Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଚୁକ୍ତିର ୫ ବର୍ଷ ପରେ ରେଳ କାମ ନେଇ ସର୍ଭେ

ମାଲକାନଗିରି : ପୁଣି ଥରେ ହଜିଯାଇଥିବା ଆଶା ଉଦଜୀବୀତ ହୋଇଛି । ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ଅଧା ଅନୁଦାନରେ ତିଆରି ହେବାକୁ ଯାଉଛି ଜୟପୁର ମାଲକାନଗିରି ରେଳ ଲାଇନ୍ । ହେଲେ ଏହା ଭିତରେ ୫ ବର୍ଷ ବିତିଗଲାଣି । ଲୋକଙ୍କର ରେଳରେ ବସିବା ସ୍ୱପ୍ନ ବି ଏହା ଭିତରେ ମଉଳି ଗଲାଣି । ଅର୍ଥ…

ଟୋକିଓ ଅଲିମ୍ପିକ୍ସ ଭିଲେଜରେ ପଶିଲା କରୋନା

ଟୋକିଓ: ଆଉ ଦିନ କେଇଟା ପରେ ଆରମ୍ଭ ହେବ କ୍ରୀଡ଼ାର ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ । ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ପହଞ୍ଚିଲେଣି ବିଭିନ୍ନ ଦେଶର ଖେଳାଳି । ଏହାରି ଭିତରେ ଅଲିମ୍ପିକ୍ସ ଭିଲେଜରୁ ସାମନାକୁ ଆସିଛି ପ୍ରଥମ କରୋନା କେସ୍ । ଏନେଇ ଆୟୋଜନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।…

ମୃତ୍ୟୁସଂଖ୍ୟା କମୁନି: ଓଡ଼ିଶାରୁ ଆଉ ୬୭ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି । କିନ୍ତୁ ମୃତ୍ୟୁସଂଖ୍ୟା ଥମୁନି । ଆଉ ୬୭ ଜଣଙ୍କର ଜୀବନ ନେଇଛି କରୋନା । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଚିକିତ୍ସାଧୀନ ଅବସ୍ଥାରେ ୧୫ ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫ ଜଣଙ୍କର ମୃତ୍ୟୁ…

ଓଡ଼ିଶାରେ କରୋନା ସଂକ୍ରମଣ ସ୍ଥିର: ଆଜି ୨୧୮୨ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ସ୍ଥିର ରହିଛି । ପ୍ରତିଦିନ ପାଖାପାଖି ୨ହଜାର ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । କେବେ ସାମାନ୍ୟ କମୁଛି ତ କେବେ ବଢୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ହଜାର ୧୮୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୨ଶହ ୫୮ ଓ ଲୋକାଲ୍…

ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ ନୀତି: ନନ୍ଦିଘୋଷ ରଥ ଭାଙ୍ଗିଲେ ମା’ ଲକ୍ଷ୍ମୀ

ପୁରୀ: ଶ୍ରୀମନ୍ଦିରରେ ପାଳିତ ହୋଇଛି ହେରା ପଞ୍ଚମୀ ନୀତି । ରୁକ୍ମିଣୀ ହରଣ ଏକାଦଶୀରେ ବିବାହ ସମ୍ପନ୍ନ ପରେ ଚତୁର୍ଦ୍ଦଶୀ ତିଥିରେ ସ୍ନାନବେଦୀରେ ଏକାଧିକ ସ୍ନାନ ପରେ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ଥିଲେ । ସୁସ୍ଥ ହେବା ପରେ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ରଥଯାତ୍ରାରେ ଜନ୍ମବେଦୀ ବିଜେ…

ଆଜି ତିନି ରଥର ହେବ ଦକ୍ଷିଣ ମୋଡ଼

ପୁରୀ: ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହେବ ବାହୁଡ଼ା ଯାତ୍ରା ପ୍ରସ୍ତୁତି । ଆଜି ଶ୍ରୀଜିଉଙ୍କର ତିନି ରଥରେ ହେବ ଦକ୍ଷିଣ ମୋଡ଼ । ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ନାକଚଣା ଦ୍ୱାର ପାଖରେ ଦଣ୍ଡାୟମାନ ହେବେ । ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ତିନି ରଥର ଦକ୍ଷିଣ ମୋଡ଼ ହେବ ।…

ଅନୁଭୂତିରେ ରଥଯାତ୍ରା : ସୁଷମା ପରିଜା

ଦୟାନିଧି - କରୁଣାସାଗର  ଶ୍ରୀ ଜଗନ୍ନାଥ ଆମ ହୃଦୟର ଠାକୁର। ସେ କୈବଲ୍ୟଦାତା, ପରମ କରୁଣାମୟ । କେହି ଭକ୍ତି ସହକାରେ ମନେ ମନେ ଯାହା ମାଗିଲେ ସେ ଅବଶ୍ୟ ଭକ୍ତର ମନୋକାମନା ପୂରଣ କରନ୍ତି। ଦୁଇ ହଜାର ଅଠର ମସିହାରେ ମୋ’ ଜୀବନର ସେମିତି ଗୋଟିଏ ଅନୁଭୂତି ହୋଇଥିଲା । ପୁରୀର ରଥଯାତ୍ରା…

ପୁରୀର ଶ୍ରୀକ୍ଷେତ୍ର ଲଜ ସିଲ

ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ରା ଦିନ SOP ଉଲଂଘନ ଅଭିଯୋଗ |  ପୁରୀର ପୁଣି ଏକ ଲଜକୁ ସିଲ କଲା ପ୍ରଶାସନ | ବଳଗଣ୍ଡି ଛକରେ ଥିବା ଶ୍ରୀକ୍ଷେତ୍ର ଲଜକୁ ସିଲ କରାଯାଇଛି | ତେବେ ପୂର୍ବରୁ ଗଙ୍ଗା ଲଜ, ଅକ୍ଷୟପାତ୍ର ଫାଉଣ୍ଡେସନ ଓ ସାଗର ଇନ ଲଜ ସିଲ କରାଯାଇଥିବା ବେଳେ ଆଜି ଶ୍ରୀକ୍ଷେତ୍ର ଲଜକୁ ସିଲ…

ମାଆ ଦୁର୍ଗାଙ୍କ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର : ପବିତ୍ର ହେରାପଞ୍ଚମୀରେ ଶହୀଦ ନଗର ଦୁର୍ଗାପୂଜା ମଣ୍ଡପରେ ସମିତି ପକ୍ଷରୁ" ମା ଦୁର୍ଗା" ଙ୍କ ପ୍ରତିଷ୍ଠା ଦିବସ ଆରମ୍ଭ କରାଯାଉଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯଜ୍ଞ, ଓ ପୂଜା ତିନି ଦିନ ଧରି କରାଯିବ । ଆସନ୍ତା ୧୮.୭.୨୧ ଦିନ ସନ୍ଧ୍ୟାରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ…

ପିସି ଭାଗ ବଣ୍ଟାର ଭିଡିଓ ଭାଇରାଲ

ନୂଆପଡା :  ପିସି ଭାଗବଣ୍ଟାର ଭିଡିଓ ଭାଇରାଲ । କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନର ଚେତାବନୀ । ନୂଆପଡା ସିନାପାଲି ବ୍ଲକରେ ରାଜ୍ୟ ସରକାର ଙ୍କ 5T ର ବେଖାତିର ।  ନୂଆପଡା ଜିଲ୍ଲାରେ ସରକାରୀ ବାବୁ ମାନେ 5T କୁ ବେଖାତିର କରି ଖୁଲୁମଖୁଲା ପିସି କାରବାର କରୁଥିବା ଭିଡିଓ ସାମ୍ନାକୁ ଆସିଛି ।…