Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭାରତରେ ଫେବ୍ରୁଆରୀରେ ଓମିକ୍ରନ୍ ଆଣିବ ତୃତୀୟ ଲହର !

ନୂଆଦିଲ୍ଲୀ: ବ୍ରିଟେନ୍, ଫ୍ରାନ୍ସ, ଆମେରିକା ଭଳି ଦେଶରେ ଓମିକ୍ରନ୍ ପ୍ରଭାବ ଦେଖାଉଛି । ସଂକ୍ରମଣ ହୁ ହୁ ହୋଇ ବଢୁଛି । ବିଶ୍ୱରେ ପାଖାପାଖି ୯୦ ଦେଶରେ ବ୍ୟାପିଲାଣି ଓମିକ୍ରନ୍ । ଭାରତରେ ୧୨ ରାଜ୍ୟରେ ୧୪୫ ସଂକ୍ରମିତ ଚିହ୍ନଟ ହେଲେଣି । ଏଭଳି ସ୍ଥିତିରେ ଆଗକୁ ଦେଶରେ ଓମିକ୍ରନ୍ ଦ୍ରୁତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୩୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଏଭଳି ନାମର ତାତ୍ପର୍ଯ୍ୟ ବୁଝିବାକୁ ହେଲେ ଶ୍ରୀମଦ ଗୀତାର କ୍ଷର ଓ ଅକ୍ଷର ପୁରୁଷଙ୍କୁ ଜାଣିବାକୁ ପଡିବ। ଜୀବ (କ୍ଷର ପୁରୁଷ ) ଓ ଆତ୍ମା (ଅକ୍ଷର ପୁରୁଷ )…

ବ୍ରିଟେନ୍ ଭଳି ଭାରତରେ ଓମିକ୍ରନ୍ ବ୍ୟାପିଲେ ଦୈନିକ କେତେ ପଜିଟିଭ୍ ହେବେ ? ଜାଣନ୍ତୁ

ନୂଆଦିଲ୍ଲୀ: ବ୍ରିଟେନରେ ହୁ ହୁ ହୋଇ ବଢୁଛି କରୋନା କେସ୍ । ଏମିକ୍ରନ୍ କେସ ବଢୁଛି । ଏଥିପାଇଁ ପ୍ରତି ଦୁଇ ଦିନରେ ଡବଲିଂ ହେଉଛି କରୋନା ସଂକ୍ରମଣ । ପ୍ରତିଦିନ ସଂକ୍ରମଣ ନୂଆ ରେକର୍ଡ କରୁଛି । ଗତ ୨୪ ଘଣ୍ଟାରେ ରେକର୍ଡ ୯୩ ହଜାରରୁ ଅଧିକ ସଂକ୍ରମିତ ବାହାରିଛନ୍ତି । ବ୍ରିଟେନ୍, ଆମେରିକା,…

ବ୍ରିଟେନରେ ବଢୁଛି ସଂକ୍ରମଣ, ତୃତୀୟ ଲହର ସମ୍ଭାବନା ନିଶ୍ଚିତ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ବ୍ରିଟେନରେ କାୟା ମେଲାଇ ଚାଲିଛି କରୋନା । ଓମିକ୍ରନ୍ ସଂକ୍ରମିତ ବଢୁଛନ୍ତି । ସେଠାରେ ଯେମିତି ସଂକ୍ରମଣ ବଢୁଛି, ତୃତୀୟ ଲହର ସମ୍ଭାବନା ନିଶ୍ଚିତ । ଏଭଳି ଆଶଙ୍କା କରିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେ କହିଛନ୍ତି, ତୃତୀୟ ଲହର ମୁକାବିଲା…

ବ୍ରିଟେନରେ ତାଣ୍ଡବ ରଚୁଛି କରୋନା: ଦିନକରେ ୯୩ ହଜାର ସଂକ୍ରମିତ

ଲଣ୍ଡନ: ବ୍ରିଟେନରେ ଦ୍ରୁତ ମାଡୁଛି କରୋନା । ରେକର୍ଡ ଭାଙ୍ଗୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୯୩ହଜାର ୪୫ କେସ୍ ବାହାରିଛି । ଯାହାକି ଲଗାତାର ତୃତୀୟ ଦିନରେ ରେକର୍ଡ । ଲଣ୍ଡନରେ ଓମିକ୍ରନ୍ ଓ ସ୍କଟଲାଣ୍ଡରେ ଡେଲଟା ମାଡୁଛି । ବର୍ତ୍ତମାନ ସୁଦ୍ଧା ବ୍ରିଟେନରୁ ଚିହ୍ନଟ ହୋଇଛି ୧୪ହଜାର ୯୦୯…

କରୋନା ମୃତ୍ୟୁରେ ସୁନାମୀ ଆଣିବ ଓମିକ୍ରନ, ଚେତେଇଲେ ହ୍ୱାଇଟ୍ ହାଉସ୍ କୋଭିଡ୍ ଚିଫ୍

ଓ୍ୱାଂଶିଟନ୍: ଓମିକ୍ରମ୍ ଆଣିପାରେ ବଡ଼ ଧରଣର ବିପତ୍ତି । ମହାମାରୀ ମୁକାବିଲାରେ ସାଂଘାତିକ ସ୍ଥିତି ସୃଷ୍ଟି କରିପାରେ କରୋନାର ନୂଆ ଷ୍ଟ୍ରେନ୍ । ଶୀତ ଋତୁରେ ସାରା ବିଶ୍ୱ ଆଉ ଏକ ବଡ଼ ବିପଦର ସାମନା କରିବାକୁ ଯାଉଛି । ଆମେରିକାର ମହାମାରୀ ବିଶେଷଜ୍ଞ ଡାକ୍ତର ଆନ୍ଥୋନୀ ଫୌସୀ ଚିନ୍ତାଜନକ…

ରାଜ୍ୟରେ ନିୟନ୍ତ୍ରଣରେ କରୋନା ସଂକ୍ରମଣ, ଆଜି ୧୬୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ଭିତରେ ରହିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୬୯ ନୂଆ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୯୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୨ । ୧୮ ବର୍ଷ ଭିତରେ ଆଉ ୨୯…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୩୦  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଜଗନ୍ନାଥ ନିଜର ମହନୀୟତା ପ୍ରତ୍ୟେକ ସ୍ତରରେ ଦେଖାଇଛନ୍ତି । ତେଣୁ ଏ ପୁରୁଷୋତ୍ତମ କ୍ଷେତ୍ରରେ, କ୍ଷତ୍ରଜ୍ଞ ଓ଼ କ୍ଷେତ୍ର ଉଭୟ ସମାନ ଗୁରୁତ୍ୱ ଲାଭ କରିଛନ୍ତି। ଶାସ୍ତ୍ର…

[ଭିଡ଼ିଓ] ଉନ୍ନାକୋଟି ମନ୍ଦିରରେ ଲକ୍ଷାଧିକ ମୂର୍ତ୍ତି ରହସ୍ୟ

ଭୁବନେଶ୍ୱର:କିଛି ଘଟଣା ବିଶ୍ୱାସ ନହେଲେ ବି ସତ । କିଛି ରହସ୍ୟ ଏମିତି ରହିଛି । ଯାହା ଆମ ଚାରିପାଖରେ ଥିଲେ ବି ତାର ରହସ୍ୟ ଭେଦ କରିବା ମୁସ୍କିଲ। ଏମିତି ଏକ ମନ୍ଦିର ରହିଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତ୍ରିପୁରାର ରାଜଧାନୀ ଅଗରତାଲାରେ ରହିଛି ଏହି ରହସ୍ୟମୟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୨୯ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଚତୁର୍ଦ୍ଧା ମୂରତି ଶ୍ରୀଜଗନ୍ନାଥଙ୍କ ଚାରି ସ୍ୱରୂପରେ ଏକ ତତ୍ତ୍ୱ କଥା ଆମେ ଆଗରୁ ଆଲୋଚନା କରିଛେ । ଏମାନେ ଚତୁର୍ବିଧ ବା ଚାରି ପ୍ରକାର ତତ୍ୱ ଧାରଣ ଯଦି କରିଥାନ୍ତେ ତେବେ କିଏ ବଡ଼,…