Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆଜିଠୁ ଅଲାରନାଥ ଅଣସର ଦର୍ଶନ, କିନ୍ତୁ କରୋନା କଟକଣା ଯୋଗୁଁ ଦର୍ଶନରୁ ବଞ୍ଚିତ ହେଉଛନ୍ତି ଭକ୍ତ

ପୁରୀ: ଗତକାଲି ଶ୍ରୀମନ୍ଦିରରେ ଶ୍ରୀଜୀଉମାନେ ୧୦୮ ସୁବା ସିତ ଜଳରେ ସ୍ନା କରିବା ପରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି । ୧୫ ଦିନ ଜ୍ୱର ହେଉଥିବାରୁ ଅଣସର ଘରେ ମହାପ୍ରଭୁଙ୍କ ବିଭିନ୍ନ ଉପଚାର ହେବ । ବର୍ଷକର ଏହି ୧୫ ଦିନ ଭକ୍ତ ଶ୍ରୀଜିଉମାନଙ୍କ ଦର୍ଶନ କରିପାରନ୍ତି ନାହିଁ । ତେଣୁ ଏହି ସମୟରେ…

ଘରୋଇ ହସ୍ପିଟାଲରେ ସରକାରୀ କୋଭିଡ୍ ଟିକା ମନା

ଭୁବନେଶ୍ୱର: ରାଜ୍ୟର ଘରୋଇ ହସ୍ପିଟାଲ ଗୁଡ଼ିକରେ ଆଉ ସରକାର କିଣୁଥିବା କୋଭିଡ୍ ଟିକା ଉପଲବ୍ଧ ହେବ ନାହିଁ । ଏପରିକି ହସ୍ପିଟାଲ ଗୁଡ଼ିକୁ ଆଉ ସରକାରୀ କୋଭିଡ୍ ଟିକା ଯୋଗାଣ କରାଯିବ ନାହିଁ  । ଯାହା ସେମାନଙ୍କୁ ଦିଆଯାଇଛି ତାକୁ ତୁରନ୍ତ ଫେରସ୍ତ ଆଣିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି…

କରୋନାରେ ଦୁଇ ମାଓବାଦୀ ମୃତ

ଭୁବନେଶ୍ୱର: କରୋନାରେ ଦୁଇ ମାଓବାଦୀ ମୃତ । କରୋନାରେ ଦୁଇ ଟପ୍‌ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ । ଟପ୍ ମାଓନେତା ହରିଭୂଷଣ ଓ ସାରକ୍କଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।  ଆଉ ଦୁଇ ଜଣ ଆତ୍ମସମର୍ପଣ  କରିଛନ୍ତି । କରୋନାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଲାଲବାହିନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ।…

ବ୍ରାଜିଲରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୧ ଲକ୍ଷ ୧୫ ହଜାର ୨୨୮ କରୋନା ଆକ୍ରାନ୍ତ

ବ୍ରାଜିଲ : ବିଭିନ୍ନ ରାଷ୍ଟ୍ରରେ ପୁଣି ଚିନ୍ତା ବଢାଇଲାଣି କିଲର ଭାଇରସ । ଏହି କ୍ରମରେ ବ୍ରାଜିଲରେ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୧୫ ହଜାର ୨୨୮ କରୋନା ଆକ୍ରାନ୍ତ । କରୋନା ସଂକ୍ରମଣକୁ ନେଇ ଏବେ ସାରା ଦେଶରେ ପୁଣି ଦେଖାଦେଇଛି ଆତଙ୍କ । ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି-…

ଶ୍ରୀମନ୍ଦିର ବଳୟ ଉପରେ ହେଲିକପ୍ଟର

ପୁରୀ: ଶ୍ରୀମନ୍ଦିର ବଳୟ ଉପରେ ହେଲିକପ୍ଟର ଶ୍ରୀମନ୍ଦିର ଉପରେ ଉଡିଲା ହେଲିକପ୍ଟର । ଶ୍ରୀମନ୍ଦିର ଅଞ୍ଚଳ ନୋ ଫ୍ଲାଇଂ ଜୋନ୍ ହୋଇଥିବା ବେଳେ ହେଲିକପ୍ଟର ଉଡୁଥିବା ଦେଖିବାକୁ ମିଳିଥିଲା । ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ନୀତି ଚାଲିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ବଳୟ…

ଆଧୁନିକ ଓ ପାରମ୍ପରିକ କଳାର ଏକ ମିଶ୍ରିତ ରୂପ : ଶିଳ୍ପୀଗୁରୁ ବ୍ରଜକିଶୋର ଜେନା

କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା କଳା କାରିଗରୀ   ୧୯୫୭ ମସିହା ଜୁଲାଇ ମାସ ୬ ତାରିଖରେ ବାଲେଶ୍ୱର ଜିଲ୍ଲା ଗୋହିରାପଦା ଗାଁର ଜଗବନ୍ଧୁ ଜେନା ଓ ମାତା ରୁକ୍ମଣୀଙ୍କ କୋଳ ମଣ୍ଡନ କରି ଜନ୍ମଗ୍ରହଣ କରିଥିଲେ ଶିଳ୍ପୀ ବ୍ରଜକିଶୋର ଜେନା । ବାଲ୍ୟକାଳରୁ…

୧୪ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଟ୍ରପ୍-ଲାଇନ ପ୍ରଭାବରେ ଓଡିଶାରେ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ।  ଉତ୍ତର ପଶ୍ଚିମ ବିହାରରୁ ଦକ୍ଷିଣ ଛତିଶଗଡ ଯାଏଁ ଝାଡ଼ଖଣ୍ଡ ମଧ୍ୟ ଦେଇ ଲଘୁଚାପ ରେଖା ଲମ୍ବିଛି । ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, କଟକ, ସୁନ୍ଦରଗଡ, ଝାରସୁଗୁଡା,…

ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା, ୧୪୪ ଧାରା ଲାଗୁ

ବାରିପଦା : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଦେବସ୍ନାନ ପୂର୍ଣ୍ଣିମା । ବିନା ଭକ୍ତରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ହରିବଳଦେଵ ବିଜେ ମହାପ୍ରଭୁଙ୍କ ମନ୍ଦିରରୁ ଜଗତରନାଥ ଜଗନ୍ନାଥ, ବଡଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ସୁଦର୍ଶନ ବଡଦେଉଳରୁ…

STF ଚଢାଉ,୨ କୋଟିରୁ ଅଧିକ ବ୍ରାଉନ୍ ସୁଗାର୍ ଜବତ

ବସ୍ତା : STF କୁ ମିଳିଛି ବଡ଼ ସଫଳତା । ନିଶା କାରବାର ବିରୁଦ୍ଧରେ STFର ସଫଳତା  ।  ଟିମ୍ ବାଲେଶ୍ବର ବସ୍ତା ଅଞ୍ଚଳରେ ଚଢାଉ କରି ୨ କିଲୋ ୧୨ ଗ୍ରାମର ବ୍ରାଉନ୍ ସୁଗାର୍ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ । ଏହି ଘଟଣା ରେ ଧାରା ୨୧ ସି, ୨୯ ଅନୁଯାୟୀ ମାମଲା…

ଏସଡ଼ିଜେଏମଙ୍କ ଅଦାଲତରେ ଅନୁଭବ

କଟକ : କଟକ ଏସଡ଼ିଜେଏମଙ୍କ ଅଦାଲତରେ ବର୍ଷାଙ୍କ ପକ୍ଷରୁ ରୁଜୁ ମାମଲାରେ ମଧ୍ୟସ୍ଥତା ପାଇଁ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ପହଁଚି ଥିଲେ କୋର୍ଟରେ । କିନ୍ତୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀ ପହଁଚିନଥିଲେ ଅନ୍ୟପଟେ ଆଜି ଗଣ ମାଧ୍ୟମ ଜରିଆରେ ମାମଲାରେ ପୂର୍ଣ୍ଣଛେଦ ଆଣିବାକୁ ବର୍ଷାଙ୍କୁ…