Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରାଜ୍ୟରେ ହାରାହାରି ୩୩% ଓମିକ୍ରନ୍ ଆକ୍ରାନ୍ତ, ଆସିଲା ଓମିସିୟୋର ଷ୍ଟଡି ରିପୋର୍ଟ

ଭୁବନେଶ୍ୱର: ରାଜ୍ୟରୁ ହାରାହାରି ୩୩ ପ୍ରତିଶତ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିସିୟୋର୍ ଷ୍ଟଡି ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ରାଜ୍ୟରେ ଓମିସିୟୋର କିଟର ହାରାହାରି ୩୧ହଜାର ୬୬୬ ଜଣଙ୍କର ସାମ୍ପୁଲ୍ ଟେଷ୍ଟ କରାଯାଇଥିଲା । ସେଥିରୁ ୧୭ଶହ ୨୯ ଜଣଙ୍କର ପଜିଟିଭ୍ ବାହାରିଥିଲା ।…

ଆଜି ଦେଶରେ ସଂକ୍ରମଣ ବଢ଼ିଛି, କମିଛି ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ତଳେ ରହିଛି । ଯଦିଓ ଗତକାଲି ଅପେକ୍ଷା ଆଜି କେସ୍ ସାମାନ୍ୟ ବଢ଼ିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ଲକ୍, ୭୨ହଜାର ୪୩୩ କରୋନା ଆକ୍ରାନ୍ତ । ଗତକାଲି ଅପେକ୍ଷା ୬.୮ ପ୍ରତିଶତ ଅଧିକ ପଜିଟିଭ୍ ବାହାରିଛନ୍ତି । ଗତକାଲି ଚିହ୍ନଟ…

ଆଜି ରାଜ୍ୟରେ ସାମାନ୍ୟ ବଢ଼ିଛି କରୋନା କେସ୍: ୩୬୨୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ । ପ୍ରତିଦିନ ୪ ହଜାର ଭିତରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତକାଲି ଅପେକ୍ଷା ଆଜି ଦୈନିକ ସଂକ୍ରମଣ ସାମାନ୍ୟ ବଢ଼ିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୬୨୯ ଆକ୍ରାନ୍ତ । କାରେଣ୍ଟିନରୁ ୨୧୧୫ ଓ ଲୋକାଲ୍…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଭକ୍ତ ପ୍ରିୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ, ସମଗ୍ର ସୃଷ୍ଟିର ସ୍ରଷ୍ଟା । ନିଜ ସୃଷ୍ଟିର ସମସ୍ତ ବିଭବ ତାଙ୍କର ପ୍ରିୟ ହେବା କଥା । କିନ୍ତୁ ସନାତନ ଧର୍ମର ଶ୍ରେଷ୍ଠ ତଥା ସକଳ ଶାସ୍ତ୍ରର ସାର ଶ୍ରୀମଦ ଭାଗବତ ଗୀତା କହେ…

୫ ବର୍ଷରୁ କମ୍ ପିଲାଙ୍କୁ ଖୁବଶୀଘ୍ର କରୋନା ଟିକା, ଅନୁମତି ମାଗିଲା ଫାଇଜର୍

ନୂଆଦିଲ୍ଲୀ: ୫ ବର୍ଷରୁ କମ୍ ପିଲାଙ୍କୁ ଖୁବଶୀଘ୍ର ମିଳିବ କରୋନା ଟିକା । ୬ ମାସରୁ ପାଞ୍ଚ ବର୍ଷ ଭିତରେ ପିଲାଙ୍କୁ ଟିକାକରଣ ପାଇଁ ଅନୁମତି ମାଗିଲା ଆମେରିକାର ଟିକା ନିର୍ମାତା କମ୍ପାନୀ ଫାଇଜର ଏଣ୍ଡ ବାୟୋଏନଟେକ୍ । ଟିକାର ଜରୁରିକାଳୀନ ବ୍ୟବହାର ପାଇଁ ଆମେରିକାର ଫୁଡ୍ ଏଣ୍ଡ ଡ୍ରଗ୍ସ…

ଦେଶରେ ବଢୁଛି ଦୈନିକ କରୋନା ମୃତ୍ୟୁସଂଖ୍ୟା, ୧୦% ତଳେ ପଜିଟିଭ୍ ହାର

ନୂଆଦିଲ୍ଲୀ: ଦେଶରେ କାବୁ ପାଉଛି କରୋନା ସଂକ୍ରମଣ । ଦୈନିକ କେସ୍ ୨ ଲକ୍ଷ ତଳକୁ ଖସିଛି । ପାଖାପାଖି ଦେଢ଼ ଲକ୍ଷକୁ ଖସିଲାଣି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୬୧ହଜାର ୩୮୬ ଆକ୍ରାନ୍ତ । ଦୈନିକ ସଂକ୍ରମଣ ତଳକୁ ତଳକୁ ଖସୁଛି । ଦେଶରେ ଦୈନିକ ପଜିଟିଭ୍ ହାର ୯.୨୬ ପ୍ରତିଶତ ରହିଛି ।…

ଆଜି ରାଜ୍ୟରୁ ବାହାରିଲେ ୩୪୫୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଏବେ ଦୈନିକ କରୋନା ସଂକ୍ରମଣ ୩ରୁ ୪ହଜାର ଭିତରେ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୪୫୦ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୨୦୧୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪୩୮ । ୧୮ ବର୍ଷ ଭିତରେ ଆଉ ୪୩୬ ପଜିଟିଭ ବାହାରିଛନ୍ତି । ୧୦ ଜିଲ୍ଲାରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ :  ୭୧  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ସର୍ବୋତ୍ତ ଭାବେ ଜାଣିବା ପାଇଁ ଯୁଗେ ଯୁଗେ ସାଧକ ମାନେ ସାଧନା କରିଆସୁଛନ୍ତି। କିନ୍ତୁ ତାଙ୍କ (ସାଧକ ମାନଙ୍କ )ଅନ୍ତରର ଜିଜ୍ଞାଂl କେବେ ପୂରଣ ହୋଇନି।…

ଦେଶରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍, ଦିନକରେ ୧୧୯୨ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ କାବୁ ପାଉଛି । ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । କିନ୍ତୁ ମୃତ୍ୟୁସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ଲକ୍ଷ ତଳକୁ ହ୍ରାସ ପାଇଛି । ସାରା ଦେଶରୁ ଆଉ ୧ଲକ୍ଷ ୬୭ହଜାର ୦୫୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ…

ରାଜ୍ୟରେ ଖସୁଛି କରୋନା ସଂକ୍ରମଣ: ଆଜି ୩୦୮୬ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ । ୩-୪ ହଜାର ଭିତରେ ରହିଛି ଦୈନିକ କେସ୍ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୮୬ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧ହଜାର ୭୯୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧ହଜାର ୨୮୯ । ୧୮ ବର୍ଷ ଭିତରେ ଆଉ ୪୫୪…