Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆଜି ଓଡ଼ିଶାରୁ ୧୦୪୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତକାଲି ହଜାରେ ତଳକୁ ଖସିଥିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ଥରେ ହଜାରେ ପାର କରିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧ହଜାର ୪୧ ନୂଆ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୬୦୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୩୬ । ଖୋର୍ଦ୍ଧା…

ଶ୍ରାବଣ ତୃତୀୟ ସୋମବାରରେ ଗୁପ୍ତେଶ୍ୱରଙ୍କ ପୂଜା

କୋରାପୁଟ: ଆଜି ଶ୍ରାବଣ ମାସର ତୃତୀୟ ସୋମବାର l କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠରେ ଶ୍ରାବଣ ସୋମବାର ଦିନ କାଉଡିଆଙ୍କ ଜମୁଥିବା ବେଳେ ଚଳିତ ବର୍ଷ କିନ୍ତୁ ଗୁପ୍ତେଶ୍ୱର ପୀଠ ଖାଁ ଖାଁ ରହିଛି l ପୀଠରେ କାଉଡିଆଙ୍କ ଭିଡ଼ ଓ ବୋଲବମ୍‌ ଧ୍ୱନି ଆଉ ଶୁଣିବାକୁ ମିଳିଲାନାହିଁ l କରୋନା…

୨୬ ଦିନିଆ କାଗଜ ମୁଖା ଡିଜାଇନ କର୍ମଶାଳା ଉଦଯାପିତ

କେନ୍ଦୁଝର : ଅହମଦାବାଦର ଇଣ୍ଟରପ୍ରୁନରସିପ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ( ଇଡିଆଇ) ଓ ଆସେନଚର ସଂସ୍ଥା ଏବଂ ଭୂବନେଶ୍ୱରର ସ୍ୱେଚ୍ଛାସେବୀ ସଂଗଠନ (ଏଫଡିଆଇ)ର ମିଳିତ ଉଦ୍ୟମରେ, ୨୬ ଦିନ ଧରି କେନ୍ଦୁଝର ଜିଲ୍ଲା ଫକିରପୁରଠାରେ ଚାଲିଥିବା 'କାଗଜମୁଖା ହସ୍ତକଳାର ଡିଜାଇନ କର୍ମଶାଳା'…

ସମସ୍ୟା ଭିତରେ ନୂଆଗୁଡ଼ା ଗାଁ

ମାଲକାନଗିରି:  ଗାଁ ଠାରୁ ସହର ପର୍ଯ୍ୟନ୍ତ ଯୋଡିବା ଲାଗି ସରକାରୀ ସ୍ତରରେ ପ୍ରସ୍ତୁତ ହେଉଛି ଅନେକ ଯୋଜନା । ହେଲେ ଉପାନ୍ତ ମାଲକାନଗିରି ଜିଲ୍ଲାରେ କିନ୍ତୁ ସରକାରଙ୍କ ଏହି ସବୁ ଯୋଜନା ଠିକ୍ ଭାବେ ପହଞ୍ଚି ପାରୁନାହି ।  ଜିଲ୍ଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନୁଆଗୁଡା ଗାଁର ଏକାଧିକ ଲୋକେ…

ରାଜ୍ୟରେ ହଜାରେ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ହଜାରେ ତଳକୁ ଖସିଲା କରୋନାର ଦୈନିକ କେସ୍ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୮୬ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫୧୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୭୪ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୩, କଟକରୁ ୮୧, ବାଲେଶ୍ୱରରୁ ୬୨, ଯାଜପୁରରୁ ୬୦,…

ଆରଟେମିିନ ପକ୍ଷରୁ ପ୍ରଥମ ଆନ୍ତର୍ଜାତିୟ ଚିତ୍ର କଳା ଶିବିର ଉଦଘାଟିତ

ଭୁବନେଶ୍ୱର : ଅଗ୍ରଣୀ କଳା ସଂସ୍ଥା ଆରଟେମିିନ ପକ୍ଷରୁ ୭୫ତମ ସ୍ଵାଧୀନତା ଦିବସ ଉପଲକ୍ଷେ, ଅନଲାଇନ ମାଧ୍ୟମରେ ପ୍ରଥମ ଆନ୍ତର୍ଜାତିୟ ଚିତ୍ର କଳା ଶିବିର "ବୋଲ୍ କେ ଲବ୍ ଆଜାଦ ହେ ତେରେ" ର ଉଦଘାଟନ ସମାରୋହ ଆୟୋଜିତ ହୋଇଯାଛି। ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଚାଲିବ ବୋଲି କଳା ସଂସ୍ଥା…

ଆଜି ଓଡ଼ିଶାରୁ ୧୨୪୩ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ ହାର ୧.୭୯%

ଭୁବନେଶ୍ୱର: ରାଜ୍ୟରେ ଏବେ ସ୍ଥିର ରହିଛି କରୋନାର ଦୈନିକ ସଂକ୍ରମଣ । ହଜାରେରୁ ୧୫ଶହ ଭିତରେ ରହୁଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଅପେକ୍ଷା ଆଜି ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୨ଶହ ୪୩ ନୂଆ ଆକ୍ରାନ୍ତ । ଏହି ସମୟରେ ରାଜ୍ୟରେ…

ବ୍ରୋଞ୍ଜ ଜିତିଲେ ବଜରଙ୍ଗ

ଟୋକିଓ: ବ୍ରୋଞ୍ଜ ଜିତିଲେ ବଜରଙ୍ଗ ।  ଚଳିତ ଟୋକିଓ ଅଲିମ୍ପିକ୍ସର ରେସଲିଂ ଭାରତକୁ ଆଉ ଗୋଟିଏ ପଦକ ମିଳିଛି । ଦେଶର ଷ୍ଟାର ରେସଲର ବଜରଙ୍ଗ ପୁନିଆ ଆଜି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଗତକାଲି ସେମିଫାଇନାଲରେ ହାରିଥିବା ବଜରଙ୍ଗ ଆଜି କାଜାଖସ୍ତାନର ଦୌଲେତ ନିୟାଜ ବେକୋଭଙ୍କୁ ୮-୦ରେ ପରାସ୍ତ…

ପୋଲିସ୍‌ ଟିମ୍‌ ଉପରେ ମରଣାନ୍ତକ ଆକ୍ରମଣ, ୨ ପୋଲିସ ଗୁରୁତର

ଭଦ୍ରକ: ପୁଣି ଗୋରାମାଟି ସରପଞ୍ଚ ପରିବାରର ଦବଙ୍ଗଗିରି । ଭଦ୍ରକ ସାବରଙ୍ଗ ଥାନା ତୋରଣପଦା ଗାଁରେ ପୋଲିସ୍‌ ଟିମ୍‌ ଉପରେ ମରଣାନ୍ତକ ଆକ୍ରମଣ, ୨ ପୋଲିସ ଗୁରୁତର । ଇଟାଭାଟି ମାଲିକକୁ ଆକ୍ରମଣ ଘଟଣାର ତଦନ୍ତ ଓ ଆସାମୀ ଧରିବା ପାଇଁ ଯାଇଥିବା ବେଳେ ପୋଲିସ ଉପରେ ଆକ୍ରମଣ । ଘର ଭିତରେ ପୂର୍ବ…

ଗୋଷ୍ଠୀ ସଂଘର୍ଷରେ ବୁଲିଲା ଖଣ୍ଡା ,ସିସିଟିଭିରେ ଚିତ୍ର କଏଦ

ଭୁବନେଶ୍ୱର: ଭାଇରଲ ହେଉଛି ଗୁଣ୍ଡାରାଜ୍ ର ଚିତ୍ର । ମଞ୍ଚେଶ୍ଵର ମୁଣ୍ଡା ସାହିରେ ଗୁଣ୍ଡାରାଜ । ବୁଲିଲା ଖଣ୍ଡା, ଭୂଜାଲି । ସାମାନ୍ୟ ଏକ ଗଣ୍ଡଗୋଳକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା କୁହାଯାଉଛି। ପ୍ରାୟ ଅଧଘଣ୍ଟା ଧରି ଅନ୍ୟ ସାହିର ଏକ ଗୋଷ୍ଠୀର ୪୦ରୁ ୫୦ ଜଣ ଯୁବକ ଖଣ୍ଡା, ଭୁଜାଲି ସହ ଲାଠି…