Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ନିରୋଗ ରହିବାର ଏକମାତ୍ର ଉପାୟ ‘ଅଦା ମିଶ୍ରିତ କ୍ଷୀର’ ସେବନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅଦା ପଡିଥିବା ଚା' ପିଇଲେ ଯେତେ ସ୍ୱାଦିଷ୍ଟ ଲାଗେ ସେତିକି ଉପକାରୀ ମଧ୍ୟ । ଔଷଧିୟ ତତ୍ୱ ମଧ୍ୟରେ ଅଦା ନିଜ ସ୍ଥାନ ବଜାୟ ରଖିଛି। ଅଦାର ଫାଇଦା ତ ବହୁତ ଲୋକେ ଜାଣନ୍ତି କିନ୍ତୁ ବହୁତ କମ ଲୋକେ ଜାଣିଥିବେ କ୍ଷୀରରେ ଅଦା ମିଶାଇ ପିଇଲେ ଫାଇଦା ଦୁଇଗୁଣିତ ବଢିଯାଏ ।…

ଆପଣଙ୍କ ଶରୀରକୁ ଫିଟ୍ ରଖିବକି ଚିଟ୍ ମିଲ୍ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚିଟ୍ ମିଲ୍ କଣ ? ଚିଟ୍ ମିଲ୍ ସତରେ ଆପଣଙ୍କ ଶରୀରକୁ ଫିଟ୍ ଆଣ୍ଡ ହେଲଦି ରିଖିବ ? ଆଜିକାଲି ଲୋକେ ନିଜର ଓଜନ ହ୍ରାସ କରିବା ପାଇଁ ଡାଇଟିଂ କରନ୍ତି। ଏହସହ ନିଜର କାର୍ଯ୍ୟସୂଚୀରେ ଚିଟ୍ ମିଲ୍ ଡେ ମଧ୍ୟ ସାମିଲ କରନ୍ତି । ଏହା ଡାଇଟିଂର ଏକ ପ୍ରସେସ ବୋଲି କୁହନ୍ତି।…

ଭିଆଇପି ନମ୍ବର ରଖିବେ କି? ଅନ୍ ଲାଇନ୍ ନିଜେ ବାଛନ୍ତୁ, ହୋମ୍ ଡେଲିଭରୀ ସୁବିଧା ରହିଛି

ଓଡ଼ିଶା ସମ୍ବାଦ ବ୍ୟୁରୋ: ସମସ୍ତେ ନିଜ ମୋବାଇଲ, ଗାଡିର ନମ୍ବର ଟିକିଏ ଫ୍ୟାନସି ଅର୍ଥାତ ମନେ ରଖିପାରୁଥିବା ଭଳି ରଖିବାକୁ ଚାହାନ୍ତି। କିନ୍ତୁ ଅଧିକ ପଇସା ପାଇଁ ବାଧ୍ୟ ହୋଇ ଯେକୌଣସି ନମ୍ବରକୁ କିିିଣି ନିଅନ୍ତି। ଏବେ କିନ୍ତୁ ଏହି ସୁଯୋଗ ଆପଣଙ୍କ ହାତକୁ ଆସିଛି। ଅର୍ଥାତ୍ ନିଜ ନମ୍ବର…

ଅଧିକ ସମୟ କାମ କଲେ ହାତରୁ ଖସିଯିବ ମାଉସ୍ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏଣିକି ଲୋକଙ୍କୁ ଅଧିକ ପରିଶ୍ରମ କରିବାକୁ ଦେବ ନାହିଁ ମାଉସ। ନିର୍ଦ୍ଦିଷ୍ଟ ସମୟ ଭିତରେ କାମ ନସାରନ୍ତି ତେବେ ହାତରୁ ଖସି ପଳାଇ ପାରେ ମାଉସ। ଏପରି କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି। କିନ୍ତୁ ହଁ, ଇଲେକ୍ଟ୍ରୋନିକ୍ସ କମ୍ପାନୀ ଏକ ନୂତନ କମ୍ପ୍ୟୁଟର ମାଉସ୍…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୮୦ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦକ୍ଷିଣ ଘରେ ରହୁଥିବା ଚଳନ୍ତି ପ୍ରତିମା ଶ୍ରୀମଦନମୋହନ ଓ ରାମକୃଷ୍ଣ । ଚନ୍ଦନ ଯାତ୍ରା ସମୟରେ ଚାପରେ ବିଜେ ହୁଅନ୍ତି। ନରେନ୍ଦ୍ର ପୁଷ୍କରିଣୀରେ ଦୁଇଟି…

ଯୁବବର୍ଗ କାହିଁକି ହୃଦଘାତରେ ପୀଡିତ ! ଜାଣନ୍ତୁ ହୃଦଘାତ-କୋଭିଡ ଟିକା ମଧ୍ୟରେ ଥିବା କନେକ୍ସନ

ଓଡ଼ିଶା ସମ୍ବାଦ ବ୍ୟୁରୋ: କୋଭିଡ୍ ସଂକ୍ରମଣ ବ୍ୟାପିବା ପରଠାରୁ ବହୁ ଲୋକେ ପ୍ରାଣ ହରାଇଛନ୍ତି। ଦିନକୁ ଦିନ ହୃତଘାତ ଭଳି ରୋଗ ମଧ୍ୟ ବୃଦ୍ଧି ପାଇଛି । 40 ବର୍ଷରୁ କମ୍ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ହାର୍ଟଆଟାକ ହେଉଥିବାର ପରିଲକ୍ଷିତ ହେଉଛି। ହୃତଘାତ ପଛରେ ଅନେକ କାରଣ ରହିଛି । ତେବେ ଯୁବବର୍ଗ…

ଚପଲ ପିନ୍ଧୁଥିଲେ ହୋଇଯାଆନ୍ତୁ ସତର୍କ ! ଅସାବଧାନତା ଯୋଗୁଁ ହୋଇପାରେ ବିପଦ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରାଚୀନ କାଳରେ ରାଜା-ମହାରାଜା ଏବଂ ଋଷି-ମୁନୀମାନେ କଠଉକୁ ବ୍ୟବହାର କରୁଥିଲେ। କିନ୍ତୁ ଅତ୍ୟାଧୁନିକ ଯୁଗରେ କଠଉ ପିନ୍ଧିବା ଦୂରେ ଥାଉ ଆସ୍ତେ ଆସ୍ତେ କଠଉର ଉପକାରୀତା ସମ୍ପର୍କରେ ଭୁଲିଗଲେଣି। ଆଜିକାଲି ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ପୋଷାକର ରଙ୍ଗ…

ଫ୍ୟାଶନ ମାମଲାରେ ରାଣୀ ଏଲିଜାବେଥ-୨ ଥିଲେ ଶୀର୍ଷରେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଣୀ ଏଲିଜାବେଥ-୨ଙ୍କର ଦେହାନ୍ତ ପରେ ତାଙ୍କ ସହ ଜଡିତ ଇତିହାସକୁ ମନେ ପକାଉଛି ସାରା ବିଶ୍ୱ। ଏଲିଜାବେଥ୍-୨ ବ୍ରିଟେନର ଦୀର୍ଘତମ ରାଜକୀୟ ରାଣୀର ମାନ୍ୟତା ହାସଲ କରିଥିଲେ। ବ୍ରଟିଶ ରାଜଗାଦୀର ଅଧିଷ୍ଠାତ୍ରୀ ଥିବା ଏଲିଜାବେଥଙ୍କର ଜୀବନଶୈଳୀ ସବୁବେଳେ ଚର୍ଚ୍ଚାର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୭୯ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦକ୍ଷିଣ ଘରେ ବିରାଜିତ ଚଳନ୍ତି ପ୍ରତିମାମାନଙ୍କ ମଧ୍ୟରେ ଶ୍ରୀ ମଦନମୋହନ ଓ ଶ୍ରୀରାମକୃଷ୍ଣଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ। ମହାପ୍ରଭୁଙ୍କ…

ବିଶ୍ୱର ୨୦୦ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଚଙ୍ଗେଜ ଖାଁଙ୍କ ବଂଶଜ !

ଭୁବନେଶ୍ୱର: ଇତିହାସର ସବୁଠାରୁ ନୃଶଂସ ଏବଂ କ୍ଷମତାଲୋଭୀ ରାଜା ଭାବେ ଚଙ୍ଗେଜ ଖାଁଙ୍କୁ କିଏ ବା ନ ଜାଣେ । ଏହି ନିର୍ଦ୍ଦୟୀ, ହତ୍ୟାକାରୀ ଯେଉଁ ସ୍ଥାନ ଅଧିକାର କରୁଥିଲା ସେଠାରେ ମଣିଷର କଟା ମୁଣ୍ଡ ଗଦେଇ ହୋଇ ପଡୁଥିଲା । ଏହା ପରେ ଆରମ୍ଭ ହେଉଥିଲା ମାନବିକତା ନାମକ ଶବ୍ଦର ହତ୍ୟା । ଉକ୍ତ…