Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଓଡ଼ିଶାରୁ ଓମିକ୍ରନ୍ ଚିହ୍ନଟ ପରେ ତତ୍ପରତା, ସ୍ୱାସ୍ଥ୍ୟ ବିଭାଗ ଡାକିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଓଡିଶାରୁ ଦୁଇ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ପରେ ତତ୍ପରତା । ଜଣଙ୍କର ଘର ଜଗତସିଂହପୁର ହୋଇଥିବା ବେଳେ ସେ କଟକରେ ଟ୍ରିଟମେଣ୍ଟ ହେଉଛନ୍ତି । ଅନ୍ୟ ଜଣଙ୍କ ଘର ଖୋର୍ଦ୍ଧାରେ ବୋଲି ଜଣାପଡିଛି । ଦୁଇ ଜଣ ଯାକ ପୁରୁଷ । ଜଣଙ୍କର ବୟସ ୪୧ ଓ ଆଉ ଜଣଙ୍କର ବୟସ ୪୩ ବର୍ଷ । ଜଣେ…

ଭାରତରେ ୨୦୦ ଛୁଇଁଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା, ସୁସ୍ଥ ହେଲେଣି ୭୭

ନୂଆଦିଲ୍ଲୀ: ଭାରତରେ ମାଡୁଛି ଓମିକ୍ରନ୍ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଆଜି ଦୁଇ ଶହ ପାର କରିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୧୨ ରାଜ୍ୟରୁ ଚିହ୍ନଟ ହୋଇଛି ନୂଆ ଭାରିଆଣ୍ଟ । ଦିଲ୍ଲୀରେ ଦ୍ରୁତ ବଢୁଛି ଓମିକ୍ରନ୍…

ଓଡ଼ିଶାରେ ପଶିଲା ଓମିକ୍ରନ, ୨ ଜଣ ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ ପଶିଲା ଓମିକ୍ରନ୍ । ଚିହ୍ନଟ ହେଲା ପ୍ରଥମ ଓମିକ୍ରନ ଆକ୍ରାନ୍ତ । ୨ ଜଣ ବିଦେଶ ଫେରନ୍ତା ଓମିକ୍ରନ ସଂକ୍ରମିତ ହୋଇଛନ୍ତି । ଜିନୋମ୍ ସିକ୍ୱେନ୍ସିଂରୁ ସେମାନେ ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣା ପଡିଛି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଅନ୍ୟ ଜଣେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୩  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ କେବଳ ଦାରବୀ ତନୁ ଧାରଣ କରିଥିବା ଅବ୍ୟକ୍ତରେ ବ୍ୟକ୍ତ ଠାକୁର ହିସାବରେ ବିବେଚନା କରିବା ଠିକ ନୁହେଁ । ସେହିପରି ଅନିତ୍ୟରେ ନିତ୍ୟ ବା ନିତ୍ୟାନିତ୍ୟ…

ରାଜଧାନୀରେ ଆଉ ୨ ଓମିକ୍ରନ୍‌ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସୋମବାର ଦିନ ଦିଲ୍ଲୀରେ କରୋନାର ଓମିକ୍ରନ୍ ଭାରିଆଣ୍ଟର ଦୁଇଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହାକୁ ମିଶାଇ ସଂକ୍ରମଣ ସଂଖ୍ୟା ୨୪ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀର ୧୨ ଜଣ ଓମିକ୍ରନ୍ ରୋଗୀ ସୁସ୍ଥ ହେବା ପରେ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଥିବାବେଳେ…

ଓମିକ୍ରନ୍ ନେଇ ଏମ୍ସ ନିର୍ଦ୍ଦେଶକଙ୍କ ପରାମର୍ଶ: ଯେକୌଣସି ସ୍ଥିତି ସାମନା କରିବାକୁ ଦେଶ ପ୍ରସ୍ତୁତ ରହୁ

ନୂଆଦିଲ୍ଲୀ: ଓମିକ୍ରନ୍ ସାରା ବିଶ୍ୱରେ କାୟା ମେଲାଇ ଚାଲିଲାଣି । ପୁଣି ଥରେ ସଂକ୍ରମଣ ଉପରମୁହାଁ ହେଲାଣି । ଭାରତରେ ବି ବଢୁଛି ଓମିକ୍ରନ ଜନିତ ସଂକ୍ରମଣ । ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ ଶହ ପାର କଲାଣି । ଆଗକୁ ଆହୁରି ବଢ଼ିବ । ଏହାକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ…

ଆଜି ୧୯ ଜିଲ୍ଲାରୁ ୧୮୬ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେର ରହିଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ଭିତରେ ରହୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୮୬ ନୂଆ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୦୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୭ । ୧୮ ବର୍ଷ ଭିତରେ ଆଉ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ନିତ୍ୟା ନିତ୍ୟ ପୁରୁଷ ଶ୍ରୀଜଗନ୍ନାଥ, ଏକଥା କହିବାର ଅଭିପ୍ରାୟ ଏହିକିଯେ ସଚରାଚର ବିଶ୍ୱ ନିତ୍ୟ ପୁରୁଷଙ୍କ ସ୍ଥୁଳ ରୂପ (ସୃଷ୍ଟି ସ୍ୱରୂପ )ଏବଂ ଏହାର ସୃଷ୍ଟିକର୍ତ୍ତା (ସୃଷ୍ଟି ସଂରଚନାର…

[ଭିଡ଼ିଓ] ନୂଆ ଟେଷ୍ଟରେ ମିରିଣ୍ଡା ଫ୍ଲେଭର ଗୁପ୍ ଚୁପ୍

ଭୁବନେଶ୍ୱର: ରାସ୍ତା କଡ଼ରେ ମାଳ ମାଳ ଷ୍ଟ୍ରିଟ ଫୁଡ୍ । ଆଉ ଏହି ଷ୍ଟ୍ରିଟ୍ ଫୁଡ୍ ଆମ ମାନଙ୍କର ବହୁତ ପସନ୍ଦ । ଆମେ ସାଧାରଣତ ମାର୍କେଟରେ ମସଲା ଗୁପ୍ ଚୁପ୍ ଖାଇବାକୁ ବେଶ୍ ପସନ୍ଦ କରୁ। ଆଳୁ ମସଲା ସାଙ୍ଗକୁ ବିଭିନ୍ନ ଖଟା ଫ୍ଲେଭରର ଗୁପ୍ ଚୁପ୍ ପ୍ରାୟ ସମସ୍ତଙ୍କ ପସନ୍ଦ । ହେଲେ ଆଜିକାଲି…

[ଭିଡ଼ିଓ] ପଥର କାଟିଲେ ବାହାରୁଛି ରକ୍ତ

ଚିଲି: ପଥର କାଟିଲେ ବାହାରୁଛି ରକ୍ତ। ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହୁଏନି । ଏହି ପଥର କାଟିଲେ କୌଣସି ଖଣ୍ଡ ବାହାରିନଥାଏ ବରଂ ରକ୍ତର ମାାଂସ ବାହାରିଥିବାର ଦେଖିବାକୁ ମିଳେ । ଏହି ବିରଳ ପଥରରୁ ମାଂସ ବାହାର କରିବା ପାଇଁ ଲୋକେ ଧାରୁଆ ଅସ୍ତ୍ର ବ୍ୟବହାର କରିଥାନ୍ତି। କିଛି ଲୋକ…