Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନା କାଳରେ ବ୍ୟବସାୟ ମାନ୍ଦା

ରାୟଗଡା:  କରୋନା କାଳରେ ବ୍ୟବସାୟ ମାନ୍ଦା,ଉତ୍ପାଦନ ତୁଳନାରେ ବିକ୍ରି କମ୍ ହାତରେ ମୁଣ୍ଡ ଦେଇବସିଛନ୍ତି ବ୍ୟବସାୟୀ । ଶିଳ୍ପ ସମୃଦ୍ଦ ରାୟଗଡା ଜିଲ୍ଲାରେ ମଧ୍ୟ ଏହାର ବେଶ୍ ପ୍ରଭାବ ଦେଖିବାକୁ ମିଳିଲା । ଜିଲ୍ଲାରେ ଉତ୍କଳ ଆଲୁମିନା କାରଖାନା,ଜେକେ କାଗଜ କଳ ଓ ଇମ୍ଫା ପରି ଅନେକ ବୃହତ ଶିଳ୍ପ…

ମା’ଲକ୍ଷ୍ମୀଙ୍କ ମାନଭଞ୍ଜନ

ପୁରୀ: ଶ୍ରୀକ୍ଷେତ୍ର ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ରଥଯାତ୍ରା ମହାପ୍ରଭୁ ବଡ଼ ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀଗୁଣ୍ଡିଚା ଯାତ୍ରାରେ ଯାଇଛନ୍ତି । ତେବେ ସାଙ୍ଗ ରେ ପତ୍ନୀ ଲକ୍ଷ୍ମୀଙ୍କୁ ନେଇ ନାହାନ୍ତି । ଏଣୁ ଭଗବତୀ ଲକ୍ଷ୍ମୀ ମହାପ୍ରଭୁଙ୍କୁ ଦେଖା…

ଗାଁ ଦାଣ୍ଡରେ ବୃଦ୍ଧାଙ୍କୁ ମାଡ

ପୁଣି ଲଜ୍ଜା । ବୟସର ଅପରାହ୍ନରେ ପହଂଚିଥିବା ଜଣେ ବୃଦ୍ଧାଙ୍କୁ ପୁଣି ଥରେ ଗାଁ ଦାଣ୍ଡରେ ନିର୍ଯାତିତ କରାଯାଇଛି । ଆଉ ଏହି କାଣ୍ଡ ଭିଆଇଛନ୍ତି ଖୋଦ୍ ବୃଦ୍ଧାଙ୍କ ସମ୍ପର୍କୀୟ । ଘଟଣା ଖୁବ ଲଜ୍ଜା ଜନକ ଓ ଅମାନବୀୟ । ବୃଦ୍ଧା ଜଣଙ୍କୁ ଅତି ନିର୍ଦ୍ଦୟ ଭାବେ ମାଡ ମାରିବା ସହ ଏକ ମୋଟା ଦଉଡିରେ…

ଭଜନର ଧୁନରେ ମସଗୁଲ ଜଙ୍ଗଲୀ ଭାଲୁ

ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ସମ୍ଭବକୁ ଅସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିପଟେ ଏମିତି ବହୁ ରହସ୍ୟ ରହିଛି ।…

ଚୁକ୍ତିର ୫ ବର୍ଷ ପରେ ରେଳ କାମ ନେଇ ସର୍ଭେ

ମାଲକାନଗିରି : ପୁଣି ଥରେ ହଜିଯାଇଥିବା ଆଶା ଉଦଜୀବୀତ ହୋଇଛି । ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ଅଧା ଅନୁଦାନରେ ତିଆରି ହେବାକୁ ଯାଉଛି ଜୟପୁର ମାଲକାନଗିରି ରେଳ ଲାଇନ୍ । ହେଲେ ଏହା ଭିତରେ ୫ ବର୍ଷ ବିତିଗଲାଣି । ଲୋକଙ୍କର ରେଳରେ ବସିବା ସ୍ୱପ୍ନ ବି ଏହା ଭିତରେ ମଉଳି ଗଲାଣି । ଅର୍ଥ…

ଟୋକିଓ ଅଲିମ୍ପିକ୍ସ ଭିଲେଜରେ ପଶିଲା କରୋନା

ଟୋକିଓ: ଆଉ ଦିନ କେଇଟା ପରେ ଆରମ୍ଭ ହେବ କ୍ରୀଡ଼ାର ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ । ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ପହଞ୍ଚିଲେଣି ବିଭିନ୍ନ ଦେଶର ଖେଳାଳି । ଏହାରି ଭିତରେ ଅଲିମ୍ପିକ୍ସ ଭିଲେଜରୁ ସାମନାକୁ ଆସିଛି ପ୍ରଥମ କରୋନା କେସ୍ । ଏନେଇ ଆୟୋଜନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।…

ମୃତ୍ୟୁସଂଖ୍ୟା କମୁନି: ଓଡ଼ିଶାରୁ ଆଉ ୬୭ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି । କିନ୍ତୁ ମୃତ୍ୟୁସଂଖ୍ୟା ଥମୁନି । ଆଉ ୬୭ ଜଣଙ୍କର ଜୀବନ ନେଇଛି କରୋନା । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଚିକିତ୍ସାଧୀନ ଅବସ୍ଥାରେ ୧୫ ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫ ଜଣଙ୍କର ମୃତ୍ୟୁ…

ଓଡ଼ିଶାରେ କରୋନା ସଂକ୍ରମଣ ସ୍ଥିର: ଆଜି ୨୧୮୨ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ସ୍ଥିର ରହିଛି । ପ୍ରତିଦିନ ପାଖାପାଖି ୨ହଜାର ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । କେବେ ସାମାନ୍ୟ କମୁଛି ତ କେବେ ବଢୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ହଜାର ୧୮୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୨ଶହ ୫୮ ଓ ଲୋକାଲ୍…

ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ ନୀତି: ନନ୍ଦିଘୋଷ ରଥ ଭାଙ୍ଗିଲେ ମା’ ଲକ୍ଷ୍ମୀ

ପୁରୀ: ଶ୍ରୀମନ୍ଦିରରେ ପାଳିତ ହୋଇଛି ହେରା ପଞ୍ଚମୀ ନୀତି । ରୁକ୍ମିଣୀ ହରଣ ଏକାଦଶୀରେ ବିବାହ ସମ୍ପନ୍ନ ପରେ ଚତୁର୍ଦ୍ଦଶୀ ତିଥିରେ ସ୍ନାନବେଦୀରେ ଏକାଧିକ ସ୍ନାନ ପରେ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ଥିଲେ । ସୁସ୍ଥ ହେବା ପରେ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ରଥଯାତ୍ରାରେ ଜନ୍ମବେଦୀ ବିଜେ…

ଆଜି ତିନି ରଥର ହେବ ଦକ୍ଷିଣ ମୋଡ଼

ପୁରୀ: ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହେବ ବାହୁଡ଼ା ଯାତ୍ରା ପ୍ରସ୍ତୁତି । ଆଜି ଶ୍ରୀଜିଉଙ୍କର ତିନି ରଥରେ ହେବ ଦକ୍ଷିଣ ମୋଡ଼ । ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ନାକଚଣା ଦ୍ୱାର ପାଖରେ ଦଣ୍ଡାୟମାନ ହେବେ । ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ତିନି ରଥର ଦକ୍ଷିଣ ମୋଡ଼ ହେବ ।…