Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟରେ ପୂଜିତ ଦେବୀ ବିମଳାଙ୍କ ସ୍ୱତନ୍ତ୍ର ପାର୍ବଣ ରୀତିନୀତି ଭିତରେ ପାଳିତ ହେଉଥିବା "ଶାକ୍ତ ଗୁଣ୍ଡିଚା "ବିଷୟରେ ପ୍ରାଞ୍ଜଳ ଆଲୋଚନା କରିବା ପୂର୍ବରୁ…

ପ୍ରେମ ପାଇଁ ସ୍ବିଡେନରୁ ଭାରତ ଆସିଲେ ପ୍ରେମିକା

ନୂଆଦିଲ୍ଲୀ : ପ୍ରେମ , ଅଢେଇ ଅକ୍ଷରର ଏହି ଶବ୍ଦରେ ଭରି ରହିଛି ଅନେକ ଗୁଡ଼ିଏ ମହତ୍ତ୍ବ । ପ୍ରେମ କେତେବେଳେ ଆଉ କାହା ସାଥିରେ ହୋଇଥାଏ ଜାଣା ପଡିନଥାଏ  । ସେଥିପାଇଁ ତ ପ୍ରେମକୁ ଅନ୍ଧବୋଲି କୁହାଯାଏ । ପ୍ରେମ ଦେଖେ ନାହିଁ ଜାତି କି ନୀତି  । ଆଉ ପ୍ରେମ ମାନେ ନାହିଁ ବୟସର ତାରତମ୍ୟ ।…

ବାରମ୍ବାର ଥଣ୍ଡାଜ୍ୱର ହେଉଛି କି ? ଏହି ଉପାୟ ଆପଣାନ୍ତୁ ଥଣ୍ଡାଜ୍ୱରରୁ ପାଇବେ ରକ୍ଷା….

ଋତୁ ପରିବର୍ତ୍ତନଶୀଳ । ଋତୁ ପରିବର୍ତ୍ତନକୁ ନେଇ ଘରେ ଘରେ ଥଣ୍ଡା ଜ୍ୱର ସମସ୍ୟା ଦେଖିବାକୁ ମିଳିଛି । ତେଣୁ ଥଣ୍ଡାଜ୍ୱର ପ୍ରାୟତଃ ଲାଗି ରହୁଛି । କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା । ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଦ୍ୱାରା ଶରୀର ସହଜରେ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟରେ କ୍ଷେତ୍ରେଶ୍ୱରୀ ଦେବୀ ବିମଳାଙ୍କ ଦୈନିକ ପୂଜା ଓ ଅନ୍ୟାନ୍ୟ ରୀତିନୀତି ଵିଷୟରେ ଜାଣିବା ପରେ। ଆସନ୍ତୁ ଜାଣିବା ମା'ଙ୍କର ବିଶେଷ ରୀତିନୀତି…

ଅଜବ ଚାକିରୀ… କେବଳ ଖାଇବ, ଶୋଇବ ମାସକୁ ଦରମା ନେବ

ନୂଆଦିଲ୍ଲୀ : ଚାକିରୀକୁ ନେଇ ସମସ୍ତଙ୍କ ମନରେ ଅନେକ କଥା ଆସିଥାଏ ।  କିଛି ଲୋକ କହିଥାଆନ୍ତି ଏମିତି କିଛି ଚାକିରି ମିଳନ୍ତାନି ଯେଉଁଥିରେ ମାସକୁ ମାସ ଦରମା ଆସନ୍ତା ହେଲେ କିଛି କାମ କରିବାକୁ ପଡ଼ନ୍ତାନି । କେବଳ ଖାଇ ପିଇ ଶୋଇବା ପାଇଁ ଦରମା ମିଳନ୍ତା । ଠିକ୍ ଏମିତି କିଛି ଚାକିରି ବିଷୟରେ…

ପୁରୀ ରେଳଷ୍ଟସନରେ ପହଞ୍ଚିଲା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌

ପୁରୀ: ଆଜି ଶ୍ରୀଜଗନ୍ନାଥ ଏକ୍ସପ୍ରେସ ପୁରୀ ରେଳଷ୍ଟେସନରେ ପହଞ୍ଚିଛି । ସଫଦରଜଙ୍ଗ ଷ୍ଟେସନରେ ପତାକା ଦେଖାଇ ଗତ ବୁଧବାର ଦିନ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରେଳସେବାର ଶୁଭରାମ୍ଭ କରିବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି…

ଧିରେ ଧିରେ ସ୍ୱାଭାବିକ ହେଉଛି ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା

ଯାଜପୁର : ସରସ୍ବତୀ ପୂଜା ଭୋଜି ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣା । ଯାଜପୁର ଦାନଗଦି ବ୍ଲକ ଶରତ ରାଉତ ଉଚ୍ଚ ବିଦ୍ୟାପୀଠରେ ଭୋଜି ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଥିବା ଘଟଣାରେ ଏବେ ଧିରେ ଧିରେ ସ୍ୱାଭାବିକ ହେଉଛି ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା। ସରସ୍ୱତୀ ପୂଜା ଦିନ ସ୍କୁଲ ପରିସରରେ ହୋଇଥିବା ଭୋଜି…

୪୫ ବର୍ଷରେ କିଶୋରଙ୍କ ପରି ଚମକୁଛନ୍ତି; ଫିଟନେସ ପାଇଁ ଖର୍ଚ୍ଚ କରୁଛନ୍ତି ବାର୍ଷିକ ୧୬ କୋଟି

ନୂଆଦିଲ୍ଲୀ:  ଘାରିଛି ଫିଟ୍‌ନେସ୍‌ର ନିଶା  । ବୟସ୍କ ହେବାକୁ ଚାହୁନାହାଁନ୍ତି କିଛି ଲୋକ  । ସେଥିପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା  ।  ସାଧାରଣତଃ ବୟସ ହୋଇଗଲେ ଆମ ଶରୀର ଅସୁସ୍ଥ ହେବା ସହ ଚର୍ମ ଲୋଚାକୋଚା ହୋଇଯାଏ  । କିନ୍ତୁ ଏହି ବାସ୍ତବତାକୁ ମାନିବାକୁ କିଛି ଲୋକ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟରେ କ୍ଷେତ୍ରେଶ୍ୱରୀ ଭାବରେ ପରିଚିତ ମା ବିମଳାଙ୍କ ବିଗ୍ରହ ଦର୍ଶନ ପରେ ଆସନ୍ତୁ ଜାଣିବା ଦେବୀଙ୍କ ଦୈନିକ ରୀତିନୀତି ବିଷୟରେ । ଶ୍ରୀମନ୍ଦିର…

ମଦ୍ୟପାନ ଓ ଇଣ୍ଟରନେଟ ପ୍ରତି ବଢୁଥିବା ଆଗ୍ରହ ପଛର କାରଣ କ’ଣ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିର ଦୁନିଆରେ ଛୋଟ ଛୁଆଠୁ ବୃଦ୍ଧ ଅଧିକାଂଶ ବହିର ପୃଷ୍ଠା ଅପେକ୍ଷା ମୋବାଇଲ ସ୍କ୍ରିନ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଦିନରାତି ଡାଟା କନଜ୍ୟୁମରେ ଯେପରି ପ୍ରତିଯୋଗିତା ଲାଗିଲାଣି। ଯାହାକି ଏକ ପ୍ରକାର ଖରାପ ବୋଲି କୁହାଗଲାଣି। କାରଣ ଇଣ୍ଟରନେଟ ପାଇଁ…