Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବୈଦେଶିକ ବାଣିଜ୍ୟ ନୀତିରେ ବଡ ପରିବର୍ତ୍ତନ, ଭାରତୀୟ ମୁଦ୍ରାରେ ହେବ ଆନ୍ତର୍ଜାତୀୟ ବାଣିଜ୍ୟ

ନୂଆଦିଲ୍ଲୀ: ଭାରତୀୟ ମୁଦ୍ରାରେ ଆନ୍ତର୍ଜାତୀୟ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ବାଣିଜ୍ୟ ମନ୍ତ୍ରଣାଳୟ ଭାରତୀୟ ମୁଦ୍ରାରେ ବିଲ୍ ତିଆରି କରିବା ପାଇଁ ଅନୁମତି ଦେଇଛି। ମିନିଷ୍ଟ୍ରି ଅଫ୍ କମର୍ସ ଭାରତୀୟ ମୁଦ୍ରାରେ ଆନ୍ତର୍ଜାତୀୟ ବାଣିଜ୍ୟ ସମାଧାନ ପାଇଁ ଅନୁମତି ଦେଇଛି। ଏଥିପାଇଁ ଫରେନ…

ୱେଟିଂ ଲିଷ୍ଟରୁ ମୁକ୍ତି ପାଇବେ ରେଳଯାତ୍ରୀ, ମିଳିବ କନଫର୍ମ ସିଟ୍

ନୂଆଦିଲ୍ଲୀ: ପର୍ବପର୍ବାଣୀ ଋତୁରେ ରେଳ ଯାତ୍ରୀଙ୍କ ପାଇଁ ଉପହାର ଆଣିଛି ଭାରତୀୟ ରେଳବାଇ। ଏଣିକି ଯାତ୍ରୀଙ୍କର ଦୂର ହୋଇଯିବ ୱେଟିଂ ଲିଷ୍ଟ (ଅପେକ୍ଷା ତାଲିକା) ସମସ୍ୟା। କାରଣ ଭାରତୀୟ ରେଳବାଇ ଟ୍ରେନ ଡବା ବୃଦ୍ଧି କରିବାକୁ ଯାଉଛି। ଉତ୍ସବକୁ ଦୃଷ୍ଟିରେ ରଖି ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୮୯ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମାଉସୀ ମା ଭାବରେ ବିଖ୍ୟାତ ମା ଅର୍ଦ୍ଧାଶିନୀଙ୍କ ମନ୍ଦିର ବଡ଼ଦାଣ୍ଡରେ ଥିବା (ବର୍ତ୍ତମାନ ଲୁପ୍ତ )ମାଳିନୀ ନଦୀର ବଡ଼ ଗଣ୍ଡ ନିକଟରେ କାହିଁ କେଉଁ ଆଦିମ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୮୮ ଜୟ ଜଗନ୍ନାଥ,ଓଁ ନମୋ ଭଗବତେ ବାସୁଦେବାୟ । ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପ୍ରେମଭକ୍ତିର ଠାକୁର ଶ୍ରୀଜଗନ୍ନାଥଙ୍କୁ ନିଜର ଇଷ୍ଟ ବୋଲି ସ୍ୱୀକାର କରିଥିବା ମହାତ୍ମା ଓ ଆଚାର୍ଯ୍ୟମାନେ ପ୍ରଥମେ କିନ୍ତୁ ଅନ୍ୟ ଉପାସନା…

କେବିସି-୧୪ ର ପ୍ରଥମ କୋଟିପତି ହେଲେ ମହାରାଷ୍ଟ୍ରର କବିତା

ମୁମ୍ବାଇ: କଥାରେ ଅଛି ଇଚ୍ଛା ଶକ୍ତି ଥିଲେ ଉପାୟ ଆପେ ବାହାରେ। ବାରମ୍ବାର ହାରିବା ସତ୍ତ୍ୱେ ମନବଳ ଭାଙ୍ଗିନଥିଲେ ସେ । ସେ ପୁଣିଥରେ କୌନ ବନେଗା କରୋଡ୍‌ପତିର ୧୪ତମ ସିଜିନରେ ଅଂଶ ଗ୍ରହଣ କରିଛନ୍ତି ଏବଂ ଖେଳୁଛନ୍ତି। ସେ ହେଉଛନ୍ତି ମହାରାଷ୍ଟ୍ରର କୋଲହାପୁରରେ ରହୁଥିବା କବିତା ଚାୱଲା। କବିତା…

ଅବଧି ସରିଯାଇଥିଲେ ବି ଖାଇପାରିବେ ଏହି ସବୁ ଖାଦ୍ୟ

ଅପଣଙ୍କୁ ଅବଧି ସରିଯାଇଥିବା ଖାଦ୍ୟ ଦିଆଗଲେ ଆପଣ ଖାଇବେ କି ? ନିଶ୍ଚିତ ଭାବେ ଆପଣ ତାକୁ ଫୋପାଡି ଦେବେ। କାରଣ ସେଗୁଡିକର ବ୍ୟବହାର ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ। କିନ୍ତୁ ଆପଣ ଜାଣନ୍ତି କି, କିଛି ଜିନିଷ ଏପରି ଥାଏ ସେଗୁଡିକର ଅବଧି ସମାପ୍ତ ହେବା ପରେ ମଧ୍ୟ ଆପଣ ବ୍ୟବହାର କରିପାରିବେ…

ମାତ୍ର ୨୨ ହଜାର ଟଙ୍କାରେ ଫରେନ୍ ଟ୍ରିପ୍ !

କରୋନା ଭାଇରସ ଯୋଗୁଁ ବିଗତ 2 ବର୍ଷ ହେବ ଲକ୍ ଡାଉନ ଚାଲିଥିଲା। ଲୋକେ ଘରେ ରହି ବିରକ୍ତି ହେଲେ। ଏବେ କିନ୍ତୁ ଲକ୍ ଡାଇନ ନାହିଁ, ଲୋକେ ବିଦେଶ ବୁଲିବାକୁ ଚାହୁଁଥିଲେ ହେଁ ମାତ୍ରାଧିକ ଟଙ୍କା ଖର୍ଚ୍ଚ ଯୋଗୁଁ ଯୋଜନା ଠପ୍ କରୁଛନ୍ତି। ପୂର୍ବରୁ ଏପରି ଏକ ସମୟ ଥିଲା ଯେତେବେଳେ ବିଦେଶ ଭ୍ରମଣ ଏକ…

ଦୈନିକ କେତେ ମାତ୍ରାରେ ‘ରିଫାଇନ ତେଲ’ ଖାଇବା ଉଚିତ୍ ?

ରନ୍ଧନ ତେଲରେ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଥାଏ। କିନ୍ତୁ ଆପଣ ଜାଣନ୍ତିକି ରନ୍ଧନ ତୈଳକୁ ଚର୍ବିର ଭଣ୍ଡାର ମଧ୍ୟ କୁହାଯାଏ। ତେଣୁ ଏହି ରନ୍ଧନ ତେଲ ଦୈନିକ କେତେ ପରିମାଣରେ ଖାଇବା ଉଚିତ୍ ସେ ସମ୍ପର୍କରେ ଆମେ ଆଲୋଚନା କରିବା । ଚାଟ୍-ପକୁଡି କିମ୍ବା ଭଜା ହୋଇଥିବା ମସଲାଯୁକ୍ତ ଖାଦ୍ୟ ଅତ୍ୟନ୍ତ…

ଭଲ ନିଦ ହେଉ ନାହିଁକି ? ଆପଣାନ୍ତୁ ଏହି ସ୍ଲିପିଂ ହ୍ୟାକ୍ସ

ରାତିରେ ଭଲ ନିଦ ହେବା ନିତ୍ୟାନ୍ତ ଆବଶ୍ୟକ। ଅତିକମରେ ଦୈନିକ 8 ଘଣ୍ଟା ଶୋଇଲେ ଶରୀର ସୁସ୍ଥ ରହେ। ଏହାସହ ଆପଣଙ୍କ ମନ ବି ସୁସ୍ଥ ରହେ। କିନ୍ତୁ ମୁଣ୍ଡରେ ଚିନ୍ତା, ଡିପ୍ରେସନରେ ରହିଲେ ଆପଣ ଶୋଇବାକୁ ଯେତେ ଚେଷ୍ଟା କରନ୍ତୁ କୌଣସି ସୁଫଳ ମିଳେ ନାହିଁ। ଆଜି ଆମେ ଆପଣଙ୍କୁ ଏପରି କିଛି ଶୋଇବା…

ଦକ୍ଷିଣ କୋରିଆନର ସୌନ୍ଦର୍ଯ୍ୟ ରହସ୍ୟ ‘ପିଙ୍କ୍ ଆଲୋଭେରା’

କୋରିଆନ ମହିଳାଙ୍କ ତ୍ୱଚା ଉଜ୍ୱଳ ଏବଂ କାଚ ପରି ଚିକ୍କଣ। ଆଜିକାଲି ସୋସିଆଲ ମିଡିଆରେ କୋରିଆନ ବିୟୁଟି ସିକ୍ରେଟର ଅନେକ ଚର୍ଚ୍ଚା ଚାଲିଛି। କୋରିଆନ ଭଳି ତ୍ୱଚା ପାଇବା ପାଇଁ କିଛି ଲୋକେ ଅନେକ ବିୟୁଟି ଟିପ୍ସ ଆପଣାଉଛନ୍ତି। ତେବେ ଆମେ ଆଜି ଆପଣଙ୍କୁ କହିବୁ ଦକ୍ଷିଣ କୋରିଆନର ସୌନ୍ଦର୍ଯ୍ୟ…