Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ମଞ୍ଚସ୍ଥ ହେବ ‘ଚତୁରା କାହାର’

ଭୁବନେଶ୍ୱର : ନାଟ୍ୟ ସଂସ୍ଥା "ମୁକ୍ତି" ପକ୍ଷରୁ ଏକ ହାସ୍ୟରସାତ୍ମକ ନାଟକ "ଚତୁରା କାହାର " ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଡିସେମ୍ବର ୨ ଓ ୩ ସନ୍ଧ୍ୟାରେ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି। କାର୍ଲୋ ଗୋଲଦୋନିଙ୍କ ରଚିତ ଏହି ନାଟକକୁ ଶକ୍ତି ମହାନ୍ତି ଓଡ଼ିଆରେ ଅନୁବାଦ କରିଛନ୍ତି ଏବଂ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧୩  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁରୂପ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଉପାସନା ବିନା ଶାସ୍ତ୍ର ନିର୍ଦ୍ଦେଶିତ ପରଂବ୍ରହ୍ମଙ୍କୁ ସର୍ବୋତ୍ତ ଭାବେ ଜାଣିବା କଷ୍ଟକର । ଆପଣ ଯେତେ ପାପ ବା ପୁଣ୍ୟ କରନ୍ତୁ ଶ୍ରୀଜଗନ୍ନାଥଙ୍କ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । କରୁଣାମୟ ଶ୍ରୀ ଜଗନ୍ନାଥ, ନିଜ ମୁଖରେ ସ୍ୱୀକାର କରିଛନ୍ତି ଯେ "ଭକ୍ତିମାନ ଯ ସ ମେ ପ୍ରିୟ । " ତେବେ ଏ ଜଗତରେ ଭକ୍ତିମାନ କିଏ ? ଆମେ ଜାଣିଛେ ସାଧାରଣରେ ଯିଏ ଭକ୍ତ ସେହିଁ…

ମହଙ୍ଗା ହେଲା ମୋବାଇଲ ସେବା

ଭୁବନେଶ୍ୱର: ମହଙ୍ଗା ହେଲା ମୋବାଇଲ ସେବା । ଦେବାକୁ ପଡିବ ଅଧିକ ଟଙ୍କା ।  ଭୋଡାଫୋନ୍, ଏୟାରଟେଲ ପରେ ଜିଓ କମ୍ପାନୀ ବଢାଇଛି ରିଚାର୍ଜ ପ୍ୟାକର ଦାମ । କରୋନା ପାଇଁ ସରକାରୀ, ବେସରକାରୀ କାମ ପାଖରୁ ଆରମ୍ଭ କରି ସ୍କୁଲ ଅନଲାଇନରେ ଚାଲିଛି । ଏପରି ସ୍ଥିତିରେ ଫୋନ୍ କଲ୍ ଏବଂ ଡାଟା ପ୍ୟାକ…

[ଭିଡ଼ିଓ] ହଣ୍ଟେଡ୍ ଷ୍ଟେସନ, ସନ୍ଧ୍ୟା ହେଲେ ଜନ ଶୂନ୍ୟ

ପୁରୁଲିଆ: ଆମ ଚାରିପଟେ ଅନେକ ରହସ୍ୟମୟ ଘଟଣା ମାନ ଘଟୁଛି । କିଛି ଆମ ଜାଣତରେ ଆଉ କିଛି ଆମ ଅଜାଣତରେ ଘଟି ଚାଲିଛି । ମଣିଷର ଉପସ୍ଥିତି ସାଙ୍ଗକୁ କିଛି ଅଦୃଶ୍ୟ ଶକ୍ତିର ଉପସ୍ଥିତି ବି କିଛିକାଂଶରେ ଅସ୍ତିତ୍ୱ ଜାହିର କରେ। ତେବେ ମଣିଷ ମାନଙ୍କ ବ୍ୟତୀତ କିଛି ଭୂତ ପ୍ରେତ ନାଁରେ ମଧ୍ୟ ଭୟ…

ଆଜି ଶ୍ରୀଜୀଉଙ୍କ ପଇତା ଲାଗି ନୀତି, ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ମାର୍ଗଶୀର କୃଷ୍ଣଦଶମୀ ତିଥି। ଶ୍ରୀମନ୍ଦିରରେ  ମହାପ୍ରଭୁଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଅପରାହ୍ନରେ ଏହି ନୀତି ସମ୍ପନ୍ନ ହେବ। ଏଥିପାଇଁ ଅପରାହ୍ନ ୪ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ପାଇଁ ଦର୍ଶନ କଟକଣା ଜାରି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧୧  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଆତ୍ମା ସ୍ୱରୂପ ଶ୍ରୀ ଜଗନ୍ନାଥ । ଆଜି ପର୍ଯ୍ୟନ୍ତ ଆମେ ଆଲୋଚନା କଲେ ମୁଖ୍ୟତଃ ଶ୍ରୀମନ୍ଦିରରେ ବିରାଜିତ ଶ୍ରୀଜଗନ୍ନାଥଙ୍କ ବିଷୟରେ । ଏଠି ଗୋଟିଏ ଭାଗବତ ଉକ୍ତି ମନେପଡୁଛି : "ସକଳ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧୦ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପ୍ରେମଭକ୍ତିର ଠାକୁର ଶ୍ରୀଜଗନ୍ନାଥଙ୍କୁ ନିଜର ଇଷ୍ଟ ବୋଲି ସ୍ୱୀକାର କରିଥିବା ମହାତ୍ମା ଓ ଆଚାର୍ଯ୍ୟମାନେ ପ୍ରଥମେ କିନ୍ତୁ ଅନ୍ୟ ଉପାସନା ଧାରାରେ ନିଜ ନିଜକୁ ପ୍ରତିଷ୍ଠିତ କରାଇଥିଲେ ।…

ଅଷ୍ଟମୀ ପିଠା, ମନର କଥା

ଡ଼ି ଶୁଭମ୍‌  ଆମେ ଓଡ଼ିଆ , ଭାରି ବଢ଼ିଆ – ଏ ଉକ୍ତିଟି ବୋଧହୁଏ ସମସ୍ତେ କଥାକଥାରେ ବ୍ୟବହାର କରୁଥିବେ । ଓଡ଼ିଆତ୍ୱର ବିଶେଷତା ସାରା ବିଶ୍ୱରେ ଅନନ୍ୟ । ଏ ମାଟିର ବାସ୍ନା ଅଲଗା , ଆମ ରାଇଜର ପବନର ଶିହରଣ ବି ଅଲଗା । ଏଠି ପୂଜା, ପର୍ବଠୁ ଆରମ୍ଭ କରି ପିଠା ,ମିଠା ଯାଏଁ ସବୁକିଛି…

ନୂଆ ଷ୍ଟ୍ରେନ୍ ‘ଓମିକ୍ରନ୍’ ଆଗରେ ଟିକା ଫେଲ୍ ? କ’ଣ କହିଲା ଫାଇଜର ଜାଣନ୍ତୁ

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନାର ନୂଆ ଷ୍ଟ୍ରେନ୍ ଓମିକ୍ରନକୁ ନେଇ ଚିନ୍ତିତ । କେମିତି ଏହାକୁ ମୁକାବିଲା କରାଯିବ ? ନୂଆ ଭାରିଆଣ୍ଟ କେତେ ଅଧିକ ସଂକ୍ରାମତ । ରୋଗ ପ୍ରତିରୋଧକ ଶକ୍ତିକୁ ମାତ ଦେବାରେ କେତେ ସକ୍ଷମ ? ବର୍ତ୍ତମାନ ବିକଶିତ ଟିକା ଓମିକ୍ରନକୁ ନିପାତ କରିବ କି ? ଏମିତି ଅନେକ…