Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଡେଲଟାଠୁ ୫ ଗୁଣା ଅଧିକ ସଂକ୍ରାମକ ଓମିକ୍ରନ୍, ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ

ଭୁବନେଶ୍ୱର: ସାରା ବିଶ୍ୱକୁ ଛାନିଆ କରିଛି ଓମିକ୍ରନ୍ । କରୋନାର ନୂଆ ଷ୍ଟ୍ରେନକୁ ନେଇ ବିଶ୍ୱବ୍ୟାପୀ ହଇଚଇ । ଡେଲଟା ଅପେକ୍ଷା ଓମିକ୍ରନ୍ ୫ ଗୁଣା ଅଧିକ ସଂକ୍ରାମକ । ଏକଥା କହିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି…

ଭାରତରେ ୧୧ ରାଜ୍ୟକୁ ମାଡିଲାଣି ଓମିକ୍ରନ୍

ନୂଆଦିଲ୍ଲୀ: ଭାରତରେ ଓମିକ୍ରନ କାୟା ମେଲାଉଛି । ପ୍ରତିଦିନି ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏଯାଏ ୧୧ ରାଜ୍ୟକୁ ମାଡ଼ିଲାଣି । ଗତ ୨୪ ଘଣ୍ଟାରେ ଦେଶରୁ ୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦାଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ…

ବ୍ରିଟେନରେ ମାଡୁଛି ମହାମାରୀ: ଦିନକରେ ସଂକ୍ରମଣରେ ରେକର୍ଡ

ଲଣ୍ଡନ: ବ୍ରିଟେନରେ ବୋଲ ମାନୁନି କରୋନା ସଂକ୍ରମଣ । ଓମିକ୍ରନ୍ ପରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବଢୁଛି । ଦୈନିକ ସଂକ୍ରମଣ ବ୍ରିଟେନରେ ରେକର୍ଡ ସ୍ତର ପାର କରିଛି । ଗତ ୨୪ ଘଣ୍ଟାରେ ସେଠାରୁ ବାହାରିଛନ୍ତି ରେକର୍ଡ ୭୮ହଜାର ୬୧୦ ନୂଆ ଆକ୍ରାନ୍ତ । ଯାହାକି ଗତ ବର୍ଷେ ଭିତରେ ସର୍ବାଧିକ । ଗତ…

ଉତ୍କଳୀୟ ଆଧ୍ୟାତ୍ମିକ ଚେତନାରେ ଧାନମାଣିକା

 ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ 'ପର୍ବପର୍ବାଣୀ' ପର୍ବ ବହୁଳ ଉତ୍କଳରେ ମାର୍ଗଶୀର/ପୁଷ ମା‌ସର 'ମାଣବସା ଗୁରୁବାର' ଏକ ବିଶିଷ୍ଟ ପର୍ବ । ଓଡ଼ିଆ ଘରଣୀର ଧନର ଅଧିଷ୍ଠାତ୍ରୀ ଦେବୀ ଲକ୍ଷ୍ମୀଙ୍କ ପୂଜା ଆରାଧନାର ପ୍ରକୃଷ୍ଟ ସମୟ । ଲକ୍ଷ୍ମୀ ପୁରାଣ ବର୍ଣ୍ଣିତ ଶ୍ରୀୟା ଚଣ୍ଡାଳୁଣୀର ଚରିତ୍ର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୨୮ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁ ବ୍ରହ୍ମ ଶ୍ରୀଜଗନ୍ନାଥ ସ୍କନ୍ଦ ପୁରାଣ ଅନୁସାରେ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଚତୁର୍ଦ୍ଧା ମୂର୍ତ୍ତି ରୂପେ ପ୍ରତିଷ୍ଠିତ ହେବା କଥା ଆମେ ଜାଣିଲେ । କିନ୍ତୁ ବର୍ତ୍ତମାନ…

ବ୍ରିଟ୍ରେନରେ ଫୁଲ ସ୍ପିଡରେ ମାଡୁଛି ଓମିକ୍ରନ୍, ଆଗକୁ ସାଂଘାତିକ ହୋଇପାରେ

ଲଣ୍ଡନ: ଓମିକ୍ରନ ସାରା ବିଶ୍ୱକୁ ଡରାଇଛି । ୭୭ ଦେଶରେ କାୟା ମେଲାଇଛି । ବ୍ରିଟେନରେ ମାଡ଼ି ଚାଲିଛି । ପ୍ରତିଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ପ୍ରତି ଦୁଇ ତିନି ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ହେଉଛି । ବର୍ତ୍ତମାନ ସୁଦ୍ଧା ୫୦୦୦ ଲୋକ ଓମିକ୍ରନରେ ସଂକ୍ରମିତ ହେଲେଣି । ଜଣେ…

ଆଜି ରାଜ୍ୟରେ ବଢ଼ିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାରେ ନିୟନ୍ତ୍ରଣରେ ଅଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୨୦୦ ରହୁଛି । ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ବଢ଼ିଛି । ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୧୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୨୭ ଜଣ ଓ ଲୋକାଲ୍ କଣ୍ଟାକ୍ଟ…

ତ୍ରୟୋଦଶ ସୂର୍ଯ୍ୟକ୍ଷେତ୍ର ପ୍ରତିଭା ସମ୍ମାନ ସମାରୋହ ଓ ବାର୍ଷିକ ଉତ୍ସବ

ଭୁବନେଶ୍ୱର : ସାମାଜିକ ତଥା ଦାତବ୍ୟ ଅନୁଷ୍ଠାନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସମ୍ମାନ ପ୍ରଦାନ ପର୍ବ ଓ ତ୍ରୟୋଦଶ ବାର୍ଷିକ ଉତ୍ସବ , ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ୱରର ଲାଏନ୍ସ କ୍ଲବର ସହଯୋଗରେ ଦୁଇ ଜଣ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୨୭  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ଓ ନିଜେ ବିଶ୍ଵକର୍ମା (ଅନନ୍ତ ମହାରଣା )ରୂପେ ଆସି ଚତୁର୍ଦ୍ଧା ମୂର୍ତ୍ତି ଗଠନ କାହାଣୀ ଆମେ ଅଳ୍ପେ ବହୁତେ ଜାଣିଛେ । କିନ୍ତୁ ଏହି ଚତୁର୍ଦ୍ଧା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୨୬ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁ ବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସ୍ୱରୂପ ବ୍ରହ୍ମ ଦାରୁଙ୍କ ଆବିର୍ଭାବ ପରେ ଅବନ୍ତୀ ନଗରର ସୂର୍ଯ୍ୟବଂଶୀ ରାଜା ଇନ୍ଦ୍ରଦ୍ୟୁମ୍ନ (ବ୍ରହ୍ମlଙ୍କ ପଞ୍ଚମ ପୁରୁଷ )ସତ୍ୟଯୁଗରେ…