Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଚକ୍ ଦେ ଇଣ୍ଡିଆ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛି ହକି ଟିମ୍ । ୪୧ବର୍ଷ ପରେ ଭାରତକୁ ମିଳିଛି ଅଲିମ୍ପିକ୍ସ ପଦକ । ପୁରୁଷ ହକିରେ ଭାରତ ବ୍ରୋଞ୍ଜ ପଦକ ହାତେଇଛି । ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ପଦକ ହାତେଇ ନେଇଛି ଟିମ୍ ଇଣ୍ଡିଆ । ସେପଟେ ମହିଳା ହକି ଟିମ୍‌ର ଭଲ ପ୍ରଦର୍ଶନ ଥିଲେ ବି…

ଶନିବାର ଓ ରବିବାର ବନ୍ଦ ରହିବ ନନ୍ଦନକାନନ

ବାରଙ୍ଗ: ସପ୍ତାହର ୫ ଦିନ ଖୋଲାରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଶନିବାର ଓ ରବିବାର ବନ୍ଦ ରହିବ ନନ୍ଦନକାନନ । କରୋନା ସଂକ୍ରମଣ ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ୩ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ…

ବାଲୁକା କଳାରେ ଖେଳାଳିଙ୍କୁ ଶୁଭେଚ୍ଛା

ପୁରୀ: ବାଲୁକା କଳାରେ ଖେଳାଳିଙ୍କୁ ଶୁଭେଚ୍ଛା । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଜାଭଲିନ ଥ୍ରୋ ଖେଳାଳି ନିରଜ ଚୋପ୍ରାଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି | ସେ ତାଙ୍କ ବାଲୁକା କଳା ମାଧ୍ୟମରେ ଆଶା ବ୍ୟକ୍ତ କରିଛନ୍ତି ଖେଳାଳି ନିରଜ ଚୋପ୍ରା ଅଲିମ୍ପିକ୍ ରେ…

ବିପଦଶଙ୍କୁଳ ମଧୁବନ ମିନି ଷ୍ଟାଡିୟମ

ବାରିପଦା : ବାରିପଦା ଅବହେଳିତ ମଧୁବନ ମିନି ଷ୍ଟାଡିୟମ । ପ୍ରତ୍ୟେକ ଦିନ ପ୍ରାୟ ଦୁଇଶହରୁ ଉର୍ଦ୍ଧ ମହିଳା ଓ ପୁରୁଷ ଏହି ଷ୍ଟାଡିୟମକୁ ପ୍ରାତଃ ଭ୍ରମଣ ପାଇଁ ଆସିଥାନ୍ତି । ବିଭିନ୍ନ ଯୁବ ଖେଳାଳି ମାନେ କ୍ରିକେଟ ଓ ଫୁଟବଲ ଓ ଦୌଡାକୁଦ ଆଦି ଖେଳ ପାଇଁ ଏହା ଉପରେ  ନିର୍ଭର କରିଥାନ୍ତି । ତେବେ…

ଅସୁସ୍ଥ ହାତୀ ଉଦ୍ଧାର

କେନ୍ଦୁଝର: ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ତଳ ଚଂପେଇ ପଂଚାୟତର ସିନ୍ଦୁରିଆ ଜଙ୍ଗଲରେ ଏକ ମାଈ ହାତୀକୁ ଆହତ ଅବସ୍ଥାରେ ବନ ବିଭାଗ ଉଦ୍ଧାର କରିଛି। ହାତୀର ବୟସ ପ୍ରାୟ ୫୦ ହେବ । ଜଙ୍ଗଲରେ ଛଅଟି ହାତୀ ଗତ କାଲି ଘୁରିବୁଲୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। ତେବେ ସେମାନଙ୍କ ମଧ୍ୟରେ ଲଢେ଼ଇ ହେବାରୁ…

ଶ୍ରୀଜିଉଙ୍କ ଦର୍ଶନ ଲାଗି ନୂଆ ଗାଇଡ଼୍‌ଲାଇନ୍‌ ଜାରି

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଜାରି ହେଲା ନୂଆ ଏସ୍‌ଓପି । ତେବେ ଏହି ଏସ୍‌ଓପି କେବଳ ପୁରୀବାସୀଙ୍କ ଲାଗି ହୋଇଛି। ପୁରୀ ପୌରଞ୍ଚଳର ୩୨ ୱାର୍ଡ଼ରେ ବଂଟନ ହେବ ଟୋକନ୍‌। ଟୋକନ୍ ସହ ଆଧାର କାର୍ଡ ଦେଖାଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ଶ୍ରଦ୍ଧାଳୁ। ପୂର୍ବଭଳି କିଓସ୍କ…

ଋଣ ସୁଝିନପାରି ଚାଷୀ ଆତ୍ମହତ୍ୟା ଅଭିଯୋଗ

ସମ୍ବଲୁପର: ସମ୍ବଲପୁର ବୁର୍ଲା ଥାନା କୁଦ-ଗୁଣ୍ଡେରପୁରରେ ଚାଷୀ ଆତ୍ମହତ୍ୟା ଅଭିଯୋଗ । ଚାଷୀ ଜଣଙ୍କ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀ କୁଦ ଗୁଣ୍ଡେରପୁର କୈବଲ୍ୟ ରୋହିଦାସ ବୋଲି ଜଣାପଡିଛି । ଧାନ ବିକ୍ରି ସମସ୍ୟା ଓ ଚାଷ କ୍ଷତିକୁ ନେଇ ସେ ମାନସିକ ଚାପରେ ଥିଲେ।…

ଭକ୍ତଙ୍କ ପାଇଁ ଖୋଲିଲା ବାବା ଧବଳେଶ୍ୱର ପୀଠ

କଟକ: ଭକ୍ତଙ୍କ ପାଇଁ ଖୋଲିଲା ବାବା ଧବଳେଶ୍ୱର ପୀଠ। ଆଜିଠୁ ଖୋଲିଲା କଟକ ଜିଲ୍ଲାର ଆଠଗଡ଼ର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ୱର । ଆଜି ଭୋରରୁ ମନ୍ଦିର ଖୋଲାଯାଇ ସମସ୍ତ ନୀତିକାନ୍ତି କରାଯାଇଛି । ମଙ୍ଗଳ ଆଳତୀ ସରିବା ପରେ ସର୍ବସାଧାରଣ ଦର୍ଶନ ପାଇଁ ଦ୍ୱାର ଫିଟାଯାଇଛି । ତେବେ ମନ୍ଦିର ଭିତରକୁ…

ଅଗଷ୍ଟ ୧୬ରୁ ଖୋଲିବ କଲେଜ

ଭୁବନେଶ୍ୱର:  ଅଗଷ୍ଟ ୧୬ରୁ ଖୋଲିବ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ । ପୂର୍ବରୁ ବୈଷୟିକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଅନୁମତି ଦିଆଯାଇଥିବା ବେଳେ ଏବେ ଅଣ ବୈଷୟିକ କଲେଜ ଓ ୟୁନିଭର୍ସିଟି ଖୋଲିବାକୁ ଅନୁମତି ଦିଆଯାଇଛି । ଏ ନେଇ ଟ୍ୱିଟ୍ ଯୋଗେ ରାଜ୍ୟ ସରକାରଙ୍କ ଉଚ୍ଚ…

ଚତୁର୍ଥ ମହଲାରୁ ଡେଇଁ କରୋନା ଆକ୍ରାନ୍ତଙ୍କ ଆତ୍ମହତ୍ୟା

କଟକ: ଏସସିବି ମେଡିକାଲ ଚତୁର୍ଥ ମହଲାରୁ ଡେଇଁ ଜଣେ କରୋନା ଆକ୍ରାନ୍ତ ଆତ୍ମହତ୍ୟା କରିଛନ୍ତି । ଗୁରୁବାର ଦିନ ଏହି ବ୍ୟକ୍ତି ଜଣକ ହସପିଟାଲର ଚତୁର୍ଥ ମହଲାରୁ ଝରକା ଦେଇ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ସୁରକ୍ଷାକର୍ମୀ ମାନେ ତାଙ୍କୁ ନେଇ ଗୁରୁତର…