Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଚିକିତ୍ସା ନପାଇ ମୃତ୍ୟୁ ସହ ସଂଗ୍ରାମ କରୁଛି ଯୁବକ

ବାରିପଦା: ଚିକିତ୍ସା ନପାଇ ମୃତ୍ୟୁ ସହ ସଂଗ୍ରାମ କରୁଛି ଯୁବକ । ହସପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ  । ଆଉ ମୃତ୍ୟୁ ସହ ସଂଗ୍ରାମ କରୁଛି ଜଣେ ଯୁବକ । ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଯୁବକ ଜଣକ ଜୀବନ ବଂଚିବାକୁ ସଂଘର୍ଷ କରୁଛନ୍ତି । ପାରିବାରିକ କଳହ ଯୋଗୁ ମହୁଳିଆ…

ନିଶାସକ୍ତ ଜେଲ୍ ୱାର୍ଡରଙ୍କ ଉନ୍ମୁକ୍ତ କାଣ୍ଡ

ଉଦଳା: ନିଶାସକ୍ତ ଜେଲ୍ ୱାର୍ଡରଙ୍କ ଉନ୍ମୁକ୍ତ କାଣ୍ଡ । । ନିଶା ଗ୍ରସ୍ତ ହୋଇ ସବଇନସପେକ୍ଟରଙ୍କୁ ହାତ ଉଠାଇବା ସହିତ ଦୁର୍ବ୍ୟହାର କରିଥିବା ହୋଇଛି ଅଭିଯୋଗ । ଘଟଣା ଘଟିଛି ମୟୁରଭଞ୍ଜ ଉଦଳା ଥାନା ଅଞ୍ଚଳରେ । ନିଶାରେ ସବ ଇନ୍ସପେକଟରଙ୍କୁ ହାତ ଉଠାଇଲେ ଜେଲ ୱାଡ଼ର ।ମଙ୍ଗଳବାର ସନ୍ଧ୍ୟାରେ ଉଦଳା…

ଦିନ ସାଢ଼େ ଗୋଟାଏରେ ମୁଖ୍ୟ ସଚିବଙ୍କ ପ୍ରେସ ବିବୃତ୍ତି, ଘୋଷଣା ହୋଇପାରେ ଅନଲକ୍/ଲକଡାଉନ୍

ଭୁବନେଶ୍ୱର: ରାଜ୍ୟରେ ଆଜି ସରୁଛି ଲକଡାଉନ୍ । ଆସନ୍ତାକାଲି ସକାଳ ୭ଟା ପରେ କଣ ହେବ । ଅନଲକ୍ ନେଇ ଘୋଷଣା କରିପାରନ୍ତି ସରକାର । ଆଜି ଦିନ ସାଢ଼େ ଗୋଟାଏରେ ଏସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ପାରନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ସେ ପ୍ରେସ ବିବୃତ୍ତି ଦେବେ । କଣ କହିବେ ମୁଖ୍ୟ…

ଦେଶରୁ ୬୨ ହଜାର କରୋନା ପଜିଟିଭ୍ ଚିହ୍ନଟ, ୯ ଲକ୍ଷ ତଳେ ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା କାୟା କମିବାରେ ଲାଗିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଖସୁଛି ଆକ୍ଟିଭ୍ କେସ୍ । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୬୨ହଜାର ୨୨୪ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ଗତକାଲି ଚିହ୍ନଟ…

ଓଡ଼ିଶାରୁ ଆଉ ୪୪ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ୨୪ ଘଣ୍ଟାରେ କରୋନା ନେଇଛି ଆଉ ୪୪ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ୧୮ ଜିଲ୍ଲାରୁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣଙ୍କର ଜୀବନ ଯାଇଛି ।…

ଓଡ଼ିଶାରେ ନିମ୍ନଗାମୀ କରୋନା ସଂକ୍ରମଣ: ଆଜି ୩୫୩୫ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । କ୍ରମାଗତ ଖସୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ୪ହଜାର ତଳକୁ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୫୩୫ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨ହଜାର ୧୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫ଶହ ୧୯ ।…

ଏକାମ୍ର ପରମ୍ପରା : ଶୀତଳ ଷଷ୍ଠୀ

ସୁକାନ୍ତ ପଣ୍ଡା ମହାପ୍ରଭୁ ଲିଙ୍ଗରାଜଙ୍କ ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଶୀତଳ ଷଷ୍ଠୀ ଅନ୍ୟତମ ପ୍ରଧାନ ଯାତ୍ରା। ଜଗନ୍ନାଥ ମହାପ୍ରଭୁଙ୍କର ବାର ମାସରେ ତେର ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ,ଲିଙ୍ଗରାଜ ମହାପ୍ରଭୁଙ୍କର ଚଉଦ ଯାତ୍ରା । ଶିବବିବାହ ପରଦିନ ଦେବଦମ୍ପତିଙ୍କ ମନ୍ଦିରକୁ ବାଣ…

ସରିଲା ଦେବଦମ୍ପତି ବିବାହ, ଆଜି ଯୁଗଳ ଦର୍ଶନ

ସମ୍ୱଲପୁର: ଶୀତଳଷଷ୍ଠୀରେ ହେଲା ଦେବଦମ୍ପତି ବିବାହ । ଦେବୀ ପାର୍ବତୀଙ୍କ ହାତ ଧରିଲେ ଦେବ ଦେବ ମହାଦେବ । ଧାର୍ଯ୍ୟ ଲଗ୍ନ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ହର-ପାର୍ବତୀଙ୍କ ବିବାହ ସମ୍ପାଦିତ ହୋଇଥିଲା । କୋଭିଡ୍ କଟକଣା ଭିତରେ ନିରାଡମ୍ବର ଉତ୍ସବରେ ମନ୍ଦିର ପ୍ରାଙ୍ଗଣରେ ହୋଇଥିଲା ବିବାହ…

ପରମ୍ପରା ଓ ପ୍ରଗତିର ଆଢ଼ୁଆଳରେ ରଜପର୍ବ

ମାନସ ରଞ୍ଜନ ନାୟକ  ମାନବୀୟ ସଭ୍ଯତା ପ୍ରଗତିଶୀଳ ହେବା ସହ ସମାନ୍ତରାଳରେ ପରିବର୍ତ୍ତିତ ତାର ପରମ୍ପରା । ବଦଳିଯାଉଛି ଜୀବନର ମୂଲ୍ଯବୋଧ, ସାମାଜିକତା, ଆଉ ଆଚରଣ। ବସ୍ତୁବାଦୀ ସଫଳତା, ବୃତ୍ତିଗତ ପ୍ରତିଦ୍ବନ୍ଦିତା , ବଦଳାଇ ଦେଇଛି ମଣିଷର ରୂଚି, ଆମୋଦ ପ୍ରମୋଦ ଆଉ ଆଡ଼ମ୍ବରର ପରିସୀମା।…

ଆଗେଇ ଚାଲିଛି ତିନି ରଥ କାମ

ପୁରୀ : ରଥ ନିର୍ମାଣ ବେଶ ଆଗୁଆ ଚାଲିଛି । ୯ ଦିନ ପୂର୍ବରୁ ଉଠିଛି ତିନି ରଥର ଚାରିନାହାକା ।  ଗତକାଲି ରଥର ଦଣ୍ଡା ଉପରେ କଣ୍ଟା ବାଡ଼ିଆ ପରେ ଗରଗରା ଓ ପୋଲ ଗୟଳ ପଡିଥିଲା । ଜକଯନ୍ତ୍ର ଓ ଗୁଜ ସ୍ଥାପନ ସରି ଆଜି ଭୋଇ ସେବକ ମହାରଣାଙ୍କ ନିର୍ଦେଶରେ ତିନିରଥର ଚାରି ନାହାକା ଉଠାଇଛନ୍ତି ।…