Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

‘ସ୍ନେହା ସମ୍ପୂର୍ଣ୍ଣା’ର ପ୍ରଥମ ହସ୍ତତନ୍ତ ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ବର  :  ସମାଜସେବୀ ତଥା ସ୍ତମ୍ବକାର ପ୍ରୀତିଛନ୍ଦା ଧଳ, ସାହିତ୍ୟିକା ବନ୍ଦନା ପଣ୍ଡା ଓ ସମାଜସେବୀ ସଂଘମିତ୍ରା ପାଢ଼ୀଙ୍କ ମିଳିତ ଉଦ୍ୟମରେ ଓଡ଼ିଶାର ମହିଳା ବୁଣାକାରଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଏକ ହସ୍ତତନ୍ତ ପ୍ରଦର୍ଶନୀ 'ସ୍ନେହା ସମ୍ପୂର୍ଣ୍ଣା' ସ୍ଥାନୀୟ ମହାବୋଧି ସୋସାଇଟିର…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଲୀଳାକ୍ଷେତ୍ର ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ସୃଷ୍ଟି ରହସ୍ୟ ଜାଣିବା ପାଇଁ ସ୍କନ୍ଦ ପୁରାଣ ବର୍ଣ୍ଣିତ ଉପାଖ୍ୟାନ ଅନୁସାରେ ଇନ୍ଦ୍ରଦ୍ୟୁମ୍ନ ମହାରାଜ ନିଜର…

୯୦ ଲକ୍ଷର ମର୍ସିଡିଜ୍‌ କାର୍‌ କିଣିଲେ MBA ଚା’ ବାଲା’, ଇନଷ୍ଟାରେ ସେୟାର କଲେ ଭିଡିଓ

କଥାରେ ଅଛି କୌଣସି ପେଶା କେବେ ଛୋଟ ହୋଇନଥାଏ  । ଆଉ ପେଶାଠୁ ବଡ଼ ଧର୍ମ କୌଣସି ଧର୍ମ ହୋଇନଥାଏ । ସେଥିପାଇଁ ବହୁତ କଷ୍ଟ କରିବାକୁ ପଡ଼ିଥାଏ କେବଳ ଯେ କଷ୍ଟ କଲେ ସଫଳତା ହାସଲ କରିହେବ ତାହା ନୁହେଁ । ବରଂ ନିଜ କାର୍ଯ୍ୟରେ ନିଷ୍ଠା,ଏକାଗ୍ରତା ବିଶ୍ବାସ ରଖିବା ଦରକାର ତେବେ ଯାଇ ସଫଳତାର…

ଚା’ ସହ ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ…

କିଛି ଲୋକଙ୍କର ଚା’ କପେ ରେ ଦିନ ଆରମ୍ଭ ହୋଇନଥାଏ  । ସମସ୍ତେ ସକାଳୁ ସକାଳୁ ଗରମ ଚା' ପିଇବାକୁ ପସନ୍ଦ କରନ୍ତି । କିଛି ଲୋକ ସକାଳେ ବିଛଣା ଛାଡିବା ପୂର୍ବରୁ ଚା ପିଇବାକୁ ପସନ୍ଦ କରିଥାନ୍ତି। ଅର୍ଥାତ ସେମାନେ ସକାଳେ ଖାଲି ପେଟରେ ଚା ପିଇବା ପରେ ଦିନାଚାର୍ଯ୍ୟ ଆରମ୍ଭ କରିଥାନ୍ତି । ଏବେ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୌରାଣିକ ଗାଥା ଆଲୋଚନା ଜାରି ରହିଛି। ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସ୍ୱତନ୍ତ୍ର ଦୂତ ବ୍ରlହ୍ମଣ ବିଦ୍ୟାପତି ଦର୍ଶନ କରିଛନ୍ତି ପ୍ରଭୁ "ନୀଳମାଧବ "ଙ୍କୁ। ଏହା…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ, ଶ୍ରୀମନ୍ଦିର ନିର୍ମାଣ ଇତିହାସ ପର୍ଯ୍ୟାଲୋଚନା କରିବା ସମୟରେ ଆମେ ଜାଣିଲେ ବର୍ତ୍ତମାନ ପରିଦୃଶ୍ୟମାନ ମୂଖ୍ୟ ମନ୍ଦିରଟି ଓଡ଼ିଶାର ଗଙ୍ଗ ବଂଶର ଶ୍ରେଷ୍ଠ ମହାରାଜା…

ମଧୁମେହ ରୋଗୀ ଅମୃତଭଣ୍ଡା ଖାଇ ପାରିବେ କି ନାହିଁ ଆସନ୍ତୁ ଜାଣିବା….

ଅମୃତଭଣ୍ଡାରେ ଭରି ରହିଛି ଆଣ୍ଟି ଅକ୍ସିଡାଣ୍ଟ ଗୁଣ । ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଅମୃତଭଣ୍ଡାରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ୬୦ ରହିଛି । ଏହା ସୁଗର ବୃଦ୍ଧି ନ କରିବାରେ ସହାୟକ ହୋଇଥାଏ। ସବୁଠୁ ବଡ଼ କଥା ହେଉଛି ଅମୃତଭଣ୍ଡା ମଧୁମେହ ରୋଗୀ ଖାଇ ପାରିବେ ।…

କାହିଁକି ପାଳନ କରାଯାଏ ‘ଭାଲେଣ୍ଟାଇନ୍‌ ଡେ’….?  

ପ୍ରେମ ଶାଶ୍ୱତ ଓ ଚିରନ୍ତନ । ପ୍ରେମ… ଅଢ଼େଇ ଅକ୍ଷର । ପ୍ରେମ ଏପରି ଏକ ଶଦ୍ଦ ଯାହାର ତୁଳନା କେହି କରିପାରିବେ ନାହିଁ । ଏହି ପ୍ରେମକୁ ନେଇ କେତେ କାହାଣୀ କେତେ କବିତା । ପ୍ରେମର ପରପ୍ରକାଶ କରିବା ପାଇଁ ଶଦ୍ଦର ଆବଶ୍ୟକ ପଡ଼ିନଥାଏ କେବଳ ମନର ଭାଷାକୁ ବୁଝିପାରୁଥିବା ଦରକାର । ଆଜି ସେହି…

ପ୍ରେମର ପରିଭାଷାକୁ ପ୍ରକାଶ କରିବା ପାଇଁ ଦିନଟିଏ ‘ଭାଲେଣ୍ଟାଇନ୍‌ ଡେ’

ପ୍ରେମ ପାଇଁ ଦିନଟିଏ । କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଆଜି ବହୁଛି ପ୍ରେମର ପବନ । ସାଥୀଟିଏ ନିଜ ସାଥୀକୁ ମନର କଥା ପ୍ରକାଶ କରିବା ପାଇଁ ଦିନ ଟିଏ ‘ଭାଲେଣ୍ଟାଇନ୍‌ ଡେ’। ପ୍ରେମୀଯୁଗଳ ପରସ୍ପରଙ୍କ ପ୍ରତି ଥିବା ସ୍ନେହ ଓ ଭଲ ପାଇବା କଥା ପ୍ରକାଶ କରିବା ପାଇଁ ଆଜିର ଦିନକୁ ଅପେକ୍ଷା…