Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଦର୍ଶନ କରିବି କାଳିଆକୁ .. ..

ସୋନପୁର : ଦିଅଁଙ୍କ ପ୍ରତି ମନରେ ଶ୍ରଦ୍ଧା । ଦେଖିବାକୁ କଷ୍ଟକର ରାସ୍ତା ବି କମ୍ ଜଣାପଡେ । ତେବେ ମନରେ ଭକ୍ତିଭାବ ଥିଲେ ସବୁକିଛି ସମ୍ଭବ କରିଦିଏ ଭକ୍ତଟିଏ । ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଖରା ବର୍ଷାକୁ ଖାତିର ନକରି ସୁଦୂର ମଧ୍ୟପ୍ରଦେଶ ତମସା ଗାଁର ଜଣେ ବୃଦ୍ଧ ପାଦରେ ଚାଲି…

ବର୍ଷା ପାଇଁ ଡ଼ଙ୍ଗର ବୁଢା ପୂଜାର ପରମ୍ପରା

ଟିଟିଲାଗଡ଼ : ବାଜୁଛି ଢୋଲ, ନିଶାନ, ତାଷା । ଆଉ ମୁହୁରିର ତାଳେ ତାଳେ ଗାଁ ଦାଣ୍ଡ ବି ଦୁଲୁକି ଉଠୁଛି । ହାତରେ ଖଣ୍ଡା, ତଳବାର, ଧନୁ ତୀର ବି ରହିଛି । ଧୁମ ଧାମ ରେ ବାଦ୍ୟର ତାଳେ ତାଳେ ନାଚ ନାଚି ଆଗକୁ ବଢିଚାଲିଛନ୍ତି । ଏ ଦୃଶ୍ୟ ହେଉଛି ଟିଟିଲାଗଡ଼ ନିକଟ ଶଗଡ଼ଘାଟ ଗ୍ରାମ ପଂଚାୟତର ।…

ନଷ୍ଟ ହେବାରେ ଲାଗିଛି ସଂରକ୍ଷିତ ଜଙ୍ଗଲ

ବଲାଙ୍ଗିର : ଗନ୍ଧମାର୍ଦନ ଜଙ୍ଗଲ ରାସ୍ତା ନିର୍ମାଣରେ ରେଂଜରଙ୍କ ମନମାନି । ବେଆଇନ୍ ଭାବେ ସଂରକ୍ଷିତ ଜଙ୍ଗଲରୁ ମାଟି ଉଠାଇ ତିଆରି କରିଛନ୍ତି ରାସ୍ତା । ଏପରିକି ଜଙ୍ଗଲରୁ ମାଟି ଉଠାଇବା ପାଇଁ ତହସିଲଦାରଙ୍କ ଠାରୁ ଅନୁମତି ମଧ୍ୟ ନିଆଯାଇ ନାହିଁ । ଏଭଳି  ଅଭିଯୋଗ ଆସିଛି ବଲାଙ୍ଗିର  ଖପ୍ରାଖୋଲ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି

ପୁରୀ: ଆଜି ଅପରାହ୍ନରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କପ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକମାନେ ଦାରୁଦିଅଁଙ୍କ ଏହି ସେବା ସମ୍ପାଦନ କରିବେ । ଦ୍ଵିତୀୟ ଭୋଗମଣ୍ଡପ ନୀତି ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ । ଅପରାହ୍ନରେ ଦତ୍ତମହାପାତ୍ର ସେବକ ମହାପ୍ରଭୁଙ୍କର…

ଆଜି ଓଡ଼ିଶାରୁ ୧୭୦୩ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ୍ ହାର ୨.୧୬%

ଭୁବନେଶ୍ୱର: ରାଜ୍ୟରେ ପ୍ଲାଟ୍ୟୁ ସ୍ଥିତିରେ ରହିଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ଭିତରେ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୭ଶହ ୩ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୯୮୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୧୫ । ୨୪ ଘଣ୍ଟାରେ ୭୮ ହଜାର ୭୪୦ କୋଭିଡ୍…

‘ୱାର୍ଲଡ ହେପାଟାଇଟସ୍ ଡେ’ରେ ବାଲୁକା କଳା

ପୁରୀ: ପୁରୀ ବେଳାଭୂମିରେ ବାଲୁକା କଳା । ‘ୱାର୍ଲଡ ହେପାଟାଇଟସ୍ ଡେ’ଉପଲକ୍ଷେ ଏହି ବାଲୁକା କଳା ନିର୍ମାଣ କରାଯାଇଛି । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଏହି ବାଲୁକା କଳା ନିର୍ମାଣ କରିଛନ୍ତି । ଯାହା ପାଇଁ ତାଙ୍କୁ ଦୀର୍ଘ ୭ଘଣ୍ଟା ସମୟ ଲାଗିଥିଲା । ‘ହେପା ଟାଇଟସ୍ କ୍ୟାନ୍…

ମଙ୍ଗଳା ନଦୀର ବିଷ।କ୍ତ ପାଣିରେ ମାଛ ମଡ଼କ

ପୁରୀ : ବିଷାକ୍ତ ହୋଇପଡିଛି ମଙ୍ଗଳା ନଦୀର ପାଣି l ଫଳରେ ବିପୁଳ ସଂଖ୍ୟାରେ ମାଛ ମରୁଛନ୍ତି l ଏହି ମଲା ମାଛ ମଙ୍ଗଳା ମୁହାଣ ବାଲିରେ ପଡିଛନ୍ତି l ପଚା ମାଛ ଗନ୍ଧରେ ମୁହାଣ ଦେଖିବାକୁ ଯାଉଥିବା ଲୋକେ ଅତିଷ୍ଠ ହୋଇପଡୁଛନ୍ତି l ତେବେ ନଦୀ ପାଣି ବିଷାକ୍ତକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ…

ତଳକୁ ଖସୁଛି କରୋନା ସଂକ୍ରମଣ: ଆଜି ଓଡ଼ିଶାରୁ ୧୬୨୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି କରୋନାର ଦୈନିକ ସଂକ୍ରମଣ । ଦୁଇ ହଜାରରୁ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୬ଶହକୁ ଖସିଲାଣି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୬ଶହ ୨୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ପଜିଟିଭ୍ ବାହାରିଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍…

ଓବାମାଙ୍କ ସଙ୍କଳ୍ପ ଭୂମିରେ ମହାତ୍ମା ଗାନ୍ଧୀ

ମୋହନଦାସ କରମଚାନ୍ଦ ଗାନ୍ଧୀ ସାଦାସିଧା ସରଳ ମଣିଷଟିଏ । ନିଜ ଆତ୍ମାର ବିକାଶ କରି ଅନ୍ୟ ଆତ୍ମାକୁ ଚିହ୍ନି ସେମାନଙ୍କୁ ସତ୍ୟ, ପ୍ରେମ, ଶାନ୍ତିର ବନ୍ଧନରେ ବାନ୍ଧୁଥିବା ଏହି ବିରଳ ମଣିଷଟିକୁ ଶ୍ରଦ୍ଧା ଓ ସମ୍ମାନର ସହ ଲୋକେ ଆପଣାଇ ନେଲେ ଏବଂ ଡାକିଲେ ମହାତ୍ମା ବୋଲି । ସେବେଠାରୁ ମୋହନ…

ଆଜି ପାଳନ ହେବ ସିକନ୍ଦର ଆଲମଙ୍କ ୮୨ତମ ଜୟନ୍ତୀ

ଭୁବନେଶ୍ୱର : ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଶିଷ୍ଟ ସଙ୍ଗୀତଜ୍ଞ ସିକନ୍ଦର ଆଲମଙ୍କ ୮୨ତମ ଜୟନ୍ତୀ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳୀରେ ପାଳନ କରାଯିବ ବୋଲି ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ କୋଭିଡ କଟକଣା ପାଳନ  ପୂର୍ବକ…