Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବଢ଼ିଲା ଟିକା ସଂକଟ: ଆଜି ୧୬ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଟିକା ଅଭାବ ଯୋଗୁ ଆଜି ରାଜ୍ୟରେ ୧୬ ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ । ଏହି ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ନବରଙ୍ଗପୁର, ସୋନପୁର,…

ଦ୍ୱିତୀୟ ପର୍ଯ୍ୟାୟ ଆଂଶିକ ଲକଡାଉନରେ ଓଡ଼ିଶା: ଅଧିକ ସମୟ ଖୋଲିବ ଦୋକାନ ବଜାର, ସେଲୁନ୍ ଖୋଲା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଲାଗୁ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଆଂଶିକ ଲକଡାଉନ୍ । କାଟାଗୋରୀ-A ୨୦ ଜିଲ୍ଲାରେ କଟକଣାକୁ ଅଧିକ କୋହଳ କହାଯାଇଥିବା ବେଳେ କାଟାଗୋରୀ-B ଜିଲ୍ଲାରେ ବି କଟକଣା ସହ ଜୀବନ ଜୀବିକାକୁ ସ୍ୱାଭାବିକ କରିବା ପାଇଁ ବହୁ ପଦକ୍ଷେପ ନେଇଛନ୍ତି ସରକାର । ଆଜିଠାରୁ…

ୱେବିନାର ମାଧ୍ୟମରେ ଆଜି ଏକାଦଶ ନାଟ୍ୟ ସଂଗ୍ରହ କାର୍ଯ୍ୟକ୍ରମ

ଭୁବନେଶ୍ୱର : ପୁରବାଇ ସଂସ୍କୃତି କଳା ବିକାଶ କେନ୍ଦ୍ର ପକ୍ଷରୁ ଆଜି ସନ୍ଧ୍ୟା ୫ ୩୦ ରୁ ୭ ଟା ମଧ୍ୟରେ ୱେବିନାର ମାଧ୍ୟମରେ ଏକାଦଶ ନାଟ୍ୟ ସଂଗ୍ରହ ( ନାଟ୍ୟଶାସ୍ତ୍ରର ୩୬ଟି ବିଷୟ ଉପରେ ଏକ ସଂକ୍ଷିପ୍ତ ଆଲୋଚନା ) ଶୀର୍ଷକ ଏକ କାର୍ଯ୍ୟକ୍ରମ ଆୟୋଜନ ହେବାର ଅଛି। ଏହି କାର୍ଯ୍ୟକ୍ରମକୁ…

ଲଳିତ କଳା ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ ଅନଲାଇନ ଚିତ୍ରକଳା ଶିବିର ଉଦଘାଟିତ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଅନଲାଇନ ଚିତ୍ରକଳା ଶିବିର ଉଦଘାଟିତ ହୋଇଯାଇଛି। ପାଞ୍ଚଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ଶିବିରକୁ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦଘାଟନ କରିଥିଲେ। ଏହି ଶିବିରରେ…

୧୮ ଲକ୍ଷ ଭୂମିହୀନ କୃଷକ ପରିବାରକୁ ୩୮୬ କୋଟି ଟଙ୍କାର ସହାୟତା

ଭୁବନେଶ୍ୱର: କାଳିଆ ଯୋଜନାର ଭୂମିହୀନ କୃଷକ ପରିବାର ପାଇଲେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା । ୧୮ ଲକ୍ଷ ପରିବାରକୁ ୩୮୬ କୋଟି ଟଙ୍କାର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । ବୁଧବାର କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାରମାନଙ୍କୁ ୩୮୬ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀଙ୍କ କୋଭିଡ…

ସେବାୟତଙ୍କୁ ସାନିଟାଇଜର ଓ ମାସ୍କ

ପୁରୀ  : କୋଭିଡ ସଂକ୍ରମଣରୁ ସେବାୟତ ମାନେ ସୁରକ୍ଷିତ ରହି ପାରିବେ । ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଉଦ୍ୟମ ଜାରି ରଖିଛି । ଆଗକୁ ରଥଯାତ୍ରା ଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ମାଗଣାରେ ସାନିଟାଇଜର ଓ N95 ମାସ୍କ ଯୋଗାଇ ଦେଇଚି । ପ୍ରଥମେ ଦଇତା ପତି…

ଭିଜିଲାନ୍ସ ବିଭାଗ ଆଇଜି ଭାବେ ଯୋଗଦେଲେ ବରିଷ୍ଠ IPS ଅସିତ୍ ପାଣିଗ୍ରାହୀ

ଭୁବନେଶ୍ୱର : ଭିଜିଲାନ୍ସ ବିଭାଗ ଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ୍ ଅଫିସର ଅସିତ୍ ପାଣିଗ୍ରାହୀ । ୧୯୯୭ ବ୍ୟାଚର ଆଇପିଏସ୍ ଅଧିକାରୀ ଅସିତ୍ ପାଣିଗ୍ରାହୀ ବୁଧବାର ଭିଜିଲାନ୍ସ ନିର୍ଦ୍ଦେଶାଳୟରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଶ୍ରୀ ପାଣିଗ୍ରାହୀ ପୂର୍ବରୁ ଅଗ୍ନିଶମ ବିଭାଗ, ରାଜ୍ୟ…

ପିସିଭି ଟୀକା ପ୍ରଚାର ରଥ ଶୁଭାରମ୍ଭ

ସୋନପୁର : ସୋନପୁର ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରଠାରେ ଏକ ପ୍ରଚାର ରଥର ଶୁଭାରମ୍ଭ ହୋଇଯାଇଛି । ପିସିଭି ଟୀକାର ନିୟମିତ ଟୀକାକରଣ ସୂଚୀରେ ସାମିଲ ହେବା ଅବସରରେ ବ୍ୟାପକ ଜନ ସଚେତନତା ସୃଷ୍ଟି ପାଇଁ ପ୍ରଚାର ରଥର ଶୁଭାରମ୍ଭ ହୋଇଛି । ଆଗାମୀ ୯ ଜୁଲାଇ ଯାଏଁ ନାଇକେନପାଲି ଗୋଷ୍ଠୀ…

ରେଳ ଷ୍ଟେସନରୁ ଲୁଟେରା ଗିରଫ

ଭଦ୍ରକ:  ଭଦ୍ରକ ରେଳ ଷ୍ଟେସନରୁ ଗିରଫ ହେଲା ଜଣେ ଆନ୍ତଃରାଜ୍ୟ ମୋବାଇଲ୍ ଲୁଟେରା | ଗିରଫ ଅଭିଯୁକ୍ତ ଠାରୁ ୯ଟି ନାମିଦାମୀ ମୋବାଇଲ୍ ଫୋନ ଜବତ କରିଛି ରେଳବାଇ ସୁରକ୍ଷା ପୁଲିସ | ଭଦ୍ରକ ରେଳ ଷ୍ଟେସନରେ ଜଣେ ଯୁବକ ସନ୍ଦେହ ଜନକ ଅବସ୍ଥାରେ ଷ୍ଟେସନରେ ବୁଲୁଥିବା ବେଳେ ଆରପିଏଫ୍ ପୁଲିସର ସଦ୍ଦେହ…

ଚୋରା ଚାଲାଣ ବେଳେ୧୫ କ୍ଵିଣ୍ଟାଲ ଗଞ୍ଜେଇ ଜବତ

ଉଲୁଣ୍ଡା : କଣ୍ଟେନର ସହ ୧୫ କ୍ଵିଣ୍ଟାଲ ଗଞ୍ଜେଇ ଜବତ । ଅଭିନବ ଢ଼ଙ୍ଗରରେ ଗଞ୍ଜେଇ ଚୋରା ଚାଲାଣ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ରକ୍ସା ଛକରେ ଧରିଲ ପୋଲିସ । ଏକ କନଣ୍ଟେନରରେ ପ୍ଲାଷ୍ଟିକ ଅଖା ବସ୍ତା ଭିତରେ ୧୫ କ୍ବିଣ୍ଟାଲ ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ କୌଣସି ସୂତ୍ରରୁ ଖବର…