Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୭ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପୂର୍ବ ଦିଗରେ ଅବସ୍ଥିତ ଅଙ୍ଗିରସ ମହର୍ଷିଙ୍କ ଆଶ୍ରମ ଭିତରେ ଥିବା ବା ପୂଜା ପାଉଥିବା ଠାକୁରଙ୍କ ବିଷୟରେ ଆଲୋଚନା ଜାରି ରଖିବା । ଏହି…

ମା’ ଶୈଳପୁତ୍ରୀ

 ନବରାତ୍ରର ନବସ୍ୱରୂପର ପ୍ରଥମ ରୂପ  'ମା' ଶୈଳପୁତ୍ରୀ' ପବିତ୍ର ମହାଳୟା ପରେ ଆରମ୍ଭ ହୋଇଛି ମା' ଜଗତଜନନୀଙ୍କର ଆଗମନୀର ପର୍ବ । ହିନ୍ଦୁ ରୀତି ନୀତି ଅନୁସାରେ ପାର୍ବଣର ଶୁଭ ଅବସରରେ ନଅ ଦିନ ଧରି ମା'ଦୁର୍ଗାଙ୍କର ନଅଟି ସ୍ୱରୂପର ଉପାସନା କରାଯାଏ। ଏହାକୁ ଶାରଦା ନବରାତ୍ରି ବୋଲି ବି…

ଶରତ ଋତୁରେ ହିଲ୍ ଷ୍ଟେସନ୍ ବୁଲିବାକୁ ଯୋଜନା କରୁଛନ୍ତି କି?

ବର୍ଷା ଋତୁର ଶୁଭ ବିଦାୟ ପରେ ଶରତର ଆଗମନରେ ପ୍ରକୃତିର ବିସ୍ମୟ ଏହି ତୁଷାର ଧବଳ। ଚତୁଃପାର୍ଶ୍ୱ ସବୁଜରେ ପରିପୂର୍ଣ୍ଣ। ଏତିକି ବେଳେ ଭ୍ରମଣ କରିବା ଏକ ଉତ୍ୟମ ସମୟ। ଅକ୍ଟୋବର ମାସରେ ପାଗ ଅତ୍ୟନ୍ତ ମନୋରମ ଥାଏ। ଏହା ସହିତ ପାର୍ବଣ ଋତୁରେ ଭ୍ରମଣ କରିବାର ମଜା ଟିକେ ଅଲଗା। ତେବେ ଆମ ଆପଣଙ୍କୁ…

ଚାଲିଗଲା ଚାକିରି, ଚାଲି ଚାଲି ୧୩ଶହ କିଲୋମିଟର ପାର କରି ଘରକୁ ଗଲେ ବ୍ୟକ୍ତି !

କରୋନା ପରଠାରୁ ବେକାରୀ ସମସ୍ୟା ବଢିଚାଲିଛି। ଏତିକି ବେଳେ ଯଦି କୌଣସି ବ୍ୟକ୍ତି ଚାକିରି ହରାନ୍ତି, ତେବେ ତାଙ୍କୁ ଅନେକ ମାନସିକ ଚାପ ଦେଇ ଗତି କରିବାକୁ ପଡେ। କାରଣ ପେଟ ପାଇଁ ରୋଜଗାର ହିଁ ମଣିଷର ଏକମାତ୍ର ସାହା ଭରସା । କିନ୍ତୁ ଥାଇଲ୍ୟାଣ୍ଡରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହା…

ଦୁନିଆର ସବୁଠାରୁ ହଣ୍ଟେଡ଼ ରାଜପଥ ‘ଆମେରିକା ହାଇୱେ ନଂ ୬୬୬’

ହୁଏତ ଆପଣ ବହୁତ ହଣ୍ଟେଡ଼ ବା ଭୟଭୀତ ସ୍ଥାନର କାହାଣୀ ଶୁଣିଥିବେ। ବିଶେଷ କରି ଭାରତରେ ଏପରି କାହାଣୀ ଏବଂ ଅନ୍ଧବିଶ୍ୱାସ କଥା ଅଧିକ ଆଲୋଚନା ହୁଏ। କିନ୍ତୁ ଆଜି ଆମେ ବିଦେଶର ଏକ ହାଇୱେ ବିଷୟରେ କହିବୁ ଯାହାକୁ ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଆମେରିକାର ହାଇୱେ ନମ୍ବର ୬୬୬ ହେଉଛି ଦୁନିଆର…

ପିଲାଙ୍କ ସ୍ମୃତି ଶକ୍ତି ବଢ଼ାଇବେ କିପରି?

ଅଭିଭାବକ ପିଲାଙ୍କ ସ୍ମୃତି ଶକ୍ତି ପ୍ରଖର କରିବା ପାଇଁ ମେମୋରି ଟନିକ ଓ ମଲ୍ଟି ଭିଟାମିନ ଭଳି ଅନେକ କିଛି ଖୁଆନ୍ତି। ପିଲାଙ୍କ ଧିଶକ୍ତି ବଢେଇବା ପାଇଁ କେଉଁ ବାପା-ମାଆଙ୍କର ଇଚ୍ଛାନଥାଏ କହିଲେ। ପ୍ରତ୍ୟେକ ଶିଶୁଙ୍କର ପିତାମାତା ଆଶା କରନ୍ତି ଯେ ସେମାନଙ୍କ ପିଲା ପଢା-ଲେଖାରେ ଏବଂ ଅନ୍ୟାନ୍ୟ…

କର୍ମଚାରୀଙ୍କୁ ଫିଟ୍ ରହିଲେ ମିଳିବ ଅଧିକ ଦରମା

ଓଡିଶା ସମ୍ବାଦ ବ୍ୟୁରୋ: ଫାଇନାନ୍ସିଆଲ ସର୍ଭିସ କମ୍ପାନୀ ଜିରୋଧା ନିଜ କର୍ମଚାରୀଙ୍କ ପାଇଁ ଆଉ ଏକ ନୂଆ ଆକର୍ଷଣୀୟ ଅଫର ଆଣି ବେଶ ଚର୍ଚ୍ଚାକୁ ଆସିଛି। ଅନଲାଇନ୍ ବ୍ରୋକିଂ ଫର୍ମ ଜିରୋଧା ନିଜର କର୍ମଚାରୀଙ୍କ ପାଇଁ ଏକ ଫିଟନେସ୍ ଚ୍ୟାଲେଞ୍ଜ ଆଣିଛି। ଏହି ଚ୍ୟାଲେଞ୍ଜ ପୂରଣ କରିବା କର୍ମଚାରୀଙ୍କୁ…

ରାଜଧାନୀରେ ନୂଆଁଖାଇ ଭେଟଘାଟ୍‌

ରାଜଧାନୀରେ ନୂଆଁଖାଇ ଭେଟଘାଟ୍‌ ଭୁବନେଶ୍ୱର : ନୂଆଁଖାଇ ପରିବାର ଓ ଶିବାଂଶୀ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ 'ନୂଆଁଖାଇ ଭେଟଘାଟ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳା,ସଂସ୍କୃତି, କ୍ରୀଡ଼ା,…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୬  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଚାରି ଦିଗରେ ଚାରି ଆଶ୍ରମ ବିଭିନ୍ନ ସମୟରେ ଗଢି ଉଠିଲା । ପୂର୍ବ ଦିଗରେ ମହର୍ଷି ଅଙ୍ଗିରାଙ୍କ ଆଶ୍ରମ, ପଶ୍ଚିମ ଦିଗରେ ଋଷି ମାର୍କଣ୍ଡେୟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୫ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଲୀଳା କ୍ଷେତ୍ର ଶ୍ରୀକ୍ଷେତ୍ର ବା ପୁରୁଷୋତ୍ତମ କ୍ଷେତ୍ର ତଥା ଶଙ୍ଖକ୍ଷେତ୍ର ମଧ୍ୟରେ ସର୍ବ ପୁରାତନ ସ୍ଥାନ ହିସାବରେ ଯେଉଁ କେତୋଟି ସ୍ଥାନ କଥା ମନକୁ…