Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଦେବଗଡରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କୋଭିଡ ମହାମାରୀର ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ବ । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦେବଗଡରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ଏକ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ଉଦ୍‌ଘାଟନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାମାରୀର…

ରାଜ୍ୟରେ କୋଭିଡ ନିୟମ କଡାକଡି ପାଳନ କର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲା ଉପରେ ଫୋକସ କରିବା ସହିତ କୋଭିଡ ନିୟମର କଡାକଡି ଅନୁପାଳନ ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ସଂକ୍ରମଣ ହାର ୫ ପ୍ରତିଶତ ଥିଲେ…

ଧାନ ବିକ୍ରି ଓ ଟୋକନ ଅବଧି ବୃଦ୍ଧି ଦାବି

ବରଗଡ଼ : ଟୋକନ ଅବଧି ସାରିଯାଇଥିବା ବେଳେ ବରଗଡ଼ ଜିଲ୍ଲାର ଚାଷୀ ମାନେ ଧାନ ବିକ୍ରି କରି ପାରି ନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଧାନ ବିକ୍ରି ଓ ଟୋକାନ ଅବଧି ବୃଦ୍ଧି ଦାବିକରି ଆଜି ଜିଲ୍ଲାର ଚାଷୀ ମାନେ ବରଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟlଳୟ…

ମଣ୍ଡିରେ ଧାନ ଗଜା, ପ୍ୟାକ୍ସ ସମ୍ପାଦକ ନିଲମ୍ବିତ

ଜୁନାଗଡ଼: ମଣ୍ଡିରେ ପଡ଼ି ରହିଛି ବସ୍ତା ବସ୍ତା ଧାନ । ନା ଆସିଛି ଟୋକନ୍ ନା ଉଠାଯାଉଛି ଧାନ । ଧାନ ଉଠାଣ ଦାବି ନେଇ ବହୁବାର ଚାଷୀଙ୍କ ବିରୋଧ ବି ଜାରି ରହିଛି । ହେଲେ ସେମାନଙ୍କ ସମସ୍ୟା ଶୁଣିବାକୁ ଯେମିତି କେହି ନାହିଁ । ପ୍ରତିଥର ପ୍ରତିଶ୍ରୁତି ଦେଇ କାମ ସରିଯାଉଛି । ହେଲେ ଏବେ ବି ମଣ୍ଡିରେ…

ରାଜ୍ୟରେ ସଂକ୍ରମଣ କମିଛି, ହେଲେ ଦୂର ହୋଇନି ଆଶଙ୍କା

ଭୁବନେଶ୍ବର : କରୋନା କବଳରୁ ଆଶ୍ବସ୍ତି ଲାଭ କରୁଛି ଓଡ଼ିଶା । ଦିନକୁ ଦିନ ସଂକ୍ରମଣ କମୁଥିବା ବେଳେ, ସ୍ବାଭାବିକ୍ ହେଉଛି ସ୍ଥିତି । ତେବେ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି ଆଶଙ୍କା ଦୂର ହୋଇନି । ଏତିକି ବେଳେ ଲୋକେ ଢ଼ିଲା ନହୋଇ କୋଭିଡ ନିୟମର ପାଳନ କରନ୍ତୁ । ଯେଉଁଭଳି ଭାବେ…

୫ ପ୍ରତିଶତ ତଳେ ସଂକ୍ରମଣ ରହିଲେ କୋହଳ ହେବ କଟକଣା

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା କମୁଥିବା ବେଳେ, ଏବେ ୪.୧୪ ପ୍ରତିଶତକୁ ଖସିଛି ପଜିଟିଭିଟି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିମୟ ଅନୁସାରେ ୫ ପ୍ରତିଶତ ତଳକୁ ସଂକ୍ରମଣ ହାର କମିଲେ ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ ହୁଏ । ସେହି ନିୟମ…

ଓଡ଼ିଶାରେ ଲକଡାଉନ୍ ଖୋଲିବ ନା ବଢ଼ିବ, କଣ କହିଲେ ଡିଏମଇଟି ?

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିଛି । କିନ୍ତୁ ଏବେ ବି ଉପକୂଳର କିଛି ଜିଲ୍ଲାରେ ସ୍ଥିତି ଚିନ୍ତାଜନକ ଅଛି । ଜୁଲାଇ ୧ରୁ ଅନଲକ୍ ହେବ କି ପୂରା ଓଡ଼ିଶା ? ସରକାରଙ୍କ ଘୋଷଣାକୁ ଅପେକ୍ଷା ଭିତରେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ଲୋକଙ୍କୁ ସବୁ ଦିନ ଘର ଭିତରେ ରଖିବା…

ଓଡ଼ିଶାର ଏହି ଜିଲ୍ଲାରୁ ଖୋଲି ନପାରେ ତାଲା, ବଳବତ୍ତର ରହିପାରେ ଆଂଶିକ ଲକଡାଉନ୍

ଭୁବନେଶ୍ୱର: ରାଜ୍ୟରେ ଦିନେ ପରେ ସରିଯିବ ଆଂଶିକ ଲକଡାଉନ୍ । ଆଜି କିମ୍ବା ଆସନ୍ତାକାଲି ସରକାର ଜୁଲାଇ ପାଇଁ ନୂଆ ଗାଇଡଲାଇନ୍ ଘୋଷଣା କରିବେ । କଣ ରହିବ କରୋନା ମୁକାବିଲା ରଣନୀତି ? ତାଉପରେ ଏବେ ସମସ୍ତଙ୍କର ନଜର ରହିଛି । ଆଶ୍ୱସ୍ତିକର ଖବର ହେଉଛି ଓଡ଼ିଶାର ଅଧିକାଂଶ ଜିଲ୍ଲା ଏବେ ଗ୍ରୀନ୍…

ପୁଣି ଟିକା ସଙ୍କଟ: ଆଜି ଓଡ଼ିଶାର ଦୁଇଟି ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଜୁନ୍ ୨୧ ତାରିଖରୁ ଓଡ଼ିଶାରେ କ୍ୟାମ୍ପେନ ମୋଡରେ ଟିକାକରମ ଚାଲିଥିଲା । ଆଜିଠୁ ପୁଣି ଥରେ ଟିକା ସଙ୍କଟ ଦେଖାଦେଇଛି । ଆବଶ୍ୟକ କୋଭିସିଲ୍ଡ ଟିକା ନଥିବାରୁ ଆଜି ଦୁଇଟି ଜିଲ୍ଲା ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ବନ୍ଦ ରହିବ ଟିକାକରଣ । ବର୍ତ୍ତମାନ ରାଜ୍ୟରେ ୧ଲକ୍ଷ ୧୩ହଜାର ୮୩୦…

ଆଜି ଓଡ଼ିଶାରୁ ୨୬୪୦ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ୍ ହାର ୪.୧୪%କୁ ହ୍ରାସ

ଭୁବନେଶ୍ୱର: ରାଜ୍ୟରେ ଗତ ସପ୍ତାହେ ହେବ ସ୍ଥିର ରହିଥିଲା କରୋନା ସଂକ୍ରମଣ । ୩-୪ ହଜାର ଭିତରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ଆଜି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ତଳକୁ ଖସିଛି । ଚିହ୍ନଟ ହୋଇଛନ୍ତି ୨ହଜାର ୬୪୦ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୧୫ଶହ ୧୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍…