Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବିରଳ ପ୍ରଜାତିର ଷ୍ଟେନେଲା ଡଲଫିନର ମୃତ ଦେହ ଉଦ୍ଧାର

ପାରାଦ୍ଵୀପ: ପାରାଦ୍ଵୀପ ସମୁଦ୍ର କୂଳରୁ ମିଳିଛି ବିରଳ ପ୍ରଜାତିର ଷ୍ଟେନେଲା ଡଲଫିନ । ସାଢ଼େ ଚାରିଫୁଟ ଲମ୍ବର ଏହି ଡଲଫିନର ଓଜନ ପାଖାପାଖି ୨୦ ରୁ ୨୫ କିଲୋ ମଧ୍ୟରେ ହେବ । ଏହି ଷ୍ଟେନେଲା ପ୍ରଜାତିର ଡଲଫିନ ସାଧାରଣତଃ ଆମ ସମୁଦ୍ରରେ ଖୁବ୍ କମ୍ ଦେଖିବାକୁ ମିଳିଥାଏ । ପାରାଦ୍ଵୀପ ବନ୍ଦରର ୫…

ରାଜ୍ୟରୁ କରୋନା ନେଲା ଆଉ ଜଣେ ଡାକ୍ତରଙ୍କ ଜୀବନ

ଫୁଲବାଣୀ: କରୋନା ଲଢ଼େଇରେ ହାରିଗଲେ ଆଉ ଜଣେ ସମ୍ମୁଖ ଯୋଦ୍ଧା । ରାଜ୍ୟରେ ଆଉ ଜଣେ ଡାକ୍ତର କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ମୃତକ ହେଉଛନ୍ତି ଡାକ୍ତର ସ୍ନେହାଶିଷ ଗିରି । ଗତକାଲି ରାତିରେ ସେ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ମେଡିକାଲରେ ପ୍ରାଣ ହରାଇଛନ୍ତି । ସ୍ନେହାଶିଷ…

କୋଭିଡ୍ ନେଗେଟିଭ୍ ମୃତଦେହକୁ ନେଇପାରିବେ ପରିବାର ଲୋକ, ମାନିବାକୁ ପଡ଼ିବ ଏହି ସର୍ତ୍ତ

ଭୁବନେଶ୍ୱର: କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆକ୍ରାନ୍ତଙ୍କ ମୃତ୍ୟୁ ହେଲେ ପ୍ରଶାସନ ଶବ ସତ୍କାର କରୁଛି । ଏଣିକି ପରିବାର ଲୋକଙ୍କୁ ସର୍ତ୍ତ ସହ ମୃତଦେହ ଦିଆଯିବ । ଯଦି ମୃତକ ଜଣଙ୍କ କୋଭିଡ୍ ନେଗେଟିଭ୍ ଥିବେ ତାଙ୍କ ମରଶରୀରକୁ ନେଇ ପାରିବେ ପରିବାର ଲୋକ । ଏନେଇ ନୂଆ…

କରୋନା ମୃତ୍ୟୁରେ କେତେ ଦେବ ଅନୁକମ୍ପା ରାଶି ? ସ୍ଥିର କରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନାରେ ମୃତ୍ୟୁବରଣ କଲେ ଦେବାକୁ ପଡ଼ିବ ଅନୁକମ୍ପା ସହାୟତା ରାଶି । କେତେ ଟଙ୍କା ଦିଆଯିବ ସ୍ଥିର କରିବେ କେନ୍ଦ୍ର ସରକାର । ସବୁ ଦିଗକୁ ବିଚାର କରି ଗାଇଡଲାଇନ୍ ପ୍ରସ୍ତୁତ କରିବେ । ଏସମ୍ପର୍କିତ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କରୋନାରେ…

ଲକଡାଉନ୍ ଖୋଲିବ ନା ବଢ଼ିବ: ଜୁଲାଇ ଗାଇଡଲାଇନ୍ ନେଇ ଅପରାହ୍ଣ ସାଢ଼େ ୨ଟାରେ ମୁଖ୍ୟ ସଚିବଙ୍କ ପ୍ରେସ ବିବୃତ୍ତି

ଭୁବନେଶ୍ୱର: ଆସନ୍ତାକାଲି ସକାଳ ୫ଟାରେ ରାଜ୍ୟରେ ସରୁଛି ଆଂଶିକ ଲକଡାଉନ୍ । ଆଜି ଆସିବ ଜୁଲାଇ ମାସ ପାଇଁ ଗାଇଡଲାଇନ୍ । ଅପରାହ୍ଣ ସାଢ଼େ ୨ଟାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ପ୍ରେସ ବିବୃତି ଜାରି କରିବେ । ଜୁଲାଇରେ ସଂକ୍ରମଣ ହାର କମିଥିବାରୁ ଆଉ କେଉଁ ସବୁ ଜିଲ୍ଲା କାଟାଗୋରୀ-ଇକୁ ଯିବ ?…

ରାଜ୍ୟରେ ଦିନକରେ ୭୫ ହଜାର କୋଭିଡ୍ ଟେଷ୍ଟିଂ, ଚିହ୍ନଟ ହେଲେ ୩୩୭୧ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ଦିନେ କମୁଛି, ପୁଣି ଦିନେ ବଢୁଛି । ଗତକାଲି ୩ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ସଂଖ୍ୟା ପୁଣି ଥରେ ୩ ହଜାର ପାର କରିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୩୭୧ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୨ହଜାର ୬୪୦…

ରାଜ୍ୟରେ ୪ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: କାଲି କମିଥିଲା, ଆଜି ପୁଣି ବଢିଲା ମୃତ୍ୟୁସଂଖ୍ୟା । ରାଜ୍ୟରୁ କରୋନା ଆଉ ୪୮ ଆକ୍ରାନ୍ତଙ୍କ ଜୀବନ ନେଇଛି । ୧୮ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ଭିତରେ ଭୁବନେଶ୍ୱରରୁ…

ଟିକା ଅଭାବ: ଆଜି ରାଜ୍ୟର ୧୧ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ଟିକାର ଘୋର ଅଭାବ ଦେଖାଦେଇଛି । ଜୁନ୍ ମାସ ପାଇଁ ଆବଶ୍ୟକ କୋଭିସିଲ୍ଡ ଟିକା ନଥିବାରୁ ଆଜି ୧୧ ଜିଲ୍ଲାରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଟିକାକରଣ । ଅନୁଗୋଳ, ବଲାଙ୍ଗିର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ଝାରସୁଗୁଡ଼ା, ସୋନପୁର, କେନ୍ଦ୍ରାପଡ଼ା…

ତୁଳସୀକୁ ୧୨ଟି ଆମ୍ବର ମୂଲ୍ୟ ୧ଲକ୍ଷ ୨୦ ହଜାର

ଜାମସେଦପୁର : ୧୨ଟି ଆମ୍ବର ମୂଲ୍ୟ ୧ଲକ୍ଷ ୨୦ ହଜାର ଟଙ୍କା । ରାସ୍ତା କଡରେ ବସି ଆମ୍ବ ବିକ୍ରି କରୁଥିବା ୮ବର୍ଷର ଝିଅ ତୁଳସୀକୁ ମିଳିଛି ୧୨ଟି ଆମ୍ବର ଅ।କ।ଶଛୁଆଁ ମୂଲ୍ୟ । ଖାଲି ସେତିକିି ନୁହେଁ ଅର୍ଥ ସହିତ ଗୋଟିଏ ମୋବାଇଲ ଆଉ ୨ ବର୍ଷର ମାଗଣା ଇଣ୍ଟରନେଟ ବି ଦିଆଯାଇଛି । ସୋସିଆଲ ମିଡିଆ…

ରାଜ୍ୟରେ ପୁଣି ବଢିବ ବର୍ଷା

ଭୁବନେଶ୍ବର : ରାଜ୍ୟରେ ପୁଣି ବଢିବ ବର୍ଷା । ଜୁଲାଇ ପହିଲାରେ ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେହି ଜିଲ୍ଲାଗୁଡ଼ିକ ହେଲା, କୋରାପୁଟ, ମାଲକାନଗିରି, କଟକ, ନୟାଗଡ଼, ଖୋର୍ଧା, ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡ଼ା । ଏସବୁ ଜିଲ୍ଲା ସମେତ ବାଲେଶ୍ବର, ଭଦ୍ରକ, ଯାଜପୁର, ଗଞ୍ଜାମ,…