Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

୫ ରୁ ୧୮ ବର୍ଷର ପିଲାମାନଙ୍କ ଖୁବଶୀଘ୍ର ବଜାରକୁ ଆସିବ ନାଜାଲ କୋଭିଡ ଟୀକା

ନୂଆଦିଲ୍ଲୀ : କୋରନା ଭାଇରସ୍  ରୁ ସାରା ବିଶ୍ୱ ଏଯାବତ ସମ୍ପୂର୍ଣ ଭାବେ ରକ୍ଷା ପାଇନାହିଁ ।  ବର୍ତ୍ତମାନ  ସୁଦ୍ଧା ଏହାକୁ କିପରି ମାତ  ଦେଇ ହେବ ତାହା ଉପରେ ଅଧୟନ ପରୀକ୍ଷଣ ଚାଲିଛି । ତେବେ କିଛି  ଦିନ ତଳେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ୧୮ ବର୍ଷରୁ ଅଧିକ ଲୋକଙ୍କ…

ପ୍ରତିଦିନ ତିନି ଟଙ୍କାରେ କିପରି ଫିଟ୍ ରହିବେ ଜାଣନ୍ତୁ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରତିଟି ଭାରତୀୟ ଲେମ୍ବୁ ଖାଇବାକୁ ପସନ୍ଦ କରନ୍ତି । କିଏ ଆଚାର କରି ଖାଏ ତ ଆଉ କିଏ ଲେମ୍ବୁ ସରବତ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଲେମ୍ବୁର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଯାହା ଶରୀରକୁ ଅନେକ ଲାଭ ପ୍ରଦାନ କରିଥାଏ । ଲେମ୍ବୁ ବା କାଗେଜି ଔଷଧୀୟ…

ହେୟାର ଡ୍ରାୟର ବ୍ୟବହାର କରୁଥିଲେ ସାବଧାନ, ଘଟିପାରେ ଏହି ଅଘଟଣ !

ଓଡିଶା ସମ୍ୱାଦ ବ୍ୟୁରୋ: ହେୟାର ଡ୍ରାୟର ସାଜିଲା କାଳ। ଚୁଟିକୁ ଡ୍ରାଏ କରୁଥିବା ବେଳେ ମୁଣ୍ଡରେ ଲାଗିଲା ନିଆଁ। ଏପରି ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଷ୍ଟାଇଲିସ ଲୁକ୍ ପାଇଁ ଆଜିର ଯୁବପିଢି ବିଭିନ୍ନ ପ୍ରକାରର ଜିନିଷ ବ୍ୟବାହର କରନ୍ତି। ଯେପରିକି ହେୟାର ଡ୍ରାୟର, ଷ୍ଟ୍ରେଟନର।…

ବିଶ୍ୱର ପେଟ ଭରୁଛି ‘ରାଇସ ମ୍ୟାନ’ଙ୍କ ଚାଉଳ

ଓଡ଼ିଶା ସମ୍ବାଦ ବ୍ୟୁରୋ: କୃଷି ହେଉଛି ଅର୍ଥନୀତିର ମେରୁଦଣ୍ଡ। ଆଉ ଭାରତ ଏକ କୃଷିପ୍ରାଧାନ୍ୟ ଦେଶ। ବିକାଶଶୀଳ ଦେଶମାନଙ୍କରେ ସବୁଜ ବିପ୍ଳବ ଗୁରୁତ୍ୱପୂର୍ଣ୍ଣ । ଏହି ସବୁଜ ବିପ୍ଳବ ଯୋଗୁଁ ନୂଆ କିସମ ଖାଦ୍ୟ ଶସ୍ୟ ଚାଷ କରାଯାଏ । ଭାରତରେ ଯେବେ ବି ସବୁଜ ବିପ୍ଳବ ସମ୍ପର୍କରେ ଆଲୋଚନା କରାଯାଏ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୮୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦକ୍ଷିଣ ଘରେ ବିଜେ କରିଥିବା ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ନାରାୟଣ ଓ ବାଡ଼ିନୃସିଂହଙ୍କ ବିଷୟରେ ଆଲୋଚନା…

ନିରୋଗ ରହିବାର ଏକମାତ୍ର ଉପାୟ ‘ଅଦା ମିଶ୍ରିତ କ୍ଷୀର’ ସେବନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅଦା ପଡିଥିବା ଚା' ପିଇଲେ ଯେତେ ସ୍ୱାଦିଷ୍ଟ ଲାଗେ ସେତିକି ଉପକାରୀ ମଧ୍ୟ । ଔଷଧିୟ ତତ୍ୱ ମଧ୍ୟରେ ଅଦା ନିଜ ସ୍ଥାନ ବଜାୟ ରଖିଛି। ଅଦାର ଫାଇଦା ତ ବହୁତ ଲୋକେ ଜାଣନ୍ତି କିନ୍ତୁ ବହୁତ କମ ଲୋକେ ଜାଣିଥିବେ କ୍ଷୀରରେ ଅଦା ମିଶାଇ ପିଇଲେ ଫାଇଦା ଦୁଇଗୁଣିତ ବଢିଯାଏ ।…

ଆପଣଙ୍କ ଶରୀରକୁ ଫିଟ୍ ରଖିବକି ଚିଟ୍ ମିଲ୍ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚିଟ୍ ମିଲ୍ କଣ ? ଚିଟ୍ ମିଲ୍ ସତରେ ଆପଣଙ୍କ ଶରୀରକୁ ଫିଟ୍ ଆଣ୍ଡ ହେଲଦି ରିଖିବ ? ଆଜିକାଲି ଲୋକେ ନିଜର ଓଜନ ହ୍ରାସ କରିବା ପାଇଁ ଡାଇଟିଂ କରନ୍ତି। ଏହସହ ନିଜର କାର୍ଯ୍ୟସୂଚୀରେ ଚିଟ୍ ମିଲ୍ ଡେ ମଧ୍ୟ ସାମିଲ କରନ୍ତି । ଏହା ଡାଇଟିଂର ଏକ ପ୍ରସେସ ବୋଲି କୁହନ୍ତି।…

ଭିଆଇପି ନମ୍ବର ରଖିବେ କି? ଅନ୍ ଲାଇନ୍ ନିଜେ ବାଛନ୍ତୁ, ହୋମ୍ ଡେଲିଭରୀ ସୁବିଧା ରହିଛି

ଓଡ଼ିଶା ସମ୍ବାଦ ବ୍ୟୁରୋ: ସମସ୍ତେ ନିଜ ମୋବାଇଲ, ଗାଡିର ନମ୍ବର ଟିକିଏ ଫ୍ୟାନସି ଅର୍ଥାତ ମନେ ରଖିପାରୁଥିବା ଭଳି ରଖିବାକୁ ଚାହାନ୍ତି। କିନ୍ତୁ ଅଧିକ ପଇସା ପାଇଁ ବାଧ୍ୟ ହୋଇ ଯେକୌଣସି ନମ୍ବରକୁ କିିିଣି ନିଅନ୍ତି। ଏବେ କିନ୍ତୁ ଏହି ସୁଯୋଗ ଆପଣଙ୍କ ହାତକୁ ଆସିଛି। ଅର୍ଥାତ୍ ନିଜ ନମ୍ବର…

ଅଧିକ ସମୟ କାମ କଲେ ହାତରୁ ଖସିଯିବ ମାଉସ୍ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏଣିକି ଲୋକଙ୍କୁ ଅଧିକ ପରିଶ୍ରମ କରିବାକୁ ଦେବ ନାହିଁ ମାଉସ। ନିର୍ଦ୍ଦିଷ୍ଟ ସମୟ ଭିତରେ କାମ ନସାରନ୍ତି ତେବେ ହାତରୁ ଖସି ପଳାଇ ପାରେ ମାଉସ। ଏପରି କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି। କିନ୍ତୁ ହଁ, ଇଲେକ୍ଟ୍ରୋନିକ୍ସ କମ୍ପାନୀ ଏକ ନୂତନ କମ୍ପ୍ୟୁଟର ମାଉସ୍…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୮୦ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦକ୍ଷିଣ ଘରେ ରହୁଥିବା ଚଳନ୍ତି ପ୍ରତିମା ଶ୍ରୀମଦନମୋହନ ଓ ରାମକୃଷ୍ଣ । ଚନ୍ଦନ ଯାତ୍ରା ସମୟରେ ଚାପରେ ବିଜେ ହୁଅନ୍ତି। ନରେନ୍ଦ୍ର ପୁଷ୍କରିଣୀରେ ଦୁଇଟି…