହିବେ ଯେ ପ୍ରେମ ପ୍ରକୃତରେ ଅନ୍ଧ । ଛାତ୍ର ଜଣକ ତାଙ୍କଠାରୁ ୨୬…

୬ ବର୍ଷ ପରେ ଫ୍ଲାଟରୁ ଉଦ୍ଧାର ହେଲା ବ୍ୟକ୍ତିଙ୍କ କଙ୍କାଳ : ଅଟୋ ଡେବିଟ୍ ମାଧ୍ୟମରେ ନିୟମିତ ଦେଉଥିଲେ ଘର ଭଡା

ବ୍ରିଟେନ: ଆଜିକାଲି ମଣିଷ ବହୁତ ବ୍ୟସ୍ତ ହୋଇପଡିଛି । ତାଙ୍କର ପ୍ରିୟ ଲୋକଙ୍କ ପାଇଁ ଟିକେ ବି ସମୟ ନାହିଁ । ଏପରି ପରିସ୍ଥିତିରେ, ଘର ମାଲିକମାନେ ସେମାନଙ୍କର ଭଡ଼ାଟିଆମାନଙ୍କୁ କିପରି ବା ଜାଣିବେ । ଯେପର୍ଯ୍ୟନ୍ତ ଆକାଉଣ୍ଟରେ ଭଡା ଆସୁଛି, ସେ ପର୍ଯ୍ୟନ୍ତ ମାଲିକମାନେ ଭଡ଼ାଟିଆମାନଙ୍କୁ ଦେଖା…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ପ୍ରକାର ସେବା ସହ ଜଡିତ ଭିନ୍ନ ଭିନ୍ନ ପ୍ରକାର ସେବକଙ୍କ ବିଷୟରେ ଆଲୋଚନା ଜାରି ରହିଛି । ଏହି କ୍ରମରେ ଆଜି ଜାଣିବା ଦୁଇଟି ଅତି ସାଧାରଣ ଅଥଚ ପ୍ରୟୋଜନୀୟ…

ମହିଳାଙ୍କ ଜିଭରେ ଚୁଟି: କାରଣ କ’ଣ ଜାଣନ୍ତୁ

ଜାପାନ: ଅଧିକାଂଶ ଲୋକ କୌଣସି ପ୍ରକାର ରୋଗ ହେଲେ, ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ ଖାଇଥାଆନ୍ତି । ହେଲେ ଏହା ଶରୀର ପାଇଁ ପରବର୍ତ୍ତୀ ସମୟରେ କେତେ କ୍ଷତିକାରଣ ସାଜିଥାଏ, ତାହା କେହି ଜାଣନ୍ତି ନାହିଁ । ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ଫଟୋ ଭାଇରାଲ ହେଉଛି, ଆପଣ ଦେଖିଲେ…

୧୦ ହଜାର ଫୁଟ ଉଚ୍ଚରେ ମେକଅପ୍ ନେଲେ ଯୁବତୀ, ଲୋକେ କରିପାରୁ ନାହାନ୍ତି ବିଶ୍ୱାସ

ସାଧାରଣତଃ ମହିଳାମାନେ ଅଧିକ ମେକ୍‌ଅପ୍ ନେବାକୁ ପସନ୍ଦ କରିଥାନ୍ତି । ଏହି କାରଣରୁ, ଯେତେବେଳେ ସେମାନଙ୍କୁ ଏକ ପାର୍ଟି କିମ୍ବା କୌଣସି କାର୍ଯ୍ୟକ୍ରମକୁ ଯିବାକୁ ପଡେ, ସେ ଭଲ ଭାବରେ ମେକ୍‌ଅପ୍ ନେଇଥାନ୍ତି । ମହିଳାମାନେ ଘର ବ୍ୟତୀତ ଷ୍ଟେସନ, ବିମାନବନ୍ଦର,ଅଫିସ ହେଉ ବା ଯେ କୌଣସି ୱାଶରୁମରେ…