Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

KYC କିମ୍ବା ଆକାଉଣ୍ଟ ଅପଡେଟ୍ ନାମରେ ସେୟାର କରନ୍ତୁ ନାହିଁ UPI PIN: ଏହି ଉପାୟ ଆପଣାନ୍ତୁ, ଅନଲାଇନ୍ ଠକେଇରୁ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅନଲାଇନ ଠକେଇ, ଅନଲାଇନ ପେମେଣ୍ଟ ଜରିଆରେ ଆକାଉଣ୍ଟ ଖାଲି, ଅନଲାଇନ ଠକ ଲୁଟି ନେଲେ ଲକ୍ଷାଧିକ, ଏମିତି ଅନେକ ଖବର ପ୍ରତିଦିନ ଶୁଣିଲା ପରେ ଆପଣ ଅନଲାଇନ କାରବାରକୁ ନେଇ ଭୟଭୀତ ହେଇଯାଉଥିବେ। କେବେକେବେ ଅନଲାଇନ ନେଣଦେଣ କେତେ ସୁରକ୍ଷିତ , ଅନଲାଇନର ବିଚକ୍ଷଣ

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୭୭ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବାର ମାସରେ ତେର ଯାତ ବା ଯାତ୍ରା ପାଳିତ ହୁଏ। ଏହି ଯାତ୍ରା ଛଡା କିଛି ଉପଯାତ୍ରା ମଧ୍ୟ ପାଳିତ ହୁଏ। ଏହିସବୁ ଯାତ୍ରା ଓ ଉପ ଯାତ୍ରା ଭିତରେ ମାତ୍ର ଦୁଇ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସକାଳୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଯାଇଛି । ସକାଳ ଧୂପ ଓ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯିବ । ଏହା ପରେ ଶ୍ରୀବିଗ୍ରହ ମାନଙ୍କୁ ନୂଆ ଲୁଗା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୭୬ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ସାକାର ଓ ନିରାକାର, ସଗୁଣ ଓ ନିର୍ଗୁଣ,ସବିଶେଷ ଓ ନିର୍ବିଶେଷ, ବ୍ୟକ୍ତ ଓ ଅବ୍ୟକ୍ତ, ନିତ୍ୟ ଓ ଅନିତ୍ୟ ଏଭଳି ଅନେକ ଭାବରେ ଆମେ ଜାଣିବାକୁ ଚେଷ୍ଟା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୭୫ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ର ବିଶେଷ ଆକର୍ଷଣ ହେଲା ନୀଳଚକ୍ର। ଯେତିକି ବିଶାଳ ଏହାର କଳେବର, ସେତିକି ଭୀଷଣ ଏହାର ରୂପ କାନ୍ତି। କାରଣ ଏହାର ରୂପ ସର୍ବଦା ନିଜ ରଙ୍ଗ…

ଆଜି ରାଜ୍ୟରେ ୨୨୧ ଜଣ କୋଭିଡ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରବିବାର ରାଜ୍ୟରେ ୨୨୧ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଏହି ସୂଚନା ଦେଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୨୯ ଜଣ ଏବଂ ସ୍ଥାନୀୟ ସଂକ୍ରମଣରୁ ୯୨ ଜଣ ଚିହ୍ନଟ ହୋଇଛନ୍ତି । ଏହି ନୂଆ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୭୪  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଦୁଇଟି ଚକ୍ରଙ୍କ ବିଶେଷ ପ୍ରଭାବ ଦୃଷ୍ଟି ଗୋଚର ହୁଏ । ଜଣେ ରତ୍ନସିଂହାସନରେ ପ୍ରଭୁଙ୍କ ସହିତ ବିରାଜମାନ କରନ୍ତି। ଯଥା ଶ୍ରୀଜଗନ୍ନାଥଙ୍କ…

ଆଜି ରାଧାଷ୍ଟମୀ: ରାଧା ହିଁ କୃଷ୍ଣ ହିଁ ରାଧା; କିପରି ଜନ୍ମ ହୋଇଥିଲେ ଶ୍ରୀରାଧା…

।।ବନ୍ଦେ ରାଧାପଦାମ୍ଭୋଜଂ ବ୍ରହ୍ମାଦିସୁରବନ୍ଦିତମ୍, ୟତ୍କୀର୍ତିକୀର୍ତନେନୈବ ପୁନାତି ଭୁବନତ୍ରୟମ୍। ନମୋ ଗୋକୁଲବାସିନ୍ୟୈ ରାଧିକାୟୈ ନମୋ ନମଃ, ଶତଶୃଙ୍ଗନିବାସିନ୍ୟୈ ଚନ୍ଦ୍ରାବତ୍ୟୈ ନମୋ ନମଃ॥ ଆଜି ଶ୍ରୀରାଧାଙ୍କ ଜନ୍ମ, ରାଧାଷ୍ଟମୀ। ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ…

ବ୍ରହ୍ମପୁର କେଦାରନାଥ ମନ୍ଦିରରେ ଗଜାନନଙ୍କୁ ଦେଖିବାକୁ ଭିଡ଼

ବ୍ରହ୍ମପୁର: ଦୁଇ ବର୍ଷ ପରେ ବ୍ରହ୍ମପୁର ସହର ଓ ଉପକଣ୍ଠରେ ବେଶ ଧୂମଧାମରେ ପାଳନ ହୋଇଛି ଗଣେଶ ପୂଜା। ଆୟୋଜକଙ୍କ ପକ୍ଷରୁ ଭିନ୍ନ ଭିନ୍ନ ପ୍ରକାର ସାଜସଜ୍ଜା ସହ ମୂର୍ତ୍ତି ପ୍ରସ୍ତୁତ କରାଯାଇଛି। ଚଳିତ ବର୍ଷ ସହର ଉପକଣ୍ଠ ସାନକୁଶସ୍ଥଳୀ ଗ୍ରାମରେ ଆକର୍ଷଣୀୟ ତୋରଣ ନିର୍ମାଣ କରାଯାଇଛି।…

କୋଭିସିଲ୍ଡ ପାର୍ଶ୍ୱ ପ୍ରତିକ୍ରିୟାଜନିତ ମୃତ୍ୟୁ; ବିଲ ଗେଟ୍ସ ଏବଂ ସେରମ ଇନଷ୍ଟିଚ୍ୟୁଟକୁ ବମ୍ବେ ହାଇକୋର୍ଟଙ୍କ…

ଭୁବନେଶ୍ୱର: କୋଭିସିଲ୍ଡ ଟୀକା ନେଇ ଜଣେ ଯୁବତୀଙ୍କ ମୃତ୍ୟୁ ପାଇଁ ବମ୍ବେ ହାଇକୋର୍ଟ ବିଲ ଗେଟ୍ସ ଏବଂ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ନୋଟିସ ଜାରି କରିଛନ୍ତି । ଔରଙ୍ଗାବାଦର ଦିଲ୍ଲୀପ ଲୁନାଓ୍ୱତ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ପିଟିସନରେ ସେ ଉଲ୍ଲେଖ କରିଛନ୍ତି…