Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଭକ୍ତ ପ୍ରିୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ, ସମଗ୍ର ସୃଷ୍ଟିର ସ୍ରଷ୍ଟା । ନିଜ ସୃଷ୍ଟିର ସମସ୍ତ ବିଭବ ତାଙ୍କର ପ୍ରିୟ ହେବା କଥା । କିନ୍ତୁ ସନାତନ ଧର୍ମର ଶ୍ରେଷ୍ଠ ତଥା ସକଳ ଶାସ୍ତ୍ରର ସାର ଶ୍ରୀମଦ ଭାଗବତ ଗୀତା କହେ…

୫ ବର୍ଷରୁ କମ୍ ପିଲାଙ୍କୁ ଖୁବଶୀଘ୍ର କରୋନା ଟିକା, ଅନୁମତି ମାଗିଲା ଫାଇଜର୍

ନୂଆଦିଲ୍ଲୀ: ୫ ବର୍ଷରୁ କମ୍ ପିଲାଙ୍କୁ ଖୁବଶୀଘ୍ର ମିଳିବ କରୋନା ଟିକା । ୬ ମାସରୁ ପାଞ୍ଚ ବର୍ଷ ଭିତରେ ପିଲାଙ୍କୁ ଟିକାକରଣ ପାଇଁ ଅନୁମତି ମାଗିଲା ଆମେରିକାର ଟିକା ନିର୍ମାତା କମ୍ପାନୀ ଫାଇଜର ଏଣ୍ଡ ବାୟୋଏନଟେକ୍ । ଟିକାର ଜରୁରିକାଳୀନ ବ୍ୟବହାର ପାଇଁ ଆମେରିକାର ଫୁଡ୍ ଏଣ୍ଡ ଡ୍ରଗ୍ସ…

ଦେଶରେ ବଢୁଛି ଦୈନିକ କରୋନା ମୃତ୍ୟୁସଂଖ୍ୟା, ୧୦% ତଳେ ପଜିଟିଭ୍ ହାର

ନୂଆଦିଲ୍ଲୀ: ଦେଶରେ କାବୁ ପାଉଛି କରୋନା ସଂକ୍ରମଣ । ଦୈନିକ କେସ୍ ୨ ଲକ୍ଷ ତଳକୁ ଖସିଛି । ପାଖାପାଖି ଦେଢ଼ ଲକ୍ଷକୁ ଖସିଲାଣି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୬୧ହଜାର ୩୮୬ ଆକ୍ରାନ୍ତ । ଦୈନିକ ସଂକ୍ରମଣ ତଳକୁ ତଳକୁ ଖସୁଛି । ଦେଶରେ ଦୈନିକ ପଜିଟିଭ୍ ହାର ୯.୨୬ ପ୍ରତିଶତ ରହିଛି ।…

ଆଜି ରାଜ୍ୟରୁ ବାହାରିଲେ ୩୪୫୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଏବେ ଦୈନିକ କରୋନା ସଂକ୍ରମଣ ୩ରୁ ୪ହଜାର ଭିତରେ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୪୫୦ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୨୦୧୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪୩୮ । ୧୮ ବର୍ଷ ଭିତରେ ଆଉ ୪୩୬ ପଜିଟିଭ ବାହାରିଛନ୍ତି । ୧୦ ଜିଲ୍ଲାରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ :  ୭୧  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ସର୍ବୋତ୍ତ ଭାବେ ଜାଣିବା ପାଇଁ ଯୁଗେ ଯୁଗେ ସାଧକ ମାନେ ସାଧନା କରିଆସୁଛନ୍ତି। କିନ୍ତୁ ତାଙ୍କ (ସାଧକ ମାନଙ୍କ )ଅନ୍ତରର ଜିଜ୍ଞାଂl କେବେ ପୂରଣ ହୋଇନି।…

ଦେଶରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍, ଦିନକରେ ୧୧୯୨ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ କାବୁ ପାଉଛି । ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । କିନ୍ତୁ ମୃତ୍ୟୁସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ଲକ୍ଷ ତଳକୁ ହ୍ରାସ ପାଇଛି । ସାରା ଦେଶରୁ ଆଉ ୧ଲକ୍ଷ ୬୭ହଜାର ୦୫୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ…

ରାଜ୍ୟରେ ଖସୁଛି କରୋନା ସଂକ୍ରମଣ: ଆଜି ୩୦୮୬ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ । ୩-୪ ହଜାର ଭିତରେ ରହିଛି ଦୈନିକ କେସ୍ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୮୬ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧ହଜାର ୭୯୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧ହଜାର ୨୮୯ । ୧୮ ବର୍ଷ ଭିତରେ ଆଉ ୪୫୪…

ରାଜ୍ୟରୁ କରୋନା ନେଲା ଆଉ ୧୭ ଜୀବନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଉ ୧୭ ଜଣଙ୍କର ଜୀବନ ନେଇଛି ପ୍ରାଣଘାତୀ କରୋନା । ଅଡିଟ୍ ପ୍ରୋସେସରେ ସେମାନଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ଭିତରେ କଟକ ଜିଲ୍ଲାରୁ ସର୍ବାଧିକ ୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ :  ୭୦ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରମବ୍ରହ୍ମ ଶ୍ରୀଜଗନ୍ନାଥ ହେଉଛନ୍ତି ଭାବର ଦେବତା, ବିଭବର ନୁହଁନ୍ତି। ସେହିପରି ତାଙ୍କୁ ପାଇହୁଏ ଭକ୍ତିରେ, ଶକ୍ତି ଦ୍ୱାରା ନୁହେଁ। ସାଂସାରିକ କ୍ଷେତ୍ରରେ ଦୁଇଟି ବଡ଼ ସମ୍ପଦ, ବିଭବ…

ରାଜ୍ୟରୁ କରୋନା ନେଲା ଆଉ ୧୮ ଜୀବନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଉ ୧୮ ଜଣଙ୍କ ଜୀବନ ନେଇଛି ପ୍ରାଣଘାତୀ କରୋନା । ଅଡିଟ୍ ପ୍ରୋସେସରେ ସେମାନଙ୍କର ମୃତ୍ୟୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୪ଜଣ ରହିଥିବା ବେଳେ ଯାଜପୁର ଓ ଗଞ୍ଜାମ…