Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଚିକିତ୍ସା ପାଇଁ ସହାୟତା ଆଶାରେ ହରମୋହନ

ନୀଳମାଧବପୁର: ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ । ରୋଗଗ୍ରସ୍ତ ହୋଇ କିଛି ବର୍ଷ ହେଲା ଶଯ୍ୟାଶାୟୀ ହରମୋହନ ଦାସ । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ପରିବାର ବୋଝ ବି ତାଙ୍କ ଉପରେ । ଜମିବାଡି ସବୁ ବିକ୍ରି ସରିଥିବା ବେଳେ ଏବେ କିଛି ସହାୟତା ଆଶାରେ ବସିଛନ୍ତି ହରମୋହନଙ୍କ ପରିବାର ।…

ଅନ୍ତର୍ଜାତୀୟ ଯୋଗ ଦିବସ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ଯୋଗ ଦିବସ । ସାରା ବିଶ୍ୱ ଏହି ଯୋଗ ଦିବସ ପାଳିବା ସହିତ ବିଭିନ୍ନ ସ୍ଥାନରେ କରାଯାଉଛି ଯୋଗାଭ୍ୟାସ । ଶାରିରୀକ ଓ ମାନସିକ ସ୍ତରରେ ସୁସ୍ଥତା ପାଇଁ ନିୟମିତ ଯୋଗ କରିବା ଜରୁରୀ ହୋଇଛି । ପୁରୀରେ ବାଲୁକା କଳା ମାଧ୍ୟମରେ ଯୋଗ ନେଇ ଲୋକଙ୍କୁ ସଚେତନତା ଦିଆଯାଇଥିବା…

ମହର୍ଷି ପତଞ୍ଜଳୀଙ୍କୁ କାହିଁକି କୁହାଯାଏ ଯୋଗଗୁରୁ…

ନୂଆଦିଲ୍ଲୀ: ସାରା ବିଶ୍ଵରେ ଆଜି ଯୋଗ ଦିବସ ପାଳନ କରାଯାଉଅଛି। କୁହାଯାଏ ଶରୀର ଓ ମନକୁ ଗୋଟିଏ ସୂତ୍ରରେ ବାନ୍ଧିଥାଏ ଯୋଗ। ହିନ୍ଦୁଶାସ୍ତ୍ରରେ ପତଞ୍ଜଳୀଙ୍କୁ ଯୋଗଗୁରୁ ବୋଲି ବିବେଚନା କରାଯାଇଥାଏ। ତାଙ୍କ ନାମାନୁସାରେ ପତଞ୍ଜଳୀ ଯୋଗସୂତ୍ର ମଧ୍ୟ ପ୍ରକାଶ କରାଯାଇଛି। ହେଲେ ପତଞ୍ଜଳୀଙ୍କ…

ସ୍ପ୍ରିଣ୍ଟ କିଙ୍ଗ ମିଲଖା ସିଂ

ଭୁବନେଶ୍ୱର:ଇଣ୍ଡିଆନ୍ ଫିଲ୍ଡ ସ୍ପ୍ରିଣ୍ଟ ଲିଜେଣ୍ଡ ମିଲଖା ସିଂ । ଭାରତର ସବୁଠୁ ବଡ ନାମୀ ଖେଳାଳି ହେଉଛନ୍ତି ମିଲ୍‌ଖା । ଖାଲି ସେତିକି ନୁହେଁ ଏସିଆନ୍ ଗେମ୍ସ ଓ କମନୱେଲ୍‌ଥ ଗେମ୍ସରେ ୪୦୦ ମିଟରରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଏକ ମାତ୍ର ଭାରତୀୟ ହେଉଛନ୍ତି ମିଲଖା । ପଞ୍ଜ।।ବ…

ଦେଶରେ ୮୮ ଦିନ ପରେ ସର୍ବନିମ୍ନ ସ୍ତରରେ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କରୋନା ଗ୍ରାଫ ତଳକୁ ତଳକୁ ଖସୁଛି । ୮୮ ଦିନ ପରେ ଆଜି ସର୍ବନିମ୍ନ ସ୍ତରକୁ ଖସିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୫୩ହଜାର ୨୫୬ ନୂଆ ଆକ୍ରାନ୍ତ । ଏହି ସମୟରେ ୧୩ ଲକ୍ଷ ୮୮ ହଜାର କୋଭିଡ୍ ଟେଷ୍ଟ କରାଯାଇଛି । ଦେଶରେ କରୋନା ସଂକ୍ରମିତଙ୍କ…

କରୋନା ମୃତ୍ୟୁସଂଖ୍ୟା ୪୦ରୁ ଖସୁନି: ଆଜି ଓଡ଼ିଶାରୁ ଗଲା ୪୩ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କାବୁ ପାଉଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନି । ପ୍ରଦିନି ୪୦ରୁ ଅଧିକ ଆକ୍ରାନ୍ତ କରୋନାରେ ପ୍ରାଣ ହରାଉଛନ୍ତି । ୨୪ ଘଣ୍ଟାରେ ଆଉ ୪୩ ଜଣଙ୍କର ଜୀବନ ନେଇଛ ପ୍ରାଣଘାତୀ କରୋନା । ୧୫ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ଆକ୍ରାନ୍ତ ଆଖି…

କରୋନା କାୟା କମୁଛି: ଆଜି ରାଜ୍ୟରୁ ୩୦୩୧ ପଜିଟିଭ୍, ୫% ତଳକୁ ଖସିଲା ପଜିଟିଭ୍ ହାର

ଭୁବନେଶ୍ୱର: ରାଜ୍ୟରେ କରୋନା ପ୍ରକୋପ କମିବାରେ ଲାଗିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାରକୁ ଖସିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୩୧ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୭ଶହ ୩୮ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୨ଶହ ୯୩ଟି । ୨୪ ଘଣ୍ଟାରେ…

୫ ବର୍ଷରୁ କମ୍ ପିଲାମାନେ କାହିଁକି ମାସ୍କ ପିନ୍ଧିବା ଉଚିତ ନୁହେଁ ?

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅଧୀନରେ ଥିବା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ (DGHS) ନିର୍ଦ୍ଦେଶନାମା ଜାରି କରି କହିଛି ଯେ ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନେ ମାସ୍କ ପିନ୍ଧିବା ଆବଶ୍ୟକ କରନ୍ତି ନାହିଁ ଏବଂ ୬ ରୁ ୧୧ ବର୍ଷ ମଧ୍ୟରେ ପିଲାମାନେ ସେମାନଙ୍କ…

ଓଡ଼ିଶା-ମୋ ପରିବାର ସଂଯୋଜକଙ୍କୁ ଅକ୍ଷୟଙ୍କ କୃତଜ୍ଞତା ପତ୍ର

ଭୁବନେଶ୍ୱର: ଓଡ଼ିଶା ମୋ ପରିବାର ସଂଯୋଜକଙ୍କୁ କୃତଜ୍ଞତା ପତ୍ର ଦେଲେ ବଲିଉଡ୍ ଷ୍ଟାର ଅକ୍ଷୟ କୁମାର ଓଡ଼ିଶା ମୋ ପରିବାର ସଂଯୋଜକ ସୁବାସ ମହାରଣାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବଲିଉଡ୍ ଅଭିନେତା ଅକ୍ଷୟ କୁମାର । ଓଡ଼ିଶା ମୋ ପରିବାର ସଂଯୋଜକ ସୁବାସଙ୍କ ସହାୟତା ପାଇଁ ଅକ୍ଷୟ ଏହି କୃତଜ୍ଞତା…

ଲୁଟେରା ଗ୍ୟାଙ୍ଗ ଗିରଫ

ପୁରୀ : ପୁରୀ ପୋଲିସକୁ ସଫଳତା । ମୋବାଇଲ ଲୁଟ କରୁଥିବା ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ଟାଉନଥାନା ଓ ସମୁଦ୍ରକୂଳ ଥାନା ପୋଲିସର ମିଳିତ ଟିମ ୪ଟି ମୋବାଇଲ ଓ ଦୁଇଟି ବାଇକ ଜବତ କରିଛି  । ଗିରଫ ଅଭିଯୁକ୍ତ ହେଲେ ଦୋଳମଣ୍ଡପ ସାହିର ଆଶୀର୍ବାଦ ଦାଶ, ବଡୁମହାପାତ୍ର ଯାଗାର…