Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ମାଁ ବୁଢ଼ୀ ଠାକୁରାଣୀ ମନ୍ଦିରର ହେବ ନବିକରଣ

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ଗୋଟିଏ ପରେ ଗୋଟିଏ ପ୍ରସିଦ୍ଧ ମନ୍ଦିରର ନବିକରଣ କରାଯାଉଛି । ଏହା ଭିତରେ ମାଁ ତାରା ତାରିଣୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ନବିକରଣ ଅଭିଯାନରେ ସାମିଲ ହେବାକୁ ଯାଉଛି ବ୍ରହ୍ମପୁରର ପ୍ରସିଦ୍ଧ ତଥା ଆରାଧ୍ୟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୯୩  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ମନ ରୂପୀ ଗଜ ଭକ୍ତିର ସହ ଆକୁଳ ନିବେଦନ କରିବାରୁ, ଇନ୍ଦ୍ରିୟ ଲାଳସା ରୂପୀ କୁମ୍ଭୀର କବଳରୁ ରକ୍ଷା ପାଇଥିଲା। ଏହି ସାରତତ୍ତ୍ୱର ଆଲୋଚନା ଭିତରେ ଆମେ…

ଶ୍ରୀମନ୍ଦିରର କିଛି ଶୃଙ୍ଖଳା ଅଛି କି?

ବିଭିନ୍ନ ସମୟରେ ବିଶୃଙ୍ଖଳିତ ବ୍ୟବସ୍ଥା ପାଇଁ ଶ୍ରୀମନ୍ଦିର ସମ୍ପର୍କିତ ସମ୍ବାଦ ଗଣମାଧ୍ୟମରେ ଚର୍ଚ୍ଚିତ ହୁଏ । ପ୍ରତ୍ୟେକ କଥାରେ ବିଶୃଙ୍ଖଳା ସୃଷ୍ଟି କରିବା ଏବଂ ମନ୍ଦିର ପ୍ରଶାସନ ନାମକ ସଂସ୍ଥାକୁ ଏକ ସ୍ଥାଣୁ ସଂସ୍ଥା ଭାବରେ ଭାବିବାରେ କୌଣସି ପ୍ରକାରର ଭୁଲ୍ ନାହିଁ । ବିଶେଷ କରି…

ରାଜ୍ୟରେ ଦୁଇ ସ୍ୱାଇନ ଫ୍ଲୁ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଦୁଇ ଜଣ ସ୍ୱାଇନ ଫ୍ଲୁ ସଂକ୍ରମିତ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନଙ୍କ ବିଗତ ନିକଟ ଅତୀତରେ କୁଆଡ଼େ ବାହାରକୁ ଯାଇନାହାନ୍ତି ବା ଫେରି ନାହାନ୍ତି । ସଂକ୍ରମିତଙ୍କ ମଧ୍ୟରୁ ଜଣେ ପୁରୁଷ(୩୮) ଓ ନାରୀ(୨୮) । ଉଭୟ ଏକ ଘରୋଇ ହସ୍ପିଟାଲରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୯୨  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଭାବ ଭକ୍ତି ଡୋରିରେ ବାନ୍ଧିବାକୁ ଭକ୍ତିସାଧନା କରିବା ବିଧେୟ। ଏହି ଭକ୍ତି ସାଧନାର ମାର୍ଗ କଣ ତାହା ନିଶ୍ଚୟ ଆଲୋଚନା କରିବା। କିନ୍ତୁ ପ୍ରଥମେ ନିଜକୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୯୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ପ୍ରସନ୍ନତା ପାଇଁ ପ୍ରତ୍ୟେକ ବ୍ୟକ୍ତି ସଂସାରର ଆସକ୍ତି ବା ମୋହ, ରାଗ,ତଥା ଆକର୍ଷଣ (ସାଂସାରିକ ବନ୍ଧନ )ରହିତ ହୋଇ ନିଜର ଶରୀର, ଇନ୍ଦ୍ରିୟ, ମନ ଓ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୯୦  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସ୍ମରଣ, ଧ୍ୟ୍ୟନ କରିବା ପାଇଁ କେବଳ ମନରେ ଭକ୍ତି, ପ୍ରଭୁଙ୍କ ପ୍ରତି ଅନୁରାଗ ଓ ଅନୁରକ୍ତି ରହିବା ଆବଶ୍ୟକ। ଏହି ଭକ୍ତି ସମ୍ବନ୍ଧରେ କିଛି ତାତ୍ତ୍ୱିକ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୮୯  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ପ୍ରଚାର ପାଇଁ ଉଦିଷ୍ଟ"ଗଜ ଉଦ୍ଧାରଣ "ଉପାଖ୍ୟାନ "ଖଣ୍ଡିକିଆ ହରିବଂଶ "ଆଧାରରେ ଆମେ ଆଲୋଚନା ଜାରି ରଖିଛେ। ଏଠାରେ ଗଜ ଚଉରlଶି କାଠି ଜଳରେ ବୁଡ଼ି…

ସାବିତ୍ରୀ: ଜଣେ ସତୀର କାହାଣୀ …

– ଦେବଦତ୍ତ ରଥ ଭୁବନେଶ୍ୱର: ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁ କବଳରୁ ଫେରାଇ ଆଣିଲା, ତାହାକୁ ଆଧାର କରି ମା’ ସାବିତ୍ରୀଙ୍କୁ ମହିମାନ୍ୱିତ କରାଯାଇଥାଏ। ଓଡ଼ିଶାରେ ବାର ମାସରେ ତେର ପର୍ବ ଭିତରେ ସାବିତ୍ରୀ ବ୍ରତ ଅନ୍ୟତମ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୮୮ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ବର୍ଣ୍ଣନା ପାଇଁ ଆମେ "ଗଜ ଉଦ୍ଧାରଣ "ପ୍ରସଙ୍ଗ ଆଲୋଚନା ଭିତରେ ଆଜି କବି ନାରାୟଣ ଦାସ ସଂକ୍ଷେପରେ ଅଚ୍ୟୁତାନନ୍ଦ ଙ୍କ ରଚିତ "ହରିବଂଶ " କୁ ସାତ…